ଓଡ଼ିଆ ପୁଅ-ନିର୍ମାଲ୍ୟ ବାରିକ୍

ଓଡ଼ିଆ ପୁଅ ଭୁଲିବା ନାହିଁ ଆମ ଓଡିଶା ରକ୍ଷା କରିବା ଓଡ଼ିଆ ଭାଷା। ଗାଇବା ଆମେ ଅତୀତ ଗାଥା ସାଧବ ପୁଅ ବୋଇତ କଥା। ଆମେ ଥକି ପଡିବା ନାହିଁ ଏଇ ଆମ ଉତ୍କଳ ଭୂଇଁ। ନିର୍ମାଲ୍ୟ ବାରିକ୍, ଯାଜପୁର 49 total views, 2 views today
49 total views, 2 views today
Odia Quotes
ଓଡ଼ିଆ ପୁଅ ଭୁଲିବା ନାହିଁ ଆମ ଓଡିଶା ରକ୍ଷା କରିବା ଓଡ଼ିଆ ଭାଷା। ଗାଇବା ଆମେ ଅତୀତ ଗାଥା ସାଧବ ପୁଅ ବୋଇତ କଥା। ଆମେ ଥକି ପଡିବା ନାହିଁ ଏଇ ଆମ ଉତ୍କଳ ଭୂଇଁ। ନିର୍ମାଲ୍ୟ ବାରିକ୍, ଯାଜପୁର 49 total views, 2 views today
49 total views, 2 views today
ଓଡ଼ିଆ ପୁଅ ଓଡ଼ିଶା ମାଟିରେ ଜନମ ମୋର ଯେ ଅଟେ ମୁଁ ଓଡ଼ିଆ ପୁଅ, କଳା, ସଂସ୍କୃତି ରେ ଆମ କାରୁକାର୍ଯ୍ୟ କେଉଁଥିରେ କମ୍ ନୁହଁ। ଦେଖାଇବୁ ଆମେ ନାନା ପରକାର ଦେଶ ର ସବୁ ପ୍ରତିଭା, ହାରିଯିବୁ ନାହିଁ ଜୀବନ ର ପଥେ କରିବୁ ଦେଶ ର ସେବା। ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର 48 total views, 2 views
48 total views, 2 views today
ଖାଣ୍ଟି ଓଡ଼ିଆ ଝିଅ ତୁଳସୀ ମୂଳରେ ଢାଳେ ପାଣି ସକାଳ ସନ୍ଧ୍ୟାରେ ମଥାରେ ଟାଣି ଓଢଣୀ ଜାଳେ ନିତି ସଞ୍ଜବତୀ ଠାକୁର ପାଖରେ ନିଏ ମୁଁହି ନାମ ନିତି ଇଷ୍ଟ ଦେବୀଙ୍କର। କାମନା ମୋ ଶୁଭ ଚିନ୍ତା ସଂସାର ମଙ୍ଗଳ ପୂଜେ ଶାଶୁ ଶଶୁରଙ୍କୁ ମଣି ମୁଁ ଦେବତା କାର୍ତ୍ତିକର ସକାଳ ସ୍ନାହାନ ପ୍ରତିଦିନ ମାହାତ୍ମ୍ୟ
102 total views, 3 views today
#ବଣମଲ୍ଲୀ “ହୁଅନ୍ତିକି ରଜନୀଗନ୍ଧା ର ମାଳାଟିଏ, ସାଜନ୍ତି ମୁଁ ନବବଧୂ ର କବରୀରେ, ହୁଅନ୍ତିକି ଗୋଲାପଟେ, ସଜେଇପାରନ୍ତି ମୁଁ ବାସର କୋଠରୀ ଅତି ସ୍ନେହରେ, ହେଲେ ମୁଁ ଯେ ବଣମଲ୍ଲୀ… କାହିଁବା ସ୍ବପ୍ନ ମୋର, ସେଥିପାଇଁ ନିତି ଗୁମୁରି ଗୁମୁରି ବାସ୍ନାରେ ମହକିତ କରାଏ, ନିଜସ୍ୱ ର ପରିଚୟ ପାଇବାର ବାସ୍ତବତା ରେ l” 778 total
778 total views
