ଶୀର୍ଷକ- *ବୁଢାଶଙ୍ଖାରି ଏକ ଦୁଃଖଦ ଭରା କାହାଣୀ* ସାହିତ୍ୟ…! ପୁଣି ଆମ ଓଡିଆ ସାହିତ୍ୟ,ଯେଉଁଥିରେ ରସାମୟ ଶବ୍ଦପୁଞ୍ଜ ସହିତ ସୌନ୍ଦର୍ଯ୍ୟାଶ୍ରିତ ମହାନ ଭାବନା ରାଜି ଭରି ରହିଥାଏ।ଯେଉଁ ରସଯୁକ୍ତ ଶବ୍ଦପୁଞ୍ଜ ବିଷାଦମୟ ଜୀବନକୁ କରିପାରେ ରସାସକ୍ତ ପୁଣି ପାଠକଙ୍କୁ ଚଖାଇ ପାରେ କେବେ ଆନନ୍ଦର ସ୍ବାଦ ତ କେବେ ନିରାନନ୍ଦର ସ୍ବାଦ।ସାହିତ୍ୟର ସୌନ୍ଦର୍ଯ୍ୟ ପୂର୍ଣ୍ଣ ଭାବନା କାଷ୍ଠକୁ ବି
Read More

*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ…* *କବି – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର..😊* ଓଡ଼ିଆ ଗଳ୍ପ ସାହିତ୍ୟରେ ଜଣେ ଉଚ୍ଚ କୋଟିର ସ୍ରଷ୍ଟା ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା ଅବସରରେ ଜନ୍ମଗ୍ରହଣ କରିଥିବାରୁ ମାତା ପିତା ଆଦରରେ ତାଙ୍କର ନାମକରଣ
Read More

*”ବୁଢ଼ାଶଙ୍ଖାରି” – ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ* ଓଡ଼ିଆ ସାହିତ୍ୟ ର ବିବିଧ ବିଭାଗରେ ଲେଖନୀ ଚାଳନା କରିଥିବା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନିଜ ରଚନାବଳୀ ର ଭିନ୍ନ ଭିନ୍ନ ରୋଚକ ଓ ମନୋରମ ଶୈଳୀ ପାଇଁ ସେ ଓଡ଼ିଶା ରେ ସୁପରିଚିତ। ସେ ଥିଲେ ଜଣେ ପ୍ରତିଷ୍ଠିତ ସାହିତ୍ୟକ। ସରଳ ଓ କୋମଳ ଭାଷା
Read More

କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ।କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ପାଠକ ହାସ୍ୟ ସଞ୍ଚାର କରିବା ସହିତ ସମାଜର ସଂସ୍କାର ଭାବନା ତାଙ୍କ ସୃଷ୍ଟି ମୁଖ୍ୟ ବିଭବ। ତାଙ୍କର କାବ୍ୟ କବିତା ଗୁଡ଼ିକ ହେଲା:- ଜାତୀୟ ସଂଗୀତ, କଲ୍ଲୋଳ
Read More

“ବୁଢ଼ା ଶଙ୍ଖାରି” ଏକ ଆଲୋଚନା —————— ଏହି ଗଳ୍ପ ରେ ବୟସ ର ଅପରାହ୍ନରେ ଝାଳ ଦେଇ କର୍ମ କୁ ସମ୍ମାନ ଜଣାଉଥିବା ଜଣେ ବୃଦ୍ଧ ଯେ ତାଙ୍କର ପ୍ରତିଟି ଦାନା ରେ ପରିଶ୍ରମ ର ବାସ୍ନା କୁ ବାରି ପାରନ୍ତି l ଜୀବନରେ କେବେ ହାରି ଯାଇନାହାନ୍ତି ବୟସ ର ଦାଉ ରେ l ନିଜ ହାତ
Read More

*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ* ସୌନ୍ଦର୍ଯ୍ୟର ରହିଛି ଏମିତିକା ଶକ୍ତି, ଯାହାର ସଂସ୍ପର୍ଶରେ ଆସିଲେ ଏଇ ଅସଜଡା ଦୁନିଆଟା ବଦଳିଯାଏ କ୍ଷଣକ ମଧ୍ୟରେ । ପ୍ରତିଟି ତନୁ ମନ ପ୍ରାଣରେ ଭରିଯାଏ ଅସରନ୍ତି ଅନୁରାଗ । ଜଡ଼ ବି ଜୀବନ୍ତ ହୋଇଯାଏ ଆଉ ସେହି ଅନୁରାଗରୁ ଜନ୍ମ ନେଇଥାଏ ଅସରନ୍ତି ଭଲପାଇବା । ଆଉ ସେଇ
Read More

*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ* ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁ କେତେଜଣ କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ଭାବୁକ ଋଦ୍ଧିମନ୍ତ କରିଛନ୍ତି, ସେମାନଙ୍କ ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ଯତମ। ସେ ଏକାଧାରରେ ଥିଲେ କବି, କଥାକାର, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁସାହିତ୍ୟିକ ଏବଂ ହାସ୍ୟରସର ସ୍ରଷ୍ଟା । ଏହି ବହୁମୁଖୀ ପ୍ରତିଭାର ଜନକ ଥିଲେ ବାଲେଶ୍ଵର ଜିଲ୍ଲାର ତାଳପଦା
Read More

*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ* ———————————————- https://youtu.be/24XLz6vUPpk?si=1ImMOZXHZR9g3pKU ଓଡ଼ିଆ ଗଳ୍ପ ସାହିତ୍ୟର ଆଦିପର୍ବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ସ୍ମରଣୀୟ ପ୍ରତିଭା । ଗାଳ୍ପିକ ୧୮୮୮ ମସିହା ଡିସେମ୍ବର ୯ ତାରିଖ ମାର୍ଗଶୀର ମାସର ଗୁରୁବାର ଲକ୍ଷ୍ମୀଙ୍କ ପୂଜା ଅବସରରେ ଜନ୍ମ ଲାଭ କରିଥିବାରୁ ମାତା ପିତା ଆଦରରେ ନାମ
Read More

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ ମଣିଷ ନିଜର କଥା କାହାକୁ କହୁଥାଏ ଅଥବା ଶୁଣୁଥାଏ ତମାମ ଜୀବନ। ଏ କହିବା ଆଉ ଶୁଣିବା ହିଁ ତ ଗଦ୍ୟ ସାହିତ୍ୟ। ଗଦ୍ୟ ସାହିତ୍ୟ ଭିତରେ କ୍ଷୁଦ୍ରଗଳ୍ପର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଖୁବ୍ ଅଳ୍ପରେ ବହୁତ କିଛି କହିବାର ସାମର୍ଥ୍ୟ ରଖେ କ୍ଷୁଦ୍ରଗଳ୍ପ ତେଣୁ କ୍ଷୁଦ୍ରଗଳ୍ପର
Read More
