ମା – ନିରୁପମା ପାଣି

ମା ଜରାଶ୍ରମ ଫାଟକ ପାଖରେ ଧଳା ଦାମୀ କାର୍ ଟିଏ ଆଜି ସକାଳେ ଯାଇଁ ପହଞ୍ଚିବା ଦେଖି , ବୁଢା ବୁଢି ମାନେ ଭାବିଲେ ଆଜି ଆଉଜଣେ ନୂଆ ବନ୍ଧୁ ବୋଧହୁଏ ଆସିଗଲେ ଆମ ସହ ରହିବାକୁ!! କେହିକେହି କହିଲେ ଯା ହେଉ ପୁଅ କାର୍ ରେ ଆଣିଛି ଛାଡିବାକୁ ବାପ କି ମାଆ କୁ! ଆଉ
Story
ମା ଜରାଶ୍ରମ ଫାଟକ ପାଖରେ ଧଳା ଦାମୀ କାର୍ ଟିଏ ଆଜି ସକାଳେ ଯାଇଁ ପହଞ୍ଚିବା ଦେଖି , ବୁଢା ବୁଢି ମାନେ ଭାବିଲେ ଆଜି ଆଉଜଣେ ନୂଆ ବନ୍ଧୁ ବୋଧହୁଏ ଆସିଗଲେ ଆମ ସହ ରହିବାକୁ!! କେହିକେହି କହିଲେ ଯା ହେଉ ପୁଅ କାର୍ ରେ ଆଣିଛି ଛାଡିବାକୁ ବାପ କି ମାଆ କୁ! ଆଉ
ସନ୍ତାପିତ ହୃଦୟ ନବୀନ ସରଳ ସୁନ୍ଦର ନିରୀହ ଯୁବକ l ମନ ତାର ଏବେ ଶୁଖିଗଲା ପରି ଲାଗେ l ହରଷ ହଜି ଯାଇଛି ତାର ମନ ହୃଦୟରୁ l କେଜାଣି କଣ ହୋଇଛି ତାର ଠିକ ସେ ଆଜିକାଲି କଥା ହେଉନି, ଚିନ୍ତା କରୁଛି ତାର ସାଙ୍ଗ ବିହାରୀ l କାଇଁ ଏପରି ବ୍ୟବହାର, ଚାଲି
ସନ୍ତାପିତ ହୃଦୟ ଅତୀତର ସେଇ ପୁରୁଣା ସ୍ମୃତି ମନ ମଧ୍ୟରେ ଉଙ୍କି ମାରେ ଅନେକ ଅସୁମାରୀ ସ୍ବପ୍ନ। ଏମିତି ସ୍ବପ୍ନ ଦେଖିବାଟା ଯୌବନର ପ୍ରଥମ ପାହାଚରେ କେତେ ଯେ ନବ ଯୁବଯୁବା ପଥହୁଡା ହେବା ଆଜିର ଯୁବପିଢି ପାଇଁ ଅତ୍ୟନ୍ତ ପରିତାପର ବିଷୟ। ଜୀବନର ଆନନ୍ଦ ଉତ୍ସାହର ସମୟ ଯୌବନର ଷୋଳଟି ଫଗୁଣ । ହର୍ଷୋଳିତ ପ୍ରାଣରେ ନବ
ସନ୍ତାପିତ ହୃଦୟ ଦୀର୍ଘ ପଞ୍ଚାବନ ବର୍ଷର ସାଇତା ଲୁହ ଗୁଡା ଆଷାଢ଼ ର ବର୍ଷା ବିନ୍ଦୁ ପରି ଗଙ୍ଗା ଯମୁନା ଦୁଇ ଧାର ହୋଇ ଅବାରିତ ଧାରାରେ ବହି ଚାଲିଛି ସରିତା ଦେବୀଙ୍କ ଦୁଇ ଆଖିରୁ । ହୃଦୟର କୋହ ଗୁଡ଼ା ପରିପ୍ରକାଶ କଲାବେଳେ ମୁଣ୍ଡ ଟି କେତେବେଳେ କାନ୍ଥରେ ତ କେତେବେଳେ ଭୂମିରେ କଚାଡ଼ି ହୋଇ
