ବିକାଶର ଚିତ୍ର ବିକାଶ ନାମରେ ଚାଲେ ଭାଷଣ ଜନତା ଭୋଗନ୍ତି ନାନା କଷଣ ମଉଜ ଚାଲିଛି ରାଜସ୍ୱ ଲୁଟି ଗରିବ ମରୁଛି ଦାଦନ ଖଟି ।। ବେକାରୀ ସମସ୍ୟା ଯାଉଛି ବଢି ଗରିବ ଶିଶୁଟି ଛୁଇଁନି ଖଡି ଭୋକିଲା ପେଟରେ ଜଳୁଛି ନିଆଁ ଦରଦାମ ସବୁ ଆକାଶ ଛୁଆଁ ।। ନାରୀ ନିର୍ଯ୍ୟାତନା ହେଉନି
Read More
11 total views, 11 views today
ବିସ୍ଥାପିତ ହଜି ଯାଇଛି ତା’ ଆଖିର ସପନ ହରାଇ ଦେଇଛି ନିଜ ଠିକଣା ଯାହା ସେ ହାରିଛି ହାତ ପାହାନ୍ତାରୁ ନ ହୋଇବ କେବେ ତାହା ଭରଣା ଭବିଷ୍ୟତ ତା’ର କେଉଁଠି ସ୍ଥଗିତ ଏଯାଏଁ ରହିଛି ତା’କୁ ଅଜଣା ଗୁମୁରି ଗୁମୁରି ନିରବେ କାନ୍ଦୁଛି ଅମଡା ବାଟରେ ହୋଇଣ ବଣା ।। ଜଳିଛି ଯେଉଁଠି ତା’
Read More
10 total views, 10 views today
ଛାଡପତ୍ର ବିବାହ ବନ୍ଧନ ପବିତ୍ର ଜୀବନ ପରସ୍ପର ଖୁସି ବାଣ୍ଟି ଚଢୁଥିବ ଏହି ଅମୂଲ୍ୟ ସୋପାନ ଅନ୍ତେରଖି ଶ୍ରଦ୍ଧା ପ୍ରୀତି । ଦୁଇମନ ଦୁଇ ମଧୁର ମିଳନେ ତ୍ୟାଗ ତିତିକ୍ଷାର ଭାବ ନିଳୟ ଗୁନ୍ଥଇ ହସିହସି ଧ୍ୟାନେ ଜୀବନ ମହାନୁଭବ । ସେନେହ ମମତା ତିକ୍ତଭାବ ନେଲେ ନିଶ୍ଚେ ହୁଏ ଲୋକହସା ଭୁଲ୍
Read More
12 total views, 12 views today
ବିପ୍ଳବୀ ବିପ୍ଳବୀ ତୁମ ଲେଖନୀ ମୁନରେ ଆଣିପାର ନୂତନତ୍ବ ଲକ୍ଷ୍ୟ ତୁମର ଅର୍ଜ୍ଜୁନ ସମ ଚକ୍ଷୁ ଭେଦ କରିବ ନିଶ୍ଚିତ। କର୍ମର ପଥରେ ଦୃଢ ପଦକ୍ଷପେ ନିଶ୍ଚିତ ମିଳିବ ଫଳ ପ୍ରଗତି ପଥରେ ସର୍ବଦା ବିଜୟ ନ ହୁଏ କେବେ ବିଫଳ। ଉଦ୍ଦେଶ୍ୟ ଯାହାର ଥାଏ ମହତରେ କେବେ ସେ ପଛେ ଫେରେନା ଆସୁ ପଛେ ଯେତେ
Read More
10 total views, 10 views today
ମୁଁ ଏକ ଆତ୍ମା (ଛନ୍ଦ-ସିନ୍ଧୁକୋମୋଦୀ) ମୁଁ ଏକ ଆତ୍ମା ନେଇ ସୂକ୍ଷ୍ମ ସତ୍ତା ଦେହୀ ସ୍ଥୂଳ ଦେହେ ବାସ ସମୟ ସ୍ରୋତରେ ଦେହ ହୁଏ ନାଶ ମୋର ନଥାଏ ବିନାଶ ମୁଁ ଅଜରଅମର କୌଣସି ଶସ୍ତ୍ର ବି ପାରେନାହିଁ ଭେଦି ଯେଣୁ ନାହିଁ ମୋ ଆକାର ଜନ୍ମ ମୃତ୍ୟୁ ବ୍ୟୁହରୁ ବି ପାର ।
Read More
9 total views, 9 views today
ସ୍ନେହମୟୀ ସେହି ମାଆ ହାତଗଢା ଘର ସୁନାର ସଂସାର ଅମରାବତୀ ଯା’ କୋଳ ପଣତକାନି ଯା’ ପିପିଲି ଚାନ୍ଦୁଆ ଆବେଗ ଯା’ ଗଙ୍ଗାଜଳ। ହାଣ୍ଡିଶାଳେ ଯିଏ ସାଜେ ଅନ୍ନପୂର୍ଣ୍ଣା ସୁସ୍ୱାଦୁବ୍ୟଞ୍ଜନ ପାଇଁ ମଧୁ ବୋଳା ବାଣୀ ପୀୟୂଷ ବର୍ଷିଣୀ ଖରାବେଳେ ସାଜେ ଛାଇ। ଯା’ର ପଦକ୍ଷେପ ପ୍ରଭାତୀ ସୂରୁଜ ପ୍ରାଣ ସୁଶୀତଳ ଜହ୍ନ ଯା’ର ହୃଦତଟ ବାଞ୍ଛା
