February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 
Feb
2023
5

ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର

ଅବାଗିଆ ମନ, ହୁଅ ସଚେତନ   ଅବାଗିଆ ମନ, ହୁଅ ସଚେତନ ପିଲାଳିଆ ବୁଦ୍ଧି ଛାଡ, ବୟସକୁ ଦେଖ, ସ୍ଥିତିକୁ ପରଖ ମତ ମନ୍ତବ୍ୟକୁ ବାଢ଼ ll ହୁଅ ହୁସିଆର, ଜାଣ ସମାଚାର ମନ ମନନକୁ ଚିହ୍ନ, ସରଗରୁ ପଡି, ଗଲା ପରି ରଡି ଛାଡି ରୁହହେ ମଉନ ll ତୁମ ଠାରୁ ବଳି, ଜ୍ଞାନୀ ମାନି ମନ

 3 total views,  3 views today

Feb
2023
5

ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ

ପ୍ରିୟା ତୁମେ.. ତୁମେ..   _ମୁକ ପାଲଟି ଯାଅ ତୁମେ_ _ମୁକ ପାଲଟି ଯାଅ.._ _ଆଖିରେ ଈଶାରା ଦିଅ ତୁମେ_ _ଆଖିରେ ଈଶାରା ଦିଅ।_   _ଓଠକୁ ଚୁପ୍ କରି ହସି ଚାହଁ ତୁମେ_ _ଓଠକୁ ଚୁପ୍ କରି ହସି ଚାହଁ.._ _ସବୁ କଥାକୁ ମୋର କର ହଁ ତୁମେ_ _ସବୁ କଥାକୁ ମୋର କର ହଁ।_  

 3 total views,  3 views today

Feb
2023
5

ନୂଆ ଯୁଗର ଛୁଆ – ଅଶୋକ କୁମାର ପତି

ନୂଆ ଯୁଗର ଛୁଆ ବ୍ୟଙ୍ଗ ରଚନା   ନୂଆ ଯୁଗର ,ଛୁଆରେ ମୁହିଁ ନୂଆ ଯୁଗର ଛୁଆ, ନାଆଁକୁ ମାତ୍ର,ଇସ୍କୁଲ୍ ଯାଏ ଟିଉସନ୍ ମୋ ଥୁଆ।1   ପାଠ ପଢାଟା, ହଉନି ସିନା ଯେତେ ଘୋଷିଲେ ଘରେ, ଅନ୍ୟ ସବୁଠି, ଧୁରନ୍ଧର ମୁଁ ବାପାଙ୍କୁ ଟିକେ ଡରେ।2   ସକାଳୁ ଉଠି, ମ୍ୟାଗି ଖାଏ ମୁଁ ଖାଏନା ଏଣୁ

 4 total views,  4 views today

Jan
2023
31

ତୁ –  ମନୋଜ କୁମାର ଦାସ

ତୁ   ତୁ ବିଶ୍ୱାସରେ ବିଶ୍ୱସ୍ତରେ ଅତ୍ମୀୟତାରେ ସମର୍କର ସମୀକରଣରେ l ତୁ ସୁଖରେ ଦୁଃଖରେ ନିଶ୍ୱାସରେ ଅତୀତ ବର୍ତ୍ତମାନଭବିଷ୍ୟତରେ l ତୁ ବିନ୍ଦୁ ନଦୀ ସାଗର ସମସ୍ତ ଜୀବନର ଉତ୍ସ l ତୁ ବିସିକେଶନ ଅଲିଅଳି ମଥାରଖେ ପାଦତଳେ ତୁ ପରା ମାଆ l   ମନୋଜ କୁମାର ଦାସ ଆଳିଜଙ୍ଗା, କେନ୍ଦ୍ରାପଡ଼ା  24 total views

