October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*
Oct
2021
19

*ଶରତ ସନ୍ଧ୍ୟାରେ–କୃଷ୍ଣ ଚନ୍ଦ୍ର ବାରିକ*

ଶରତ ସନ୍ଧ୍ୟାରେ କୃଷ୍ଣ ଚନ୍ଦ୍ର ବାରିକ ବାହୁଡା଼ ବିଜୟ କୀଲାଳ ବର୍ଣ୍ଣାଗୋ ବସନ୍ତର ବର୍ଣ୍ଣ ବିଭା ବିପିନ ସଘନେ ସବୁଜ ବନାନୀ ସୁରଭିରେ ସାଜେ ଗଭା ଶ୍ଵେତ ମେଘ ମାଳା ସୁନୀଲ ଅମ୍ବରେ ନୌକା ଭାସେ ସାଗରରେ ଶାନ୍ତ ସୁଶୀତଳ ସମୀର ଅଶ୍ଳେଷ ଶୃଙ୍ଗାର ଜଗାଏ ଗାତ୍ରେ ସନ୍ଧ୍ୟା ଦୀପ ଜାଳେ ଓଡ଼ିଆ ବୋହୂ ଟି ତୁଳସୀ ଚଉରା

 522 total views

Oct
2021
19

*ଶରତ ସନ୍ଧ୍ୟାରେ–ଡ଼ଃ. ଲଷ୍ମୀକାନ୍ତ ଦାଶ*

🌹ଶରତ ସନ୍ଧ୍ୟାରେ 🌹 ପ୍ରକୃତି ସମ୍ଭାରେ ଏହି ଧରଣୀରେ ସନ୍ଧ୍ୟା ଯେବେ ଆସେ ନଇଁ ସ୍ବର୍ଗୀୟ ସୁଷମା ଉପଲବ୍ଧ ହୁଏ ଶରତ ର ଶୋଭାପାଇଁ ll ଅପୂର୍ଵ ପୁଲକେ ପରିପୂର୍ଣ୍ଣ ହୁଏ କାଶତଣ୍ଡି ଦିବ୍ୟକାନ୍ତି ମଧୁଛନ୍ଦା ମନ ଜାଗେ ପ୍ରତିକ୍ଷଣେ ପ୍ରକୃତି ଲଭଇ ଶାନ୍ତି ll ତାରାକୁ ଆଡେଇ ଭସାବାଦଲରେ ଜହ୍ନଖେଳେ ଲୁଚକାଳି ଅଭିମାନୀ ପ୍ରିୟା ମୁରୁକି ହସି

 487 total views

Oct
2021
19

*ଫେରି ଆସନ୍ତନି ପୁଣି–ବସନ୍ତ ବେହେରା*

ଫେରି ଆସନ୍ତନି ପୁଣି ଦିଗବଳୟ ଯାଏଁ ଧାନର ସବୁଜ କ୍ଷେତ କ୍ଷେତ ସେପାରିରେ ଛପି ବସିଅଛି ଶୀତ. ଧେନୁପଲ ଫେରେ ଦାଣ୍ଡରେ ଉଡେଇ ଧୂଳି ଜହ୍ନିଓଷା ଘରେ କିଶୋରୀ ହେଲେଣି ମେଳି. କାଶତଣ୍ଡୀ ମୂଳେ ଖେଳେ ସୂର୍ଯ୍ୟାସ୍ତର ଛାଇ ହାଇ ମାରୁଅଛି ବାଲିରେ ଅଳସୀ ନଈ. ଫୁଟି ଯାଇଅଛି ସଅଳ ରଜନୀଗନ୍ଧା. ଅମୃତମୟ ଏ ସତରେ ଶରତ ସନ୍ଧ୍ୟା.

