December 08, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଏଗାର ହଜାର ଆଠଶହ【11.8】- ମନୋଜ କୁମାର ପଣ୍ଡା*

ଏଗାର_ହଜାର_ଆଠଶହ【11.8k】

କରିନାହିଁ ମୁଁ ସରକାରୀ ଚାକିରୀରୁ ଖଣ୍ଡେ
ଅଟେ ସାଧାରଣ ଘରୋଇ ଶ୍ରମିକ , ଛେଳି ଲାଞ୍ଜ ସମ
ଦରମା ବାବଦକୁ ଆୟ ମାତ୍ର ଏଗାର ହଜାର ଆଠଶହ
ଏତିକିରେ ତୁମକୁ ସାଇତି ପାରିବିକି କୁହ………..।

ସବୁ ଅକଥ୍ୟ ଅସୁବିଧା ଥିବା ସତ୍ତ୍ୱେ ଆସ
ଭାଙ୍ଗିବାକୁ ମୋର ଏକାନ୍ତ ମୌନ ବ୍ରତ
ମୁକୁଳାଇବାକୁ ଅସ୍ତିତ୍ବ ର ଦହଗଞ୍ଜରେ
କଳାପାଣି କାଟୁଥିବା ଜୀବନକୁ ମୋର ………।

ତୁମେ ଆସିବା ଦିନ ଠାରୁ
ଆଖିକୁ ମିଳିଛି କୋଟି କୋଟି ସ୍ବପ୍ନ
ଯେଉଁ ସ୍ବପ୍ନରେ ଭୋଗି ଚାଲିଛି ଜାଙ୍ଗୁଲ ଜାଙ୍ଗୁଲ
ଅନ୍ଧାରରେ ତୁମର ସବୁ ତିକ୍ତ ମଧୁର ହରକତ …।

ତୁମକୁ ଦେବାକୁ କିଛି ନାହିଁ ମୋର
ନେବ ତ ନେଇଯାଅ ସାତ ସିଆଁ କାରୁଣ୍ୟର ଛବିଟିକୁ
ଘୋଡାଇ ରଖିବ ତାକୁ ପୁଣି ତୁମ ବସ୍ତ୍ରାଞ୍ଚଳେ
ବାଳୁତ ଅବୋଧ ଶିଶୁଟିଏ ପରି……

ତୁମେ କ’ଣ ଆସିବ ଅନ୍ଧାରର ସେହି ଅନ୍ଧାରି ମୂଲକକୁ
ଏଗାର ହଜାର ଆଠ ଶହରେ ଚାଲୁଥିବା
ମୋ ପ୍ରୀତି ପ୍ରତ୍ୟୟର ପତ୍ର କୁଡ଼ିଆକୁ, ହୋଇ ଅର୍ଦ୍ଧାଙ୍ଗିନୀ,
ସମ୍ଭାଳିବାକୁ ତେଲ ଲୁଣର ସଂସାର ……?.

ଜାଣିଛି ତୁମେ ପାରିବନି କେବେ ତାହା କରି
ତୁମ ସମସ୍ତ ଖୁସିକୁ ଫାଶି ଖୁଣ୍ଟରେ ଝୁଲାଇ………।।

*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*

Loading

18 thoughts on “*ଏଗାର ହଜାର ଆଠଶହ【11.8】- ମନୋଜ କୁମାର ପଣ୍ଡା*

  1. Good article and right to the point. I don’t know if this is really the best place to ask but do you folks have any thoughts on where to employ some professional writers? Thanks in advance

  2. Hi there, just became alert to your blog through Google, and found that it’s truly informative. I am going to watch out for brussels. I will be grateful if you continue this in future. A lot of people will be benefited from your writing. Cheers!

  3. Thank you, I’ve recently been searching for information about this subject for ages and yours is the greatest I have discovered so far. But, what about the conclusion? Are you sure about the source?

  4. Hi there, just became aware of your blog through Google, and found that it’s really informative. I?m gonna watch out for brussels. I will be grateful if you continue this in future. A lot of people will be benefited from your writing. Cheers!

Leave a Reply

Your email address will not be published. Required fields are marked *