 24 total views

Jan
2023
31

ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର

ହେ ଲାବଣ୍ୟବତୀ ପରୀ   ଗୋଲାପୀ ଗୋଲାପୀ ମନ ତ ଗୋଲାପୀ କି ମଞ୍ଜୁଳ ହେ ରୂପସୀ ଗୋଲାପ ନଗରୁ ଆସିଛ କି ସତେ ହେ ରୂପବତୀ ମାନସୀ ! ଗୋଲାପ ସୁମନ ଅଙ୍ଗେ ପରିପାଟୀ ବାସ ପରିଧାନ କରି ଗୌର ମଥା ସିନ୍ଥି ଅପରୂପ କାନ୍ତି ଅହ୍ୟ ସୁଲକ୍ଷଣୀ ନାରୀ । ଗୋଲାପର ବର୍ଣ୍ଣ ନାଲି ଟିପା

 22 total views,  2 views today

Jan
2023
31

ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ

ସ୍ବାର୍ଥୀମଣିଷ   ମଣିଷ କୂଳରେ ଯେତକ ଜନ୍ମିଲେ ସଭିଏଁ ହୋଇଲେ ସ୍ଵାର୍ଥୀ ପରଧନ ଦେଖି ଇର୍ଷାରେ ଡୁବିଣ ହରାଇଲେ ଭାଵ ପ୍ରିତୀ। କର୍ମଠ ହେବାକୁ ମନ ନ ବଳାଇ ରଚିଲେ କୁଟିଳ ପନ୍ଥା ଇର୍ଷା ଅଂହଙ୍କାର ଶୋଷଣ ଲୁଣ୍ଠନ ଗୋଟେସାଥେ ଗୋଟେ ଗୁନ୍ଥା। ସହନଶୀଳତା ନାହିଁ କାହା ପାଖେ ପରସେବା ମନୋବୃତ୍ତି ଲୋକ ଦେଖାଣିଆ ସଂସ୍କାର ନିତୀରେ ବଖାଣନ୍ତି

 21 total views,  2 views today

Jan
2023
31

ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 

ଅମଳିନ ପଦଚିହ୍ନ   ପୂଣ୍ୟଭୂମି ଏ ଭାରତ ମାଟିର ତୁମେ ଯୋଗ୍ୟତମ ସୁତ ସତ୍ୟ ସ୍ୱାଭିମାନ ମହାମନ୍ତ୍ର ତୁମେ ଦେଖାଇଲ ମୁକ୍ତିପଥ…. ଦେଖାଇଲ ମୁକ୍ତିପଥ….। “ମୋତେ ରକ୍ତଦିଅ ସ୍ୱାଧୀନତା ଦେବି” ପ୍ରେରଣା କାହାଣୀ ତୁମ ଯେଷାକୁ ତେଷାର ବୀଜମନ୍ତ୍ର ଧ୍ୱନି ଆଚରିବା ଥିଲା ଧର୍ମ । କଣ୍ଟାକୁ କଣ୍ଟାରେ କାଢିବା ପାଇଁକି ଅଣ୍ଟା ଭିଡିଥିଲ ପଣେ କଉଶଳ କରି

 23 total views,  1 views today

Jan
2023
31

ଭାବର୍ ଡୋର୍ – ଅଭୟ ସରାପ୍

ଭାବର୍ ଡୋର୍    ଇ ଅହଁକାରେଁ ଭର୍’ପୁର୍ ସଁସାର୍ ଭିତ୍’ରେଁ ଭିକେଁ ଦେସନ୍ ସବ୍ ଆଶ୍, ସହି ନେ ପାରନ୍ ପୁନିଁ ଜୀବନର୍ ଉକିଆ କେ ବନେଇ ଦେସନ୍ ଉଆଁସ୍ ।। ସଭେ ହେଇ ଯାଏସନ୍ ଉସାସ୍… ନିଜର୍ ହିତ୍ ଲାଗି ପରର୍ ଚୁଟି କାଟି ଦେସନ୍ ମିଲେ ଭି ନାଇଁ ଆଭାସ୍ ।। ସମିହା ଦେଖି ମନର୍

