Sep
2023
10
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ

ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଭୁବନେଶ୍ବର ପକ୍ଷରୁ “ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ” , ରାଜ୍ୟ ସଂଗ୍ରହାଳୟ (State meauseum) ର ସ୍ବତନ୍ତ୍ର ବୈଠକି ଗୃହ ରେ ଅନୁଷ୍ଠିତ ହୋଯାଇଅଛି। ଏହି ସଭାରେ ନୟାଗଡ଼ ଜିଲ୍ଲାର ଯୁବ ସ୍ତମ୍ଭକାର – ଜୀବନ ପ୍ରଦୀପ ପ୍ରଧାନ, ଅନୁଗୁଳ ଜିଲ୍ଲାର ଯୁବ ଗାଳ୍ପିକା ସୁଶ୍ରୀ