April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
11

ପଲ୍ଲୀବାଳା-ମନୋଜ କୁମାର ପଣ୍ଡା

ପଲ୍ଲୀବାଳ ପ୍ରଶ୍ୱାସେ ମୋ ପ୍ରଶମିତା,ପଲ୍ଲୀପ୍ରସ୍ଫୁଟିତା ପଲ୍ଲୀବାଳା ଶ୍ରେଷ୍ଠା ପ୍ରୀତି-ପ୍ରଦାତ୍ରୀ ପ୍ରେମାଳାପ-ପ୍ରିୟା! ପାହାନ୍ତି ପ୍ରହରର, ପ୍ରେଷ୍ଠା ତୁମଲାଗି ସଖୀ ପ୍ରକୃତି ପ୍ରସବେ, ମେଳା ଫଗୁଣର ଫଗୁଉଡା କଞ୍ଜପୁଷ୍ପ, କହ୍ଲାର-କମଳ-କୁମୁଦ,ସଜାନ୍ତି ତୁମ ଜୁଡ଼ା ।। କର୍ଣ୍ଣେ ଶୋହେ କର୍ଣ୍ଣଦୋଳ ସ୍ୱତନ୍ତ୍ର ସମ୍ଭାରେ,ପାଦ ଲାକ୍ଷାରସ ମନ,ମାନ ଅଙ୍ଗନ ଅନୁରଞ୍ଜନ କରେ ତୁମ କଟି ଦେଶ ମୁଖ ପଦ୍ମାନନେ ଶୈତ୍ୟପ୍ରଦା, ମନଲାଖି ପତ୍ରଛବି ଅଙ୍କା

Loading

Jan
2023
5

ମନ ଲଳନା-ମନୋଜ କୁମାର ପଣ୍ଡା

ମନ ଲଳନା ସେ’ ମଞ୍ଜୁକେଶୀ ମେଘବର୍ଣ୍ଣା ମନୁଆ ମନୋଜ’ ମନ-ଲଳନା ମର୍ତ୍ତ୍ୟାଲୋକେ,”ମନସ୍ୱିନୀ” ଗିରି ମଞ୍ଜୁସାରୁ ହୋଇଛି ଉତ୍ପନା ଝିଅ ସେ ରୂପା ନଗରୀର ଆଶୀର୍ବାଦିତା ମେପଲର ତୋଡା ତା’ ଇଙ୍ଗିତରେ ବନ୍ଦହୁଏ ଏଠି, ପୌଷ ମାସର ପତ୍ରଝଡା।। ମାଗିପାରେ ସୁ-ମଘ,ମାଘ ମାସ ଆକାଶରେ ଭସା ମେଘକୁ ଇର୍ଷାରେ ଖତେଇ ହେଉଛି, ଜହ୍ନ ଅପେକ୍ଷାରେ ଥିବା କଇଁକୁ ଲକ୍ଷେ ହେନା

Loading

Jan
2023
5

ଜୀବନ ମାନିନୀ-ମନୋଜ କୁମାର ପଣ୍ଡା

ଜୀବନ ମାନିନୀ କେହିଜଣେ ଜୀଵନ ମାନିନୀ,ଆସେ ମୋ’ ହା-ହୁତାଶ ବେଳାରେ ଯାଚିବାକୁ ମୁଠାଏ ଉଷୁମ ପ୍ରେମ, ପ୍ରୀତି-ଵୋଳା ସୋହାଗରେ ଶିଖାଏ ପ୍ରୀତିମନ୍ତ୍ରେ, କ୍ରୁଶବିଦ୍ଧ ହେବାକୁ ଛାତିରେ ତାହାର ଏବେଳେ ଦେହ ଦେଉଳୁ ଛୁଟେ ପ୍ରଣୟ ପ୍ରଣବ ଓଁ କାର ।। ପ୍ରୀତିମୟ ବେଳ, ପ୍ରେମ ପାର୍ବଣରେ ପ୍ରୀତିସିକ୍ତ ହେବା ପରେ ନାଚନ୍ତି ମୋ’ ପ୍ରତିଟି ରକ୍ତକଣା, ତା’ ପ୍ରତିଟି

