April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2023
7

ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ

ପ୍ରକୃତି   ଈଶ୍ବର ରଚିଲେ ଏ ସୁନ୍ଦର ଧରା ପ୍ରକୃତି ତାଙ୍କର ଦାନ ପ୍ରକୃତି ଆମର ଜୀବନର ଗାଥା ଆମ ପାଇଁ ବରଦାନ। ତା’ପାଣି ପବନ ଆମର ଜୀବନ ଫଳ ପୁଷ୍ପ ଶସ୍ଯ ପ୍ରାଣ ତାହାର ସୁରକ୍ଷା ଆମର କର୍ତ୍ତବ୍ଯ ତା’ବିନା ଆମେ ନିଷ୍ପ୍ରାଣ। ଅରଣ୍ଯ ବନାନୀ ପର୍ବତ ନିର୍ଝର ଶୋଭା ସତେ ଭରପୁର ବିହଙ୍ଗ କାକଳୀ ସୁମନ

Loading

Jun
2023
7

ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ

ଝିଅ ଜନମ ପର ଘରକୁ   ଅତି ସୁକୁମାରୀ ଦୁହିତା କୁମାରୀ ଦୁଇ କୁଳକୁ ସେ ହିତ କନ୍ୟାଦାନ ଅଟେ ସବୁଠାରୁ ପୁଣ୍ୟ ଭାଗ୍ୟବନ୍ତେ କନ୍ୟା ପ୍ରାପ୍ତ। ବାପ ଘରର ସେ କୁଳ ଚନ୍ଦ୍ରମା ଶାଶୁ ଘର କରେ ସ୍ବର୍ଗ ସମୟ ଆସିଲେ ପରଘର ଯାଏ ଭଲ ଶାଶୁଘର ଭାଗ୍ୟ। ଶିକ୍ଷା ଲାଭେ ଯୋଗ୍ୟା ହେଲେବି ଝିଅଟି ବିବାହ

Loading

Apr
2023
21

ମୁହୂର୍ତ୍ତ – ଡଃ ପ୍ରିୟମ୍ବଦା ସାମଲ

ମୁହୂର୍ତ୍ତ   ତୁମେ ସିନା ସ୍ପର୍ଶକର ପ୍ରତିଟି ପ୍ରାଣସତ୍ତାର ମନନର କ୍ଷୁଦ୍ରାଦିକ୍ଷୁଦ୍ର ଭାବର ଚିନ୍ତନକୁ ମୁଁ କିନ୍ତୁ ସ୍ମିତ ହସି ଅତିକ୍ରମ କରେ ମୋ ଇଛାର ପ୍ରତିଟି ମୁହର୍ତ୍ତର ନୂତନ କଳିକୁ। ତୁମେ ସିନା ଭରିଦିଅ ସବୁଜିମା ଶୂନ୍ୟତାକୁ ଦେଇପାର ପୂର୍ଣ୍ଣତାର କଳେବର ରଚିପାର ଅନନ୍ତ ଅପାର ଏ ଜୀବନ ପରିଧୀରେ ମୁହୁର୍ତ୍ତକ ମୁହୂର୍ତ୍ତକ ମଧ୍ୟରେ କେବେ ଆସେ

Loading

Apr
2023
21

ପବିତ୍ରା ତଟିନୀ – ଡଃ ପ୍ରିୟମ୍ବଦା ସାମଲ

ପବିତ୍ରା ତଟିନୀ   କୁଳୁ କୁଳୁ ନାଦେ ଛଳ ଛଳ ଛନ୍ଦେ ବହେ ପବିତ୍ରା ତଟିନୀ ପବିତ୍ର ଭୂଇଁରେ ପବିତ୍ର ପାବନୀ ଝରେ ନିର୍ମଳ ମାନିନୀ। ଜୀବନ ଦାୟିନୀ ଶସ୍ୟ ସୁଶୋଭିନୀ ବନାନୀର ସେ ଜନନୀ ଚାରୁ ହାସ୍ୟମୟୀ ଅଧୀରା ପ୍ଲାବିନୀ ସ୍ରୋତସ୍ବିନୀ ତରଙ୍ଗିଣୀ। ଲକ୍ଷ୍ୟ ତା ଜୀବନେ ସେବାରେ ଲାଗିବ ବନଲତା ଗାଆଁ ଭୂଇଁ ମଧୁର ଶୀତଳ

