‘ଶାନ୍ତିର ସୂର୍ଯ୍ୟ’ ସକାଳୁ ସକାଳୁ ଖୋଲା ବାତାୟନରେ ସୂର୍ଯ୍ୟଙ୍କର ଶୀତଳ ଅରୁଣିମା ଘରର ସମଗ୍ର ପରିବେଶ କୁ ସଂଗୀତମୟ କରି ଦେଉଥିଲା। ଆରାମି ଚେୟାର୍ ରେ ବସି ଚା କପରେ ଚୁଷ୍କି ନେଉ ନେଉ ଅମିତ ବାବୁ ଘରଣୀ ଙ୍କୁ ସମ୍ବୋଧନ କରି କହୁଥିଲେ, ହେଇ ଶୁଣୁଛ ସୀମା, ଖୁବ୍ ଶୀଘ୍ର କୁଆଡେ ଯୁଦ୍ଧ ହେବ। ହେଲେ,
Read More
138 total views
ଶାନ୍ତିର ସୂର୍ଯ୍ୟ ———- ଦିନରାତି କେଁ ଭେଁ, ଖିଟପିଟ ଦ୍ଵନ୍ଦ ଭିତରେ ହରିବାବୁ ଅଣନିଶ୍ୱାସୀ ହୋଇ ପଡୁଥାନ୍ତି।ଶାନ୍ତିରେ ଟିକେ ନିଶ୍ୱାସ ମାରିବା ସମ୍ଭବ ହେଉନଥାଏ।ପରିବାର ରୂପି ବୋଝ ମୁଣ୍ଡ ଉପରେ ଚକାମାରି ବସି ମେରୁଦଣ୍ଡକୁ ଦୋହଲାଇ ଦେଉଛି। ବିନା କର୍ତ୍ତବ୍ୟରେ ଅଧିକାର ସାବ୍ୟସ୍ତ କରୁଛନ୍ତି ତାଙ୍କର ପିଲାମାନେ। ପିଲା କ’ଣ ପ୍ରତ୍ୟେକଙ୍କର ମୁଣ୍ଡକୁ ହାତ ପାଇଲାଣି।ହାତକୁ ଦୁଇହାତ ମଧ୍ୟ
Read More
90 total views
ଶାନ୍ତିର ସୂର୍ଯ୍ୟ ତୃପ୍ତି ମନ୍ଦିରରୁ ଫେରୁଥିଲା l ଆଖିରେ ଆଖିଏ ଲୁହ ଟଳମଳ l ଶାଶୁ କେତେବେଳୁ ଅପେକ୍ଷାରେ ଥିଲେ, ମନେ ମନେ ବ୍ୟସ୍ତ ହେଉଥିଲେ ବି କଣ ବା କରିପାରିବାର ଥିଲା ତାଙ୍କର ! ତୃପ୍ତିର ମନର ବ୍ୟଥା ସେ ଅନୁଭବ କରୁଥିଲେ l ଜଣେ ନାରୀ ହୋଇ ଆଉ ଏକ ନାରୀର ମନର
Read More
137 total views
ବିଷୟ..” ସବୁଜ ହୀରା” ରାଘବ ଜଣେ ଚାଷୀ ଘର ର ପିଲା।ତାର ପରିବାର କହିଲେ..ବାପା , ମାଆ ଏବଂ ଗୋଟେ ସାନ ଭାଇ ଛୋଟୁ। ରାଘବ ର ଶୈଶବ ଏବଂ କୈଶୋର ଅବସ୍ଥା ଗାଁ ରେ ବିତିଛି।ଗାଁ ର ଆମ୍ବ ତୋଟା, ଶୋରିଷ କ୍ଷେତର ସୁନ୍ଦରତା, ନଈ କୂଳର ସୁଲୁସୁଲୁ ବାଆ, କାଶତଣ୍ଡୀ ଫୁଲର ମଧୁରତା… ଆଉ
Read More
113 total views
ଶୀର୍ଷକ #ସବୁଜ_ହୀରା ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ କୂଳରେ କାହିଁ କେଉଁ ଆଦିମ କାଳରୁ ଦଣ୍ଡାୟମାନ ପାଟପୁର ଗାଆଁ। ଏହି ଗାଆଁ ରେ ରୁଦ୍ରମାଧବ ବାବୁଙ୍କ ଘର। ଦୀର୍ଘ ୩୦ ବର୍ଷର ଚାକିରୀ ଜୀବନ କଟିଲା କଟକରେ । ଅବସର ଗ୍ରହଣ ପରେ ଏବେ ସସ୍ତ୍ରୀକ ଗାଆଁ ରେ ରହୁଛନ୍ତି। ଏକମାତ୍ର ପୁତ୍ର ଦିଗନ୍ତ
Read More