Loading

Jan
2023
5

ଯୌବନ ଜାନ୍ ଜାଉ-ମନୋଜ କୁମାର ପଣ୍ଡା

ଯୌବନ ଜାନ୍ ଜାଉ ଶୋଇଥାଏ ଯେବେ,ନିଦ ମାଉସୀର ଘନନୀଳ ଜରାୟୁରେ କେହି ଆସେ ବାଟ ଭୁଲି,ପାହାନ୍ତି ତିନିଟା ପଇଁଚାଳିଶରେ ପ୍ରୀତି ବାଢେ ତା’ର ପଦ୍ମମୁଖ, ବିମ୍ବ ଉଠ ତଳ କଳାଯାଇ ମୋ ରୁକ୍ଷ ଫଣ୍ଡରୁ ଜନ୍ମେ ଉତ୍କଣ୍ଠାରେ ଭର୍ତ୍ତି, ଚିରସ୍ରୋତା ନଈ।। ମୁଁ ଅଜଣା ରାଇଜର ସବୁ ଅସୁନ୍ଦର ପଣର ସାରାଂଶ ଡହଡହ ବାଲି, ଆୟୁଷ ହଜା ମୁଠାଏ

Loading

Jan
2023
4

ସେରେନା-ମନୋଜ କୁମାର ପଣ୍ଡା

ସେରେନା ଏବେ ତୁମକୁ ହିଁ ଭାବୁଥିଲି ମୁଖେ ସ୍ମିତହସ ବାଢି ପିଲିସଜ ଫୁଲ ଝାଉଁଳି , ପଡୁଥିଲା ଯେବେ ଝଡି ତୁମେ କିମ୍ପା ମନେପଡ ନିଦ୍ରାବତ ଅସୁସ୍ଥ ବେଳାରେ ଚରିତ୍ର ଟେ ସାଜ ପୁଣି ମୋ ଆଲୁରୁ ବାଲୁରୁ ଗପରେ।। ତୁମେ’ତ କହିଥିଲ, କଇଁ ଯେବେ ଜହ୍ନକୁ ଖୋଜୁଥିବ ଗାଁ କାଂଶବାଂଶ ପଠା କାଶ ଫୁଲ ସମ୍ଭାରେ ଭର୍ତ୍ତି

Loading

Jan
2023
4

ଅନ୍ୱେଷଣ-ମନୋଜ କୁମାର ପଣ୍ଡା

ଅନ୍ୱେଷଣ- ଖୋଜି ଖୋଜି ତାକୁ ଆକୁଳେ ଅଧିର ହୁଅଇ ମନ କେତେ ଦିବା ଯାମିନୀ କଟିଲାଣି କରି, ଅନ୍ୱେଷଣ ଜ୍ୟୋତ୍ସ୍ନାରାତ୍ରେ, ପାହାନ୍ତି ପ୍ରହରରେ, ସବୁବେଳେ ମୋତେ ଯାଚି ଦିଅଇ ଦେହ ଢ଼ିହର ପ୍ରୀତି ଫସଲ ଯେତେ ।। ରୂପେ ଅପରୂପା ସେ , ମୋ ଭବିଷ୍ୟତ କୁଟୀର ରାଣୀ ସ୍ୱପ୍ନରେ ଆସେ, ଶୁଣାଇବାକୁ ଖଟା ମିଠା କାହାଣୀ ମନ