Loading

Apr
2023
11

ସୃଜନର ପରିଭାଷା – ଡଃ ପ୍ରିୟମ୍ବଦା ସାମଲ

ସୃଜନର ପରିଭାଷା   ହୃଦୟ କାନନେ ମନର ଦହନ କରଇ ଯେବେ ଅସ୍ଥିର ସମାଜର ଚିତ୍ର କରେ ବ୍ୟତିବ୍ୟସ୍ତ ସୃଷ୍ଟି ହୁଏ ସୃଜନର। ଚିନ୍ତାର ଉଦ୍ରେକ ଜ୍ଞାନ ପ୍ରଜ୍ଜ୍ଵଳିତ ମନସ୍ତାତ୍ତ୍ୱିକ କୌଶଳ ଅନ୍ତର୍ନିହିତ ପ୍ରତିଭାର ବିନିଯୋଗ ସୃଜନ ଶକ୍ତିର ବଳ। ଭାବନାର ଶକ୍ତି ଅନୁଭବେ ଶାନ୍ତି ଅନ୍ତର୍ଦୃଷ୍ଟି ବିକଶିତ କଳ୍ପନା ଭାବନା ନୂତନ ଧାରଣା ମସ୍ତିଷ୍କ ଯେ ଇତସ୍ତତ।

Loading

Apr
2023
10

  ବିଶ୍ରାମ – ଡଃ ପ୍ରିୟମ୍ବଦା ସାମଲ

ବିଶ୍ରାମ   ପାଦ ପରେ ପାଦ ବଢାଇ କର୍ମକୁ ଆଦରି ଜଞ୍ଜାଳଗ୍ରସ୍ତ ଜୀବନରେ ଆଗକୁ ଧାଇଁବା ମୁହୂର୍ତ୍ତରେ ଛୋଟମୋଟ ରୋଗଗ୍ରସ୍ତ ଚର୍ମ ଲୋଚା ହେଲାଣି ତ ବାଳ ପାଚିଲାଣି ଦିନସାରା ଭାଗ ଦୌଡରେ ବ୍ଯସ୍ତ ବିବ୍ରତ ଜୀବନ ଏବେ ଚାଲୁଚାଲୁ ରହି ଯାଉଛି ବିଶ୍ରାମ ଚାହୁଁଛି। ଆଖିରେ ଥକ୍କାପଣ ସ୍ବପ୍ନିଳ ମନ ଆଜି ଜୀବନ ବୀମା ଫର୍ମ ଭରୁଛି

Loading

Apr
2023
10

ମୋ ଗାଆଁ ସଞ୍ଜରେ – ଡଃ ପ୍ରିୟମ୍ବଦା ସାମଲ

ମୋ ଗାଆଁ ସଞ୍ଜରେ   ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ ଅମ୍ବରେ ହସଇ ତାରା ଫୁଲ କେତେ ଚନ୍ଦ୍ରମା ବୁଣେ କିରଣ। କଳମେଘୀ ପାଟ ପିନ୍ଧି ନିଶାଦେବୀ ଆସନ୍ତି ଗାଆଁକୁ ମୋର ପ୍ରତି ବୃନ୍ଦାବତୀ ମୂଳରେ ଜଳଇ ଘୃତ ଦୀପ ସଳିତାର। ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ ଭଜନ କୀର୍ତ୍ତନ ସ୍ୱର ପବିତ୍ର

