ରହସ୍ୟ କୋଠାରୀ – ସବିତା ପଟ୍ଟନାୟକ

ରହସ୍ୟ କୋଠାରୀ ସୂର୍ଯ୍ୟୋଦୟ ର ସୁନେଲି କିରଣ ଛପର ଘର କୁ ଛୁଇଁ ଯେବେ ପ୍ରତିବିମ୍ବିତ ହୁଏ ଆଲୋକ ର ରଶ୍ମି , ସେବେ ସେବେ ସକାଳ ର ପହିଲି ଦୃଶ୍ୟ ଉଇଁ ଆସେ ସମସ୍ତ ଙ୍କ ଆଖି ସାମ୍ନା କୁ l ଏ କିପରି ଅଲୌକିକ ଶକ୍ତି ଭଳି ମନେ ହେଲେ ମଧ୍ୟ ବିଶ୍ଵାସ ହୁଏ
ରହସ୍ୟ କୋଠାରୀ ସୂର୍ଯ୍ୟୋଦୟ ର ସୁନେଲି କିରଣ ଛପର ଘର କୁ ଛୁଇଁ ଯେବେ ପ୍ରତିବିମ୍ବିତ ହୁଏ ଆଲୋକ ର ରଶ୍ମି , ସେବେ ସେବେ ସକାଳ ର ପହିଲି ଦୃଶ୍ୟ ଉଇଁ ଆସେ ସମସ୍ତ ଙ୍କ ଆଖି ସାମ୍ନା କୁ l ଏ କିପରି ଅଲୌକିକ ଶକ୍ତି ଭଳି ମନେ ହେଲେ ମଧ୍ୟ ବିଶ୍ଵାସ ହୁଏ
ଦେବଦୂତ ବାବୁଲା ବର୍ଷାରେ ଭିଜି ଭିଜି ଚଣା ପାଇଁ ଅଳି କରୁଥିବା ଭୋକିଲା,ଲଙ୍ଗଳା ପାଞ୍ଚ ଛଅ ବର୍ଷର ଶିଶୁ ବାବୁଲା,ଯେମିତି ବାସ୍ତବ ଦୁନିଆକୁ ବାହାରିଆସିଛି। ବର୍ଷାରେ ଭିଜି ସ୍କୁଟର ପାଖକୁ ଆସିବା ବେଳେ ପୋଟ୍ରେଟ୍ ପାଣିରେ ପଡ଼ିଯାଇଛି । ସଙ୍ଗେ ସଙ୍ଗେ ଲୋକମାନେ ଘେରିଗଲେ ବାବୁଲାକୁ, ଆଉ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲେ “କିଏ ତୁ
ମାଆ ଦେ ତୁ ଅଭିଶାପ ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହେଲେ ସକାଳ ହେଲା ସବର ବସ୍ଥିର କେଇଜଣ ଲୋକ ମାଛ ଧରିବା ପାଇଁ ନଦୀକୁ ବାହାରିଲେ । ନଦୀରେ ଜାଲ ପକାଉଥିବା ସମୟରେ ସେମାନଙ୍କ ଭିତରୁ କେହି ଜଣେ ଦେଖିଲା ଜଣେ ଯୁବକ କୂଳରେ ଲାଗିଥିବାର ବୟସ ପ୍ରାୟ ୩୦ ହେବ । କାଳେ
ଚିଠି ଜିନିଷ ମାନ ଛିନ୍ ଛତର ହେଇ ପଡ଼ିଥାଏ। ଘରର ଆସବାବପତ୍ର ଠୁ ନେଇ ଆବଶ୍ୟକୀୟ ଜିନିଷ ମାନ ଫିଙ୍ଗା ଫୋପଡ଼ା କରୁଥା’ନ୍ତି। ନିଶ୍ଚଳ ହୋଇ ପାଖରେ ଠିଆ ହୋଇଥାଆନ୍ତି ମାଧବାନନ୍ଦ।ଫିଙ୍ଗା ଫୋପଡା ଜିନିଷ ଆଗରେ ତାଙ୍କ ସ୍ମୃତି ମାନ ଫିଙ୍ଗା ଯାଉଥିବାର ଦେଖି ନିଜକୁ ଅଟକେଇ ପାରିଲେନି ସେ। ଅଳିଆ ଭିତରୁ ସାଉଁଟି ଆଣିଲେ