 19 total views,  1 views today

Jan
2023
29

ଯେସାକୁ ତେସା – ଭାସ୍କର ରାଉତ

 ଯେସାକୁ ତେସା   କେତେ ଆପ୍ତ ବାକ୍ୟ ରହିଅଛି ଦେଖ କେଉଁ ଅନାଦି କାଳରୁ ସ୍ଥାନ କାଳପାତ୍ରେ କହନ୍ତି ସମସ୍ତେ ବାହାରି ଆସେ ମୁଖରୁ। ସଂସ୍କାରକ ଗଣ କରନ୍ତି ପ୍ରଦାନ ସମାଜ ସଂସ୍କାର ପାଇଁ ବୁଝି ତା ମର୍ମକୁ ମନେରଖି ତାକୁ ଜୀବନ ଗଢ଼ରେ ତୁହି। ପ୍ରତ୍ୟେକ କ୍ଷେତ୍ରରେ ବଢ଼ିବ ଆଗରେ ଏଥିରେ ସନ୍ଦେହ ନାହିଁ ଉପଯୋଗ ତା’ର

 24 total views,  2 views today

Jan
2023
29

ନଟବର କ’ଣ ଖବର – ଜୁମର ନାଥ ପାତ୍ର

ନଟବର କ’ଣ ଖବର   ମକରାକୁ ଚାରିଦିନ କୁ ଫକୀରାର ବି ଚାରି ଆଜି ଦୁଲୁକୁଦୁମା ଥମିଛି ଶୀତଟା ଥେଇଥେଇ ହେଇ ଏଇ ଥମିଛି କାଆଁଳ ମାଡ଼ରେ ପନିପରିବା ରେଟ ଚଢ଼ିଛି ଟିକେ କୁହୁଡ଼ି ଟା ନାକରେ ପଶି ଛାତିକୁ ନାଗୁଛି ଖୁଁ ଖୁଁ ବଢ଼ିଛି ରାତି ଅଧରେ ପୁରୁଣା ଭେସଲିନରେ ଗଲା ଏ ସନ ଶୀତ ବରୋଲିନ

 28 total views,  1 views today

Jan
2023
29

ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର

ବାହା ଘର ନୁଆଁ ନୁଆଁ   ବାହା ଘର ନୁଆଁ, ତନୁ ମନେ ଛୁଆଁ କେତେ ଛଇ, କେତେ ବାଇ, ଦୁଇ ହାବଭାବ, କାରବାର ଭାବ କହି ସହି ହେବ ନାହିଁ ll କେତେ ଯେ ଭାବନା, କେତେ ଯେ କଳ୍ପନା ସରଗକୁ ହାତ ଛୁଆଁ, ଇନ୍ଦ୍ର ଚନ୍ଦ୍ର ଠାରୁ, ବଳି ବଳିଆର ଦେଖି ସଭିଏଁ ଛାନିଆ ll

 36 total views,  3 views today

Jan
2023
29

ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 

ଅଳସ ଆଖିରେ ଭିଜା ସପନ — ପାହିଲାଣି ରାତି ହେଲାଣି ସକାଳ ବୁଣିଲେଣି ରଙ୍ଗ ବାଳ ଅରୁଣ ନିଦ୍ରା ପରିହରି ଉଠ ଧନମଣୀ କଲେଣି କୂଜନ ବିହଙ୍ଗଗଣ । ମୁଦି ହୋଇ ଯାଏ ଆଖିପତା ଦୁଇ ଗହଳ ନିଦ୍ରାରେ ହେଉ ଆଚ୍ଛନ୍ନ ଜାଗ୍ରତ ହେବାକୁ ବଳୁନାହିଁ ମନ ଅଳସ ଆଖିରେ ଭିଜା ସପନ । ସପନର ଘୋଡା ଉଡଇ