:- “ପଖାଳ ଦିବସ” ଶାଗଭଜା ବଡ଼ିଚୁରା ବାସି ପଖାଳ ପେଟରେ ପଡ଼ିଲେ ଥରେ ହୁଏ ଶୀତଳ..। ଖାଇଲା ଯେ କହିଲା ସେ ଭାରି ବଢ଼ିଆ କହିବାକୁ ଭୁଲିବାନି ଆମେ ଓଡ଼ିଆ..।। :- ଜିତେନ୍ଦ୍ର ଜେନା ବରୀ, ଯାଜପୁର 443 total views
443 total views
*ପ୍ରେମ ପାଇଁ ପଦେ* ପ୍ରେମ ଏକ ନିର୍ବାଣ ର ପଥ ଏକରୁ ଆରେକ କେବେ ଭଲପାଇବାର ବଜ୍ର ଶପଥ ତ ପୁଣି କେବେ ଚେତନରୁ ମହାଚେତନାକୁ ପହଞ୍ଚିବାର ମାର୍ଗ ଦେଖାଇଥାଏ ପୁଷ୍ପକ ବିମାନଟେ ହୋଇ ମୃତ୍ୟୁ ପୂର୍ବରୁ ଜୀବନକୁ ପରଖି ନେବାର ଚରମ ସମନ | *ବିମଳ ସାସ୍ମଲ* *ଭୁବନେଶ୍ୱର* *ମୋ:- 9777744947* 724 total views
724 total views
ଈଶ୍ୱର ଦର୍ଶନ ଈଶ୍ୱର ଦର୍ଶନ ପାଇଁ ପ୍ରଥମେ ଆମର ହୃଦୟ ମନ୍ଦିର କୁ ସଫା କରିବା ଆବଶ୍ୟକ। ଆମେ ଚିନ୍ତନ କରିବା…ଯେଥରେ ଜଣେ ଶେଠ୍ ରାଜ୍ୟର ରାଜାଙ୍କୁ ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ ଜଣାଇଲେ।ରାଜା ନିମନ୍ତ୍ରଣ ସ୍ବୀକାର କଲେ।ସେଠ୍ ନିଜ ଘରକୁ ପ୍ରଥମେ ରାଜାଙ୍କ ଯୋଗ୍ୟ କରାଇଲେ ।ଅଳିଆ ଆବର୍ଜନାକୁ ସଫା କଲେ,ଘର ଭିତର ବାହାର ସଫା
1,257 total views
ପ୍ରତିଶ୍ରୁତି(୦୧) ପତ୍ନୀ ପ୍ରତିଦାନ, ତିନୋଟି କଳିକା, ସଯତ୍ନେ ସାଥିରେ ଧରି, ପତି ଚାଲେ ବାଟ ଜୀଇଁବା ସାଧନ ଇନ୍ଧନ ସଂଗ୍ରହ କରି ପ୍ରତିଶ୍ରୁତି ରକ୍ଷା କରି। ପରମାନନ୍ଦ ମିଶ୍ର ଉପଦେଷ୍ଟା/ପୃଷ୍ଟପୋଷକ *ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,ଆନ୍ତର୍ଜାତୀୟ ଭାଷା ସାହିତ୍ୟ ଗବେଷଣା ସ୍ଥଳ।* , ପ୍ରତିଶ୍ରୁତି(୦୨) ତୋ ବିନୁ ଉଛନ୍ନ ସଂସାର ମୋର ତିନିଟା ଉତାଣି ଛୁଆ ସାଥିର
1,084 total views, 1 views today
ମତ୍ତ ଷଡ଼ପଦ ପରିଚୁମ୍ଭିତ ଚାରୁ ପୁଷ୍ପଶୋଭୀ ବାତାନ୍ଦୋଳିତ, ନମ୍ର ମୃଦୁଳ ପଲ୍ଲବାଭିରାମ ଚୁତ ବନେ ଦେଖି କଳିକାଗମ। ମଦ ଅଳସ ଗମନା ଅଙ୍ଗନା ଏ ବସନ୍ତେ କରି ପୂର୍ଣ୍ଣ କାମନା, ଗୌର ସ୍ତନତଟେ ପ୍ରିୟଙ୍ଗୁ ରଙ୍ଗ କାଳୀୟକ କୁଙ୍କୁମ ଚୂର୍ଣ୍ଣ ସଙ୍ଗ। ମନୋଜ କୁମାର ପଣ୍ଡା ଅଡା,ବାଲେଶ୍ଵର 1,255 total views
1,255 total views