ତୁମେ ଆଉ ମୁଁ–ସୁମିତ୍ରା ନାୟକ

**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
ଜିଅଁନ୍ତେ ନଦେଲି ତୁଣ୍ଡେ ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ, ଭେଣ୍ଡାହେଲା ଦିନୁ ଭଣ୍ଡାଇ ମୁଁ’ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ, ପାସୋରିଲି ମାଆ ପାଳିଥିଲା ପୁଅ ଅନ୍ତ ରୁ ନିଗାଡି ବଳ।। ବାସହରା କଲି ବାପାଙ୍କୁ ମୋ’ହର ବିକଳେ କାନ୍ଦିଲେ ଦାଣ୍ଡେ, ବୁଦ୍ଧିଶୁଦ୍ଧି ସବୁ
କାଟନାଇଁ ମତେ କାଟନାଇଁ 🙏 ମନ୍ମୟୀ ମହାପାତ୍ର- ଯାଜପୁର -କମଳପୁର ଗ୍ରା ମଣିଷ ଭାଇ ମଣିଷ ଭାଇ କାଟ ନାଇଁ ମତେ କାଟ ନାଇଁ କେମିତି ବଞ୍ଚିବ ମୋହରି ବିନା ଅମ୍ଳଜାନ ଦେଉଛି ସିନା ।। ମୁଁ ଅଛି ବୋଲି ତୁମକୁ ଦେଉଛି ଛାଇ ଛାଇ ବିନା କେମିତି ରହିବ ଭାଇ ।। ମୋ ପାଇଁ ହେଉଛି ସୁଲୁସୁଲିଆ
କପି ତୁହି ଅଟୁ ମୋର ସାଥି ପରୀକ୍ଷା ସମୟ ର ସାଇତି ରଖେ ମୁ ତତେ ପକେଟ ରେ ମୋର ମୋଡି, ମାଡି ଭାଙ୍ଗି ତତେ ଅତି ଯତନ ରେ ନେଇଥାଏ ତତେ ମୁଁହି ମୋହରି ସାଙ୍ଗ ରେ ନବା ପାଇଁ ତତେ ମୁଁହି କରୁଥାଏ କଷ୍ଟ ଖାତା ବହି ଚିରି ମୁଁ ଯେ କରିଦିଏ ନଷ୍ଟ ଜେରକ୍ସ
#ମୋ_କଥା। ଇଛା ହୁଏ ପାଖେ ବସି ତୁମ ସହ ଅହ ରହ କଥାହେବା ପାଇଁ ତୁମେ ମୋ ପାଖକୁ ଚାଲି ଆସନ୍ତ କି। ତୁମେ ଯେବେ ଚାଲି ଆସ ନିଇତି ମୋ ସପନ ରେ ସେ ରାତି କେବେ ନ ପାହାନ୍ତା କି। ତୁମ ଫୁଲ ଭଳି ବାସ୍ନା ମୋତେ ଯେବେ ପ୍ରତିକ୍ଷଣ କରେ ବିମୋହିତ ମୋ ବଗିଚାର
-: କିଛି କଥାଥିଲା :- ~~~~~~~~~~~~~~~~~~ କିଛି କଥା ଥିଲା ଯାହା କହିଥିଲି ଆହେ ମୋ ମଣିଷ ଭାଇ ହାରି ମରିବାକୁ ମରି ହାରିବାକୁ ମଣିଷ ଜନମି ନାହିଁ ଡରୁଅଛୁ କିଆଁ ପାଇଁ , ତୋ ପୂର୍ବ ପୁରୁଷ କିରତି ବିଭବ ଭୁଲିଗଲୁ କଣ ତୁହି | କିଛି କଥାଥିଲା ଯାହା ଶୁଣିଥିଲି ବିଦେଶୀ ଗୋଲାମୀ ଶାସନ ଆଧୁନିକତାର
“ବାକି ଅଛି ଆଉ କିଛି ନିଦ” ******************** ବାକି ଅଛି, ବାକି ଅଛି ଏବେ ବି ଆଉ କିଛି ନିଦ! ଶିଶିର ଭିଜା କଅଁଳିଆ କେନ୍ଦୁପତ୍ର ପରି ନିଦୁଆ ଆଖି ଦୁଇଟାରେ…। ବିଗତ ରାତ୍ରିର ଛାତିରେ ଏବେବି ତା’ର ଆଲିଙ୍ଗନର ଚିହ୍ନକୁ ଝୁରି, ସ୍ବପ୍ନ ଦେଖିବାକୁ। ହା…..ହା….. ସ୍ବପ୍ନ! ସ୍ବପ୍ନ ଦେଖିବା ତ’ ତା’ ପାଇଁ ସତେ ସ୍ବପ୍ନ!
