April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
16

ମନେପଡ଼େ-ଲକ୍ଷ୍ମୀପ୍ରିୟା ବେହେରା,

ମନେପଡ଼େ ଆଜି ବି ମନେପଡ଼େ ତୁମ କଥା, ଭାରି ଉଦାସ ଥାଆନ୍ତି ସବୁ.. ଏଇ ଭାବନାରେ ସବୁ ହଜିଯାଉଥାନ୍ତି ଯେ, ସତରେ କ’ଣ ଆଜି ରୋମାର ଖବର କିଛି ମିଳିବନି କି..? ସଙ୍ଗେ ସଙ୍ଗେ ଉଚ୍ଚା ପିଣ୍ଡା ଉପରେ ଥିବା ଟେବୁଲ୍ ଉପରେ ବସି ଉଚ୍ଚ ସ୍ବରରେ କହି ଉଠ.. ଖବର ଆସିଗଲା.. ଖବର ଆସିଗଲା.. ଘରଟାଯାକର ସବୁ

Loading

Jan
2023
16

କ୍ରୀଂ କ୍ରୀଂ-କୁମାର ସୋନୁ

କ୍ରୀଂ କ୍ରୀଂ ************************* ତୁମ କ୍ରୀଂ କ୍ରୀଂ ଟା ଭାରି ଡର ଲାଗେ ସେଦିନ ତୁମେ ଦେଖିଲନି କି ରାତି ଅଧରେ ଫୌଜି ସ୍ତ୍ରୀ ଟା କେମିତି କାନ୍ଦୁଥିଲା….. ପଥର ଟେ କି ତୁମେ…..? ସେଦିନ ଥାନା ବଡ଼ ବାବୁ ଟେବୁଲ ଉପରେ, ତୁମେ ଯେତେବେଳେ କ୍ରୀଂ କ୍ରୀଂ ହେଲ…. ସେ ବଳତ୍କାରୀ ଟା ହଜାତ ରୁ ଚାଲିଗଲା…

Loading

Jan
2023
15

ତୁମେ_ଜାଣିଛ_ବ୍ୟାସେ-ଜିତେନ୍ଦ୍ର ଗିରି

#ତୁମେ_ଜାଣିଛ_ବ୍ୟାସେ ତୁମେ ଜାଣିଛ ବ୍ୟାସେ…..ଶତ୍ରୁର ଦମନ ପାଇଁ ଏବେ ରାଫାଏଲ ଭଳି ଲଡ଼ାକୁ ଶକ୍ତିଶାଳୀ ରକେଟ କୁ ବ୍ୟବହାର କରାଯାଉଛି ! ସେତେବେଳେ ତୁମ ଶବ୍ଦସବୁ ଅସ୍ତ୍ର ସାଜିଥିଲେ । ତୁମ ଭାବନା ଏବଂ କଲମ ନିସୃତ ଶହେ ପାନ ଦୁଇ ଶହ ଗୁଆ କୁ ଖାଇ ଶତ୍ରୁ ଚେତାଶୂନ୍ୟ ହେଇଯାଇଥିଲେ ହେଲେ ଏବେ ସୀମାନ୍ତରେ ପ୍ରତି ମୁହୂର୍ତ୍ତରେ

Loading

Jan
2023
15

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ – ଡଃ ପ୍ରିୟମ୍ବଦା ସାମଲ

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ “ସଃ ଜାତୁ ଜେନ ଜାତେନ ଜାତିବଂଶମ୍ ସମୁନ୍ନତିମ୍” -ଯିଏ ନିଜପାଇଁ ନୁହେଁ ଦେଶ ଜାତି ପାଇଁ ନିଜକୁ ଉତ୍ସର୍ଗ କରିଥାଏ ତାଙ୍କର ଜନ୍ମରେ ସେହି ଦେଶ ଓ ଜାତିର ଉନ୍ନତି ହୋଇଥାଏ। ସେପରି ଏକ ଯୋଗଜନ୍ମା ସନ୍ତାନ ବିଶ୍ବପ୍ରସିଦ୍ଧ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇ ଦେଶର ସନ୍ଧିକ୍ଷଣରେ ଦିଗ୍ ଦର୍ଶନ

