February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*କଳା ରାଇଜର କଳାବତୀ– ମନୋଜ କୁମାର ପଣ୍ଡା*

#କଳା_ରାଇଜର_କଳାବତୀ

ତୁମେ କ’ଣ ପରୀ-ରାଇଜର ରାଜଜେମା
ନା ଅପରୂପା କଳା ରାଇଜର କଳାବତୀ
ଛାଇ ନିଦରେ ଆଖି ମାତାଲ ହେବାପରେ
ଶୁଣି ବୁଝିପାର, ଉଦାସ ଆତ୍ମାର ହତାଶୀ ସ୍ୱର….

ତୁମେ କଣ ଖଣ୍ଡେ ଭସା ମେଘ ଯିଏ
ଝାଙ୍କିପଡ଼େ ପବନରେ ଢେରା ଦେଇ
ମୋ ପରି ଝୋଲାମରା ପଥ କ୍ଲାନ୍ତ ବାଟୋଇ ପାଇଁ
ତୃଷ୍ଣା ତୋଷି,ଦେବାକୁ ଟିକିଏ ଖରାବେଳ ଛାଇ…..

ତୁମେ କଣ ଅବା ସନ୍ତ୍ରାସବାଦୀଟେ
ଆସିଅଛ ପୌଷର ସଞ୍ଜ ସମ ଛଦ୍ମବେଶ ଧରି
ଟିକିଏ ଭଲପାଇବା ର ଫିମ୍ପି ମରା ସୁହାଗ ବାଣ୍ଟି
ଲୁଟିବା କୁ ଜୀବନର ତମାମ୍ ବସନ୍ତ……

ତୁମେ କିଏ? , ଯାହା ଅପେକ୍ଷାରେ
ସନ୍ଦିଗ୍ଧ ବିଶ୍ୱାସର କୁଣ୍ଠିତ ଶ୍ରଦ୍ଧାରେ
ହାଡ଼ ମାଂସ ମୋର ଲୋଚା କୋଚା ହୁଏ
ଘୁଣ ଖିଆ ଛାତିତଳୁ ଘନେଇ ଆସେ କଳା ରାତି….

ତୁମେ ଖାଲି ପାହାନ୍ତାରେ କିଆଁ ଆସ,
ଖିଆଲି ହୃଦୟ ର ସପନରେ
କୃଷ୍ଣଚୂଡାର ରକ୍ତ-ସ୍ନାତା ଦିଗନ୍ତ ରେ ,
ପ୍ରଣୟ ନଈର ଉଦାସୀ ତୁଠରେ…..

*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*

 

 678 total views,  1 views today

6 thoughts on “*କଳା ରାଇଜର କଳାବତୀ– ମନୋଜ କୁମାର ପଣ୍ଡା*

  1. Hi, i feel that i saw you visited my web site thus i got here
    to return the choose?.I’m attempting to find things to enhance my web site!I assume its
    adequate to use a few of your concepts!!

Leave a Reply

Your email address will not be published. Required fields are marked *