ମହାରାସ ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ । କ୍ଷୀର ଗରମ ଥିବାରୁ ଶ୍ରୀକୃଷ୍ଣଙ୍କ ହୃଦୟରେ ଟିକିଏ କଷ୍ଟ ଅନୁଭଵ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”। ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ ପ୍ରତ୍ୟେକ ନିଶ୍ୱାସରେ ତାଙ୍କର ନାମ ରହିଛି ?
Read More
28 total views, 2 views today
ଦିନେ ମକର ସଙ୍କ୍ରାନ୍ତିରେ ଆସିଲା ଯେବେ ସେ ମକର। ହୋଇଲା ଦିନ ଯେ ଵକର।। ଉତ୍ତରାୟଣ ସୂର୍ଯ୍ୟ ହେଲେ। ଉତ୍ତାପ ବଢିଲା ସଧୀରେ।। ଉତ୍ତରାୟଣେ ସର୍ବ ଶୁଭ। ପୂର୍ବରୁ ଅଛି ଏହି ଭାବ।। ଏମିତି ଗୁଣୁ ଗୁଣୁ ଗୀତ ଗାଇ ମକର ସଂକ୍ରାନ୍ତି ଦିନ ବୋଉର ସମବୟସୀ ଜଣେ ମହିଳା ବୋଉକୁ କହିଲେ,” ତୋର ମନେ
Read More
45 total views, 2 views today
କ୍ଷୁଦ୍ରଗଳ୍ପ ଅସହଜ କଲେଜରେ ଗୋଟିଏ କ୍ଲାସ୍ ରେ ପଢିଲା ବେଳେ ମୋ ଆଖିରେ ଥରୁଟିଏ ବି ଆଖି ମିଶାଇ ପାରୁ ନଥିଲା ପ୍ରିୟା।ଶହେ ମିଟର ଦୂରରୁ ବି ତା ନଜର ପଡିବା କ୍ଷଣୀ ସେ ସଯତ୍ନରେ ସଜାଡି ନେଉଥିଲା ତାର ଅନବ୍ୟସ୍ତ କେଶ ହାଲକା ଓଢଣୀକୁ।ପାଦକୁ ଚିପିଚିପି ଭାରୀ ନମ୍ର ଭାବରେ ଲାଜ ଜରଜର ଆଖିରେ ମୋତେ ଅତିକ୍ରାନ୍ତ
Read More
49 total views, 2 views today
ସଜ ସକାଳ ଛୋଟ କୁଡିଆ ତା ସାଥେ ମାଟି କାନ୍ଥ ରେ ଲିପା ହୋଇଥାଏ ଭଳିକି ଭଳି ଚିତ୍ର l ଦେଖିଲେ ଜଣାପଡେ ଆଦିବାସୀ ଅଞ୍ଚଳ କିନ୍ତୁ ଦୁନିଆ ର ସବୁ ଶାନ୍ତି ବୋଧେ ପ୍ରକୃତି ସେଇଠି ଢାଳି ଦେଇଥିଲା l ସକାଳ ର ସିନ୍ଦୂର ଫଟା କିରଣ ଯେବେ କୁଡିଆ ର ଚତୁର୍ଦ୍ଦିଗ ରେ ପଡେ କାକର
Read More
85 total views, 2 views today
ସଜ ସକାଳ କଟକର ସକାଳ ଯେ କେତେ ଚଳ ଚଞ୍ଚଳ ତାହା କାହାକୁ ବା ଜଣା ନାହିଁ!! ଯିଏ ଦେଖିଛି ସେ କହିବ ଲୋକଠୁ ନେଇ ଜନ୍ଦା ପିମ୍ପୁଡ଼ି ବି ଦଉଡୁଥା’ନ୍ତି ଅବିରତ, ରାତି ହେଲେ ଯାହା ଗୋଡ଼ ମୁଣ୍ଡକୁ ବିଶ୍ରାମ ଦିଅନ୍ତି।ହେଲେ ପଳାଶ ଦିନରାତି ସବୁବେଳେ ଚାହିଁ ରୁହେ, ସେ ବସେନି।କୋଉଠି ରାସ୍ତା କଡ଼ରେ ମଲା କୁକର
Read More
