ମା – ନିରୁପମା ପାଣି

ମା ଜରାଶ୍ରମ ଫାଟକ ପାଖରେ ଧଳା ଦାମୀ କାର୍ ଟିଏ ଆଜି ସକାଳେ ଯାଇଁ ପହଞ୍ଚିବା ଦେଖି , ବୁଢା ବୁଢି ମାନେ ଭାବିଲେ ଆଜି ଆଉଜଣେ ନୂଆ ବନ୍ଧୁ ବୋଧହୁଏ ଆସିଗଲେ ଆମ ସହ ରହିବାକୁ!! କେହିକେହି କହିଲେ ଯା ହେଉ ପୁଅ କାର୍ ରେ ଆଣିଛି ଛାଡିବାକୁ ବାପ କି ମାଆ କୁ! ଆଉ
ମା ଜରାଶ୍ରମ ଫାଟକ ପାଖରେ ଧଳା ଦାମୀ କାର୍ ଟିଏ ଆଜି ସକାଳେ ଯାଇଁ ପହଞ୍ଚିବା ଦେଖି , ବୁଢା ବୁଢି ମାନେ ଭାବିଲେ ଆଜି ଆଉଜଣେ ନୂଆ ବନ୍ଧୁ ବୋଧହୁଏ ଆସିଗଲେ ଆମ ସହ ରହିବାକୁ!! କେହିକେହି କହିଲେ ଯା ହେଉ ପୁଅ କାର୍ ରେ ଆଣିଛି ଛାଡିବାକୁ ବାପ କି ମାଆ କୁ! ଆଉ
ରାମ ନାମେ କି ରସ ଅଛି! ରାମ ନାମ ଭାବ ଦେବଙ୍କୁ ଦୁର୍ଲ୍ଲଭ ପାନ କଲା ଲୋକ ଯାଇଛି ତରି, ଅନନ୍ତ ବ୍ରହ୍ମାଣ୍ତ ଚଳେ ଏକ ଦଣ୍ଡ କୋଟିଜୀବ ଯୁଗ ତପସ୍ୟା କରି! ନାମେ ପ୍ରହଲ୍ଲାଦ ଲଭେ ଇନ୍ଦ୍ରପଦ ଧ୍ରୁବ ଜ୍ୟୋତିର୍ମୟ କରେ ଭୁବନ, ପଥରେ ପଥରୀ ପଦ ସ୍ପର୍ଶ କରି ଅହଲ୍ୟା ପାଇଲା
ମନରେ ଆସୁମୋ ଶୁଦ୍ଧ ଭାବନା ସତ୍ୟ ପ୍ରେମେ ମୋର ପୂରାଅ ଅନ୍ତର ମନେ ଆସୁ ସାର ଶୁଦ୍ଧ ଭାବନା, ସାତ୍ତ୍ୱିକ କର୍ମରେ ଶାଶ୍ୱତ ପ୍ରେମରେ ଉଡ଼ୁ ଶାନ୍ତି ମୈତ୍ରୀ ପ୍ରୀତିର ବାନା! ସଦ୍ଭାବେ ସୁନ୍ଦର ମର୍ତ୍ତ୍ୟ ମଧୁପୁର ନର ହୃଦେ ସାର ଭାବନା ଥାଇ, ଚରାଚର ଜୀବ ଉଦ୍ଭିଦ ମାନବ ସଜୀବ ସାଧନେ ବିଧାନ
ସମୟ ମାଗୁଛି ସମ୍ମାନ ଟିକେ ସମୟ ତ ଆଜି ସଂସାର ରେ ଖୋଜି ପାଉନି ପ୍ରେମରେ ସମ୍ମାନ ସତେ, ସମ୍ମାନ ବୋଲି ଯା’ ହେଉଛି ଆହୁଜା ବଜାର ଧର୍ମରେ କେଉଁଠି କେତେ! ମାନ ଘେନି ସ୍ଥାନ ମିଳୁନି ସମ୍ମାନ ମିଳେ ପ୍ରିୟା ପ୍ରୀତି ତୋଷଣ ମାନି, ଗଳା ବାଟ ଜାଣି ଅର୍ଥର ଭରଣି ସଙ୍ଗତେ ସମ୍ମାନ
