ମନ ଅଗଣା — ମିନତି ଦାଶ
ମନ ଅଗଣା.. ————— ମନ ଅଗଣା ଟି ମୋର, ସୀମାହୀନ ଶେଷହୀନ ବିତାନଠୁ ବିସ୍ତୃତ ପରିଧି, ତୁମେ ଯେବେ ଛୁଇଁ ଯାଅ ଆକାଶେ ଆଦର ନେଇ ପଦଚି଼ହ୍ନ ଲଂଘଇ ପରିଧି. ଆଖିରୁ ଆକାଶ ଜାକ ଜକ ଜକ ତୁମ ମୁହଁ ତୁମ ବିନା ଅଦୃଶ୍ୟ ଊରବୀ, ଦୂରେ ଗଲେ ଝୁରି ହୁଏ ମଞ୍ଜ ଥରା ଶ୍ୱାସ ବହେ ମୁହୂର୍ତ୍ତେ
ମନ ଅଗଣା.. ————— ମନ ଅଗଣା ଟି ମୋର, ସୀମାହୀନ ଶେଷହୀନ ବିତାନଠୁ ବିସ୍ତୃତ ପରିଧି, ତୁମେ ଯେବେ ଛୁଇଁ ଯାଅ ଆକାଶେ ଆଦର ନେଇ ପଦଚି଼ହ୍ନ ଲଂଘଇ ପରିଧି. ଆଖିରୁ ଆକାଶ ଜାକ ଜକ ଜକ ତୁମ ମୁହଁ ତୁମ ବିନା ଅଦୃଶ୍ୟ ଊରବୀ, ଦୂରେ ଗଲେ ଝୁରି ହୁଏ ମଞ୍ଜ ଥରା ଶ୍ୱାସ ବହେ ମୁହୂର୍ତ୍ତେ
ସଂକଳ୍ପର ସ୍ରୋତ ସ୍ୱାମୀ ବିବେକାନନ୍ଦ (ଜୟନ୍ତୀ ଉପଲକ୍ଷେ, ଜାତୀୟ ଯୁବ ଦିବସ ଅବସରରେ) ସ୍ବପ୍ନ ସଂକଳ୍ପ ସୂର୍ଯ୍ୟ ସମ ତେଜ ଜୀବନର ସଫଳତା ସମ୍ଭାବନାର ଗଭୀର ସାଗର ମନୁ ତେଜି ଚଞ୍ଚଳତା। ସ୍ୱପ୍ନର ନିଶା ଲକ୍ଷ୍ୟ ସାଧନେ ହୀରାର ଚମକ ନେଇ ଲକ୍ଷ୍ୟ ବିହୁନେ ସ୍ୱପ୍ନ ଅଧୁରା କୋଇଲାର ମୂଲ୍ୟ ପାଇ। ଜାତିର ସମ୍ପଦ ସ୍ପର୍ଦ୍ଧିତ ଯୁବକ
ରେଖାଖଣ୍ଡ ================= ବିନ୍ଦୁ ମାନଙ୍କର ସମାହାର ପରା ତଳ ଗଠନ କରଇ । କେବେସେ ବନ୍ଧୁର କେବେବା ମସୃଣ ଜ୍ୟାମିତିର ପାଠ ଏହି ॥(୧) ଏକ ସମତଳେ ଦୁଇ ବିନ୍ଦୁ ମଧ୍ଯେ ଅନେକ ବାଙ୍କୁଲି ଗାର । ଅଙ୍କା ଯାଇପାରେ,ତହିଁର ମଧ୍ଯରୁ ସଳଖ ଏକ ମାତର ॥(୨) ଅସୀମ ସରଳ ରେଖାର ମଧ୍ଯରୁ ସସୀମ ଜୀବନ ରେଖା ।
ମୋ କାରିଗର କଥା ************************** ଶୁଣଶୁଣ ସୁଜ୍ଞନର କହିବାର କଥା ଆମ ଲାଗି ବଢିଛି ହେ’ ଆମ ମୁଣ୍ଡ ବ୍ୟଥା।। ପ୍ରକୃତି ସମ୍ପତି ସବୁ ନଷ୍ଟ ଭ୍ରଷ୍ଟ କରି, ଜରି,ପ୍ଲାଷ୍ଟିକ କୁ ଆମେ ନେଇଛେ ଆଦରି।। ପ୍ରଦୂଷଣ ମାତ୍ରା ଦିନୁ ଦିନେ ବଢିଚାଲେ, ଉପାୟ ନପାଇ ଆଜି ବିଷ କୁ ଖାଇଲେ।। କୁଲା, ଭୋଗେଇ,କୁଣ୍ଢି ରେ ସେ ପୁରୁଣା