59 total views, 1 views today
ସଜ ସକାଳ ନୀଳକଣ୍ଠପୁର ଗ୍ରାମ | ସମୟ ପ୍ରାୟ ମଧ୍ୟରାତ୍ରି | ହଠାତ୍ ଶୁଭିଲା ଠାଏ ଠାଏ ଗୁଳି ଫୁଟିବାର ଶବ୍ଦ | ଘର ଭିତରୁ ବାହାରିବାର ସାହସ ତ କାହାର ନଥାଏ, ତଥାପି ଝରକା ଫାଙ୍କରେ ଦେଖନ୍ତି ତ କିଛି ଲୋକ ଆସିଛନ୍ତି, ରବୀନ୍ଦ୍ରର ଘର ଲୋକଙ୍କୁ ମାରିବାକୁ | ଗୁଳିର ସ୍ୱର ଆଗରେ ସେଦିନ ନିସ୍ତେଜ
Read More
53 total views, 1 views today
🌄”ସଜ ସକାଳ”🌅 ପକେଟ୍ ଖାତାରେ କେବଳ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଲେଖିଛି। କେଉଁ କେଉଁ ପ୍ରଶ୍ନର ଉତ୍ତର ପାଇଛି ହେଲେ.. ଗୋଟିଏ ପ୍ରଶ୍ନ ମୋତେ ଭାରି ଜଟିଳ ଲାଗୁଛି ଉତ୍ତର ଜମା ମିଳୁନି କ’ଣ କରିବି କିଏ ପୁଣି ବୁଝେଇବ ?ଆଉ ଏ ପ୍ରଶ୍ନ କାହାକୁ ବା ପଚାରିବି ??? ସମସ୍ତେ କହିବେ କାଳେ ତପନ ଟା
Read More
63 total views, 1 views today
ବୃଷ ସଂକ୍ରାନ୍ତି ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କୁହାଯାଏ।ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଥାଆନ୍ତି ସୂର୍ଯ୍ୟଙ୍କର ସେହି ସଂକ୍ରମଣ କ୍ରିୟାକୁ ହିଁ ସଂକ୍ରାନ୍ତି କୁହାଯାଇଥାଏ।ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଆମେମାନେ ଚନ୍ଦ୍ରଙ୍କର ପ୍ରତ୍ୟକ୍ଷ ଦର୍ଶନ ଯୋଗୁଁ
Read More
217 total views, 1 views today
ଅଭୂଲା ସ୍ମୃତି ଦୁଇ ବର୍ଷ ହେବ ଗାଁ କୁ ଯାଇ ନ ଥିଲି।କରୋନାର ଭୟ ଏବଂ ଶରୀରର ଅସୁସ୍ଥତା ଯୋଗୁ କେବଳ ଫୋନ୍ ମାଧ୍ଯମରେ ସମ୍ପର୍କ ରହୁଥିଲା।କିଛି ଦିନ ତଳେ ଜଣେ ଆତ୍ମୀୟ ଙ୍କର ବାହାଘର ଥିଲା।କେବଳ ପରିବାର ଲୋକଙ୍କୁ ନେଇ ଆୟୋଜନ ହୋଇଥିଲା। ବହୁତ ଦିନ ପରେ ସମସ୍ତଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା…ବେଶୀ ଖୁସି ଲାଗିଲା
Read More
91 total views
*ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼* *ନା*… କେଉଁ ଅଭିଶାପ ନା…. କେଉଁ ଆଶୀର୍ବାଦ ଏକା ଚାଲେ ଆଜି… ସମୟ ବାଟରେ ହାତ ଧରିବାକୁ.. ନାହିଁ କେ ସାଥିରେ। (2) ବଦଳାଇ ଦିଏ ସିଏ… ବଦଳାଇ ଦିଏ ସିଏ… ଜିବନ ମୋଢ଼ …. ଅ… ଅ…… *ସୁନ୍ଦରୀ ଯାଇଛି* *ସୁନ୍ଦର ଗଡ଼* (2 ) *ସ* ମୟ ର ବାଟରେ