ଅପେକ୍ଷାର ଅନ୍ତ ଧଣ୍ଡାମୁଣ୍ଡା ବୋଲି ଗ୍ରାମ ଟିଏ ଥିଲା। ସେଠାରେ ପାଖାପାଖି ୭୦ ପରିବାର ର ଥିଲେ। ପରିବାର ମଧ୍ୟରୁ ଗୋଟିଏ ଏମିତି ପରିବାର ଥିଲେ, ସେ ପରିବାର ରେ ଚାରି ଜଣ ସଦସ୍ୟ ଥିଲେ।ସୁଖି ପରିବାର ଟିଏ। ଚନ୍ଦ୍ରିକା ବୋଲି ଗୋଟିଏ ବୋହୂ ଟିଏ ଥିଲା।ସେ ଭାରି ଶାନ୍ତ।ତା ଶାଶୁ ମାଁ ମଧ୍ୟ ଭଲ ଥିଲା।
ମାତୃତ୍ଵ ବୁଝା ମଦନ ମଦନ ର ଚାକିରି ଏବେ ନବରଙ୍ଗପୁର ରେ। ମାଁ ଙ୍କୁ ଛାଡି ଏବେ ପରିବାର ସହ ନବରଙ୍ଗପୁର ଯିବ ସେ। ସକାଳ ବସ ରେ ବାହାରି ଗଲେ । ମାଁ କୁ ଏକୁଟିଆ ଛାଡି ଚାଲିଗଲେ ଘରବାଡ଼ି ସବୁ ସଅଁପି। ମାଁ ର ଯତ୍ନ ନେବାକୁ କେହି ନାହାନ୍ତି ଘରେ। ମଦନ
ଶେଷ ଚିଠି *ପ୍ରିୟ ମାଧବ,* *ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା
ପାଞ୍ଚ ଲକ୍ଷ ଟଙ୍କା ଆଧୁନିକତାର ସ୍ପର୍ଶ ପାଇନଥିବା ଗାଁଟିଏ ଆଦାମ ପୁର। ବିଜୁଳି ଆଲୋକ ଦେଖିନାହାନ୍ତି ସେଠାକାର ଲୋକେ।ପାଠ ପଢ଼ା କହିଲେ ଚାଟଶାଳୀରୁ ସରେ ଅଥବା କିଏ କେମିତି ସହରକୁ ଯାଆନ୍ତି।ଗାଁର ଜମିଦାର ବାବୁ ଭାରି ଦୟାଳୁ ପ୍ରକୃତିର ମଣିଷ।କପିଳା ତାଙ୍କର ଡାହାଣ ହାତ ଭଳି ଏକମାତ୍ର ବିଶ୍ୱସ୍ତ ମଣିଷଟିଏ।କପିଳାର ପରିବାର ବୋଇଲେ ସ୍ତ୍ରୀ ସବିତା ଆଉ
ଜୀବନର ଆମନ୍ତ୍ରଣ ଚବିଶି ଘଡ଼ି ବିତି ହେଲା ଚବିଶି ଦିନ।ଚବିଶି ଦିନ ବିତି ହେଲା ଚବିଶି ମାସ।ଚବିଶି ପୂରି ମୀରାକୁ ଚାଲିଲା ପଚିଶ,କିନ୍ତୁ ତା ଜୀବନର ସେହି ମରୁଭୂମିର ମରୀଚିକାରେ କେବେ ଜଳର ସନ୍ଧାନ ମିଳିଲା ନାହିଁ।ଚାତକ ପକ୍ଷୀର ଆଶା,ଆଶାରେ ରହିଗଲା।ପ୍ରତିଦିନ ତାର ଦୁଇ ହରିଣୀ ଆଖି କାହାକୁ ଖୋଜି ଖୋଜି କହୁଥାଏ ପବନର ସୁରେ ସୁରେ
ଗଭୀର ସ୍ନେହ କାରଗିଲ ଯୁଦ୍ଧ ସମୟର କଥା । ମାଧବ ଭାରତୀୟ ସେନାରେ ନିଯୁକ୍ତି ହୋଇ ଗତ ପାଞ୍ଚ ବର୍ଷ ହେଲାଣି ଘରକୁ ଥରେ ମଧ୍ୟ ଆସିନି । ଭାବୁଥିଲା କିଛିଦିନ ଛୁଟି ନେଇ ଘରକୁ ଯିବ । ପରିବାର, ସାହି ପଡିଶା, ବନ୍ଧୁ ବାନ୍ଧବୀ ଙ୍କୁ ଦେଖା କରିବ , କିନ୍ତୁ ଛୁଟି ମିଳି ପାରିନି