*ମୋର୍ ମାଁ ସମ୍ଲେଇ* ଲାଲ୍ ଟହ ଟହ ମନ୍ଦାର୍ ଫୁଲେ ରକତ୍ ଜର୍ ଜର୍ ସିନ୍ଦୂର୍, ଆଏଁଖ୍ ଦୁହିଟା ତାର୍ ଚମକ୍ ତରା ବାସି ଦହନା କର୍ପୁର l ଗୁଟା ମନ୍ ଟା ତାର୍ ସ୍ନେହର୍ ଝରନ୍ ନାଇଁ ବାରେ ଲୋକ୍ ଜାଏତ୍, ମାଁ ବୋଲି ଥରେ ଡାକିଦେଲେ ତାକେ ସର୍ସି ଦୁଃଖର୍ ରାଏତ୍ l ଦେଉଲ୍ ଦୁଆର୍
ମୋ ମାଆ ମାଆ ଠାରୁ ମୋର, ସ୍ନେହମୟି କିଏ ଦୁନିଆ ରାଇଜେ ନାହିଁ ତାହାରି ଆଶିଷ ଦିଅଇ ଶକତି ବିପଦୁ ତରିବା ପାଇଁ। ମାଆର ମମତା କେ କଳି ପାରିବ ତାହାର କଳନା ନାହିଁ, ସାହା ହେଲେ ସିଏ, ସବୁ ଦୁଃଖ ମୋର ଆପେ ଯାଏ ଦୂର ହୋଇ। ପିଲାଟି ଦିନରୁ ବଢ଼ାଇ ଆଣିଛି ତାହାରି ଅମୃତ ଦେଇ,
*🪔 *ଆରତୀ* 🪔 ଈଶ୍ୱର ଙ୍କ ନାମ ଗାନ କରିବାକୁ। ଆରତୀ ସର୍ବେ କୁହନ୍ତି। ଆରତ ଜନ ଯେ ତୁମ ସ୍ପଶ ପାଇବାକୁ। ଆତୁର ନୀତି ହୁଅନ୍ତି। ପ୍ରତି ସଞ୍ଜ ଧ୍ୟାନ ପ୍ରାତଃ ସମୟେ। ଜଳେ ଈଶ୍ୱର ଙ୍କ ପାଶେ। ଈଶ୍ୱର ଙ୍କ ପାଶେ ନୀତି ଜଳିବାକୁ। ମନେ ମୋ କୃତଜ୍ଞ ଆଶେ। ଧନ୍ୟ ଅଟେ ମୁଁହି ଏହି
#ବଣି ଓ କୁନା# ଦେଖିଲା ବଣି ଘର ଭିତରେ ବସିଛି ଏକା କୁନା ରୋଗର ଭୟେ ଲୁଚଇ ଗୃହେ ଦୁଃଖ ଯେ ତାକୁ ଜଣା । ଡାକିଲା ବଣି କୁନା ଭାଇନା ଚାଲ ବସିବା ମିତ ଆସ ହେ ଆସ ଉଡି ଉଡିକା ଗାଇବା ଆମେ ଗୀତ। ବୁଲେଇ ନେବି ବଣ ରାଇଜେ ମୁକ୍ତି ର ପଥ ଧରି,
