:::କିଏ ତୁମେ ଅଭିସାରିକା::: ସ୍ଵପ୍ନର ନାୟିକା, ମନର ଯାଜ୍ଞିକା ଶୟନେ ସପନେ,ପ୍ରତି ଶବ୍ଦବ୍ରହ୍ମେ ମୋ ମନ ମନ୍ଦିର , ଅଗ୍ନିରୂପ ଶିଖା । କିଏ ତୁମେ ଅଭିସାରିକା ମଳୟ କୁ ମଧୁ ମାସ ଛୁଇଁଯିବା ପୂର୍ବରୁ ଓଠର କିଆରୀରେ ବୁଣି ଦେଲ ଅମାପ ପ୍ରୀତିର ସ୍ପର୍ଶ ବନ୍ୟା । କିଏ ତୁମେ ଅଭିସାରିକା ନାୟିକା ନୁହଁ କି ମୋ
Read More
29 total views, 29 views today
ଲୁହର ଅନ୍ତରାଳେ ପ୍ରଣତି ଆଚାର୍ଯ୍ୟ ମିଶ୍ର ଧୂସର ବାଲିର ପଥେ ଚାଲୁଚାଲୁ ଆଶା ଯେବେ ମରିଯାଏ ଚକ୍ଷୁ ରେ ସଞ୍ଚିତ କିଛି ଅଶ୍ରୁଧାର ନିଶବ୍ଦ ରେ ଝରିଯାଏ।। କେତେ ଆଶା କେତେ ଆହ୍ଲାଦ ସେଥିରେ ସ୍ମୃତି ର କାହାଣୀ ଲେଖା ମାନ ଅଭିମାନ ଭାବର ତରଙ୍ଗ ଭରା ମୌନ ଅଗ୍ନି ଶିଖା।। ବିଫଳତା ଚିତ୍ର
Read More
13 total views, 1 views today
ଇଛାମାନଙ୍କ ମୃତ୍ୟୁ ରେ ମହେନ୍ଦ୍ର ନନ୍ଦ କୁଢ କୁଢ ଇଛା ମରି ଭାସୁଛନ୍ତି ଗଂଗା ଗୋଦାବରୀ ଜଳେ ମେଂଚା ମେଂଚା ଦୁଃଖ ଲୁଚି ଯାଉଛନ୍ତି ବିନ୍ଧ୍ଯ ହିମାଂଚଳ ଚୁଳେ ଦୁଇ କୂଳ ହିତ ପାଇଁ ଦ୍ବିଧାରେ ଦୁହିତା ସଂଜବତୀ ଜାଳି ବଂଚିଛି ବିଶ୍ବାସ ପିଇ ଜିଇଛି ଗୋଟାଏ ଜିଅନ୍ତା ମଣିଷ ହୋଇ ଜୀବନକୁ ଭଲ ପାଇ ାା
Read More
11 total views, 1 views today
ବିକୃତ ଜୁମର ନାଥ ପାତ୍ର ବିକୃତ ମାନସିକତା ସମ୍ପନ୍ନ ବ୍ଯକ୍ତି ବିଷୟରେ କାହାଣୀ ଟେ ଶୁଣ ପିଲେ … ଚାହାଁ ଚାହିଁ ହେଲେ ପିଲେ ପରସ୍ପର କୁ ଏଇ ଚାହାଁ ଚାହିଁ ରେ ହୁଏ ତ ଅନେକ ଭାଷା ଥିଲା ସେମାନଙ୍କ ର ଏ ବିକୃତ କ’ଣ …! ମାନସିକତା ..ଟିକେ ବୁଝି ହୁଏ ଟିକେ ଅବୁଝା
Read More
11 total views, 1 views today
ଗଙ୍ଗା ଯେ ଦେଶେ ବହେ ଭରତ ବନ୍ଧୁ ବିଶ୍ୱାଳ ବେଦଶାସ୍ତ୍ର ଯହିଁ ଓଁକାରେ ପ୍ରଣବ ଗଙ୍ଗା ଯେ ଦେଶେ ବହେ ଶିରେ ହିମାଳୟ ହୀରକ ମୁକୁଟ ସାଗର ପାଦ ପଖାଳେ ସବୁଜ ସୁନ୍ଦର ମୋ ଦେଶ ଭାରତ ବିଶ୍ଵ ଜୟଗୀତି ଗାଏ । ଜ୍ଞାନ ବିଜ୍ଞାନର ଝଲକେ ଆଲୋକ ଉଜ୍ଜ୍ବଳେ ଭବିଷ୍ୟ ନୂଆ ଶିକ୍ଷା ପ୍ରଶିକ୍ଷାର
Read More
9 total views, 1 views today