ପେଟେରା ପରି ନୁହେଁ ଆଖିକୁ ଦିଶଇ କେତେ ମନଲୋଭା ଗଢ଼ିବାକୁ କେତେ କଷ୍ଟ ଦେଖିଦେଲେ ଥରେ ଆଖିରହେ ଲାଖି କାରୀଗର ର ସେ ଖଚିତ। ଘରକୁ ସଜେଇ ସେ- ମନ ଚମକେଇ ବାନ୍ଧିନିଏ ଧିରେ କ୍ଷଣେ ବଜାର ଘାଟରେ ଭିଡ଼ ଜମିଯାଏ କିଣିବାକୁ ତାକୁ ଲୋଭେ। ପ୍ଲାଷ୍ଟିକ ଠାରୁ ସେ ବହୁ ଉପଯୋଗୀ ଜିନିଷ କୁ କରେ ଯତନ
ସୂକ୍ଷ୍ମ କାରୁକାର୍ଯ୍ୟ ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, ଯେତେ ଦେଖୁଥିଲେ ବି ଏ ମନ ଛଟପଟ..।। ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, ଏତେ ସବୁ ସାମଗ୍ରୀ ଦେଖି ଲାଗେ ଭାରି ଆଶ୍ଚର୍ଯ୍ୟ..।। ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, କେମିତି ହେ କାରିଗର.. କି ବୁଦ୍ଧି ତୁମର
ଅଲୋଡା ବାଉଁଶିଆ ଏମାନେ ଆଷାଢ ଆକାଶରେ ଲୁଚିଯାଇଥିବା ଆଶା ସବୁ ଏମାନେ କୁହନ୍ତି ଅନେକ ଏମାନଙ୍କୁ ଶୁଣନ୍ତି ଅଳ୍ପ; ଫୋନ ଗ୍ଯାଲେରୀ, ମ୍ଯୁଜିୟମ ଆଦିବାସୀ ମେଳାର ଅଗଣାରେ ଶୋଭା ପାଉଥିବା ପୂର୍ବଜଙ୍କ ଆତ୍ମା ଯେହ୍ନେ। ଏମାନେ କୁହନ୍ତି ବଣ୍ଡାଙ୍କ ଚଳଣି ଗାଆନ୍ତି ଯେବେ ଏମାନେ ଧାନରେ ପୂର୍ଣ୍ଣ ହୁଅନ୍ତି, ପୂର୍ଣ୍ଣ ହୁଏ ଏଇ ଗର୍ଭ ଗଉଣୀର ଯେବେ ଲକ୍ଷ୍ମୀଠୁ
ମୋ ରୂପ ସାଜ୍ଜସଜ୍ଜା କେଡେ ମନୋହର ରୂପ ଟି ମୋହର ମନ କୁ ନେବି ମୁଁ କିଣି ସାଇତି ରଖିବ ଯାତନ ରେ ମୋତେ ହୃଦୟ ନେବି ମୁଁ ଜିଣି.. ମୋ ରୂପ ମାଧୁର୍ଯ୍ୟ ଆକର୍ଷିତ କରି ସାଉଁଟି ଆଣିବ ଖୁସି ପ୍ଲାଷ୍ଟିକି ର ସବୁ ଚାହିଦା କମିବ ଦେଖୁଥିବି ମୁଁ ବସି…. ବାଉଁଶ ରେ ମୋର ଗଢ଼ା
ପରିଚୟ ଆଜି ସମୂଦ୍ର କୂଳରେ ଧାଉଁଥିଲି, ଖୋଜିବୁଲୁଥିଲି ମୋତେ ଆଉ ମୋ ପରିଚୟକୁ, ଅନେକ ଖୋଜିଲି ତନ୍ନ ତନ୍ନ କରି, ଟିକିନିଖି କରି ପରଖି ଚାଲିଲି ପରସ୍ତ ପରସ୍ତ ଢେଉକୁ, ସମୟର ମାୟାଜାଲରେ ଥରେ ଥରେ ଛନ୍ଦି ହୋଇଯାଉଥିଲା ହୃଦୟ, ହଁ ଖୁବ୍ ମନେ ପଡ଼ୁଥିଲା କିଛି ଅଭୁଲା ଅତୀତ, ଯାହା ଆଜିବି ପାଉଁଶ ହୋଇ ଉଡ଼ିବୁଲୁଛି ହୃଦୟ