91 total views
ସବୁଜ ହୀରା ଅନାମବାବୁ ଜଣେ ଚାଷୀ ଘରରପିଲା ପିଲାଟି ଦିନରୁ ବାପା ଙ୍କୁ ଚାଷ ବାସରେ ସାହାଯ୍ୟ କରିବା ସହିତ ଭଲ ପାଠବି ପଢ଼ନ୍ତି।ବାଡ଼ି ବଗିଚା ରେ କାମ କରିବାକୁ ଭଲ ପାଆନ୍ତି।ମାଟ୍ରିକ ରେ ଭଲନମ୍ବର ରଖି ଏକାଥରକେ ପାଶ୍ କଲେ।ଘରର ଅବସ୍ଥା ସ୍ୱଛଳ ନଥିବାରୁ ଅଳ୍ପ ବୟସରୁ ଶିକ୍ଷକତା ଆରମ୍ଭ କଲେ ସ୍କୁଲରେ ଶିକ୍ଷକ
Read More
96 total views, 1 views today
ସବୁଜ ହୀରା ========= ତୃଷ୍ଣା ଠିକ୍ ତା ମାଆ ପରି ଗଛଲତା କୁ ଭାରି ଭଲପାଏ l ପ୍ରାୟ ନିଜ ଭୋକ ଶୋଷ ଭୁଲିଯିବ କିନ୍ତୁ ଗଛଲତାର ଯତ୍ନ ନେବାକୁ କେବେ ଭୁଲେ ନାହିଁ l ଯଦି କେବେ ବନ୍ୟା ବାତ୍ୟାରେ ଗଛରୁ ଛୋଟ ଡାଳଟିଏ ଭାଙ୍ଗିଯାଏ ତାକୁ ବହୁତ କଷ୍ଟ ହୁଏ l ଆଉ ଯଦି କେବେ
Read More
98 total views
‘ସବୁଜ ହୀରା’ ଗ୍ରୀଷ୍ମ ର ଝାଞ୍ଜି ରେ ଦେହଟା କେମିତି ଲାଗୁ ଥିଲା। ଚାରିଆଡ଼େ ଖାଲି ପ୍ରଚଣ୍ଡ ଖରାର ରାଜତ୍ବ। ବଗିଚା ର ଗଛ ଗୁଡାକ ଡାଳ ପତ୍ର ମେଲି ମୁଣ୍ଡ ଟେକି ଛନ୍ତି। ସଞ୍ଜ ନଇଁ ନଇଁ ଆସୁଛି। ଗରମ ଦେହରେ ଥଣ୍ଡା ପବନ ବାଜି କେତେ ଆରାମ ଲାଗୁଛି ସତେ। ପିଜୁଳି ଗଛର ବଡ
Read More
100 total views
#ସବୁଜ_ହୀରା ମୁକୁନ୍ଦପୁର ଗ୍ରାମର ଏକ ପ୍ରଖ୍ୟାତ ବଣିଜ ବେପାରୀ ହେଲେ ରଘୁରାମବାବୁ। ଏଥିସହିତ ସେ ଜଣେ ସତ୍ୟନିଷ୍ଠ ଏବଂ ଜଣେ ସମାଜସେବକ ମଧ୍ୟ। ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ର ଆଖ ପାଖ ଗାଁ ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କରି ସେ ସରକାରଙ୍କ ଠାରୁ “ପ୍ରକୃତିମିତ୍ର” ପୁରସ୍କାର ପାଇଛନ୍ତି। ପିଲାଟି ବେଳରୁ ଏ ଗଛ ଲତା ଓ
Read More
97 total views
ଗଳ୍ପ:- “ସବୁଜ ହୀରା” ଜୀବନର ଅପରାହ୍ନ ଆସି ଉପନୀତ । ୭୮ବର୍ଷରେ ବି ଶ୍ରୀହର୍ଷ ବାବୁଙ୍କ ଚେହେରା ଏବଂ ଦେହର ଚମଡ଼ା ଚିକ୍କଣ ଆଉ ସତେଜ । ତାଙ୍କ ସୁସ୍ଥ ଶରୀରର ରହସ୍ୟ ହେଲା ପରିଶ୍ରମ କରିବା ଓ ସତେଜ ପନିପରିବା ଖାଇବା । ସେଥିପାଇଁ ସେ ଖୁବ୍ ଯତ୍ନରେ ତାଙ୍କ ବିଶାଳ ବାଡ଼ି ଔଷଧ ଗଛରେ ପରିପୂର୍ଣ୍ଣ