Read More
7 total views, 7 views today
ତୁମେ ଥିଲେ ବୋଧେ ତୁମେ ଥିଲେ ବୋଧେ ଏହି ଜହ୍ନକୁ ଆଲିଙ୍ଗନ କରି ତାରାର ଚାଦର ଘୋଡେ଼ଇ , ଉପଭୋଗରେ ମଜ୍ଜି ଥାନ୍ତେ ପ୍ରତିଟି ରାତି ସେ ରାତିରେ ଲେଖା ହୋଇଥାନ୍ତା ଆମରି ପ୍ରୀତି। ତୁମେ ଥିଲେ ବୋଧେ ମୋ କୋଠରୀର ଶୂନ୍ୟତା ସବୁ ପାଲଟି ଯାଇଥାନ୍ତା ଗୋଲାପର ଫୁଲ, ଉଡି ବୁଲିଥାନ୍ତେ ଆମେ ଦୁହେଁ
Read More
11 total views, 11 views today
ବାଃ ୟେ’ ସିନ୍ଦୂର ବାଃ ୟେ’ ସିନ୍ଦୂର !! ଆହାଃ କି ସୁନ୍ଦର!! କୁହ ଗୋ’ ତୁମେ ସିନ୍ଦୂର, କେଉଁ ଦେବତାର ପୂଣ୍ୟ ଆଶିଷ ରେ ହେଲ ଗୋ’ ଏତେ ସୁନ୍ଦର ?? ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…. ସାତ ଫେରା ସାତ ବଚନର ସାଥେ ହୋମ ନିଆଁ ସାକ୍ଷୀ ଯା’ର, ବିବାହ
Read More
13 total views, 13 views today
ଲୋହିତ ଗୋଧୂଳି ଲୋହିତ ଗୋଧୂଳି ଧୂମ୍ରାଭ କୁଣ୍ଡଳୀ ରଚି ନଭ ବସୁଧାରେ, ପ୍ରତୀଚୀଗାମୀ ସେ’ ପ୍ରଭାକର ହସେ ବିଞ୍ଚିଣ କନକ କରେ। ସ୍ବର୍ଣ୍ଣାଭ କିରଣ ଅପରୂପ ଜାଣ କୋଟି କମନୀୟ ଆଭା, ଇନ୍ଦ୍ରଧନୁ ରଙ୍ଗେ ଚିତ୍ରପଟ୍ଟ ଆଙ୍କେ ଅଂଶୁମାନ ବର୍ଣ୍ଣବିଭା। ରବି ଅସ୍ତାଚଳେ ଧରିତ୍ରୀର କୋଳେ ନିଅନ୍ତି ମାଗି ମେଲାଣି, କ୍ଷିତିଜ ଓ ମାଟି
Read More
12 total views, 12 views today
କ୍ଷୁଦ୍ର ଗଳ୍ପ -ଅନ୍ନ ମଦନର ଘର ସୁଜୁନୁପୁର l ମାଆବାପାଙ୍କୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ l ଛୋଟମୋଟ ଚାକିରୀ ଖଣ୍ଡିଏ କରି ଘର ଚଳାଇବା ବହୁତ କଷ୍ଟ l ତେଣୁ ଅନ୍ୟ କିଛି କରିବା ତା ପାଇଁ ସମ୍ଭବ ନୁହେଁ l ତା ପରେ ନିଆ ବେମାରୀଟା ଦାଉ ସାଧୁଛି l ତା ସାଙ୍ଗକୁ ଖୁଁ
Read More
11 total views, 11 views today
Theme : Our Heritage Title : Our Heritage Our Pride. Our heritage is our wealth. It’s not an object for sale. Let it stand and let it prevail. And let’s praise and gale. Our heritage is our great resource.