 40 total views,  3 views today

Jan
2023
29

ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ

ଶିଶିର ବିନ୍ଦୁ   ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି ରଚିଅଛି ଅଭିସାର ଶିଶିର ବିନ୍ଦୁର ମୁକୁତାରେ ଯେହ୍ନେ ସଜାଏ

 93 total views,  1 views today

Jan
2023
29

ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ

ସପ୍ତସ୍ୱରରେ ଜୀବନ ଶୋକର ସାଗରେ ଉବୁଟୁବୁ ବେଳେ କେହି ନ ହୋଇଲେ ସାହା ସେହି ସମୟରେ ସଙ୍ଗୀତ କେବଳ ଥାଏ ଏକମାତ୍ର ରାହା । ବେଳେବେଳେ ଆତ୍ମା ହୃଦୟ ପାଇଁକି ହୁଅଇ ଲୋଡା ସଙ୍ଗୀତ ସୁପ୍ତ ସପ୍ତପ୍ରାଣେ ଶକ୍ତିକୁ ସଞ୍ଚାରୀ କରଇ ସେ ଜାଗ୍ରତ । ରଣକ୍ଷେତ୍ରେ ଯେବେ ଲଢିବାକୁ ହୁଏ ପ୍ରଥମେ ଥାଏ ସଙ୍ଗୀତ ସେଇ ସଙ୍ଗୀତର

 23 total views,  2 views today

Jan
2023
29

ହୃଦୟର ଗୀତି-ଜୟଶ୍ରୀ ଖଟୁଆ

ହୃଦୟର ଗୀତି °°°°°°°°°°°°°°°° ହୃଦୟର କଥା ଦିଏ ମନେ ବ୍ୟଥା, କହିଦେଲେ ଖୋଲି ନଇଁଯାଏ ମଥା।। ଲିଭିନି ଏ ଯାଏଁ ସେ ଅଭୁଲା ସ୍ମୃତି, ଆଜିବି ହୃଦରେ ରଖିଛି ସାଇତି।। ହୃଦୟ ଭିତରେ ଯନ୍ତ୍ରଣାର ଧ୍ବନି, ଦେଇଥାଏ ସତେ କେତେ ଚେତାବନୀ।। ଯନ୍ତ୍ରଣା ଦେଇଯାଏ କେତେ ଯେ ଶିକ୍ଷା, ସମୟ ସ୍ରୋତେ ମୁଁ ନିଏ ନୂଆ ଦିକ୍ଷା।। ହୃଦୟର

 32 total views,  1 views today

Jan
2023
29

ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ସାଧାରଣତନ୍ତ୍ର ଦିବସ **************** ସ୍ୱାଧୀନତା ପରେ ଭାରତବାସୀ ଯେ ଚାହିଁଲେ କିଛି ନୂତନ, ହରଷ ଚିତ୍ତରେ ଭାରତ ଗଢ଼ିଲା ଗଣତନ୍ତ୍ର ର ଶାସନ। ଜାନୁଆରୀ ମାସ ଛବିଶି ତାରିଖ ସ୍ମରଣୀୟ ଏହି ଦିନ, ସମ୍ବିଧାନ ଆମ କାର୍ଯ୍ୟକାରୀ ହେଲା ଏହି ଦିବସ ରେ ଜାଣ। ଆମ୍ବେଦକର ଙ୍କ ଚେଷ୍ଟା ରେ ପ୍ରତିଷ୍ଠା ହୋଇଲା ଯେ ସମ୍ବିଧାନ, ଧର୍ମ, ବର୍ଣ୍ଣ,

 24 total views,  2 views today

Jan
2023
29

ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)