କବି ଟିଏ ମୁଁ କବି ଟିଏ ଜାନକୀ ମହାନ୍ତ ମୁଁ ଶୁଦ୍ଧ ସୁଧା ଝର ଟିଏ, ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ, ବୀଣାପାଣି ଙ୍କର ପୁତ୍ରୀ ଟିଏ ସୁନ୍ଦର ମନର ମୁଗ୍ଧ ଛବି ଟିଏ ।। କବି ଟିଏ ମୁଁ କବି ଟିଏ… ପଙ୍କରେ ପଙ୍କଜିନୀ ଟିଏ, ମନ କଲମରେ ପ୍ରୀତିର କାଳିରେ ଶବ୍ଦର କୁଞ୍ଜରେ
Read More
12 total views, 1 views today
ସନ୍ତାନ ଅରେନ୍ଦ୍ର କୁମାର ଦାଶ ମାଆର କୋଳଟା ମଣ୍ଡିତ ହୁଅଇ ଦେଖଇ ଯେବେସେ ସନ୍ତାନ ମୁଖ ସନ୍ତାନର ମୁଖ ଦେଖୁ ଦେଖୁ ସିଏ ଭୁଲିଯାଏ ଗର୍ଭ ଯନ୍ତ୍ରଣା ଦୁଃଖ…….. (୧) ଦଶମାସ ଦଶଦିନ ଗର୍ଭେ ଧରି ଜନ୍ମ ଦେଇଥାଏ ଯାହାକୁ ସିଏ ସେହି ସନ୍ତାନର ମନ ବୁଝିପାରି ଅନ୍ତଚିରି କ୍ଷୀର ପିଆଇଥାଏ……….. (୨) ସେ
Read More
17 total views, 3 views today
ଅତିବଡି ତବ ବଡ଼ିମା ବିଶ୍ୱେଶ୍ୱର ମାଝୀ ଷୋଡଶ ଶତାବ୍ଦୀ ଆଦ୍ୟ ଭାଗାବଧି ଉତ୍କଳ ଭୂମିର ସୂତ କପିଳେଶ୍ଵରପୁର ଶାସନ ଗ୍ରାମର ରାଧାଷ୍ଟମୀ ତିଥି ଜାତ। ମାତା ପଦ୍ମାବତୀ ଭଗବାନ ଯତି ପୁରାଣ ପଣ୍ଡା ପିତର ବଟବିହାରୀଙ୍କ ସମୀପେ ପଣ୍ଡାଙ୍କ ପୁରାଣ ପାଠ ଆସର। କଳ୍ପବଟ ମୂଳେ ଶ୍ରୀଚୈତନ୍ୟ ଡୋଳେ ମିଳନର ସୂତ୍ରପାତ ସମ ବୟସର
Read More
13 total views, 1 views today
ଆହ୍ୱାନ ଜୟ କୁମାର ମିଶ୍ର ତାଲିମ ନୁଆଁ, ଦେଖାଏ ରାହା ନୁଆଁ ସପନ ଯୋଡି , ସପନ ସାଥେ, ଜୀବନ ପଥେ କେତେ ଯୋଜନା ବାଢି ll(1) ସମୟ ସ୍ରୋତେ, ବଦଳେ କେତେ ନବ ଆହ୍ୱାନ ଥୋଇ, ପିଲା ପଢ଼ିବେ ଆଗେ ବଢ଼ିବେ ମନେ ଆନନ୍ଦ ବହି ll(2) ଶିଶୁ, ସମ୍ପତି, ଭବିଷ୍ୟ ସ୍ଥିତି ବଗିଚାଟିର କଳି,
Read More
29 total views, 9 views today
ଶେଷ ସ୍ପର୍ଶ ଅରୁଣ କୁମାର ମହାପାତ୍ର ଜୀବନର ଚୀର ସତ୍ୟ ଜନମ ଓ ମୃତ୍ୟୁ ଏକ କ୍ରିୟା ସଞ୍ଚାରିତ କରଇ ଆନନ୍ଦ ଆରେକ ବିବ୍ରତ ଆଉ ହୃଦ ବିଦାରକ ମୁଁ ଆଉ ମୋର ଶବ୍ଦ କରି ପରିତ୍ୟାଗ ବାହୁଡ଼ିବ ଜୀବ ତାର ଉତ୍ପତ୍ତି ସ୍ଥଳକୁ। ତୁଟିଯିବ ସବୁ ମାୟା ବନ୍ଧନର ଡୋରି ଶରୀରରୁ ଛିନ୍ନ ହେବ ସାଉଁଟା