Loading

Nov
2022
22

ପ୍ରୀତି ସନ୍ଦର୍ଭ–ମନୋଜ କୁମାର ପଣ୍ଡା

#ପ୍ରୀତି_ସନ୍ଦର୍ଭ* ସୂର୍ଯ୍ୟ ଯେବେ ନିଭେ, କେଉଁ ଏକ ନିଭୃତ କୋଣ ପ୍ରତୀଚୀରେ ସନ୍ତ୍ରସ୍ତ ବେଗରେ ଓହ୍ଲାଇ ଆସେ ସଞ୍ଜଟିଏ ପଢ଼ାଇବାକୁ ପ୍ରେୟସୀର କୁମାରୀତ୍ବ ନେସା ପ୍ରୀତିର ସନ୍ଦର୍ଭ….. ଯେଉଁଥିରେ ଦିଶେ ରୂପେ ଅନିନ୍ଦିତା, ପ୍ରେୟସୀ ସ୍ନେହାଙ୍ଗିନୀର ସ୍ମେର ପଦ୍ମମୁଖ, ଭାବମୟ ମୁହୂର୍ତ୍ତ, ସୁନା ପାଲିଙ୍କିର ସ୍ବପ୍ନ ଆଉ ତା’ ସାଙ୍ଗକୁ ସତେଜ ସତ୍ତମ ସକାଳଟିଏ…. ଯତନରେ, ସେ ସନ୍ଦର୍ଭ

Loading

Jun
2021
26

*ରାସ୍ତାକଡ଼ ଜହର– ମନୋଜ କୁମାର ପଣ୍ଡା*

#ରାସ୍ତାକଡ଼_ଜହର* ହାଏ ତୁମ’ ସ୍ନେହ ସୁଧା ବୋଳା କଥା ! ଅସ୍ଥିମଞ୍ଜ ତଳେ ଆତ୍ମଗୋପନ କରିଥିବା ସବୁ ଆତତାୟୀ ବ୍ୟଥାକୁ ତଣ୍ଟି ଚିପି ହତ୍ୟାକରେ….. ତୁମ ସେ ଲାଜୁଆ ଲାଜୁଆ ହସରେ ଆଖି ଭୋଗେ ଗୋଟେ ସୁସଜ୍ଜିତ ମଧୁଶଯ୍ୟା ବହି ଆସେ ଗର୍ଭିଣୀ ଧାନ କ୍ଷେତରୁ କାର୍ତ୍ତିକ ପବନ… ତୁମ ମୁଖ ମଣ୍ଡଳର ରମ୍ୟଜ୍ୟୋତି ଅନ୍ଧାର ରାତିର ଜରାୟୁକୁ

Loading

Jun
2021
26

*ଆତ୍ମବିଶ୍ବାସର ଗାଣ୍ଡିବ- ମନୋଜ କୁମାର ପଣ୍ଡା*

#ଆତ୍ମବିଶ୍ବାସର_ଗାଣ୍ଡିବ ହେ କବିକୁଳ! କେତେ ଦିନ ଆମେ ଆଉ ଗୋଲା ଦିଆ ଙ୍କ କାଖ ତଳେ ରହି ନିଷ୍ପେସିତ ହେବା କେବେ ପୁଣି ଆମ କଲମ ବଲମ ସାଜି ଲେଖିବ ଏଦେଶର ସବୁ ବିଷପିଆ ଖଟିଖିଆ ଚାଷୀର କଥା ସାଙ୍ଗକୁ ଚାଖଣ୍ଡେ ଭୋକର ଭୂଗୋଳ …. କେବେ ପୁଣି ଆମ କାବ୍ୟ କବିତା ସକ୍ଷମ ହେବ ସାଉଁଟି ବାକୁ

Loading

Jun
2021
26

*ପ୍ରେମର ଅଫେରା ବାଟ- ଚକଡା଼ଏ_ଜୀଵନାନୁଭୂତି(ପୁସ୍ତକ ସମୀକ୍ଷା)- ମନୋଜ କୁମାର ପଣ୍ଡା*

#ପ୍ରେମର_ଅଫେରା_ବାଟ- #ଚକଡା଼ଏ_ଜୀଵନାନୁଭୂତି #ଲେଖିକା- #ସୁନିତା_ସୋନି_ବାରିକ* #ପ୍ରକାଶକ -:#ପଶ୍ଚିମା* ସମୀକ୍ଷକ- ମନୋଜ କୁମାର ପଣ୍ଡା ଅଧୁନା ଓଡ଼ିଆ ସହିତ୍ୟାକାଶରେ ଯେଉଁ କେତେଜଣ ପ୍ରିୟ ସାହିତ୍ୟିକା ଚକ୍ଷୁ ର ମୁଦ୍ରିତା ଅବସ୍ଥାରେ ସ୍ମରଣ କୁ ଆସନ୍ତି ସେମାନଙ୍କ ମଧ୍ୟରୁ ସୁନିତା ସୋନି ବାରିକ ଆଦରର ସୋନି ଦିଦି ସ୍ୱତଃ ଭାସି ଆସନ୍ତି ମାନସ ପଟକୁ ବାରମ୍ବାର। ଅନେକ ଗଳ୍ପ/କବିତା ସର୍ଜନାକର୍ମରେ ଅହରହ