Read More
21 total views, 2 views today
Heritage O illustrious endowments of sublime essence, That amplify and reinforce our nation’s eminence. The resplendent Taj glimmers to the vision of the night; Solidifying ice at Amarnath renders a splendid sight. The exquisite Khondalite art of the temple of
Read More
22 total views, 4 views today
ପ୍ରେମ ହିଁ କେବଳମ୍ ପ୍ରେମ ଗଙ୍ଗୋତ୍ରୀର ନିର୍ମଳ, ସ୍ୱଚ୍ଛ ପ୍ରଦୂଷଣହୀନ ସୁଧା ଧାରାଟିଏ ଅସମାପ୍ତ ପ୍ରୀତିର ପିଆଲାଟିଏ ସଦା ସୁଗନ୍ଧିତ ମୃତ୍ୟୁହୀନ ଫୁଲଟିଏ.. ପ୍ରେମ ହିଁ କେବଳମ୍ ଜୀବନ ଦରିଆରେ ଆସ୍ଥା ରଖିବା ଭଳି ନାଆଟିଏ ଉବୁଟୁବୁ ନିଃଶ୍ୱାସର ବିଶ୍ୱାସଟିଏ l ପ୍ରେମ ହିଁ କେବଳମ୍ ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠାରେ ଶାନ୍ତି
Read More
19 total views, 2 views today
ସୂର୍ଯ୍ୟୋଦୟ ପାକ୍ଷିକ ପ୍ରତିଯୋଗିତା…କ୍ରମାଙ୍କ :-୦୮ ଶୀର୍ଷକ:- ପ୍ରେମ ହିଁ କେବଳମ୍ ପ୍ରେମମୟ ସୃଷ୍ଟି ପ୍ରେମମୟ ପୃଥ୍ଵୀ ପ୍ରେମମୟ ପରମାତ୍ମା, ପ୍ରେମ ହିଁ ସଦ୍ଗତି ପ୍ରେମ ହିଁ ତ ମୁକ୍ତି ପ୍ରେମଭରା ଏ ଦୁନିଆଁ l(୧) ପ୍ରେମସିକ୍ତ କାୟା ପ୍ରେମଯୁକ୍ତ ହିଆ ପ୍ରେମଭାବ ଯେ’ ନିଷ୍କାମ, ବାସନା ବିହୀନ ପ୍ରେମମଗ୍ନ ମନ ସେ ପ୍ରେମ ହିଁ
Read More
18 total views, 3 views today
ପ୍ରେମ ହିଁ କେବଳମ୍ ପ୍ରେମ ସିନା ଅଟେ ଅଢେଇ ଅକ୍ଷର ପ୍ରେମ ହିଁ ସ୍ମୃତିର ସାଗର ପ୍ରେମ ହିଁ ଈଶ୍ବର ପ୍ରେମ ହିଁ ଶାଶ୍ବତ ପ୍ରେମ ଅଟେ ସତ୍ଯ ସୁନ୍ଦର। ପ୍ରେମ ଅଟେ ଏକ ପ୍ରସ୍ଫୁଟିତ ଫୁଲ ମନ ଭିଜେ ତା’ ମହକରେ ନିଜେ ଦୁଃଖ ପାଇ ଅନ୍ଯକୁ ହସାଏ
Read More
19 total views, 1 views today