ସନ୍ତାପିତ ହୃଦୟ ଗୋଟିଏ ସନ୍ତାନ ର ପ୍ରଥମ ଶିକ୍ଷକ ହୋଇଥାନ୍ତି ତାଙ୍କର ପୂଜ୍ୟ ପିତା ଓ ମାତା । ସେହିପରି ଭାବରେ ସନ୍ତାନ ଟି ପ୍ରଥମେ ତାର ଶିକ୍ଷା ,ସ୍ନେହ, ଉପଯୁକ୍ତ ସଂସ୍କାର ସେହି ପରିବାର ରୁ ଶିକ୍ଷା କରିଥାଏ। ପିତା ଘର ର ଛାତ ସଦୃଶ ହେଲେ ମାତା ଘର ର ଖମ୍ବ ସଦୃଶ। ଦୁଇ
ସନ୍ତାପିତ ହୃଦୟ କିଏ ଅବା ଜାଣେ, ବୋଧହୁଏ ମୁଁ ଜନ୍ମ ହେଇନଥିଲି??ବୋଉ କିନ୍ତୁ କହେ ସେହି ପୁରୁଣା ବରଗଛ କଥା।ଅଦ୍ୟାବଧି ମଧ୍ୟ ନିଜକୁ ଦୃଢ଼ କରି ଠିଆ ହୋଇଛି।କି ବର୍ଷା,ଶୀତ ଅବା ପ୍ରଚଣ୍ଡ ଖରାରେ ମଧ୍ୟ କେବେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ ।ସବୁବେଳେ ସବୁଜ ପତ୍ରରେ ଭରି ରହିଥାଏ। ବଗିଚାଠୁ ଟିକେ ଦୂରେ ସେଇ ଗଛଟି।ମୁଁ ମୋ
ସନ୍ତାପିତ ହୃଦୟ କିଛି ଦିନ ତଳର କଥା ମୁଁ କଲେଜରୁ ଘରକୁ ଫେରୁଥାଏ ବସ୍ ରେ, ମୋ ପାଖ ସିଟ୍ ରେ ଜଣେ ଭଦ୍ରବ୍ୟକ୍ତି ବସିଥାଆନ୍ତି. ତାଙ୍କ ସହ ମୋର କିଛି ସମୟର କଥାବାର୍ତ୍ତା ଭିତରେ ସେ ତାଙ୍କ ଜୀବନରେ ଘଟିଥିବା ଏକ ଘଟଣାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥିଲେ ।ସତରେ ତାହା ଅତ୍ୟନ୍ତ ହୃଦୟ ବିଦାରକ, ଏହାକୁ
ରହସ୍ୟ କୋଠାରୀ ସୂର୍ଯ୍ୟୋଦୟ ର ସୁନେଲି କିରଣ ଛପର ଘର କୁ ଛୁଇଁ ଯେବେ ପ୍ରତିବିମ୍ବିତ ହୁଏ ଆଲୋକ ର ରଶ୍ମି , ସେବେ ସେବେ ସକାଳ ର ପହିଲି ଦୃଶ୍ୟ ଉଇଁ ଆସେ ସମସ୍ତ ଙ୍କ ଆଖି ସାମ୍ନା କୁ l ଏ କିପରି ଅଲୌକିକ ଶକ୍ତି ଭଳି ମନେ ହେଲେ ମଧ୍ୟ ବିଶ୍ଵାସ ହୁଏ
ଦେବଦୂତ ବାବୁଲା ବର୍ଷାରେ ଭିଜି ଭିଜି ଚଣା ପାଇଁ ଅଳି କରୁଥିବା ଭୋକିଲା,ଲଙ୍ଗଳା ପାଞ୍ଚ ଛଅ ବର୍ଷର ଶିଶୁ ବାବୁଲା,ଯେମିତି ବାସ୍ତବ ଦୁନିଆକୁ ବାହାରିଆସିଛି। ବର୍ଷାରେ ଭିଜି ସ୍କୁଟର ପାଖକୁ ଆସିବା ବେଳେ ପୋଟ୍ରେଟ୍ ପାଣିରେ ପଡ଼ିଯାଇଛି । ସଙ୍ଗେ ସଙ୍ଗେ ଲୋକମାନେ ଘେରିଗଲେ ବାବୁଲାକୁ, ଆଉ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲେ “କିଏ ତୁ
