March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

କବିତା – ଡଃ ପ୍ରିୟମ୍ବଦା ସାମଲ

କବିତା

 

କବିର କଳ୍ପନା ମନର ଭାବନା

ଅନ୍ତ ସଲୀଳାର ଧାରା

ସୁକୁମାର ଭାବ ମନର ଉଦବେଗ

ପ୍ରାଣ ମନ୍ଦାକିନୀ ପରା।

ପ୍ରୀତିମୟ ଭାବ ଗୀତିମୟ ସ୍ବର

ଚେତନାର ଚୌହଦୀରେ

ଉଦବେଳିତ ପ୍ରବାହିତ ଗୀତିକା

ଭାବନାର ପ୍ରାଚୁର୍ଯ୍ୟରେ।

କଳ କଲ୍ଲୋଳିନୀ ହେ ମଧୁଭାଷିନୀ

ଶାଶ୍ବତ ପ୍ରେମର ଗାଥା

କଳ୍ପନାର ଇନ୍ଦ୍ରଜାଲେ ଛନ୍ଦାୟିତ

କବିର ମନର ବ୍ଯଥା।

ମାଧୁର୍ଯ୍ୟ ମହକେ ସୁଶୋଭିତ ଧାରା

କୋମଳତା ଭାବ ନେଇ

ପ୍ରାଣ ପାରିଜାତ ହୁଅଇ ଶୋଭିତ

ପ୍ରୀତିମୟ ଗୀତିଗାଇ।

ମନର ମହକ ମଧୁଗୀତି ନେଇ

ପୁଲକିତ ମଧୁମନ

ତୁମ ଆଗମନେ ଫଗୁଣ ଆଗତ

ଲାସ୍ଯମୟୀ ଫୁଲବନ।

ତୁମେ ରଚିପାର ଇନ୍ଦ୍ରଧନୁ ଶୋଭା

ଡହଡହ ଗ୍ରୀଷମରେ

ବିଧୁର ପ୍ରାଣରେ ପ୍ରୀତି ମନ୍ଦାକିନୀ

ନିର୍ଝର ଝରେ ମରୁରେ।

ଗହନ ମନର ଗୋପନ ବାରତା

ଫୁଟି ଉଠ ମଧୁସ୍ବରେ

ବିଦଗ୍ଧ ମନର ପ୍ରାଣସତ୍ତା ସତେ

ବିମୁଗ୍ଧେ ପ୍ରସାରି ଝରେ।

 

ଡଃ ପ୍ରିୟମ୍ବଦା ସାମଲ

ଭୁବନେଶ୍ୱର।

 53 total views,  2 views today

Leave a Reply

Your email address will not be published. Required fields are marked *