ପ୍ରେମ ହିଁ କେବଳମ୍ ପ୍ରେମ, ଅସମର୍ଥ ମଧ୍ୟେ ସାମର୍ଥ୍ୟର ବୀଜ ବାରିଶେ ଫୁଟିବ ବାରିରୁହ ଆଜ ପ୍ରେମ ସୁଧା ନୀଧି ଢାଳି ତତ୍ପରେ ମରୁଭୂମି ହେବ ସବୁଜ ସବୁଜ। ଖଡ୍ଗ ଥୋଇ ପ୍ରେମ ବାଣ୍ଟୁଥିବ ରାଜ ଶତ୍ରୁ ମିତ୍ର ସାଜି ହୋଇଯିବ ନିଜ ମନସ୍ତାପ କରି ବିଟ ଓ ବିଟାଳ ପ୍ରେମ ପ୍ରୀତି ମାଖି ହେବେ
Read More
17 total views
କବିତାର ଶୀର୍ଷକ :- ” ପ୍ରେମ ହିଁ କେବଳମ୍” —————————- ପ୍ରେମ ଶବ୍ଦ ଏକ ଈଶ୍ବର ପ୍ରଦତ୍ତ ପ୍ରେମର ଅର୍ଥ ପବିତ୍ର, ପ୍ରେମର ନ ଥାଏ ରଙ୍ଗ ଭଳି ଭଳି ନ ଥାଏ ବି ଜାତି ଗୋତ୍ର । ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ ଆକର୍ଷଣ ଲାଗେ ଭାରି, ଛୁଇଁ ଦେଲେ ଥରେ ସରମି
Read More
18 total views, 1 views today
ବିଷୟ:- ପ୍ରେମ ହିଁ କେବଳମ୍ ସମୟ ବଦଳେ ସ୍ଥିତି ବି ବଦଳେ ବଦଳଇ ରାତି ଦିନ, ମନ ତ ବଦଳେ ଲକ୍ଷ୍ୟ ବଦଳିଲେ ବଦଳି ଯାଏ ଜୀବନ ।। ଦୁର୍ଲଭ ଜୀବନେ ନୈସର୍ଗିକ ପ୍ରେମ ପ୍ରାପ୍ତିକୁ ନରଖେ ଆଶା, ପ୍ରେମେ ପ୍ରଭାବିତ କଠୋର ହୃଦୟ ଦୁଃଖର କରେ ମୀମାଂସା ।।
Read More
20 total views, 1 views today
ପ୍ରେମ ହିଁ କେବଲମ୍ ପ୍ରାଣ ରଖେ ପ୍ରେମ ପ୍ରୀତି, ପ୍ରେମିକ ପିଣ୍ଡରେ, ପ୍ରେମସୁଧା ଢ଼ାଳେ ନିତି, ରସିକ ଗଣ୍ଡରେ ll ପ୍ରେମ ସତ୍ୟ ଚିରନ୍ତନ, ପ୍ରେମ ଜୀବାମୃତ, ପ୍ରଫୁଲ୍ଲ ହୁଅଇ ମନ, ଆତ୍ମା ହୁଏ ଶାନ୍ତ ll ପ୍ରୀତିନିପୁଣା ପ୍ରିୟା ଗୋ’, ତୁହି ପ୍ରୀତିଜୁଷା, ସ୍ପର୍ଶମଣି ପ୍ରେମ ସ୍ପର୍ଶେ, ଖେଳେ ମନେ ଆଶା ll
Read More
22 total views
Earth The earth rolls uncomfortably Upon its celestial bed, Forced awake By catastrophic nightmares, Dregs itself upright On broken knees Amidst tornadoes and cyclones, Looks on with crystal tears Upon ravaged and ruined paradise, Set alight and burnt By industrial machinery
Read More
14 total views, 1 views today
Posts navigation