Loading

Apr
2023
4

ସପନର ମାୟା – ଡଃ ପ୍ରିୟମ୍ବଦା ସାମଲ

ସପନର ମାୟା   ପ୍ରହେଳିକାମୟ ଜୀବନ ମଞ୍ଚରେ ସପନର ମାୟା ସାଥେ ଏ ମଣିଷ ଚାଲେ ଜୀବନ ପଥରେ ବର୍ଣ୍ଣ ବିଭା ଫୁଲ ଗୁନ୍ଥେ। ସପନ ଝରଣା ଭରେ ମାଦକତା କୁଳୁ କୁଳୁ ନାଦ କରି କେତେ ବନ୍ଧୁର ପଥ ଅତିକ୍ରମେ ଯାଏ ନାହିଁ କେବେ ହାରି। ଆଶାର ସପନ ମାଖଇ ଅଞ୍ଜନ ସ୍ୱପ୍ନଭିଳାସୀ ନୟନ ସେ ଫାଶରେ

Loading

Mar
2023
20

ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ

ଦୟାର ସାଗର   ହେ ବିଶ୍ଵମୋହନ ଜୟ ଗୋବିନ୍ଦ ଗୋପାଳ ଦୟାର ସାଗର ପ୍ରଭୁ ଭକତ ବତ୍ସଳ ବୁଦ୍ଧି ଜ୍ଞାନ କର ଦାନ ଅଧମ ସନ୍ତାନ କରେ ନିତ୍ୟ ନିବେଦନ। ସର୍ଜନା କରିଛ ସୁନ୍ଦର ସବୁଜ ଧରା କୁଳୁ କୁଳୁ ମିଠା ଗୀତ ଗାଇ ମଧୁଝରା ଝରଣା ନଦୀ ଯେ ଧାଏଁ ଜଳ ଦାନ କରି ପ୍ରାଣୀ ଜନ

Loading

Mar
2023
20

ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ

ଯିବା ଉତ୍କଳ ଖାଇବା ପଖାଳ   ବୋଉ ହାତରନ୍ଧା ମମତାରେ ବନ୍ଧା ସୁଧାମୟ ସେ ପଖାଳ ଚଇତ୍ର ମାସରେ ଭାବ ତରଙ୍ଗରେ ମନ ପଖାଳ କଂସାରେ। ଗରମରୁ ରକ୍ଷା ଦେହକୁ ସୁରକ୍ଷା ଶରୀରକୁ ଦିଏ ବଳ ଶାଗ ବଡ଼ିଚୁରା ବାଇଗଣ ପୋଡ଼ା ପାଟିରୁ ବୁହାଏ ଲାଳ। ଦହି ପଖାଳର ତୋରାଣି ସୁସ୍ୱାଦୁ ଥଣ୍ଡା କରଇ ପେଟକୁ ମାଛ ଭଜା

Loading

Mar
2023
10

ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ

ହେ ଈଶ୍ବର   ଏ ଧରା ଅଟେ କି ସୁନ୍ଦର ତାହାକୁ ରଚିଲେ ଈଶ୍ବର। ପାଦପେ ସବୁଜିମା ଚିର ଫୁଲରେ ରଂଗର ଭଣ୍ଡାର। ସୁଗନ୍ଧ ଦେଲ ନାନାଜାତି ବାସ ଛୁଟାନ୍ତି ଦିନରାତି। ପବନ ମନ୍ଦ ମନ୍ଦ ବହେ ସୁରୁଜ ଆଲୋକ ଦେଖାଏ। ଶୀତଳ କିରଣ ଚାନ୍ଦର ତାରା ଚମକେ ନଭ ପର। ନଦୀ ଯେ କୁଳୁକୁଳୁ ବହେ ଝରଣା

Loading

Mar
2023
9

ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ

ଆସ ପାଳିବା ମହିଳା ଦିବସ   ସେନେହ ସାଗର ପ୍ରୀତିର ମନ୍ଦିର ନାରୀ ତୁ ଜଗତ ଜିତା ତୋ ପାଇଁ ଦୁନିଆ ସଂସାର ସର୍ଜନା ଦୁଇ କୁଳକୁ ତୁ ହିତା। ମାଆ ମମତାରେ ଭଗିନୀ ସ୍ନେହରେ ପତ୍ନୀର ତ୍ଯାଗ ପ୍ରୀତିରେ କନ୍ଯା କଥାରେ ପ୍ରେମିକା ପ୍ରେମରେ ଉଭା କରୁଣା ରୂପରେ। ଚଂଚଳା ଚପଳା ତୁହି ଲଜ୍ଜ୍ଯାଶୀଳା ତୁହି ଜଗତ