Loading

Jun
2021
26

*ପ୍ରୀତି ପାନ୍ଥଶାଳା– ମନୋଜ କୁମାର ପଣ୍ଡା*

  ପ୍ରୀତି ପାନ୍ଥଶାଳା ଯେଉଁଠି ହଜିଛି ସାତ ସମୁଦ୍ର ସମେତ, ଆମାଜନ ମିସୋରୀ ମିସିସିପି ପୁଣି ହୋୟାଂହୋ ନଦୀର ନୀଳ ଇଚ୍ଛା ଉଛ୍ବାସ….. କାନ ଡେରିଲେ ଶୁଭିଯାଏ ଯହିଁ ହେନ୍ତାଳ ବିଥିର ଅତିଥି ସ୍ୱାଗତ ସଙ୍ଗୀତ ନୀଳପରି ଟିଏ ଅବା ଡାକୁଥାଏ ହାତ ଠାରି ଶୁଣାଇବାକୁ ବିଗତ ଦିନର ଅବ୍ୟକ୍ତ ଦୁଃଖ….. ଯାହାର ମୃଦୁ ମନ୍ଦ ଶୀତୁଆ ପବନ

Loading

Jun
2021
26

*ଫାଜିଲ ନାକଚଣା–ମନୋଜ କୁମାର ପଣ୍ଡା*

#ଫାଜିଲ_ନାକଚଣା ଯେବେ ତୁମକୁ ଦେବାକୁ ଚାହେଁ ନିଷ୍ପାପ ଆଲିଙ୍ଗନ ତୁମ ଦେହ ବାସୁଥାଏ ଠିକ ଗୋଟେ ମାଣବସା ମାର୍ଗଶୀର ପରି….. ଓଃ ତୁମର ସେ ଫାଜିଲ ନାକଚଣା ! ଯାଚିଦିଏ ମିଠା କଲବଲ ସହ, ତାଳୁଫଟା ଘସରା ପ୍ରଶ୍ନ ସବୁଥର…… ତୁମର ସେ ପେଜୁଆ ଆଖିର ଅଭିମାନ ରେ ଭୋଗିଚାଲେ ଭିତରେ ଭିତରେ ଆଦ୍ୟ ଆଷାଢ଼ ର ମାଟିବାସ୍ନା

Loading

Jun
2021
26

*ପ୍ରୀତିଭାଷା–ମନୋଜ କୁମାର ପଣ୍ଡା*

  #ପ୍ରୀତିଭାଷା ସ୍ମୃତି ଡାଇରୀରେ ସାଇତି ରଖିବି ତୁମର ସେ ଅଭୁଲା ପ୍ରତିଛବିକୁ ଆଲବମ କରି ।। ଜୀବନ ମୃତ୍ୟୁର ମଝି ଅଗଣାରେ ଭଅଁର ସମ ମନମାରି ତୁମକୁ ଏଇତ ବିଦାୟ ଦେଇ ଆସିଲି ।। ତୁମକୁ ନୀତି ସ୍ବପ୍ନରେ ଭୋଗିବାକୁ ଏତେ ସ୍ବପ୍ନ କାହିଁ ଅବା ରାତି କାହିଁ ? ତୁମ ପ୍ରୀତିର କାଉଁରୀ ଛୁଆଁରେ ସୁରୁଜଙ୍କ