Loading

Nov
2022
19

ସତରେ କଣ ଆଜି ଆମେ ସ୍ୱାଧୀନ — ସମୀର ସ୍ୱାଇଁ

ସତରେ କଣ ଆଜି ଆମେ ସ୍ୱାଧୀନ   ଏହା ଏକ ବିରାଟ ଖୁସିର ଦିବସ, ବଳିଦାନର ଦିବସ, ତ୍ୟାଗର ଦିବସ । କାରଣ ଏ ଅମୂଲ୍ୟ ଦିବସକୁ, ଅମୂଲ୍ୟ ପ୍ରାପ୍ତ କରିବା ପାଇଁ ହଜାର ହଜାର ଦେଶପ୍ରେମୀମାନଙ୍କର ରକ୍ତ ଜର୍ଜରିତ ଏବଂ ତ୍ୟାଗର ମୂଲ୍ୟ ଯାହା ଦ୍ୱାରା ଆଜି ଆମକୁ ଶାନ୍ତି ମିଳୁଛି, ଆମେ ନିଜକୁ ସ୍ୱାଧୀନ ବୋଲି

Loading

Nov
2022
17

ଶିଶୁ — ଶଶୀଭୂଷଣ ଦାସ 

କ୍ଷୁଦ୍ର ପ୍ରବନ୍ଧ : ଶିଶୁ  ~~~~~~~~~ ହଁ ଆଜ୍ଞା ଶିଶୁ ଯିଏ ଦେଶର ଭବିଷ୍ୟତ ଆସନ୍ତା କାଲିର ଜଣେ ସୁନାଗରିକ । ଶିଶୁଟିଏ କେଉଁଠି ଜନ୍ମ ହେବ ତାହା ବିଧି ନିର୍ଦିଷ୍ଟ । ସିଏ ଗରିବ ଘର ହେଉ ଅବା କୋଟିପତି ଘର । ହେଲେ ଆଜିର ଦୁନିଆରେ କିଛି ଗରିବ ପିଲା ଅର୍ଥର ଅଭାରେ ପାଠପଢି ପାରୁନାହାନ୍ତି

Loading

Oct
2022
2

ଯା ଦେବୀ ସର୍ବଭୂତେଷୁ — ମମତା ଶତପଥୀ

ଯା ଦେବୀ ସର୍ବଭୂତେଷୁ   ଏ ଖଣ୍ଡ ମଣ୍ଡଳରେ ପୂଜକ ଶ୍ୟାମଘନ ତ୍ରିପାଠୀଙ୍କୁ ନଜାଣେ କିଏ ?ବିବାହ, ବ୍ରତୋପନୟନ,ଶନିମେଳା,ଆଖଣ୍ଡଳମଣି ମେଳା ପରି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ତ୍ରିପାଠୀଙ୍କୁ ସମସ୍ତେ ଖୋଜନ୍ତି ନିଶ୍ଚୟ।କିନ୍ତୁ ହନୁମାନ ଯଜ୍ଞ, ଗ୍ରାମଦେବୀ ପୂଜା,ଦୁର୍ଗାପୂଜା,ଲକ୍ଷ୍ମୀ ପୂଜା, ଗଣେଶ ପୂଜା ପ୍ରଭୃତି ସାମୁହିକ ପୂଜାପୂଜିରେ ତ୍ରିପାଠୀ ନନାଙ୍କୁ ବିଶେଷ ଭାବରେ ଖୋଜନ୍ତି।ନୈଷ୍ଠିକ ବ୍ରାହ୍ମଣ ଭାବରେ ସେ ବେଶ୍ ପ୍ରସିଦ୍ଧ।ନିର୍ଭୁଲ

Loading

Sep
2022
28

ପ୍ରକୃତି ଆମର ପ୍ରକୃତ ବନ୍ଧୁ — ମୁକ୍ତିରାଣୀ ଦେବତା

ପ୍ରକୃତି ଆମର ପ୍ରକୃତ ବନ୍ଧୁ (ପ୍ରବନ୍ଧ)   ଜୀବନର ପ୍ରକୃତ ବନ୍ଧୁ ଓ ସହୋଦରଟେ ପରି ପ୍ରକୃତି ସଦାସର୍ବଦା ଆମର ବହୁ ହିତସାଧନ କରିଥାଏ। ପରିବେଶର ସନ୍ତୁଳନକୁ ବଜାୟ ରଖିବା ନିମନ୍ତେ ପ୍ରକୃତିର ରକ୍ଷଣାବେକ୍ଷଣ କରିବା ଅନିବାର୍ଯ୍ୟ ଅଟେ। ପ୍ରକୃତି ଏବଂ ମନୁଷ୍ୟ ପରସ୍ପର ପରିପୂରକ ଓ ଅଙ୍ଗାଙ୍ଗୀ ଭାବେ ଜଡିତ। ବାସ୍ତବପକ୍ଷେ ପ୍ରକୃତି ବିନା ମନୁଷ୍ୟର ଅସ୍ତିତ୍ବ