ସାଧାରଣ ବ୍ୟକ୍ତି ର ଅସାଧାରଣ କୃତିତ୍ୱ ସମୟ ପ୍ରାୟ ଦଶ ହେବ। ଦେବେନ୍ଦ୍ର ବାବୁ ବୈଠକ ଘରେ ବସି ଖବର କାଗଜ ପଢ଼ୁଥାନ୍ତି। ହଠାତ୍ ବାହାରେ ସାଇକେଲ ର ଘଣ୍ଟି ବାଜିବା ଶବ୍ଦ ହେଲା। ଏବଂ କେହି ଜଣେ ଚିଠି ଆସିଛି କହି ଡାକିଲେ। ଦେବେନ୍ଦ୍ର ବାବୁ ଖବର କାଗଜ କୁ ରଖି ଚିଠି ଆଣିବା
ତ୍ୟାଗ ଘଟଣା ହେଉଛି ସେଇ ଇଂରେଜୀ ଶାସନ କାଳ ର। ସେତେବେଳେ ଗୋରା ସାହେବ ମାନଙ୍କ ନାନା ଅତ୍ୟାଚାର ର ଶିକାର ହେଉଥିଲେ ସମଗ୍ର ଭାରତ ବାସି। ଆମ ମୁଲକ ରେ ରହି ଆମରି ଖାଦ୍ୟ ଖାଇ ସେମାନେ ଆମରି ଉପରେ ହିଁ ଦାଉ ସାଧୁ ଥିଲେ। ନାନା ଅକଥନୀୟ ନିର୍ଯାତନା ଅତ୍ୟାଚାର ଆଦି ଦେଉଥିଲେ। କିଏ
ବନ୍ଧୁର ଅଭୁଲା ସ୍ମୃତି ଦୀର୍ଘ ବର୍ଷ ବିତି ଗଲାଣି l ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଅନେକ ମଜା ମସ୍ତି କରୁଥିଲୁ l ଆମ୍ବ ତୋଟାରେ ବସି କେତେ ଆମ୍ବ ଖାଉଥିଲୁ l ଆଉ ସେହି ଆମ୍ବ ତୋଟା ର ମାଲିକ ଆମକୁ ବହୁତ ଗଳିକରନ୍ତି l ସେ ଛୋଟ ଛୋଟ ଆଉ ପିଲାଳିଆ କଥାରେ
କର୍ତ୍ତବ୍ୟ ପଙ୍କରେ ପଦ୍ମ ପରି ଗୋଟେ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲା ଅନୁ ଶୈଶବରୁ ଭାରି ଶାନ୍ତ ଆଉ ସରଳ ସ୍ଵଭାଵର ଝିଅ ଥିଲା | ତାର ସମସ୍ତଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି ତାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଥିଲା | ଧୀରେ ଧୀରେ ଅନୁ ବଡ଼ ହେବାକୁ ଲାଗିଲା ତାର
ବିଶ୍ୱାସ ରେ ଗଢା ସଂସାର ଛୋଟିଆ ଗାଁ ଟିଏ ନା ତାର ରଣପୁର ସେଇ ଗାଁ ରେ ଥିଲେ ଜଣେ ଚାଷୀ ନାମ ତାଙ୍କର ଶଙ୍କର। ଗାଁ ରେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଥିଲା ଶଙ୍କର ନିଜର ସମ୍ପତି କହିଲେ ସେଇ ଛୋଟିଆ ଘର ବାଡ଼ି ଖଣ୍ଡିକ। ପରିବାରରେ ତିନି ପ୍ରାଣୀ ପତ୍ନୀ