Loading

Jun
2021
26

*କଳା ରାଇଜର କଳାବତୀ– ମନୋଜ କୁମାର ପଣ୍ଡା*

#କଳା_ରାଇଜର_କଳାବତୀ ତୁମେ କ’ଣ ପରୀ-ରାଇଜର ରାଜଜେମା ନା ଅପରୂପା କଳା ରାଇଜର କଳାବତୀ ଛାଇ ନିଦରେ ଆଖି ମାତାଲ ହେବାପରେ ଶୁଣି ବୁଝିପାର, ଉଦାସ ଆତ୍ମାର ହତାଶୀ ସ୍ୱର…. ତୁମେ କଣ ଖଣ୍ଡେ ଭସା ମେଘ ଯିଏ ଝାଙ୍କିପଡ଼େ ପବନରେ ଢେରା ଦେଇ ମୋ ପରି ଝୋଲାମରା ପଥ କ୍ଲାନ୍ତ ବାଟୋଇ ପାଇଁ ତୃଷ୍ଣା ତୋଷି,ଦେବାକୁ ଟିକିଏ ଖରାବେଳ

Loading

Jun
2021
26

*ପ୍ରେମର ଅକାତ ନଦୀ ଗଣ୍ଡରେ–ମନୋଜ କୁମାର ପଣ୍ଡା*

#ପ୍ରେମର ଅକାତ ନଦୀ ଗଣ୍ଡରେ ମାନବ ର ଜରାୟୁରୁ ଜନ୍ମ ନେଇଥିବା ଜୀଵନ ଟା ମୋର ହଜିବାକୁ ଚାହେଁ ତୁମ କୋମଳ ବାହୁ ବେଷ୍ଟନୀ ରେ…….. କେବେ ବ୍ୟକ୍ତରେ ତ ପୁଣି ଅବ୍ୟକ୍ତ ରେ ତୃପ୍ତି ଆଉ ଅତୃପ୍ତିର ଆତ୍ମ ସନ୍ଧିକ୍ଷଣେ ମନ ଚାହେଁ ପାଇବାକୁ ତୁମ ଉଷୁମ ଛାତିର ପରଶ…..।. ତୁମେ ପାହାନ୍ତି ରେ ଆସ ଫିଦିନ

Loading

Jun
2021
26

*ପଣ୍ୟ ଆଜି ଏଠି ଅନେକ ପାଞ୍ଚାଳି–ମନୋଜ କୁମାର ପଣ୍ଡା*

ପଣ୍ୟ_ଆଜି_ଏଠି_ଅନେକ_ପାଞ୍ଚାଳି ପଣ୍ୟ ଆଜି ଏଠି ଅନେକ ପାଞ୍ଚାଳି ଶଇତାନ ସମାଜର ବିଚ୍ ବଜାରରେ ତୁମେ କଣ ଆଉଥରେ ଜନ୍ମନେବ ଏ ସୌଦାଗରୀ ସଭ୍ୟତା ର ଜୀର୍ଣ୍ଣ ଜରାୟୁରେ ସେମାନଙ୍କ ମାନ ଉଦ୍ଧାରଣ ଲାଗି କେଉଁ ଅପନ୍ତରା ଅନ୍ଧାରି କାରାଗାର ବକ୍ଷରେ…… ଜିଦଖୋର ମହାଭାରତ ଯୁଦ୍ଧ ଲାଗି, କାହାକୁ କରିବ କୁହ ତୁମେ ଅନ୍ଧ ଧୃତରାଷ୍ଟ୍ର ପୁଣି କେଉଁ ଜନନୀର

Loading

Jun
2021
26

*କଲିଜୀପାଢୀ ଓଢଣା ତଳୁ– ମନୋଜ କୁମାର ପଣ୍ଡା*

#କଲିଜୀପାଢୀ_ଓଢଣା_ତଳୁ* ବିଭାବରୀ ଯେବେ ମେଲାଣି ମାଗେ ସୁରୁଜ ଉଇଁବା ଆଗୁ ଦୁନିଆ ର ଏରୁଣ୍ଡିରେ ଜୀଵନ ସଡକେ ତୁମକୁ ହରାଇ ଝୁଣ୍ଟିଚାଲେ ଖାଲି ଗୋଟିଏ ନିର୍ବାକ ସକାଳ….. ମୋର ସମସ୍ତ ଆୟୁଷ କୁ କବର ଦେଇ ପିଶାଚ ଭଙ୍ଗୀରେ ଗଢିଚାଲେ ନିଜସ୍ୱ ପଥ ସହିଯାଏ ସବୁକିଛି ଅନ୍ଧାରି ଅନୁଭବ ଠାରୁ ଝୁମ୍ପୁଡିଆ ଭାଗ୍ୟ ସହ ନିର୍ମମ ବାସ୍ତବ……… ମାରିଚ