ହେ ଇତିହାସ ତୁମକୁ ମୋ ଶହେ ସଲାମ ଇତିହାସ ତୁମେ ଏହି ଧରା ଧାମେ ଘେନ ମୋ ସଲାମ ଶ୍ରଦ୍ଧା ସୁମନେ, ଶତ ସଲାମର ଯୋଗ୍ୟ ଗ୍ରନ୍ଥସାର ଝୁରେ ବିଶ୍ୱ ତୁମ ସ୍ମୃତି ଚାରଣେ! ବିଶ୍ୱ ପ୍ରୀତି ତୁମ ଅତୁଲ୍ୟ ଉତ୍ତମ ସାଇତା ସ୍ମୃତିର ବିଜ୍ଞ ବିଜ୍ଞାନ, ପ୍ରାଚୀନ ସଂସ୍କୃତି ଯୁଗ ଜ୍ଞାନ ଜ୍ୟୋତି
ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି ଏଇଠି ଜନମ ଏଇଠି ମରଣ ଇଏ ଜନ୍ମଦାତ୍ରୀ ଜନନୀ ମୋର, ମୋଜୀବ ଜୀବନ ମୋହୃଦ ଚନ୍ଦନ ଏ ମାଟି ମୋ ପାଇଁ ସରଗ ପୁର! ଏ ମାଟିରୁ ଦାନା ସର୍ବ ସମ୍ଭାବନା ଦିଏ ସଞ୍ଜୀବନ ପାଣି ପବନ, ଏ ମାଟିରେ ବାସ ଏଇଠି
କଥା ନୈବେଦ୍ୟ ଧନ ଦଉଲତ କି’ହେବରେ ଭାଇ ଥିଲେ ଥାଉ ଯେତେ ପାଶେ ଅନ୍ୟର ହିତରେ ନ ଲାଗିଲା ଯଦି ତାହାର ମୂଲ୍ୟ କି ଆସେ । ଆନ ପ୍ରାଣୀ ଦୁଃଖ ଦେଖିକରି ଯଦି ନେତ୍ର ଯାଏ ନାହିଁ ଭରି ଆପଣା ଦୁଃଖରେ ଜନ ସମାଜରେ କେମିତି କର ଗୁହାରି । ସାହାଯ୍ୟ କରିଲେ
କୁଇଲି ମିଟୁ ଆଉର୍ କବି ସଂବାଦ୍ ଗୁର୍ ଯେନ ଥିଲେଁ ଚାଁଟିର୍ କାଏଁ ଦୁକାଲ୍ ଗଦା ଗଦା ହେବେ ବୁରି ଅଏଶୋ ସାନ୍ ହେଇ ତାସିଂଗି ପୂର୍ତୁନୁ ଗୁର୍ ଦେବେ ସବୁ ଚରି। ୧ ଗୁର୍ କେଭେଁ ନି’ଡାକେ ଆଆ ରେ ଚାଁଟି ଖାଇଦେ ମୋତେ ଚାଟିପୁଛି ଗୁରର୍ ବାସ୍ନା ପଟେ ଚାଁଟି ଶୁଂଘ୍ଲେଁ ହୁଦାଟେ
ଟୁସୁମିନି “ଟୁସୁ” କୁହ ଅବା “ଟୁସୁମିନି”କୁହ କୁଡୁମି ନାରୀ ଅସ୍ମିତା, ନିଜ ପ୍ରାଣ ଦେଇ ନାରୀର ସତୀତ୍ଵ ରଖିଥିଲା ସେହି କଦା ।। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଏମାନଙ୍କ ମୂଳ ଘର, ସବୁଜିଲ୍ଲା ଆଉ ସବୁ ସବୁ ଅଞ୍ଚଳରେ ରହୁଛନ୍ତି ଓଡ଼ିଶାର ।। କୁଡୁମି ଅଟଇ ରାଜା ଛତ୍ରପତି ଶିବାଜୀଙ୍କ ବଂଶଧର, ମରାଠା
ଗାଁ ରୁ ସହର ସାଜସଜ୍ଜା ନେଇ ଆସେ ମକର *********************** ବାର ମାସରେ ଯେ ତେର ଗୋଟି ପର୍ବ ଆମ ଓଡ଼ିଶା ମାଟିରେ, ଓଡ଼ିଶା ବାସୀ ପାଳି ଥାଆନ୍ତି ମିଶି ବହୁ ଆନନ୍ଦ ଖୁସିରେ। ଗାଁ ଠାରୁ ସହର ସାଜସଜ୍ଜା କରି ଆସିଲାଣି ଯେ ମକର, ଶୀତ ଶେଷ ହେବ ବସନ୍ତ ଆସିବ ଆଣିବ ଖୁସି