Loading

Mar
2023
6

ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ

ଆଖିଏ ସପନ   ଆଖିରେ ଆଖିଏ ସପନ ଦେଇଛ ଛୁଇଁ ଯାଏ ସେ ଗଗନ ଅସରନ୍ତି ଝିଲିମିଲି ତାରା ପରି ଝଲକାଇ ଦିଏ ମନ। ତୁମରି ସୃଷ୍ଟିର ପଟାନ୍ତର ନାହିଁ ଶୋଭାରେ ସେ ଭରପୁର ସଜଫୁଟା ଫୁଲ ସୁବାସିତ ବାସ୍ନା ସପନେ କରେ ବିଭୋର। ମଞ୍ଜିଟିଏ ଯେବେ ଚାରାଟିଏ ହୋଇ ଧିରେ ବଢ଼ି ବୃକ୍ଷ ହୁଏ ଫୁଲ ଫଳେ

Loading

Mar
2023
6

କବିତା – ଡଃ ପ୍ରିୟମ୍ବଦା ସାମଲ

କବିତା   କବିର କଳ୍ପନା ମନର ଭାବନା ଅନ୍ତ ସଲୀଳାର ଧାରା ସୁକୁମାର ଭାବ ମନର ଉଦବେଗ ପ୍ରାଣ ମନ୍ଦାକିନୀ ପରା। ପ୍ରୀତିମୟ ଭାବ ଗୀତିମୟ ସ୍ବର ଚେତନାର ଚୌହଦୀରେ ଉଦବେଳିତ ପ୍ରବାହିତ ଗୀତିକା ଭାବନାର ପ୍ରାଚୁର୍ଯ୍ୟରେ। କଳ କଲ୍ଲୋଳିନୀ ହେ ମଧୁଭାଷିନୀ ଶାଶ୍ବତ ପ୍ରେମର ଗାଥା କଳ୍ପନାର ଇନ୍ଦ୍ରଜାଲେ ଛନ୍ଦାୟିତ କବିର ମନର ବ୍ଯଥା। ମାଧୁର୍ଯ୍ୟ ମହକେ

Loading

Feb
2023
12

ରୂପାନ୍ତର – ଡଃ ପ୍ରିୟମ୍ବଦା ସାମଲ 

ରୂପାନ୍ତର   ରୁପମତୀ ମଧୁରିମା ମୋହମନ୍ତ୍ରେ ପିଙ୍ଗଳା ଯେ ଉନ୍ମାଦିନୀ ଧନୀ ପୁରୁଷର ପ୍ରତାରଣା ପାଇ ଜ୍ଞାନୋଦୟ ବିରହିଣୀ। ନିମିଷକ ଭୋଗ ଆଶା ପୂଜାରିଣୀ ପାର୍ଥିବ ପ୍ରେମକୁ ଭୋଗୀ ଐଶ୍ବରିକ ପ୍ରେମେ ଉଦବୁଦ୍ଧ ହୋଇ ଆସକ୍ତି କାମନା ତ୍ୟାଗୀ। ରୂପସଜ୍ଜା ଆଭୂଷଣ ବିଭୂଷଣ ବାହ୍ୟ ଆକର୍ଷଣ ଛାଡ଼ି ଅପେକ୍ଷାରତା ସେ ପରମ ଆରାଧ୍ୟ ଐଶ୍ଵରିକ ପ୍ରେମ ବୁଡି। ଶାଶ୍ୱତ

Loading

Jan
2023
29

ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ

ଶିଶିର ବିନ୍ଦୁ   ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି ରଚିଅଛି ଅଭିସାର ଶିଶିର ବିନ୍ଦୁର ମୁକୁତାରେ ଯେହ୍ନେ ସଜାଏ