ମାଆ ଦେ ତୁ ଅଭିଶାପ ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହେଲେ ସକାଳ ହେଲା ସବର ବସ୍ଥିର କେଇଜଣ ଲୋକ ମାଛ ଧରିବା ପାଇଁ ନଦୀକୁ ବାହାରିଲେ । ନଦୀରେ ଜାଲ ପକାଉଥିବା ସମୟରେ ସେମାନଙ୍କ ଭିତରୁ କେହି ଜଣେ ଦେଖିଲା ଜଣେ ଯୁବକ କୂଳରେ ଲାଗିଥିବାର ବୟସ ପ୍ରାୟ ୩୦ ହେବ । କାଳେ
ଚିଠି ଜିନିଷ ମାନ ଛିନ୍ ଛତର ହେଇ ପଡ଼ିଥାଏ। ଘରର ଆସବାବପତ୍ର ଠୁ ନେଇ ଆବଶ୍ୟକୀୟ ଜିନିଷ ମାନ ଫିଙ୍ଗା ଫୋପଡ଼ା କରୁଥା’ନ୍ତି। ନିଶ୍ଚଳ ହୋଇ ପାଖରେ ଠିଆ ହୋଇଥାଆନ୍ତି ମାଧବାନନ୍ଦ।ଫିଙ୍ଗା ଫୋପଡା ଜିନିଷ ଆଗରେ ତାଙ୍କ ସ୍ମୃତି ମାନ ଫିଙ୍ଗା ଯାଉଥିବାର ଦେଖି ନିଜକୁ ଅଟକେଇ ପାରିଲେନି ସେ। ଅଳିଆ ଭିତରୁ ସାଉଁଟି ଆଣିଲେ
ଅପେକ୍ଷାର ଅନ୍ତ ଧଣ୍ଡାମୁଣ୍ଡା ବୋଲି ଗ୍ରାମ ଟିଏ ଥିଲା। ସେଠାରେ ପାଖାପାଖି ୭୦ ପରିବାର ର ଥିଲେ। ପରିବାର ମଧ୍ୟରୁ ଗୋଟିଏ ଏମିତି ପରିବାର ଥିଲେ, ସେ ପରିବାର ରେ ଚାରି ଜଣ ସଦସ୍ୟ ଥିଲେ।ସୁଖି ପରିବାର ଟିଏ। ଚନ୍ଦ୍ରିକା ବୋଲି ଗୋଟିଏ ବୋହୂ ଟିଏ ଥିଲା।ସେ ଭାରି ଶାନ୍ତ।ତା ଶାଶୁ ମାଁ ମଧ୍ୟ ଭଲ ଥିଲା।
ମାତୃତ୍ଵ ବୁଝା ମଦନ ମଦନ ର ଚାକିରି ଏବେ ନବରଙ୍ଗପୁର ରେ। ମାଁ ଙ୍କୁ ଛାଡି ଏବେ ପରିବାର ସହ ନବରଙ୍ଗପୁର ଯିବ ସେ। ସକାଳ ବସ ରେ ବାହାରି ଗଲେ । ମାଁ କୁ ଏକୁଟିଆ ଛାଡି ଚାଲିଗଲେ ଘରବାଡ଼ି ସବୁ ସଅଁପି। ମାଁ ର ଯତ୍ନ ନେବାକୁ କେହି ନାହାନ୍ତି ଘରେ। ମଦନ
ଶେଷ ଚିଠି *ପ୍ରିୟ ମାଧବ,* *ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା
ପାଞ୍ଚ ଲକ୍ଷ ଟଙ୍କା ଆଧୁନିକତାର ସ୍ପର୍ଶ ପାଇନଥିବା ଗାଁଟିଏ ଆଦାମ ପୁର। ବିଜୁଳି ଆଲୋକ ଦେଖିନାହାନ୍ତି ସେଠାକାର ଲୋକେ।ପାଠ ପଢ଼ା କହିଲେ ଚାଟଶାଳୀରୁ ସରେ ଅଥବା କିଏ କେମିତି ସହରକୁ ଯାଆନ୍ତି।ଗାଁର ଜମିଦାର ବାବୁ ଭାରି ଦୟାଳୁ ପ୍ରକୃତିର ମଣିଷ।କପିଳା ତାଙ୍କର ଡାହାଣ ହାତ ଭଳି ଏକମାତ୍ର ବିଶ୍ୱସ୍ତ ମଣିଷଟିଏ।କପିଳାର ପରିବାର ବୋଇଲେ ସ୍ତ୍ରୀ ସବିତା ଆଉ