*ସହର* ଜୀଵନ ପ୍ରଦୀପ ପ୍ରଧାନ ଅଜଣା ସହରରେ ଏଣୁ ତେଣୁ ବୁଲୁଥିଲି କାଳେ କିଏ ଆପଣାର ଦେଖା ହେବ ଆଶା ନେଇ କେହି ମିଳନ୍ତୁ କି ନାହିଁ ଦିନେ ଏ ସହର ମୋତେ ଆପଣାର କରିଦେଲା ନିଜର ହୋଇଗଲେ ସବୁ ଗଳି ରାସ୍ତା ଅନ୍ତରଙ୍ଗ ହୋଇଗଲେ ସବୁ ବତୀ ଖୁଣ୍ଟ ଆପଣାର ହୋଇଗଲା ଛକ ସବୁ ରାସ୍ତାକଡ ଗଛ
ମନେପଡେ ସେଇଦିନ ———————– ଯେବେ ମନେପଡେ ସେ ଅଭୁଲା ଦିନ ଦିନରେ ମୁଁ ଦେଖେ ଅସରାଏ ସ୍ବପ୍ନ ll ସ୍ବପ୍ନ ମୋର କେବେ ହେବନି ସାକାର ସମାପ୍ତ ହେଲେବି ସର୍ବ ଆୟୁ ମୋର ll ତଥାପି ବୁଝେନା ଏଇ ଟିକି ମନ ଖୋଜୁଥାଏ ସଦା ସେଇ ପିଲାଦିନ ll ସେ ପିଲାଦିନ ମ ଆସନ୍ତା କି ଫେରି ମା
ଶୀର୍ଷକ-ବାପା ************ ଜନମି ଦୁହିତା ଦୁଇକୂଳ ହିତା ସ୍ରଷ୍ଟାଙ୍କୁ ମୋର ପ୍ରଣାମ ମାତୃକୋଳେ ରଖି ନଅ ମାସ ଧରି ଦେଖାଇଲେ ଏ ଭୁବନ ll କନ୍ୟା ରୂପେ ଜନ୍ମ ଗୃହେ ମୁହିଁ ଲଷ୍ମୀ ଜନମିଲି ମର୍ତ୍ୟପୁରେ ବାପା ମୋର ଖୁସି ମନକୁ ଆଶ୍ୱାସୀ ଆସିଲା ମୋ ମାଆ ଥରେ ll ତୁଣ୍ଡେ ମୋର ଖାଦ୍ୟ ଦେହେ ମୋର ବସ୍ତ୍ର
ଅତୃପ୍ତ ସ୍ଵପ୍ନ ,,,,,,,,,,, ସ୍ଵପ୍ନ ର କିଣା ବିକା ହାଟରେ ମୁଁ ବଞ୍ଚିବାକୁ ସ୍ଵପ୍ନ କିଣେ , ତାକୁ ଭାଙ୍ଗି ଯୋଡି ସ୍ଵଳ୍ପ ଦିନରେ ବହୁ ଦିନ ବଞ୍ଚିବାର ଆଶା ଧରି ବୁଲୁଥାଏ l ସେଇ କିଣା ଧନ କୁ ନେଇ, ପୁଣି କିଏ ସ୍ଵପ୍ନ ଦେଖିବାକୁ ଚାହୁଁଛି l ତୁମେ ସ୍ଵପ୍ନ କୁ ଗୋଟାଉଥିଲ ନା ?
