April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*

         *ଆ’ ସାଥୀ ଫେରିଆ*

          ****************

                                       ସୀମାଞ୍ଚଳ ପଣ୍ଡା

                                     ***********

ଫେରି ଆସ ସାଥୀ ଜୀଵନ ସାରଥୀ

ଜୀଵନ ସମରେ ଯାଏ ମୁଁ ଲଢ଼ି,

ଚାଳିଵ  କେ’ରଥ   ହୋଇଵି  ଵିପଥ

ଆସମୋ ପଥ’ର ଅନ୍ଧ ଲଉଡ଼ି।

 

ଆସମୋ ଗୋଵିନ୍ଦ ଆସମୋ ମାଧଵ

ନନ୍ଦିଘୋଷମୋର ନେଵଚଳାଇ,

ଅଟକଇ     ରଥ     ଅଚଳ   ନିରସ୍ତ

କେମିତି  ସମରେ ଲଢ଼ିବି ମୁହିଁ?

ତୁମେ  ସଖା  ମୋର  କରିଗଲ  ପର

ଘୋରରଣେଅଙ୍ଗ ଯାଏମୋଛିଡ଼ି,

ଫେରି ଆସ  ସାଥୀ  ଜୀଵନ ସାରଥୀ

ଜୀଵନ ସମରେ ଯାଏ ମୁଁ ଲଢ଼ି।

 

ଜୀଵନ   ସମର    ଚାଲେ   ନିରନ୍ତର

ଜନମ   କାଳରୁ   ମରଣ  ଯାଏଁ,

ହେଲ ମୋର  ସାଥୀ  ରଥର ସାରଥୀ

କାହିଁଗଲ ଏଵେ ଖୋଜି ନପାଏ।

 

ତୁମେ    ଅନ୍ତରଙ୍ଗ    ଜୀଵନ   ତରଙ୍ଗ

ଖେଳୁଥିଲା ତୁମ  ସାଥୀରେ ରହି,

ଆଜି  କାହିଁ  ସେହି  ଦୀପ  ଜଳୁ  ନାହିଁ

କାହିଁ ଚାଲି  ଗଲ  ଦୀପ  ଲିଭାଇ,

ଅନ୍ଧାର   ଘୋଟିଲା   ପଥ   ନ ଦିଶିଲା

ଆଗେ ରଥ ମୋର ନପାରେ ଗଡ଼ି,

ଚାଳିଵ   କେ’ରଥ    ହୋଇଵି   ଵିପଥ

ଆସ  ମୋ  ପଥ’ର ଅନ୍ଧ ଲଉଡ଼ି।

 

ଫେରି ଆସ  ସାଥୀ  ଏକାଲାଗେ ଭୀତି

ଅନ୍ଧକାରେ   ଦିନ   ହୁଏ   ଉଚ୍ଛନ୍ନ,

ହେଲି ଵେସାହାରା କେ’ ହେଵ ସାହାରା

ଅସର   ହୋଇଵ  ଅଧୁରା  ଦିନ।

******************

 375 total views,  1 views today

27 thoughts on “*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*

  1. I was recommended this blog by my cousin. I am not sure whether this post is written by him as no one else know such detailed about my difficulty.You are incredible! Thanks!

  2. Thanks for ones marvelous posting! I actuallyenjoyed reading it, you are a great author.I willbe sure to bookmark your blog and will often come back later in life.I want to encourage that you continue your great work,have a nice holiday weekend!

  3. I will right away snatch your rss as I can not in finding your email subscription link or newsletter service. Do you have any? Please let me recognize in order that I may just subscribe. Thanks.

  4. whoah this blog is great i love reading your posts. Keep up the good work! You know, a lot of people are hunting around for this information, you could aid them greatly.

  5. Having read this I thought it was extremely informative. I appreciate you finding the time and effort to put this content together. I once again find myself spending a lot of time both reading and commenting. But so what, it was still worth it!

Leave a Reply

Your email address will not be published. Required fields are marked *