Read More
136 total views
ମାଟିର ମଣିଷ ନିଜ ଗାଆଁ କାହାକୁ ବା ଭଲ ନ ଲାଗେ.. କାରଣ ଆମର ଜନ୍ମ ଗାଁ ରେ…ଆମେ ସହର ରେ ରହିଲେ ବି ନିଜର ପିଲାଦିନ କେବେ ଭୂଲୁନା…ପାଠପଢା ଶୈଶବର ଖେଳ …ସବୁ ଆମର ସ୍ମୃତି ହୋଇ ରହିଯାଏ।ଯେମିତି କି ଦୁଇ ସାଂଗ ଥିଲେ କାହ୍ନା ଆଉ ହରି…ସେମାନଙ୍କର ବାପା ଚାଷବାସ କରନ୍ତି।ବହୁତ ଜମିବାଡି।କାହ୍ନାର ଚାଷ
Read More
327 total views, 2 views today
ମାଟିର ମଣିଷ ଦାନ ମାଝୀ ରାସ୍ତାରେ ବୁଲୁଛି। କେବେ ତା ନୁଖୁରା ମୁଣ୍ତ ରେ ତେଲ ଲାଗିଥିଲା ତା’ ମନେ ନାଇଁ। ଅନାବନା ମୁଣ୍ତ ର କେଶ ସବୁ କାନ୍ଧ ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି। ମୁହଁ ରେ ଘଞ୍ଚ ଦାଢ଼ି ଓ ନିଶ ଯୋଗୁଁ ଚିହ୍ନିବା କଷ୍ଟ ହେଇ ଯାଉଛି। ଦେହରେ ଚାରି ପାଞ୍ଚ ହଳ ପୋଷାକ।
Read More
249 total views
ମାଟିର ମଣିଷ ଟ୍ରେନରୁ ଓହ୍ଲାଇ ରିକ୍ସାରେ ବସିବା ପରେ ସୁଦର୍ଶନ ବାବୁ ଲକ୍ଷ୍ୟ କଲେ , ରିକ୍ସାବାଲା ର ବୟସ ୩୫ରୁ ୪୦ ଭିତରେ ହେବ। ଦୁର୍ବଳ ଶରୀର , ଆଖି ଡୋଳା ଦୁଇଟି ଯେମିତି ଗୋଟିଏ ଗର୍ତ୍ତ ଭିତରେ ଜୁଳୁଜୁଳୁ କରୁଛି। ଶକ୍ତିହୀନ ଶରୀର ବୋଲି ,ତା ରିକ୍ସା ଚାଳନା ରୁ ସ୍ପଷ୍ଟ ବାରି ହେଉଛି।ଖରାରୁ
Read More
206 total views, 1 views today
ମାଟିର ମଣିଷ ମାଟିର ଶରୀର ମାଟିରେ ଲୀନ ମୋହ ମାୟା ସୁଖ ଅଳପ ଦିନ. ରାଜୁ ଆଉ ପପୁ ଦୁଇଜଣ ବହୁତ ଭଲ ବନ୍ଧୁ ଥିଲେ ! ଛୋଟ ବେଳୁ ତାଙ୍କର ପ୍ରତେକ କାର୍ଯ୍ୟକୁ ମିଳିମିଶି କରୁଥିଲେ ! ରାଜୁ ଥିଲା ଗୋଟିଏ ଗରିବ ପରିବାରର ପିଲା ରାଜୁର ମା ଆଉ
Read More
287 total views
ମାଟିର ମଣିଷ ଘରୁ ତରବରରେ ଏକରକମଦୌଡ଼ିଲାପରି ବାହାରିଯାଇ ଗାଡ଼ିରେ ବସିଲା ରୂପଶ୍ରୀ l ଟିକିଏ ଆଗରେ ଏତେ ରାସ୍ତା ଭିଡ଼ ଯେ ଅଟକିବାକୁ ପଡିଲା ତାକୁ l ବାରମ୍ବାର ଘଣ୍ଟାକୁ ଦେଖୁଥାଏ, ପାଖାପାଖି ଦଶ /ପନ୍ଦର ମିନିଟ ଅପେକ୍ଷା କଲାପରେ ଘଟଣା କଣ ଜାଣିବା ପାଇଁ ଭିଡ଼ ଭିତରକୁ ଆଡେଇ ପଶିଲା ଶୁଭଶ୍ରୀ l କିଛି ସ୍ତ୍ରୀ
Read More
