ସୋପାନ କ (1) କବିତା ର ଶୀର୍ଷକ – ‘ବନ୍ଦୀର ଆତ୍ମକଥା’ କବି- ଗୋପବନ୍ଧୁ ଦାସ ଶୀର୍ଷକ- ‘ତ୍ୟାଗରେ ତାପିତ ଜୀବନ’ କବି ପରିଚୟ: ପୁରୁଷୋତ୍ତମ କ୍ଷେତ୍ର ଯାହାଙ୍କ ଜନ୍ମ ପୀଠ ସାକ୍ଷୀଗୋପାଳ ଯାହାଙ୍କ ଆରାଧ୍ୟ ଦୁଃଖୀ ଦରିଦ୍ରଙ୍କର ଯିଏ ପରମ ପ୍ରିୟ ତଥା ଉତ୍କଳ ପ୍ରଦେଶ ର ଯିଏ ମଉଡ଼ମଣି ସେହି ମହାପୁରୁଷ ହେଉଛନ୍ତି ଦରଦୀ କବି
Read More
ପେଟେରା ପରି ନୁହେଁ ଆଖିକୁ ଦିଶଇ କେତେ ମନଲୋଭା ଗଢ଼ିବାକୁ କେତେ କଷ୍ଟ ଦେଖିଦେଲେ ଥରେ ଆଖିରହେ ଲାଖି କାରୀଗର ର ସେ ଖଚିତ। ଘରକୁ ସଜେଇ ସେ- ମନ ଚମକେଇ ବାନ୍ଧିନିଏ ଧିରେ କ୍ଷଣେ ବଜାର ଘାଟରେ ଭିଡ଼ ଜମିଯାଏ କିଣିବାକୁ ତାକୁ ଲୋଭେ। ପ୍ଲାଷ୍ଟିକ ଠାରୁ ସେ ବହୁ ଉପଯୋଗୀ ଜିନିଷ କୁ କରେ ଯତନ
Read More
ତୁ ବି ଶିଖେଇଛୁ ତୋରି ସାଥେ କଟିଛି ବାଲ୍ୟ କଟିଛି ବି ପୌଗଣ୍ଡ ର ଦିନ ତତେ ଧରିବାକୁ ହାତ ନେଲେ ଶୁଣେ ପକ୍ଷୀ ଧରଣ ମା’ମରଣ। ତଥାପି ଭୟକୁ ଚାପି ଧରିବା ଚେଷ୍ଟା ଅବିରତ ଲାଗିଥାଏ ନରଖି ଦ୍ବିଧା ସାଙ୍ଗ ସାଥି ଙ୍କର ନଟଖଟି ଚିଡା ତତେ ଧରିବାକୁ ମନେ ବଢେ କ୍ଷୁଧା। ହାତେତତେ ଦେଖି ମାଆ
Read More
*ତୁମେ* ମୁଁ ନିତି ଜଳେ ଦୀପ ସଳିତା ର ଶିଖାଭଳି ତୁମେ ଧୌର୍ଯ୍ୟକୁ ଅନ୍ତକରିବାର ଛଳରେ ଲିଭାଇଦେବ ଦୁନିଆଁର ଚର୍ମଚକ୍ଷୁଜ୍ବଳନକୁ। ମୁଁ ମରୁଭୂମିର ମରୀଚିକା ଦ୍ବନ୍ଦ୍ୱ ରୁ ଦୂର ତୁମେ ତୃଷାମେଣ୍ଟିବ ଆଞ୍ଜୁଳେ ପ୍ରେମରେ ସଞ୍ଚରିଦେବ ସତେଜ ଫୁଲର ଅଭୁଲା ବାସ୍ନାକୁ। ମୁଁ ଗୋଲାପର ଅଗଣିତ କଣ୍ଟାରେ କ୍ଷତାକ୍ତ ତୁମେ ଅପେକ୍ଷାର ଶେଷ ପ୍ରହରୀରେ ଆସ ତଥାପି ମନର
Read More
କୃଷକ ଭାଇ କ୍ଷେତ ବାଡ଼ିରେ ଶ୍ରମ ତୁ ଢ଼ାଳୁ ଅଚିରେ ସ୍ୱାର୍ଥ ବିନା ଲହୁ ଲୁହାଣ ସହି ତୁ କଷ୍ଟ ମାଟିକୁ କରୁ ସୁନା । କେତେଯେ ତ୍ୟାଗ ନିଃସ୍ୱାର୍ଥେ କରୁ ଖରା ବରଷା ସହି ତୋ ମୂଲ କିଏ ଦବରେ ଭାଇ ଅମୂଲ୍ୟ ତୋର ଲହୁ। ଶୀତ କାକର ଖାତର ନାହିଁ ଚାଷ ପ୍ରେମରେ ମାତୁ କିଏ
Read More
Lets talk with a most talented Poetess, “Manorama Sahu” hails from silver city Cuttack, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ମନୋରମା ସାହୁ ପିତାଙ୍କ ନାମ- ବସନ୍ତ କୁମାର
Read More