ସରସ୍ୱତୀ ଜଣାଣ ନମସ୍ତେ ନମସ୍ତେ ବାଣୀ ବିଦ୍ୟା ପ୍ରଦାୟିନୀ, ନମସ୍ତେ ନମସ୍ତେ ଦେବୀ ଅଭୟା କଲ୍ୟାଣି।। ସୁଦୟା ବହିଲେ ମୂର୍ଖେ ଦେଉ ବ୍ରହ୍ମଜ୍ଞାନ, ମୁକ କୁ କରୁ ବାଚାଳ ମୁଖରୀ ତୋ’ ନାମ।। ଅନାହତ ସୂତ୍ରେ ଗଣ୍ଠି ଫିଟାଉ ତୁ’ ହେଳେ, କାଳିଦାସ ଇତିବୃତ୍ତ କୀର୍ତ୍ତି ମହୀତଳେ।। ଦେଲୁ ଅଯାଚିତ ଭାବେ କବିତ୍ୱର ବର, ଗଣ୍ଡମୁର୍ଖ ପାଲଟିଲେ ପଣ୍ଡିତ

 39 total views,  6 views today

Jan
2023
29

ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼

ବାକ୍ୟ ଦେବୀ ସରସ୍ଵତୀ _________________ ଶ୍ୱେତ ପଦ୍ମାସନା ସୁରମ୍ୟ ଆନନା ବାକ୍ୟ ଦେବୀ ସରସ୍ଵତୀ, ହଂସବାହିନୀ ହେ ବୀଣାବାଦିନୀ ତୁମ ପାଦେ ମୋ ପ୍ରଣତି ।। ତୁମ ଦୟାବଳେ ଅଧମ ମୂରୁଖ ପାଇଥାଏ ହିତ ଜ୍ଞାନ, ତୁମରି ବୀଣା ଝଙ୍କାରେ ପାଇଥାଏ ଜଡ ଜଗତ ଚେତନ ।। ଧବଳ ବସନେ ତୁମେ ସୁଶୋଭିତା କୁଞ୍ଚିତ କୃଷ୍ଣ କୁନ୍ତଳ, ଗଳାରେ

 22 total views,  1 views today

Jan
2023
29

ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ

ଭିନ୍ନ ପରିଭାଷା ତୁମେ କହିଲ ହୃତପିଣ୍ଡ ତାକୁ ମୁଁ କହିଲି ନାଇଁ ନାଇଁ, ହୃଦୟ ତୁମେ କହିଲ ଧକ୍ ଧକ କରେ ମୁଁ କହିଲି ଶବ୍ଦ ତାର ପ୍ରୀତିମୟ । ତୁମେ କହିଲ ସେ ଅଙ୍ଗଟିଏ ମୁଁ କହିଲି ନାଇଁ ନାଇଁ , ଜୀବନ ତୁମେ କହିଲ ରକ୍ତ ବାଣ୍ଟେ ସେ ମୁଁ କହିଲି ନାଇଁ ନାଇଁ, ସପନ।

 24 total views

Jan
2023
29

ଦରଦି_ଦରଦ – ସୁମିତ୍ରା ନାୟକ 

ଦରଦି_ଦରଦ   ଦରଦି ଦରଦ ଦେହେ ବୋଳି ଦେଇ,, ଅପ୍ରୀତିକ ନୀରେ ନୟନ ଭିଜାଇ … । ପ୍ରେମ ଜ୍ୱାଳା ମନେ ଆଶା ସଞ୍ଚାରଇ,, ଆଶା ଯେ ଅନେକ ବ୍ୟାଘାତ କରଇ…. । ଅନୁଭବ ମୋର ପସରା ମେଲାଇ,, ଅଯୌକ୍ତିକ ଆଶା ଅନ୍ତରେ ଜନ୍ମାଇ…. । ଦରଦକୁ ଦରଦି ବନ୍ଧୁ ମାନିଲି,, ଅବ୍ୟକ୍ତ ମୋ କଥା ଲୋତକେ ଭେଦିଲି…

 25 total views,  1 views today