ସଜଲ।। ଶୃଙ୍ଗାର ରସ କବି।। ଏନ୍. ଶିବଶଙ୍କର ରେଡ଼ି ଫେରି ଆସିବ କି ଅତୀତ ସମୟ ଲାଗୁଥିବ ରସମୟ ଶୃଙ୍ଗାର ପୀଠରେ ଭାବ ବିନିମୟ ଲାଗିବ ଆନନ୍ଦମୟ।୧। ଅବଗୁଣ୍ଠନକୁ ଟେକି ଦେଇ ପ୍ରିୟା ଚାହୁଁଥିବ ଖଞ୍ଜନେତେ ଝରୁଥିବ ହସ ତା ଶିରୀ ଲପନେ ପାଗଳ କରିବ ମୋତେ, କହୁଥିବ କର୍ଣ୍ଣେ କେତେ ରସକଥା ବିତିଯିବ ମୋ ସମୟ ଫେରି
Read More
*ଶ୍ମଶାନ* ———————————— ଶିବାଳୟ ଶବାଳୟ ନାମ ତା ଶ୍ମଶାନ ସମଦର୍ଶୀ ପଣେ ତୁଲେ ନୁହେଁ କେ ସମାନ ।। ରାଜା ପ୍ରଜା ସାଧୁ ଚୋର ନକରେ ବିଚାର ଧନୀମାନି ଉଚ୍ଚନୀଚ୍ଚ ସବୁ ତା ନିଜର ନିଏ କୋଳକରି ମଣେ ନାହିଁ ବଡସାନ ଶିବାଳୟ ଶବାଳୟ ନାମ ତା ସ୍ମଶାନ ।। ଶିବ ବି ମଙ୍ଗଳମୟ ଶବ ବି ମଙ୍ଗଳ
Read More
*ଦୁଃଖ କେ ବୁଝୁଛି କହ* (ସଜଲ-୦୧) ମଣିଷ ପିଉଛି ମଣିଷ ରକତ,ମଶାଠାରୁ ହୀନ ଚଷା ମଶା ନେଇପାରେ ଅନେକ ଜୀବନ,ଚାଷୀ ଭୋଗେ ନାନା ଦଶା। ।(୦)। ଟଙ୍କାକୁ ମିଳୁଛି କେଜିଏ ଚାଉଳ,ୟାଠାରୁ ଆଉ କି ଶସ୍ତା ଅଭାବ ରହିଲା କେଉଁଠି ଯେ ଆଉ,ଚାଷୀ ହେଉଛି ହୀନସ୍ତା ନଦୀପାଣି ଏଠି ନେଇଯାଏ ଶିଳ୍ପ,ସରକାର ଲୋକହସା ମଣିଷ ପିଉଛି ମଣିଷ ରକତ,ମଶାଠାରୁ
Read More
*ଜଳଦ କାଳ* *(ସଜଲ ଶୈଳୀ-୦୪)* ଘନ ଘନ ନାଦ କରଇ ଜଳଦ,ଶର୍ବରୀ ତମସାଚ୍ଛନ୍ନ ବିଜୁଳି ଲତିକା ପଥପ୍ରଦର୍ଶିକା ହୁଅଇ ଦୀପ ସମାନ ।0। ଭୀମ ସଗମ୍ଭୀରେ ଧ୍ୱନୀ ନିଚୟରେ ଜଳଦ ସ୍ତମ୍ଭୀତ କରେ ବିଜୁଳି ଚମକେ ଚମକି କ୍ଷଣକେ ସଦା ଉଦ୍ ବିଗ୍ନ ଅନ୍ତରେ, କ୍ଷଣପ୍ରଭା ଇନ୍ଦ୍ରଧନୁ ବିଭୂଷିତ ଜଳ ଭାରେ ନତ ଘନ ଘନ ଘନ ନାଦ
Read More