Read More
70 total views, 1 views today
#ରୋଜା କୁଆଁ ଓ ବଣିର କାହାଣୀ ÷÷÷÷÷÷÷÷÷÷÷÷÷÷÷÷÷÷÷ ନିଦାଘର ଅସହ୍ୟ କୋପରେ ବଳକା ଆୟୁଷର ଶେଷ ନିଃଶ୍ୱାସ କେତୋଟି ଗଣୁଛି ରୋଜା । ଦଶ ଦିନ ହେବ କିଛି ଖାଇନାହିଁ ସେ । ତା’ର ଏଭଳି ଦୁର୍ଦ୍ଦଶା ଦେଖି ପ୍ରିୟ ସଖୀ ମଧ୍ୟ ସମ ଦୁଃଖୀ ହେବାରେ ଲାଗିଲା । କିନ୍ତୁ ସେ ନାଚାର କଣ ବା କରିପାରିବ
Read More
219 total views, 1 views today
ନର୍କ କବାଟ ଖୋଲିଦିଅ ଡମ୍ବରୁ।ବାବୁ ଆସିଗଲେ ପରା।ପଚାରିବ ଖାଇଛି କି ନାହିଁ।ନ ଖାଇଥିଲେ କିଚେନରୁ ଦେଇଦେବ ଖାଇବା ଆଉ ମନା କଲେ ଧରି ଧରି ରୁମ୍ କୁ ନେଇଯିବ।ଟଳୁଥିବ ସେଟା, ଯେମିତି ନିଇତି ଟଳେ। ଆଗରୁ ତ ରାତିରେ ଏବେ ତ ଦିନରେ ବି ଟଳୁଛି। ମୋ ବେକରେ ବାନ୍ଧିଦେଇ ମା’ ଟା ଚାଲିଗଲା। କ’ଣ ନାହିଁ
Read More
103 total views, 1 views today
ଅକୁହା କଥା ମମତା ଶତପଥି ଆପଣ ଆଗରୁ କାହାକୁ ଭଲ ପାଇଥିଲେ ? ସୌମେଶ ଶ୍ରୀୟାକୁ ସିଧା ସଳଖ ପଚାରିଲା।’ନା’ ତଳକୁ ମୁହଁ ପୋତି ଶ୍ରୀୟା କହିଲା “ସତ କହୁଛନ୍ତି ତ?ଏବେ ଜଣାଇଦେଲେ କିଛି ଅସୁବିଧା ନାହିଁ।ଅତୀତକୁ କିଏ ଧରି ରଖେନା କ’ଣ?ମୁଁ ମୋ ଅତୀତର ସବୁ ଘଟଣା ଜଣାଇଦେବି।ଆମେ ପରସ୍ପରକୁ ଭଲ ଭାବେ ଜାଣିବା।ବିବାହ ପରେ
Read More
98 total views
-: ଅଭିଶପ୍ତା ସୁରଭି :- ***************** ବୈଶାଖ ର ଉଷ୍ମତା ମଧ୍ୟରେ ,ସାରା ରାତି ର ଅନିଦ୍ରା । ତାହା ମଧ୍ୟରେ ପାହାନ୍ତିଆର ଝିପ୍ ଝିପ୍ ବର୍ଷା ଯୋଗୁଁ ସକାଳୁ ସକାଳୁ ଟିକେ ଟିକେ ଶୀତଳ ପବନ ପାଇଁ ନିଜ ଶୋଇବା ଘର ର ଦ୍ୱାର କୁ ମୁକୁଳା କରି ଶୋଇଥାଏ ରାଜ୍। ପିନ୍ଧିଥାଏ ଏକ ଫୁଲ୍ ଗାଉନ୍
Read More
122 total views
ଅକର୍ମା ସ୍ୱାମୀ *********** ଗୋଟେ ଅଣଅସାରିଆ ମାଟି ପିଣ୍ଢା ,ଦୁଇଟି କଳା ମୁଞ୍ଚୁମୁଞ୍ଚିଆ ବାଉଁଶ ମୁଣ୍ଡ ଟେକିଛନ୍ତି ବୋଇତି କଖାରୁ ମାଡିଥିବା ଚାଳ ଛପରର ପିଢାକୁ।” ସେଇ ବାଉଁଶ ପାଖରେ ଝାଳ ସର ସର ହେଇ ମୁଣ୍ଡ ବାଡୋଉଥାଏ ଢୋ,,,ଢୋ କରି!କାନ୍ଦୁଥାଏ ଯେତେ ମୁଣ୍ଡ ବାଡୋଉଥାଏ ସେତେ ନନ୍ଦୁଆ ବୋଉଟି।” ଯେମତି ତା’ ଦୁଃଖ ଏ ନିର୍ଜିବ ବାଉଁଶ
