November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*

         *ଆ’ ସାଥୀ ଫେରିଆ*

          ****************

                                       ସୀମାଞ୍ଚଳ ପଣ୍ଡା

                                     ***********

ଫେରି ଆସ ସାଥୀ ଜୀଵନ ସାରଥୀ

ଜୀଵନ ସମରେ ଯାଏ ମୁଁ ଲଢ଼ି,

ଚାଳିଵ  କେ’ରଥ   ହୋଇଵି  ଵିପଥ

ଆସମୋ ପଥ’ର ଅନ୍ଧ ଲଉଡ଼ି।

 

ଆସମୋ ଗୋଵିନ୍ଦ ଆସମୋ ମାଧଵ

ନନ୍ଦିଘୋଷମୋର ନେଵଚଳାଇ,

ଅଟକଇ     ରଥ     ଅଚଳ   ନିରସ୍ତ

କେମିତି  ସମରେ ଲଢ଼ିବି ମୁହିଁ?

ତୁମେ  ସଖା  ମୋର  କରିଗଲ  ପର

ଘୋରରଣେଅଙ୍ଗ ଯାଏମୋଛିଡ଼ି,

ଫେରି ଆସ  ସାଥୀ  ଜୀଵନ ସାରଥୀ

ଜୀଵନ ସମରେ ଯାଏ ମୁଁ ଲଢ଼ି।

 

ଜୀଵନ   ସମର    ଚାଲେ   ନିରନ୍ତର

ଜନମ   କାଳରୁ   ମରଣ  ଯାଏଁ,

ହେଲ ମୋର  ସାଥୀ  ରଥର ସାରଥୀ

କାହିଁଗଲ ଏଵେ ଖୋଜି ନପାଏ।

 

ତୁମେ    ଅନ୍ତରଙ୍ଗ    ଜୀଵନ   ତରଙ୍ଗ

ଖେଳୁଥିଲା ତୁମ  ସାଥୀରେ ରହି,

ଆଜି  କାହିଁ  ସେହି  ଦୀପ  ଜଳୁ  ନାହିଁ

କାହିଁ ଚାଲି  ଗଲ  ଦୀପ  ଲିଭାଇ,

ଅନ୍ଧାର   ଘୋଟିଲା   ପଥ   ନ ଦିଶିଲା

ଆଗେ ରଥ ମୋର ନପାରେ ଗଡ଼ି,

ଚାଳିଵ   କେ’ରଥ    ହୋଇଵି   ଵିପଥ

ଆସ  ମୋ  ପଥ’ର ଅନ୍ଧ ଲଉଡ଼ି।

 

ଫେରି ଆସ  ସାଥୀ  ଏକାଲାଗେ ଭୀତି

ଅନ୍ଧକାରେ   ଦିନ   ହୁଏ   ଉଚ୍ଛନ୍ନ,

ହେଲି ଵେସାହାରା କେ’ ହେଵ ସାହାରା

ଅସର   ହୋଇଵ  ଅଧୁରା  ଦିନ।

******************

 29 total views,  1 views today

Leave a Reply

Your email address will not be published. Required fields are marked *