Loading

Aug
2022
21

*ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ–ପବିତ୍ର ବେହେରା*

“”ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ”” ଚୀନ,ମିଶର,ସୁମେରିଆ ଓ ଭାରତରେ ସିନ୍ଧୁ ନଦୀ ଉପତ୍ୟକାର ସଭ୍ୟତା ପରି କେନ୍ଦୁଝର ବୈତରଣୀ ନଦୀ ଉପତ୍ୟକାରେ ଗଢି ଉଠିଥିଲା। ପଣ୍ଡିତମାନଙ୍କ ମତରେ ଆର୍ଯ୍ୟ ସଭ୍ୟତାର ବିକାଶ ପୂର୍ବରୁ ଦ୍ରାବିଡମାନେ ଆଜକୁ ପ୍ରାୟ ସହସ୍ର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ର ପ୍ରତିଷ୍ଠା କରିଥିଲେ। ସେହି ପରି ବୈତରଣୀ ନଦୀ ତଟରେ ବାସ କରୁଥିବା ଆଦିମ

Loading

Jul
2022
4

କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା

“”କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ’”” ପୁରୀ ର ଅନ୍ୟନାମ ହେଉଛି କମ୍ଭୁ -କଟକ ବା ଶଙ୍ଖକ୍ଷେତ୍ର । ଏହାର ଚତୁଦିଗଃ ହେଉଛନ୍ତି ଧର୍ମ,ଅର୍ଥ,କାମ,ମୋକ୍ଷ । ଏହି କମ୍ଭୁ-କଟକ ର ରାଜା ହେଉଛନ୍ତି ଜଗନ୍ନାଥ ସେ ପ୍ରଜା ବତ୍ସଳ ରାଜା ଭାବରେ ବ୍ରାହ୍ମଣ, ବୈଶ୍ଯ, କ୍ଷେତ୍ରୀୟ,ଶୁଦ୍ର ସମସ୍ତଙ୍କୁ ସମାନ ଭାବରେ ଧର୍ମ,ଅର୍ଥ,କାମ,ମୋକ୍ଷ ବାଣ୍ଟିବାରେ ସେ ସିଦ୍ଦହସ୍ତ ଅଟନ୍ତି। ଶାସ୍ତ୍ରରେ

Loading

May
2022
29

ବୃଷ ସଂକ୍ରାନ୍ତି — ଭାବଗ୍ରାହୀ ତ୍ରିପାଠୀ

  ବୃଷ ସଂକ୍ରାନ୍ତି   ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କୁହାଯାଏ।ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଥାଆନ୍ତି ସୂର୍ଯ୍ୟଙ୍କର ସେହି ସଂକ୍ରମଣ କ୍ରିୟାକୁ ହିଁ ସଂକ୍ରାନ୍ତି କୁହାଯାଇଥାଏ।ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଆମେମାନେ ଚନ୍ଦ୍ରଙ୍କର ପ୍ରତ୍ୟକ୍ଷ

Loading

May
2022
18

ଓଡିଆର ଅସ୍ମିତା — ବିଶ୍ବେଶ୍ବର ମାଝୀ

ଓଡିଆର ଅସ୍ମିତା   ବିଶ୍ବେଶ୍ବର ମାଝୀ   ଉଡ୍ର ଶବ୍ଦରୁ ଓଡ଼ିଆ ଉତ୍ପନ୍ନ। କଳାରେ ଉତ୍କର୍ଷତା ହେତୁ ଏହାର ସାହିତ୍ୟିକ ନାମ ଉତ୍କଳ। ପୁରୀ, କୋଣାର୍କ, ରାଜାରାଣୀ ଆଦି ମନ୍ଦିର, ଭଞ୍ଜ, ଅଭିମନ୍ୟୁଙ୍କ କାବ୍ୟ, ସମ୍ବଲପୁରୀ ବାନ୍ଧ କାମ, କାନ୍ଥର ଝୋଟି ଚିତା, ଓଡିଶୀ ନୃତ୍ୟ ଆଦି ଏହି ନାମକୁ ସାର୍ଥକ କରନ୍ତି । କଳିଙ୍ଗ ଐତିହାସିକ ନାମ, ଦୁର୍ଦ୍ଧର୍ଷ