ଜୀବନର ଆମନ୍ତ୍ରଣ ଚବିଶି ଘଡ଼ି ବିତି ହେଲା ଚବିଶି ଦିନ।ଚବିଶି ଦିନ ବିତି ହେଲା ଚବିଶି ମାସ।ଚବିଶି ପୂରି ମୀରାକୁ ଚାଲିଲା ପଚିଶ,କିନ୍ତୁ ତା ଜୀବନର ସେହି ମରୁଭୂମିର ମରୀଚିକାରେ କେବେ ଜଳର ସନ୍ଧାନ ମିଳିଲା ନାହିଁ।ଚାତକ ପକ୍ଷୀର ଆଶା,ଆଶାରେ ରହିଗଲା।ପ୍ରତିଦିନ ତାର ଦୁଇ ହରିଣୀ ଆଖି କାହାକୁ ଖୋଜି ଖୋଜି କହୁଥାଏ ପବନର ସୁରେ ସୁରେ
ଗଭୀର ସ୍ନେହ କାରଗିଲ ଯୁଦ୍ଧ ସମୟର କଥା । ମାଧବ ଭାରତୀୟ ସେନାରେ ନିଯୁକ୍ତି ହୋଇ ଗତ ପାଞ୍ଚ ବର୍ଷ ହେଲାଣି ଘରକୁ ଥରେ ମଧ୍ୟ ଆସିନି । ଭାବୁଥିଲା କିଛିଦିନ ଛୁଟି ନେଇ ଘରକୁ ଯିବ । ପରିବାର, ସାହି ପଡିଶା, ବନ୍ଧୁ ବାନ୍ଧବୀ ଙ୍କୁ ଦେଖା କରିବ , କିନ୍ତୁ ଛୁଟି ମିଳି ପାରିନି
ସାଧାରଣ ବ୍ୟକ୍ତି ର ଅସାଧାରଣ କୃତିତ୍ୱ ସମୟ ପ୍ରାୟ ଦଶ ହେବ। ଦେବେନ୍ଦ୍ର ବାବୁ ବୈଠକ ଘରେ ବସି ଖବର କାଗଜ ପଢ଼ୁଥାନ୍ତି। ହଠାତ୍ ବାହାରେ ସାଇକେଲ ର ଘଣ୍ଟି ବାଜିବା ଶବ୍ଦ ହେଲା। ଏବଂ କେହି ଜଣେ ଚିଠି ଆସିଛି କହି ଡାକିଲେ। ଦେବେନ୍ଦ୍ର ବାବୁ ଖବର କାଗଜ କୁ ରଖି ଚିଠି ଆଣିବା
ତ୍ୟାଗ ଘଟଣା ହେଉଛି ସେଇ ଇଂରେଜୀ ଶାସନ କାଳ ର। ସେତେବେଳେ ଗୋରା ସାହେବ ମାନଙ୍କ ନାନା ଅତ୍ୟାଚାର ର ଶିକାର ହେଉଥିଲେ ସମଗ୍ର ଭାରତ ବାସି। ଆମ ମୁଲକ ରେ ରହି ଆମରି ଖାଦ୍ୟ ଖାଇ ସେମାନେ ଆମରି ଉପରେ ହିଁ ଦାଉ ସାଧୁ ଥିଲେ। ନାନା ଅକଥନୀୟ ନିର୍ଯାତନା ଅତ୍ୟାଚାର ଆଦି ଦେଉଥିଲେ। କିଏ
ବନ୍ଧୁର ଅଭୁଲା ସ୍ମୃତି ଦୀର୍ଘ ବର୍ଷ ବିତି ଗଲାଣି l ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଅନେକ ମଜା ମସ୍ତି କରୁଥିଲୁ l ଆମ୍ବ ତୋଟାରେ ବସି କେତେ ଆମ୍ବ ଖାଉଥିଲୁ l ଆଉ ସେହି ଆମ୍ବ ତୋଟା ର ମାଲିକ ଆମକୁ ବହୁତ ଗଳିକରନ୍ତି l ସେ ଛୋଟ ଛୋଟ ଆଉ ପିଲାଳିଆ କଥାରେ