 477 total views

Oct
2021
19

*ଶରତ ସନ୍ଧ୍ୟାରେ–ସନ୍ଧ୍ୟା ରାଣୀ ଦାଶ (ଜଗତସିଂହପୁର)*

ଶରତ ସନ୍ଧ୍ୟାରେ *†************ ଶରତ ସନ୍ଧ୍ୟାରେ ମରତ ଭୁଇଁରେ ନାଚେ କାଶ ତଣ୍ଡି ଫୁଲ ଧବଳ ରଙ୍ଗରେ ମଣ୍ଡିଛି ମହୀକୁ କିଏ ହେବ ତାର ତୁଲ। ଦେହେ ମୁକ୍ତା ମାଳ ନରମ କୋମଳ ଦୋହଲି ଉଠେ ସମୀରେ ସୁନିଲ ଗଗନ ଦିଶେ ରୂପା ଜହ୍ନ ଧରାକୁ କୋଳେଇ ଧରେ। ମଣ୍ଡିତ ଜଗତ ଆସିବେକି ମାତ ଶାରଦୀୟ ପରିବେଶ ଦୁର୍ଗତି

 314 total views

Oct
2021
19

*ଶରତ ସନ୍ଧ୍ୟାରେ–ସାଧନା ପଣ୍ଡା*

ଶରତ ସନ୍ଧ୍ୟାରେ….. 🌺 ସାଧନା ପଣ୍ଡା ଶରଦ ସନ୍ଧ୍ୟାର ଗୋଧୂଳି ଖେଳଇ ସୁନୀଳ-ଗଗନ ତୀରେ କାଶତଣ୍ଡୀ-ବଣ ଚିତ୍ର ଛାୟା ଭାସେ ସରସୀର ନୀଳ- ନୀରେ ।।୧ କ୍ଳାନ୍ତ ପଥିକ କେ’ ବଜାଏ ତା’ ବଂଶୀ ମରମରେ ଲାଗେ ବ୍ୟଥା ତାଳ ମାଳେ ଡାକେ ଡାହୁକ ଆତୁରେ ଗାଇ ପରାଣର ଗାଥା ।।୨ ଧାନ କିଆରୀରେ ଶୀତଳ ସମୀର ମଦିରା

 139 total views

Oct
2021
19

*ଶରତ ସନ୍ଧ୍ୟାରେ–ମଞ୍ଜୁରାଣୀ ବେହେରା*

*ଶରତ ସନ୍ଧ୍ୟାରେ* ସବୁଜିମା ହୋଇ ହସେ ଧରାପୃଷ୍ଠ ଶାରଦୀୟ ଆଗମନେ କାଶତଣ୍ଡି ଖେଳେ ସମୀର ସ୍ପର୍ଶରେ ନଈପଠା ଉପବନେ।। ପାହାନ୍ତି ପ୍ରହର ହୀରକ କାକର ଆହା କେଡେ ମନଲୋଭା ଗୋଧୂଳିର ବେଳ ଶରତର ସନ୍ଧ୍ୟା ବଢାଏ ଅପୂର୍ବ ଶୋଭା।। ନିର୍ମଳ ଆକାଶେ ବଉଦ ସମ୍ଭାର ରୂପ କମନୀୟ କାନ୍ତି ମୁରୁକି ହସୁଛି କଇଁ ଫୁଲ ଦେଖି ଆଶ୍ୱିନର ଜହ୍ନରାତି।।

 284 total views

Oct
2021
19

*ଶରତ ସନ୍ଧ୍ୟାରେ–ଶ୍ରୀକାନ୍ତ ପଣ୍ଡା*

ଶୀର୍ଷକ — ଶରତ ସନ୍ଧ୍ୟାରେ ଶରତେ ମରତେ କି ଶୋଭା ଚହଟେ ସନ୍ଧ୍ୟାର ଅଳସ ମେଳେ ଚାନ୍ଦ ତାରା ମେଳେ ଭସା ବାଦଲରେ ଅପୂର୍ବ ଆସର ତୋଳେ ।। କୃଷ୍ଣ ସୁଦାମାର ଓଢଣୀ ଫାଙ୍କରୁ ସୁନେଲି କିରଣ ଖସେ ସପ୍ତରଙ୍ଗ ଧାରେ ମେଖଳା ସଜେଇ ଇନ୍ଦ୍ରଧନୁ ସତେ ହସେ ।। ତନ୍ଦ୍ରା ଭିଜା ତନୁ ମାଳତୀ, କେତକୀ କାମିନୀ,