Loading

Jan
2023
19

ସଂକ୍ରାନ୍ତି ପୁରୁଷ ଫକୀର ମୋହନ – ଡଃ ପ୍ରିୟମ୍ବଦା ସାମଲ

ସଂକ୍ରାନ୍ତି ପୁରୁଷ ଫକୀର ମୋହନ   ହେ ବ୍ଯାସକବି ତୁମେ ଓଡିଆ ଭାଷା ସାହିତ୍ୟର ଉଜ୍ଜ୍ବଳ ରବି ତୁମ ଭାଷା ପ୍ରୀତି ନିଷ୍ଠା ପରାକାଷ୍ଠା ଓଡିଆ ଭାଷା ସାହିତ୍ୟର ନବ ନିର୍ମାତା ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଓଡିଆ ଭାଷାର ପ୍ରକୃତ ଗାରିମା ତୁମ ପାଇଁ ପ୍ରଜ୍ବଳିତ ସରଳ ସୁବୋଧ୍ଯ ସମାଜର ଚିତ୍ର ଲେଖିହେଲ ସୁବିଖ୍ଯାତ କବିତାକୁ ଜୀବନ

Loading

Jan
2023
18

ମକର ସଂକ୍ରାନ୍ତି -ମହାନ ଦିବସ – ଡଃ ପ୍ରିୟମ୍ବଦା ସାମଲ

ମକର ସଂକ୍ରାନ୍ତି -ମହାନ ଦିବସ   ସଂସ୍କୃତି ସମ୍ପନ୍ନ ପରଂପରା ମହାନ ଆମ ଉତ୍କଳ ପ୍ରଦେଶ ବାରମାସେ ତେର ପର୍ବ ପାଳିଣ ଦିବ୍ଯ କରେ ପରିବେଶ। ସର୍ବ ଭାରତୀୟ ପରବ ଅଟଇ ମକର ସଂକ୍ରାନ୍ତି ପୁଣ ଧନୁ ରାଶିଠାରୁ ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଜାଣ। ଦକ୍ଷିଣରୁ ଉତ୍ତରାୟଣକୁ ଗତି ମକରେ ଦିନ ବକର ଶୁଭଙ୍କର କାର୍ଯ୍ୟର ହୁଏ

Loading

Jan
2023
15

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ – ଡଃ ପ୍ରିୟମ୍ବଦା ସାମଲ

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ “ସଃ ଜାତୁ ଜେନ ଜାତେନ ଜାତିବଂଶମ୍ ସମୁନ୍ନତିମ୍” -ଯିଏ ନିଜପାଇଁ ନୁହେଁ ଦେଶ ଜାତି ପାଇଁ ନିଜକୁ ଉତ୍ସର୍ଗ କରିଥାଏ ତାଙ୍କର ଜନ୍ମରେ ସେହି ଦେଶ ଓ ଜାତିର ଉନ୍ନତି ହୋଇଥାଏ। ସେପରି ଏକ ଯୋଗଜନ୍ମା ସନ୍ତାନ ବିଶ୍ବପ୍ରସିଦ୍ଧ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇ ଦେଶର ସନ୍ଧିକ୍ଷଣରେ ଦିଗ୍ ଦର୍ଶନ

Loading

Jan
2023
10

ଆରାଧନା — ଡଃ ପ୍ରିୟମ୍ବଦା ସାମଲ

ଆରାଧନା   ଜଗତ ଈଶ୍ୱର ଦୟାର ସାଗର ବିରାଜ ମୋର ହୃଦୟେ ଚିନ୍ତଇ ମଗନେ ହୃଦ ନିମଗନେ କରୁଣା କର ସଦୟେ। ବିଶ୍ୱାସ ଦୀପରେ ପ୍ରେମର ସଳିତା ଭରସାର ତେଲ ଢ଼ାଳି ଅବିରତ ଆରାଧନା କରୁଅଛି ମନରେ ପ୍ରଦୀପ ଜାଳି। ଦିବ୍ୟ ଦରଶନେ ଅଶ୍ରୁଳ ନୟନେ ଚାହିଁ ଅଛି ଅପଲକେ ନାମ ଶ୍ରାବଣରେ ହୃଦରେ କମ୍ପନ ବହୁଅଛି ନିମିଷକେ।

Loading