ଏ ସନ ଫଗୁଣ ନ ହେଉ କାଳ ଏ ସନ ଫଗୁଣ ଧରେ ଅବଗୁଣ ଆସିବ କି କାଳ ସଙ୍ଗତେ ଘେନି, ରୂପ ରଙ୍ଗ ଯେତେ ଭାବ ବିପରୀତେ ମୂଳୁ ଯାଏ ଟଳି କମ୍ପେ ଅବନୀ! ସହକାରେ ଗୁନ୍ଥା ବଉଳର ପେନ୍ଥା ଅଭାବେ ଶୋଭାର ସଉକ ନାହିଁ, ବସନ୍ତ ରୁଷିଛି ମଳୟ ଫସିଛି ଆମ୍ର
ପାନ ବଟୁଆ ଓଡ଼ିଆ ଜାଣିଛି ଦେବତା ମଣିଛି ଅତିଥି ସେବାରେ ଢାଳିଛି ମନ, ଭୋଜନ ଭାଜନ ମନ ମହକନ ମଧୁର ଭାବରେ ଦେଇଛି ଧ୍ୟାନ। ଭୋଜନର ଶେଷେ ବରାଦେ ହରଷେ ମୁଖରେ ମଧୁର ଆସ୍ବାଦେ ପାନ, ଚୂନ
ଅପେକ୍ଷାର ଫଳ ମିଠା କର୍ମଭୂମି ଧରଣୀରେ ମନୁଷ୍ୟ ପ୍ରାଣୀ ସମସ୍ତେ ଜଣେ ଜଣେ କର୍ମୀ।ପଶୁପକ୍ଷୀ ସେମାନଙ୍କ ଖାଦ୍ୟ ସଂଗ୍ରହ ପାଇଁ କର୍ମ କରନ୍ତି। ପରୋକ୍ଷରେ ସେହି କର୍ମ ବିଶ୍ୱସୁରକ୍ଷା ନିମନ୍ତେ ବିଶ୍ୱ ନିୟନ୍ତାଙ୍କର ଅଭିନବ ବ୍ୟବସ୍ଥା।ଜଣେଖାଦ୍ୟ ଅନ୍ୟ ଜଣେ ଖାଦକ, ଏମାନେ ବଞ୍ଚିବେ ଆଉ ସୃଷ୍ଟିକୁ ବଞ୍ଚା- ଇବେ.ଏମିତି ନ ହେଲେ ସୃଷ୍ଟିରେ ଭାରସାମ୍ୟରକ୍ଷା –
ପଖାଳ ଜଗତରେ ସାର ପଖାଳ ଆମର ଓଡ଼ିଆଙ୍କ କଥା କହେ, ଜଗତର ନାଥ ଶ୍ରୀମହା ପ୍ରସାଦ ଯୁଗର ବାରତା ଦିଏ | ( ୧ ) ସେ ଟଙ୍କ ତୋରାଣି ପରସାଦ ମଣି ଲୋଡନ୍ତି ଜଗତ ଜନ, ନାହିଁ ଭାବ ଭେଦ ଅସୁଖ ଅବୋଧ ଲାଗେ ଅମୃତ ସମାନ | ( ୨ ) ପଖାଳ ଭାତର
ପ୍ରମାଦ ଭଲରେ ପ୍ରମୋଦ ଭୁଲରେ ପ୍ରମାଦ ନର ଅନୁଭବେ ଜୀବନ ସାରା, ବିପରୀତ ଭାବ ପ୍ରାରବ୍ଧ ସଂଯୋଗ କର୍ମଘେନି ଫଳ ପ୍ରାପତ ପରା। କର୍ମ ପଥ ହୁଡ଼ି ବିପଥେ ଦଉଡ଼ି ବିପଦ ବରଣ ହୁଅଇ ସାର, ପ୍ରମାଦ ଆସେନା ବାଟ ବଣା ବିନା ମନ୍ଦେ ଛନ୍ଦେ ଦ୍ୱନ୍ଦ୍ବେ କରଇ ଘର, ସ୍ୱଚ୍ଛ ମନେ ନର
କିଏ ଶୁଣିବ ମୋ ଜୀବନ ନେଲ ଘର ବି ଭାଙ୍ଗିଲ ମଣିଷତ୍ଵ ଆଉ ଟୋପାଏ ନାହିଁ କାହାକୁ କହିବ କିଏ ବା କହିବ ପୃଥିବୀ ପାଖରେ ପାଟି ତ ନାହିଁ।। ଜଙ୍ଗଲ କଟିଲ ଜୀବଙ୍କୁ ମାରିଲ ତଥାପି କହୁଛ ନିଜକୁ ଭଲ ଚମଡା ପିନ୍ଧିଲ ରକ୍ତରେ ଭିଜିଲ ଆଧୁନିକତାର ଏ କି ମୂଲ। ଅଭିଯୋଗ ଅଛି ଅଭିମାନ ଅଛି