Loading

May
2022
14

*ନୃସିଂହ ଚତୁର୍ଦ୍ଦଶୀ(ପ୍ରବନ୍ଧ)–ସରୋଜିନୀ ପତି*

ନାମ- ସରୋଜିନୀ ପତି ଗ୍ରାମ/ ପୋ:- ରସୁଲପୁର ଜିଲ୍ଲା:- ଯାଜପୁର ପ୍ରବନ୍ଧ- ନୃସିଂହ ଚତୁର୍ଦ୍ଦଶୀ ************** ବୈଶାଖ ମାସ ଶୁକ୍ଳପକ୍ଷ ସ୍ଵାତୀ ନକ୍ଷତ୍ର ଶନିବାର ଦିନ ନୃସିଂହ ନାଥ ମହାପ୍ରଭୁଙ୍କ ର ଜନ୍ମଦିନ ପର୍ବ ପାଳନ କରାଯାଏ । ନୃସିଂହନାଥ ହେଲେ ନର ଓ ସିଂହ ଙ୍କ ର ମିଶ୍ରଣ କୁ ନେଇ ସୁନ୍ଦର ବିଗ୍ରହ ସୃଷ୍ଟି ,

Loading

May
2022
14

*ନୃସିଂହ ଚତୁର୍ଦ୍ଦଶୀ(ପ୍ରବନ୍ଧ)–ଭାବଗ୍ରାହୀ ତ୍ରିପାଠୀ*

============================== 🍂 🍂 🍂 *ନୃସିଂହ ଚତୁର୍ଦ୍ଦଶୀ* 🍂🍂 🍂 ============================== ✍️ *ଭାବଗ୍ରାହୀ ତ୍ରିପାଠୀ* ============================== ଭାରତୀୟ ସଂସ୍କୃତି,ପରମ୍ପରା ଓ ଐତିହ୍ୟକୁ ନେଇ ପର୍ବପର୍ବାଣୀ ଗୁଡିକ ପରିକଳ୍ପିତ।ଏହା ମଧ୍ୟରେ ଦେଶ ଓ ଜାତିର ସାଂସ୍କୃତିକ ସ୍ଵାଭିମାନ ଓ ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ଗୁଡିକ ସ୍ପଷ୍ଟ ରୂପେ ବାରି ହୋଇଥାଏ।ପଲ୍ଲୀ ବହୁଳ ରାଜ୍ୟ ଓଡ଼ିଶାରେ ବାରମାସରେ ପାଳିତ ହୋଇଥାଏ ତେର

Loading

May
2022
13

ଐତିହାସିକ ଜିଲ୍ଲା ଯାଜପୁର — ଶ୍ରୀକାନ୍ତ ବେହେରା

ଐତିହାସିକ ଜିଲ୍ଲା ଯାଜପୁର ଶ୍ରୀକାନ୍ତ ବେହେରା   ଯାଜପୁର! ଏସିଆ ମହାଦେଶର ଭାରତ ଦେଶ ର ଓଡିଶା ରାଜ୍ୟର 30 ଟି ଜିଲ୍ଲା ମଧ୍ୟରୁ ଏକା ସୁନ୍ଦର ପରିବେଶ ଓ ପର୍ଯ୍ୟଟନ ଭରା ଜିଲ୍ଲା ହେଉଛି ଯାଜପୁର | ଯାଜପୁର 4 ଅକ୍ଷର, ଜଗନ୍ନାଥ 4 ଅକ୍ଷର ଓ ବଳଭଦ୍ର ମଧ୍ୟ 4 ଅକ୍ଷର | ତେଣୁ ଜଗତର

Loading

May
2022
12

ସୀତା ନବମୀ — ବିଶ୍ୱେଶ୍ୱର ମାଝୀ

ସୀତା ନବମୀ     ବୈଶାଖ ମାସର ଶୁକ୍ଳ ନବମୀ ତିଥି ସୀତା ନବମୀ ନାମରେ ପ୍ରସିଦ୍ଧ। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ଆଶାରେ ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ଭୂମିକୁ ସମତଳ କରିବା ଉଦ୍ଦେଶ୍ଯରେ ହଳ ଚଲାଇଲା ବେଳେ ଦ୍ବିପ୍ରହରରେ ପୃଥିବୀରୁ ଏକ ସୁନ୍ଦର

Loading

May
2022
1

ଚେତନା —  ବିଶ୍ୱେଶ୍ୱର ମାଝୀ

ଚେତନା    ବିଶ୍ୱେଶ୍ୱର ମାଝୀ   ଇଶ୍ବରଙ୍କ ସୃଷ୍ଟି ଦୁଇ ପ୍ରକାର, ଜଡ଼ ଓ ଚେତନ। ଯାହାର ପ୍ରାଣ ଶକ୍ତି ନାହିଁ, ନିଜେ ଗତି କରିପାରେ ନାହିଁ, ତାହା ଜଡ଼ ବସ୍ତୁ, ଯଥା ମାଟି, ପାଣି, ପଥର ଇତ୍ୟାଦି। ଏହାର ବିପରୀତ ଅର୍ଥାତ୍ ପ୍ରାଣ ଶକ୍ତି ଥିବା ଏବଂ ନିଜର ଚେତନା ଥିବା ଉଦ୍ଭିଦ ଓ ପ୍ରାଣୀ ମାନେ