252 total views, 1 views today
ମାଟିର ମଣିଷ (ଗଳ୍ପ) କେଉଁ ଏକ ଅପନ୍ତରା ଇଲାକାର ଗାଁ ଟିଏ ରଟପଙ୍ଗ ।ସହରୀ ସଭ୍ୟତା ର ସ୍ପର୍ଶ ଠୁ ବହୁତ ଦୂରରେ।ଗାଁ ଟିରେ ୩୫ କି ୪୦ଟି ଘର। ତନ୍ମଧ୍ୟରୁ କାଶୀରାମର ଘର।ତା ଘରେ ମାତ୍ର ତିନୋଟି ପ୍ରାଣୀ।ଘରଣୀ ବନାନୀ ଓ ପୁଅ କଳ୍ପତରୁ କୁ ନେଇ ତା ଛୋଟିଆ ସଂସାର।ବୃତ୍ତିରେ ସେ କୁମ୍ଭାର।ନିଜ
Read More
163 total views, 1 views today
ବନ୍ଧୁ ତୁମେ… ଆଁ….. ! ଇଏ କଣ… ! କେମିତି ହେଲା….. ! କଣ ହୋଇଥିଲା…. ! ଆହା…..ହା………..! ଭଗବାନ ଏମିତି ସଂସାରକୁ ଉଜାଡି ଦିଅନ୍ତି କେମିତି ? ମାନିନୀ ପୁଅର ମୁଖପୁସ୍ତିକାରୁ ଜାଣିବାକୁ ପାଇଲା ତା’ର ହୃଦଘାତ ସମ୍ପର୍କରେ l ସଜ ସକାଳଟା ଦୁଃଖଦ ଖବର ପାଇ ବ୍ୟତିବ୍ୟସ୍ତ ହୋଇଉଠିଲା, ସୃଷ୍ଟିକର୍ତ୍ତା ହୋଇ ସୃଷ୍ଟିକୁ ଭାଙ୍ଗିବାକୁ
Read More
234 total views, 1 views today
ବନ୍ଧୁ ତୁମେ କାଳର କରାଳ ଗତି ନଦୀର ସ୍ରୋତ ପରି ଆଗକୁ ଆଗକୁ ବହିଚାଲିଥାଏ।ସୁଅ ମୁହଁରେ ପତର ପରି କିଏ କେଉଁଆଡ଼େ ଭାସିଯାଏ ତ କିଏ ଘାଇରେ ପଡ଼ି ଛଟପଟ ହେଉଥାଏ।ସମୟ କାହାପାଇଁ ରାଜଗାଦିର ବ୍ୟବସ୍ଥା କରିଥାଏ ତ କାହା ନିକଟରୁ ଛିଡା ହବାର ସାମର୍ଥ୍ୟ ଛଡାଇ ନେଇଥାଏ। ଦରିଦ୍ର ପଣିଆ ମଣିଷକୁ ଏପରି ରୋଗ ସମ
Read More
195 total views, 1 views today
ବନ୍ଧୁ ତୁମେ ଅମାବାସ୍ଯାର ଘନ ଅନ୍ଧାର ରାତି। ତୁହାକୁ ତୁହା ବର୍ଷା ସମଗ୍ର ପରିବେଶ କୁ ଜଳରେ ଆଚ୍ଛାଦନ କରି ନେଇଛି। ଆକାଶ ରେ ଥରକୁ ଥର ବିଜୁଳିର ଚମକ ସାଥେ ଅଶନୀର ଭୀମ ଗର୍ଜନ ମନରେ ଶଙ୍କା ଜାତ କରୁଛି। ବେଙ୍ଗ ମାନଙ୍କର କେଁ କଟର ଶବ୍ଦ ସାଙ୍ଗକୁ ଝିଙ୍କାରୀ ର ଝିଁ ଝିଁ ଶବ୍ଦ
Read More
185 total views
ବନ୍ଧୁ ତୁମେ ≈≈≈≈≈≈≈≈ ଆରେ ଆରେ ଟିକେ ଶୁଣିଲୁ ତୋର ତ ବହୁତ ସାହସ ମୁଁ ଦେଖୁଛି l କଣ କହିଲୁ ମୁଁ ତୋତେ ସାହାର୍ଯ୍ୟ କରିବି ତୋର ଔକାତ କେତେ କହିଲୁ ଯେ ମୁଁ ତୋତେ ସାହାର୍ଯ୍ୟ କରିବି l କଉଠୁ ଚାଲି ଆସିଲା ଆସି କହିଲା କଣ ନା ମୋତେ ଟିକେ ସାହାର୍ଯ୍ୟ କରନ୍ତୁ l
Read More
239 total views