Read More
12 total views, 1 views today
ଲୁହ ରଶ୍ମୀବାଳା ଶତପଥୀ ନିଶବ୍ଦ ନିରୋଳା ଜାଗାର ଅନୁସନ୍ଧାନରେ ଯାଏ ଭ୍ରମି ଭ୍ରମି ଏଠି ସେଠି ବହୁ ଦୂରେ ଯେଉଁଠି ନ ଥିବେ ଜଣେ କେହି, ଲୁହକୁ କରିବାକୁ ପଡ଼ିବନି ଅପେକ୍ଷା ଅନାୟସରେ ପାରିବ ବହି। ଆଖି ଗଲାଣି ଥକି ଲୁହର ବୋଝ ଉଠାଇ ହୃଦୟ ଗଲାଣି ଥକି କୋହକୁ ସମ୍ଭାଳି କିଛି ବି ଦୃଶ୍ୟମାନ
Read More
11 total views, 1 views today
ଏମିତି ଜୀଵନ ମନୋଜ କୁମାର ଦାସ ଜନ୍ମରୁ ମୃତ୍ୟୁ ଜୀଵନ ଚଲାପଥରେ କେତେ ଖାଲ ଢିପ ଝଡ ଝଞ୍ଜା ଦେଖା ଦିଏ ସେ ଯନ୍ତ୍ରଣା କଷ୍ଟକୁ ପିଠିରେ ପକାଇ ଆଗକୁ ଆଶା ନେଇ ବଢେ l ଏମିତି ଜୀଵନ ବଞ୍ଚୁଥାଏ ଜୀଵନ ଭିତରେ କେବେ ପ୍ରଶଂସାତ କେବେ ଅପନିନ୍ଦା ମୁଣ୍ଡେର ପଥ ଚାଲିବାକୁ ହୁଏ, ଛାତିକୁ ପଥର
Read More
9 total views, 2 views today
ମୋବାଇଲ୍, କବି ଏବଂ ସାହିତ୍ଯ ସୁଧୀର ପଣ୍ଡା ଲୁପ୍ତ ଭବିଲାଣି ତାଳପତ୍ର ପୋଥୀ ନହେବ ଗୁପତ ବେଦ ବ୍ରହ୍ମାଙ୍କ ମୂଖରୁ ନିଶ୍ରୁତ ଏ ବାଣୀ ପଠନେ ପାଇବ ଭେଦ। ୧ ଆଦି ଯୁଗଠାରୁ ବର୍ତ୍ତମାନ ଯାଏ ବାଣୀ ପଦେ ଆରାଧନା ସାହିତ୍ଯ ସେବାରେ ସଦାକର୍ମେ ରତ କେତେକବି ଧନ୍ଯଧନ୍ଯା।୨ ଯୁଗ ପ୍ରବର୍ତ୍ତନେ ତାସଙ୍ଗେ ସାହିତ୍ଯ
Read More
9 total views, 1 views today
ଓଡିଆ ସଂସ୍କୃତିରେ ବିଷୁବ ଡ. ପ୍ରିୟମ୍ବଦା ସାମଲ ଭାରତବର୍ଷରେ ଚିରହାସ୍ଯମୟୀ ବୀର ପ୍ରସବିନୀ କିର୍ତ୍ତୀ କିରିଟିନୀ ମନ୍ଦିରମାଳିନୀ ଉତ୍କଳ ଏକ ପୂଣ୍ୟଭୂମି। ଓଡିଶାର ପ୍ରାଣର ଈଶ୍ବର ଶ୍ରୀ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥଙ୍କ ପରଂପରାରେ ଜଗନ୍ନାଥ ପଂଜିକା କିମ୍ବା ସୌରମାସ ଅନୁସାରେ ମହା ବିଷୁବ ସଂକ୍ରାନ୍ତି ଓଡିଆର ନୂତନ ବର୍ଷ ରୂପେ ଗ୍ରହଣୀୟ। ଗୋଟିଏ ସଂକ୍ରାନ୍ତି ରୁ ଆଉ
Read More
11 total views, 1 views today