ଅତ୍ୟାଚାରୀ ମଣିଷ 🍁🍁🍁🍁🍁 ସମାଜ ରେ ରହି ସଭ୍ୟ ବୋଲାଉଛ ସଭ୍ୟତା ର ମୁଖା ପିନ୍ଧି ଅତ୍ୟାଚାର କରି କି ଲାଭ ମିଳୁଛି ସତେ କି ଜାଣିଛ ଫନ୍ଦି । ଜଙ୍ଗଲ ସବୁ କୁ ନଷ୍ଟ କରୁ ଅଛ ଚିନ୍ତ ନାହିଁ ଭବିଷ୍ୟତ ଦୟା ଭାଵ ଟିକେ ହୃଦୟ ରେ ନାହିଁ ହେଉଛି ଜୀବ ବିଲୁପ୍ତ । ଶ୍ରେଷ୍ଠ
ନର ରାକ୍ଷାସ *********** ଶ୍ରେଷ୍ଠ ଜୀବ ବୋଲି ଜାଣେ ଏ ଦୁନିଆ ଏଡିକି ନିଷ୍ଠୁର ହେଲୁ, ପଶୁ ଠାରୁ ହୀନ ବିବେକ କୁ ଭୁଲି ପଶୁର ମାଂସ ଖାଇଲୁ। ନିରିହ ଜୀବ ସେ ଉଜାଡି ତା ଘର ଜଙ୍ଗଲ ପଦା କରିଲୁ, ପଇସା ଲୋଭରେ ଏତେ ତଳକୁ ତୁ କେମିତି ରେ ଖସିଗଲୁ । ମଣିଷ ନୁହେଁ ତୁ
ବସୁନ୍ଧରାର ସ୍ବର କେବେ ତୁମେ ଶୁଣିଛ ବାଡ ଏ ପାଖରେ ଥାଇ ସେ ବସୁନ୍ଧରାର ସ୍ବର! ହଁ, ସେ ବସୁନ୍ଧରାର କେବେ ଶୁଣିଛ ତା’ ଚିତ୍କାର ଋଷିଆ ୟୁକ୍ରେନ ସମରେ ବୁଭୁକ୍ଷୁ ଜାତିର ପ୍ରଳାପ! ଶରଣାର୍ଥୀଙ୍କ ବିଳାପ? ତୁମେ ଯେ ନବବର୍ଷ ବିଗୁଲରେ ମାତାଲ ମଦିରା-ସରରେ ଜଳକ୍ରୀଡାରେ ଲିପ୍ତ। କେବେ ଶୁଣିଛ ସେ ବସୁନ୍ଧରାର ସ୍ବର ଶ୍ରୀଲଙ୍କାର ନବାଗତ
ବସୁନ୍ଧରାର ସ୍ଵର ରେ ମଣିଷ ! କେତେ ଦିନ ଆଉ ମୋ ଛାତିକୁ ରାମ୍ପୁଡ଼ି ବିଦାଡ଼ି କୋଠା ତୋଳିବୁ କେତେ ଦିନ ମୋ ଅନ୍ତରକୁ ଚିରି ଖଣି ଖୋଳିବୁ ଥରେ ତ ଦେଖେ ମୋ ବେଦନା ରେ ମଣିଷ ! ମୁଁ ଜାଣେ ତୁ ମୋତେ ମାଆ ବୋଲି ଭାବୁ ତେବେ କାହିଁକି ଏତେ ଯନ୍ତ୍ରଣା ଦେଉ ମୋ
ବସୁନ୍ଧରାର ସ୍ୱର କଇଁ କଇଁ ହୋଇ କାନ୍ଦେ ବସୁନ୍ଧରା ଶୁଣି ପାରୁଛକି ସ୍ୱର ଦାରୁଣ ଯନ୍ତ୍ରଣା ଅସହ୍ୟ ହେଲାଣି ଶୁଭେ କରୁଣ ଚିତ୍କାର ବିକଳେ ବୋଲଇ ଜାଗ ମୋ ସନ୍ତାନ ମୁଁ ପରା ତୁମରି ମାଆ କେତେ ବା ସହିବି ଜଳି ଜଳି ସରେ କେବେ କହିବରେ ଆହା ଶିକ୍ଷା ସାଥେ ମିଥ୍ୟା ପ୍ରଗତି କରୁଛ ପିଟି ମଥାରେ