ମଉଳା ବସନ୍ତ ହେଇଟି ଶୁଣୁଛ !! ଏ… ମାଳତୀ ବାପା…… ଶୁଭୁଛି ନା ନାଇଁ ବା,,, କେତେ ଆଉ ଶୋଇରହିବ ଯେ, ବେଳ ଆସି ଦି-ଘଡ଼ି ହେଲାଣି ପରା…. ଉଠୁନା….. ଉଠ…. । ଶୀଘ୍ର ବଜାରକୁ ଗଲେ ସିନା, ସାହୁକାର ମାନଙ୍କ ଦୋକାନକୁ ଯାଇ ଧୋତି ଗାମୁଛା ବିଷୟ କଥା ହେବ, ନହେଲେ ପୁଣି ଖରାବେଳ ହୋଇଗଲେ,,
ଅନାହତ ଶବ୍ଦ ସଞ୍ଜୟ ଜାଣିନି ସେ କେତେ ସମୟରୁ ଅଚେତ୍ ଅବସ୍ଥାରେ ପଡ଼ିଛି।ସାଙ୍ଗରେ ତ ଅବିନାଶ ଥିଲା ଅବିନାଶ କୋଉଠି?ହଠାତ୍ ଉଠି ବସି ରୁମ୍ ଟାକୁ ଭଲ ଭାବରେ ନିରୀକ୍ଷଣ କରିବାର ଚେଷ୍ଟା କଲା ଓ ଅନୁମାନ ଲଗେଇଲା। *କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ
ମମତାମୟ ମୃଗତୃଷ୍ଣା ମୁଁ ସ୍କୁଲରେ ପଢୁଥିବା ସମୟରେ ମୋତେ ମୋ ମାମୁଁ ଘରକୁ ଯିବା ପାଇଁ ଭାରି ଇଚ୍ଛା ହେଉଥାଏ କିନ୍ତୁ, ଯିବାପାଇଁ ସୁଯୋଗ ମିଳୁନଥାଏ । ବଣ ଜଙ୍ଗଲ ଘେରା ଗାଆଁ, ପ୍ରାକୃତିକ ପରିବେଶ ଖୁବ୍ ସୁନ୍ଦର । ଚାରିଆଡ଼େ ପକ୍ଷୀ କାକଳିର ତାନ ପ୍ରତିଧ୍ୱନିତ ହେଉଥାଏ । ଥରେ ସେଠିକି ଗଲେ ଆଉ ଫେରିବା
ସ୍ବଦେଶୀ ଭାବନା ଦିଏ ଖଦୀ ବିନିକା ସହରରେ ପଡିଥାଏ ଏକ ଭିନ୍ନ ଢଙ୍ଗର ବସ୍ତ୍ରମେଳା। ନାନା ପ୍ରକାରର ବସ୍ତ୍ର ସାଥିରେ ଉଭା ହୋଇଥାନ୍ତି ବିଭିନ୍ନ ଅଞ୍ଚଳର ବସ୍ତ୍ର ବେପାରୀ।ମେଳା ପ୍ରାଙ୍ଗଳରେ ଶହେରୁ ଉର୍ଦ୍ଧ ଷ୍ଟୋଲ ସଂଧ୍ୟା ହେଲେ ଜୀବିତ ହୁଅନ୍ତି,ସତେ ଯେମିତି ବିଭିନ୍ନ ରଙ୍ଗରେ…। ପ୍ରତ୍ୟେକ ବେପାରୀ ନିଜସ୍ବ ଢଙ୍ଗରେ କରିଚାଲିଥାନ୍ତି ବେପାର।କିଏ ଆକର୍ଷଣୀୟ ସାଜସଜ୍ଜ ମାଧ୍ୟମରେ
ମାତୃତ୍ଵ ପୂରୁବ ଆକାଶ ରେ ସୂର୍ଯ୍ୟ ଉଇଁବାକୁ ଆଉ କେଇ ସମୟ ବାକି ଅଛି , ସବୁଦିନ ଭଳି ମନ୍ଦିର ର ବେଢ଼ା ଓଳାଇବାକୁ ଆସିଛି ମିନତୀ । ତତ୍ ସହିତ ଦିନଚର୍ଯ୍ୟା ସାରି ଭଗବାନଙ୍କ ଦର୍ଶନ ପାଇଁ ଆସିଛି ଉପର ସାହିର ଜଣେ ମହିଳା , ନାଁ ଟି ତାର ଅନୁ । ମିନତୀ ଏବଂ