 477 total views

Oct
2021
19

*ଶରତ ସନ୍ଧ୍ୟାରେ–ପ୍ରତାପ କିଶୋର ରାଉତ*

  ଶୀର୍ଷକ–ଶରତ ସନ୍ଧ୍ୟାରେ —————————— ଶରତ ସନ୍ଧ୍ୟାରେ ପ୍ରତିଚୀ ଅଙ୍ଗନେ ଅସ୍ତରାଗ ଆସ୍ତରଣେ ଅରୁଣ କୀରଣ ତୁଳିକା ରେ ଅଙ୍କା ପ୍ରୀତି ମଧୁଛନ୍ଦା ପ୍ରାଣେ । ଶୁଭ୍ର କାଶତଣ୍ଡି ମୃଦୁ ମନ୍ଦ ସ୍ୱରେ ସମୀର ର ତାଳେ ତାଳେ ନୃତ୍ୟ ରଙ୍ଗେ ଆଜି ବିଭୋର ହୋଇଛି ପ୍ରକୃତି ର ରଙ୍ଗଶାଳେ । ଧବଳ ବାରିଦ ବିହାୟସେ ଭାଷେ ବକ

 1,169 total views

Oct
2021
2

*ନିଦାଘ ସଙ୍ଗୀତ–ବୁଲୁ ବିଷୋୟୀ*

ନିଦାଘ ସଙ୍ଗୀତ ************ ଜୀବନ ବାଲିର ମରୁଭୂମିରେ ମୁଁ ହେଉଅଛି ଛଟପଟ ପାଣିଟୋପେ ନାହିଁ ଖରା ଝାଇଁ ଝାଇଁ ବଞ୍ଚିବାଟା ଏଠି କଷ୍ଟ !! ହଜିଯାଇଛି ମୋ ଶସ୍ୟର ଶ୍ୟାମଳ ସବୁଜ ରଙ୍ଗର କ୍ଷେତ ଦେହେ ବାଜୁନାହିଁ ବସନ୍ତ ପବନ ହୋଇଛି କି ମୋର ମୃତ !! ବରଷା ଦିନର ଶୀତଳ ପବନ କୁଆଡ଼େ ଯାଇଛି ହଜି ବ୍ୟାକୁଳ

 1,256 total views,  2 views today

Oct
2021
2

*ନିଦାଘ ସଙ୍ଗୀତ–ଦୀପଶିଖା ପ୍ରଧାନ*

ନିଦାଘ ସଙ୍ଗୀତ ************ ବସୁମତୀ ଅଙ୍କ ତେଜିଣ ଗଲା ପରେ ବସନ୍ତ ପ୍ରବେଶି ନିଦାଘ ଶୁଣାଏ କର୍ଣ୍ଣେ ନବ ସଙ୍ଗୀତ || ବରଷେ ତପନ ଅମ୍ବରେ ଗାତ୍ର କରେ ଦହନ ଜଳାଏ ମେଦିନୀ ନିଃଶ୍ୱାସେ ଦଗ୍ଧ କରେ ଜୀବନ || ଶୁଖିଯାଏ ସର , ତଟିନୀ ଶୁଖିଯାଏ ପରାଣ ବହେ ଯେବେ ଝାଞ୍ଜି ପବନ ପୋଡ଼ିଦିଏ ଭୁବନ।। ||

 207 total views,  3 views today