Loading

Apr
2022
29

ମୋ ଅନୁଭୂତିରେ ମାନବିକତା — ବନଲତା ଜାଲି

ମୋ ଅନୁଭୂତିରେ ମାନବିକତା      ସାମ୍ପ୍ରତିକ ସମାଜରେ ବ୍ଯସ୍ତ ବହୁଳ ଜୀବନ ଭିତରେ ବୁଡି ରହି ମଣିଷ ତାହାର ମୂଲ୍ୟବୋଧ ହରାଇ ଚାଲିଛି।ମାନବିକତା ଭଳି ଏକ ଦୁର୍ଲଭ ଶବ୍ଦ ତା’ର ସ୍ବାର୍ଥନ୍ବେଷୀ ମନ ମଧ୍ୟରୁ କେଉଁଆଡେ ଉଭେଇ ଯାଇଛି।ନିଜର ଆକାଂକ୍ଷା ଓ ଉଚ୍ଚ ଅଭିଳାଷକୁ ଚରିତାର୍ଥ କରିବା ଲକ୍ଷରେ ସେ ଅନ୍ଧ ହୋଇ ନିଜ ବ୍ଯତୀତ ଅନ୍ୟ

Loading

Apr
2022
21

*ସୁପ୍ତପ୍ରତିଭା — ନୀହାରିକା ପଣ୍ଡା*

*ସୁପ୍ତପ୍ରତିଭା*   ବିଧିର ବିଧାନ ବଡ ବିଚିତ୍ର।ବିଚିତ୍ର ସେ ସ୍ରଷ୍ଟା ,ବୈଚିତ୍ର୍ୟମୟ ତାଙ୍କର ହସ୍ତର ପ୍ରତିଟି ଚିତ୍ରିତ ସୁନ୍ଦର ସୃଷ୍ଟି ।ଶିଶୁଠାରୁ ଆରମ୍ଭ କରି ଶିଳାରେ, ଶୈବାଳରେ, ଶିଳ୍ପରେ ,ସନ୍ଧାନରେ,ସନ୍ଦେଶରେ ,ଶିକ୍ଷାରେ,ଦୀକ୍ଷାରେ ସବୁଠି ଭରିରହିଛି ସୁପ୍ତ ପ୍ରତିଭା।ଯାହାର ଆଉ ଗୋଟିଏ ପରିଭାଷା ହେଉଛି ଅନ୍ତର୍ନିହିତ ଅସୀମ ସମ୍ଭାବନା । ସୂକ୍ଷ୍ମଦୃଷ୍ଟିରେ ନିରୀକ୍ଷଣ କଲେ କିଏ ନାଚରେ ତ,କିଏ ଗୀତରେ,କିଏ

Loading

Apr
2022
9

*ଅଶୋକାଷ୍ଟମୀ ଓ ରୁକୁଣା ରଥ–ବିଶ୍ୱେଶ୍ୱର ମାଝୀ*

ଅଶୋକାଷ୍ଟମୀ ଓ ରୁକୁଣା ରଥ #ବିଶ୍ୱେଶ୍ୱର ମାଝୀ ବୌଦ୍ଧ ଧର୍ମର ଦନ୍ତ ଯାତ୍ରା ଛାୟାରେ ଓଡିଶାର ତିନି ପ୍ରମୁଖ ପୀଠ ଯଥା ଶଙ୍ଖ କ୍ଷେତ୍ର ଶ୍ରୀପୁରୁଷୋତ୍ତମ, ଚକ୍ର କ୍ଷେତ୍ର ମନ୍ଦିରମାଳିନୀ ଭୁବନେଶ୍ବର ଓ ଗଦା କ୍ଷେତ୍ର ବିରଜା ପୀଠରେ ପ୍ରତିବର୍ଷ ମହା ଆଡମ୍ବରରେ ରଥ ଯାତ୍ରା ଆୟୋଜନ ହୁଏ। ପୁରୀରେ ଆଷାଢ ଶୁକ୍ଳ ଦ୍ବିତୀୟା ତିଥି, ଯାଜପୁରରେ ଦଶହରା

Loading