ଲୁହରେ ଲେଖୁଛି ଚିଠି ବହୁଦିନ ପରେ ଆଜି ମୋ ମନରେ ଭାବନାର ସୀମା ନାହିଁ କେଉଁ ଭାବନାକୁ ଲେଖିବି ତାହାକୁ ବୁଝିତ ପାରୁନି ମୁହିଁ। କି ଥିଲା ମୋ ଜାତି ଆଜି ସେ ସୁଷୁପ୍ତି ପୂର୍ବ ତେଜ ତା’ର ନାହିଁ ସାଜି ଗୋଡ଼ାଣିଆ ହେଲାଣି ହାଲିଆ ବୁଝି ନପାରୁଛି ସେହି। ବିଶ୍ବରେ ଯା ଖ୍ୟାତି ତାହାର ସଂସ୍କୃତି
ମଣିଷ ଜୀବନ ************ ମଣିଷ ଜୀବନ ପାଣି ଫୋଟକାଟେ କେତେବେଳେ ଅବା ଫାଟିଯିବ କେହି ଜାଣିନାହିଁ ଜାଣି ପାରିବେନି କେତେବେଳେ ବେଳ ଆସିଯିବ ।। ଜୀବନ ମାତ୍ରକେ ମରଣ ରହିଛି ମର୍ତ୍ତ ମଣ୍ଡଳରେ ଦେହ ଧରି କେହି ବର୍ତ୍ତୀ ନାହିଁ ମରଣ ମୁହଁରୁ ଜଣ ଜଣ କରି ଯାନ୍ତି ଚାଲି ।। ବଡ଼ ସାନ କିଛି ମାନେ ରଖେ
ଅତୁଠ ପଥର କେଡ଼େ ହୀନିମାନ ହଉଛୁ କହିଲୁ ପଡ଼ିଛୁ ସେଇ ଅତୁଠରେ ହେବଣି ପାଞ୍ଚ ପୁରୁଷ ତୋ’ର କୋଉ ମନେ ଥିବ କିଏ ଥୋଇଥିଲା ଏଠି ତୋତେ ଆଣି ଗାଁ ପାଖ ପାହାଡ଼ ଛାତିରୁ ତୋ ଜନ୍ମ ପାହାଡ଼ଟା ତ ଦିଶେନି ଏବେ ମିଶିଯାଇଥିବେ ତୋ ଭାଇ ସହୋଦର ଗାଁ ମାଟିରେ କି ଇଟାଭାଟିରେ ନହେଲେ କା’
ଆସୁଛି ମକର ଜଗନ୍ନାଥ ଦେଶ ଓଡିଶା ପାଳେ ବିଭିନ୍ନ ପର୍ବ, ତନ୍ମଧ୍ୟରେ ସାର ମକର ସଂକରାନ୍ତିଟି ଆଗ । ଏହି ଦିନ ହୁଏ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି , ଚୌରାଶି ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀପତି । ମକର ଚୂଡାଟି ଲାଗଇ ଜଗନ୍ନାଥ ମସ୍ତକେ, ମକର ଚାଉଳ ପ୍ରସ୍ତୁତ ଭୋଗ ଲାଗେ ସମୀପେ ।
ସ୍ଵପ୍ନ ଆସେ ଲୋ ଝରି ସ୍ଵପ୍ନ ଆସେ ଲୋ ଝରି ଡେଣା ଲାଗେ ଲୋ ପରୀ ଉଡିବାକୁ ଦେଖିବାକୁ ଅନନ୍ତପୁରୀ । ଗଜୁରିବା ସ୍ଵପ୍ନ କେବେ ଅଧୁରା ହୁଏ ସୁନା ଡେଣା ଚୁନା ହୁଏ କୂଳ ନ ପାଏ ମନପକ୍ଷୀ ଘୁରି ଦେଖେ ଖାଲି ଭଉଁରୀ । ସ୍ଵପ୍ନ ….. ନାରୀ