ବସୁନ୍ଧରା ର ସ୍ବର ମାଆ ବସୁନ୍ଧରା ଲୁହ ଗଡାଉଛି ମଣିଷ ସମାଜ ପାଇଁ ଦାରୁଣ ଦୁଃଖରେ ହୁଏ ଛଟପଟ ମଣିଷ ତ ବୁଝୁନାହିଁ ।। ପରିବେଶ ଅଟେ ଆମରି ଜୀବନ ସେ ତ ଅମୂଲ୍ଯର ନିଧି ସୁସ୍ଥ ଜୀବନ ର ମୂଳାଧାର ଅଟେ ଗଛ ଅଟେ ମହୋଷଧି ।। ସୁସ୍ଥ ବାତାବରଣ ଚାହୁଁଛ ଯଦି ମହାଦ୍ରୁମ କାଟ ନାହିଁ
ବସୁନ୍ଧରାର ସ୍ୱର ହେ ମଣିଷ ଜାତି ଶୁଣ କାନ ପାତି ଦିବାସ୍ଵପ୍ନ ଦେଖି ଭାବନାହିଁ ରାତି, ମୋର କ୍ଷତି ସହ ତୋ ବିନାଶ ଯୋଡା କି ପାଇଁ କରୁଛୁ ନିଜର ତୁ କ୍ଷତି? କର୍ତ୍ତନ କରୁଛୁ ସବୁଜ ବନାନୀ ଜନସଂଖ୍ୟା ବିସ୍ଫୋରଣ କରୁଣ କାହାଣୀ ବା ପା ମା(ବାୟୁ ପାଣି ମାଟି) ଆଜି ପ୍ରଦୂଷିତ କରୁ ନିଜ ମୃତ୍ୟୁ
ଶୀର୍ଷକ – ବସୁନ୍ଧରାର ସ୍ୱର କିଏ ଦେଇଥିଲା ନା ଦେଇପାରେ..? ମାଟିରେ ଚାଲିବାକୁ, ପବନକୁ ଛୁଇଁବାକୁ, ସୂର୍ଯ୍ୟକୁ ଅନେଇବାକୁ, ପାଣିକୁ ପିଇବାକୁ ଆଉ ଜହ୍ନକୁ ଭଲ ପାଇବାକୁ ଅଧିକାର..? କିଏ ଦେଇଥିଲା ନା ଦେଇପାରେ..? ଦେଖ.. ତୁମ ଝରକା ସେପାଖେ ସମ୍ପର୍କମାନଙ୍କର ଗାଢ ନୀରବତା, ଗମ୍ଭୀର ନିର୍ଜନତା.. ହେଇ ଦେଖ.. ମେଘ ମେଦୁର ଆକାଶ, ସନ୍ ସନ୍ ବହୁଥିବା
ସପ୍ତସ୍ୱରରେ ଜୀବନ ଶୋକର ସାଗରେ ଉବୁଟୁବୁ ବେଳେ କେହି ନ ହୋଇଲେ ସାହା ସେହି ସମୟରେ ସଙ୍ଗୀତ କେବଳ ଥାଏ ଏକମାତ୍ର ରାହା । ବେଳେବେଳେ ଆତ୍ମା ହୃଦୟ ପାଇଁକି ହୁଅଇ ଲୋଡା ସଙ୍ଗୀତ ସୁପ୍ତ ସପ୍ତପ୍ରାଣେ ଶକ୍ତିକୁ ସଞ୍ଚାରୀ କରଇ ସେ ଜାଗ୍ରତ । ରଣକ୍ଷେତ୍ରେ ଯେବେ ଲଢିବାକୁ ହୁଏ ପ୍ରଥମେ ଥାଏ ସଙ୍ଗୀତ ସେଇ ସଙ୍ଗୀତର
ହୃଦୟର ଗୀତି °°°°°°°°°°°°°°°° ହୃଦୟର କଥା ଦିଏ ମନେ ବ୍ୟଥା, କହିଦେଲେ ଖୋଲି ନଇଁଯାଏ ମଥା।। ଲିଭିନି ଏ ଯାଏଁ ସେ ଅଭୁଲା ସ୍ମୃତି, ଆଜିବି ହୃଦରେ ରଖିଛି ସାଇତି।। ହୃଦୟ ଭିତରେ ଯନ୍ତ୍ରଣାର ଧ୍ବନି, ଦେଇଥାଏ ସତେ କେତେ ଚେତାବନୀ।। ଯନ୍ତ୍ରଣା ଦେଇଯାଏ କେତେ ଯେ ଶିକ୍ଷା, ସମୟ ସ୍ରୋତେ ମୁଁ ନିଏ ନୂଆ ଦିକ୍ଷା।। ହୃଦୟର