Read More
197 total views
ଗପର ନାମ ଲେନି ମାଡାମଙ୍କ ଫୁଲଗଛ ବୟସର ଅପରାହ୍ଣରେ ଉପନୀତ ଲେନି ମ୍ୟାଡାମ ଇତି ମଧ୍ୟରେ ଚାକିରୀରୁ ଅବସର ନେବାର ଛଅ ମାସ ବିତିଗଲାଣି । ସ୍କୁଲ ଘଣ୍ଟିର ପ୍ରତିଧ୍ୱନି ଆଉ କର୍ଣ୍ଣ ଯୁଗଳର ସ୍ପର୍ଶ କରୁନି । କୋମଳ ମତି ଶିଶୁଗଣଙ୍କ ଦୁଷ୍ଟାମି ମଧ୍ୟ ତାଙ୍କ ଆଖିରେ ପଡୁନି l ପ୍ରତି ମୁହୂର୍ତ୍ତରେ
Read More
93 total views
#ଜୋକର ନିଜ ମନର କୋହକୁ କବର ଦେଇ ସମସ୍ତଙ୍କୁ ହସ ବାଣ୍ଟୁଥିବା ଲୋକର ଦୁଃଖର ପରିଧି ମାପିବା ଦୁନିଆର ସବୁଠାରୁ ଜଟିଳ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯନ୍ତ୍ରଣାର ଜତୁଶାଳରେ ଅହରହ କଷଣର ବ୍ୟାକରଣ ଘୋଷୁଥିବା ମଣିଷ ବି ଏ ସଂସାରରୂପୀ ରଂଗମଞ୍ଚରେ ମିଛଅଭିନୟ କରେ ଜୋକର ପରି। ସମସ୍ତଙ୍କୁ ଖୁସିର ଉପହାର ଦେଇ ପରିହାସର
Read More
107 total views
ପ୍ରାଇଭେଟାଇଜେସନ… 113 total views, 1 views today
113 total views, 1 views today
– ଟୋପାଏ ସିନ୍ଦୂର ହଁ ସକାଳଟିଏ ଆସିଛି , ରାତିର କାଳିଅନ୍ଧାକାରର ବକ୍ଷରୁ ମୁକ୍ତି ପାଇ ସିନ୍ଦୂରା ଫାଟି ପୂରୁବ ଦିଗରୁ ସୁନେଲି ମୁରୁଜ ବୁଣିହେଇପଡୁଛି। ସୋରିଷଫୁଲର ହଳଦିଆ କ୍ଷେତରୁ ଭିଜାମାଟିର ବାସ୍ନା ନେଇଆସୁଛି ସୁଲୁସୁଲିଆ ବାଆ। ଦେବାଦେବୀଙ୍କ ଚରଣାବିନ୍ଦରେ ସ୍ଥାନପାଇବାକୁ ପ୍ରତୀକ୍ଷାରତ ସୁବାସିତ ପୁଷ୍ପମାନେ ଫୁଲମାଉସୀର ଚାଙ୍ଗୁଡିରେ ମୁରୁକି ହସୁଛନ୍ତି । ଚଷାଭାଇଟି ଶଗଡରେ ବସି କାଶିଆ
Read More
119 total views, 2 views today
*ହଁ ! ମୁଁ ଯୋଦ୍ଧା* ହଁ ମୁଁ ଯୋଦ୍ଧା । ନୂଆ ନୂଆ ରଣ ଭୂମିରେ ପାଦ ଥାପିଛି । ଏ ଯୁଦ୍ଧରେ ଶତୃ କ୍ଷକ୍ତାକ୍ତ ହେବ ସିନା ରକ୍ତାକ୍ତ ହେବନାହିଁ । ଏ ଯୁଦ୍ଧ ଖଡ୍ଗର ନୁହେଁ ଏ ଯୁଦ୍ଧ କଲମର । ଏ ଯୁଦ୍ଧର ଉଦ୍ଦେଶ୍ୟ କୋଉଁ ରାଜ୍ୟ ଜୟ କରିବା ନୁହେଁ କି କୌଣସି
Read More
344 total views