*ବାପା* ●●●●● ଦୁନିଆ ଆଲୋକ ଦେଖିବା ଆଗରୁ ତୁମ ସହ ମୋର ସଂଯୋଗ, ମଣିଷଟେ ପରି ଗଢି ତୋଳିବାକୁ କରିଅଛ କେତେ ଉଦ୍-ଯୋଗ(ପ୍ରୟାସ)।। ଦୁନିଆ ବାଟରେ ଚାଲିବା ପାଇଁ ମୁଁ ସାହାରା କରିଛି ତୁମକୁ ଭବିଷ୍ୟତେ ତୁମ ସାହାରା ହୋଇବି ହଟିବିନି କେବେ ପଛକୁ।। ଶାସନ ତୁମର ସତେକି କଠୋର ସ୍ନେହ ଶ୍ରଦ୍ଧା ମିଠା ଆଚାର, ମହାନତା ତୁମ
ଯନ୍ତ୍ର ମାନବ ଯନ୍ତ୍ର କାରାଗାରେ ଘୋର ଅନ୍ଧକାରେ ଅନ୍ଧ ସାଜିଛୁ କିଆଁ, ପୋଡା ପାଉଁଶ ର ବାଉଁଶ ନଳିରେ ଆହୁରି ଜାଳୁଛୁ ନିଆଁ, ଧ୍ବଂସ ହେବୁ ତୁ ଦିନେ, ଯନ୍ତ୍ର ମୋହରେ ସତରେ କହରେ ଶାନ୍ତି ମିଳେ କି ମନେ || ୧ || ଗଢ଼ିଛୁ ତୁ ଯେଉଁ ଯନ୍ତ୍ର ବଳରେ ସୁବିଶାଳ କାରଖାନା, ବିଷ ତୁଲ୍ୟ ସେ
ଏଥରର ଚିଠି ######## ଏ ଚିଠି କାହାର କେଜାଣି ଲେଖିଥିବା ଲୋକର ନାଁ ତ କେଉଁଠି ନାହିଁ ବାଟବଣା ଠିକଣା ପରି ସତେ ତ , ଚାଲିଆସିଛି କି ? ପ୍ରିୟତମା ବୋଲି ସଂଵୋଧନ ପ୍ରଥମେ କିଏ ଜାଣେ କାହାର ଚିଠି ? ପ୍ରିୟତମଟି କିଏ ବା ହୋଇପାରେ ପରିଚୟ ବି ନାହିଁ , ନିର୍ଦେଶ ବି ନାହିଁ,ଖବର
କ୍ଷଣିକ ଜୀବନ ଜୀବନ ଅଟେ ଯେ କ୍ଷଣକର ଚଞ୍ଚଳ ଶ୍ଵାସ ବାୟୁ ଭରସା ନାହିଁ ସମୟ ଚକ୍ରକୁ କେବେ ସରିପାରେ ଆୟୁ ।। ୧ ମନୁଷ୍ୟ ନୁହଁଇ ମନୁଷ୍ୟର ଶତ୍ରୁ ଶତ୍ରୁ ଅଟେ ମୋହ ମାୟା ସୁକର୍ମ କରି ମିତ୍ରତା ଜନ୍ମାଅ ପଡିବ ଧର୍ମର ଛାୟା ।। ୨ ମାନବ ଶରୀରେ ମାଧବ ଅଛନ୍ତି କରନାହିଁ ବନ୍ଧୁ ହିଂସା
*ତୁମେ* ମୁଁ ନିତି ଜଳେ ଦୀପ ସଳିତା ର ଶିଖାଭଳି ତୁମେ ଧୌର୍ଯ୍ୟକୁ ଅନ୍ତକରିବାର ଛଳରେ ଲିଭାଇଦେବ ଦୁନିଆଁର ଚର୍ମଚକ୍ଷୁଜ୍ବଳନକୁ। ମୁଁ ମରୁଭୂମିର ମରୀଚିକା ଦ୍ବନ୍ଦ୍ୱ ରୁ ଦୂର ତୁମେ ତୃଷାମେଣ୍ଟିବ ଆଞ୍ଜୁଳେ ପ୍ରେମରେ ସଞ୍ଚରିଦେବ ସତେଜ ଫୁଲର ଅଭୁଲା ବାସ୍ନାକୁ। ମୁଁ ଗୋଲାପର ଅଗଣିତ କଣ୍ଟାରେ କ୍ଷତାକ୍ତ ତୁମେ ଅପେକ୍ଷାର ଶେଷ ପ୍ରହରୀରେ ଆସ ତଥାପି ମନର