Loading

Jun
2021
26

*ଏଗାର ହଜାର ଆଠଶହ【11.8】- ମନୋଜ କୁମାର ପଣ୍ଡା*

ଏଗାର_ହଜାର_ଆଠଶହ【11.8k】 କରିନାହିଁ ମୁଁ ସରକାରୀ ଚାକିରୀରୁ ଖଣ୍ଡେ ଅଟେ ସାଧାରଣ ଘରୋଇ ଶ୍ରମିକ , ଛେଳି ଲାଞ୍ଜ ସମ ଦରମା ବାବଦକୁ ଆୟ ମାତ୍ର ଏଗାର ହଜାର ଆଠଶହ ଏତିକିରେ ତୁମକୁ ସାଇତି ପାରିବିକି କୁହ………..। ସବୁ ଅକଥ୍ୟ ଅସୁବିଧା ଥିବା ସତ୍ତ୍ୱେ ଆସ ଭାଙ୍ଗିବାକୁ ମୋର ଏକାନ୍ତ ମୌନ ବ୍ରତ ମୁକୁଳାଇବାକୁ ଅସ୍ତିତ୍ବ ର ଦହଗଞ୍ଜରେ କଳାପାଣି

Loading

Jun
2021
26

*ଭୋର ତିନିଟା ପଇଁଚାଳିଶ (୦୩)– ମନୋଜ କୁମାର ପଣ୍ଡା*

#ଭୋର_ତିନିଟା_ପଇଁଚାଳିଶ – ୦୩(ଶେଷ ଭାଗ)* ବ୍ୟସ୍ତବାୟା ଜୀବନରେ ସ୍ବପ୍ନ ଦେଖେ ବୋଲି ତୁମେ ଆସ ଶୁଣିବାକୁ ମୋ କରୁଣ କାହାଣୀ ଘଣ୍ଟା ରେ ବାଜିଲେ ଭୋର୍ ତିନିଟା ପାଇଁଚାଳିଶ…. ଶୁଣି ମୋର କରୁଣ ବିକାର କାହାଣୀ ତୁମ ଓଠ ପିଇଯାଏ ଲୁଣ ମିଶା ଆଖିର ତତଲା ଜହର ସୁକୋମଳ ହାତ ରଖି ପାପୁଲିରେ ମୋର……. ମାଗିନେଲ ଗୃହଲକ୍ଷ୍ମୀର ଅଧିକାର

Loading

Jun
2021
26

*ଭୋର ତିନିଟା ପଇଁଚାଳିଶ(୦୨)- ମନୋଜ କୁମାର ପଣ୍ଡା*

#ଭୋର_ତିନିଟା_ପଇଁଚାଳିଶ -୦୨* ଭୋର ତିନିଟା ପଇଁଚାଳିଶ ରୁ ଚାରିଟା ସମୟ ମାତ୍ର ପନ୍ଦର ମିନିଟ ଏହି ପନ୍ଦର ମିନିଟ ପାଇଁ ତୁମେ ଫିଦିନ ଆସ ମଧୁପ ଯେସନେ କରିବାକୁ ପ୍ରଣୟ ଗଳପ…… ପନ୍ଦର ମିନିଟ ର ତୁମ ପ୍ରୀତି ସ୍ପର୍ଶ ପାଇ କଟିଯାଏ ଦିନର ବଳକା ସମୟ ପନ୍ଦର ଘଣ୍ଟା ଆଉ ବାକି ସମୟତ ଶୋଇରହେ ଭୋଗିବା କୁ

Loading