ସୁନୀଳ ଆକାଶ ସୀମାଞ୍ଚଳ ପଣ୍ଡା ସୁନୀଳ ଅମ୍ବର ତୁମ କଳେବର ଅନନ୍ତ ଅସୀମ ଉନ୍ମୁକ୍ତ ଅତି, କୋଟି ଜ୍ୟୋତିଷର ଦିବ୍ୟ ପ୍ରକାଶର ଲାବାଣ୍ୟ ପ୍ରତିମ ଘେନ ପ୍ରଣତି! ସହସ୍ର ସଉର ଜଗତର ଘର ଅଜସ୍ର ତାରକା ଶରୀରେ ଠୁଳ, ବ୍ରହ୍ମାଣ୍ଡ ପିଣ୍ଡର ଅନନ୍ତ ଭଣ୍ଡାର ସୌର ପରିବାର ଆଶ୍ରୟ
Read More
11 total views, 1 views today
ରକତେ ଲେଖିବି ତୋ ନାଆଁ ସୀମାଞ୍ଚଳ ପଣ୍ଡା ଆପଣା ରକତେ ଲେଖି, ଦେବି ତୋତେ ଚରମ ବେଳର ମରମ କଥା, ପ୍ରତିଶ୍ରୁତି ତୋର କେତେ ଗୁରୁତର ଲେଖେ ମୋ କପାଳେ ମରଣ ଗାଥା! ରାଣ ପକାଇଲୁ ପଣ କରିଥିଲୁ ସାତ ଜନମର ହେବାକୁ ସାଥୀ,
Read More
9 total views, 1 views today
ଶୋଷଣ ସୀମାଞ୍ଚଳ ପଣ୍ଡା କର୍ମଫଳ ଭୋଗ ଭବ ଜନ୍ମ ଯୋଗ ନର ପାଇଁ ସାର ଜନମ ଏହି, ମାନବିକ କର୍ମେ ସାଂସାରିକ ଧର୍ମେ ପୁଣ୍ୟବଳେ ଧନ୍ୟ ହୋଇବ ମହୀ। ସଂସାର ତ ସାର କି ଲାଗି ଅସାର କରମେ ମାତିବ ପୁଣ୍ୟ କୁ ଛାଡ଼ି, ଫଳଭୋଗ ଭବ ସଂଯୋଗେ ଆସିବ ଅବକାଶେ ମନ୍ଦେ
Read More
10 total views, 1 views today
ବାଳୁତ ସୂର୍ଯ୍ୟ ସୀମାଞ୍ଚଳ ପଣ୍ଡା ସକାଳ ସୂରୁଯ ସୁଢଳ ସହଜ ବାଳକ ସୁଲଭ ଗୁଣକୁ ଧରି, କଅଁଳିଆ ଖରା କମନୀୟ ଧରା କାନ୍ତ ଶାନ୍ତ ଶୋଭା ସୁମନ ଭରି । ପୁଷ୍କରିଣୀ ଜଳ ଦିଶେ ସୁନିର୍ମଳ କମଳ ଉଲ୍ଲସେ ଅରୁଣେ ଚାହିଁ, ପଶୁ ପକ୍ଷୀ ରୋଳ ଶୁଭେ କୋଳାହଳ
Read More
10 total views, 1 views today
ମଣିଷ ଗଛ ସୀମାଞ୍ଚଳ ପଣ୍ଡା ସଂସାରରେ ଗଛ ସର୍ବ ଗୁଣ ସ୍ୱଚ୍ଛ ବଞ୍ଚି ବଞ୍ଚାଉଛି ଜଗତ ସାରା, ଦେଉଛି ଜୀବନ କରେ ସମର୍ପଣ ଚାହେଁନା ସେ କେବେ ସୁଖ ସାହାରା । ପ୍ରକୃତିରେ ବଞ୍ଚେ ପ୍ରାଣୀ ପାଇଁ ସଞ୍ଚେ ସେବାରେ ସରାଗ କେମିତି ଦେଖ, କରିଛି
Read More
12 total views, 1 views today
ହେ..ମିତ୍ର! ସୀମାଞ୍ଚଳ ପଣ୍ଡା ହେ..ମିତ୍ର! ତୁମେ ଅନନ୍ତ ଗଗନେ କର ଅବସ୍ଥାନ ସଂସାର ହିତେ, ସକଳ ଶକ୍ତିର ତୁମେ ହିଁ ଆଧାର ଜ୍ଞାନ ଗାରିମାର ମୂଳ ଜଗତେ ! ତୁମରି ପ୍ରକାଶ ଅଜ୍ଞାନତା ନାଶ କରି ଆଲୋକିତ କରଇ ଧରା, ସକଳ ଜୀବନ ରକ୍ଷଣ କାରଣ ଦିଅ ସଂଜୀବନୀ ଜଗତେ ପରା । ତୁମ
Read More
10 total views, 1 views today