ପଚାଶ୍ ବଛର୍ ଆଗର୍ ମୋର ବହୂ ତାଁକର୍ ଆଉର୍ ମୋର୍ ମାଏନ୍ ମୋର୍ ବଡ଼୍ଖା ଦଦା ବିହା ହେଲା ବେଲ୍କେ ମୁଇଁ ଥିଲି ଦଶ୍ ବଛ୍ରିଆ ଛୁଆ ଗୁଟେ ଗୁଟେ କଥା ଆଖିଁ ଝୁଲୁଛେ ଇଛେନ୍ ଲାଗୁଛେ ଗୁପା ଗୁଂଦ୍ଲିଆ। ୧ ଆମର୍ ଗାଆଁର୍ ଲାଗି ପହେଲା କଥା ଥିଲା ମଟର୍ ବଘି ଆଇଛେ ବହ
Read More
20 total views, 3 views today
ମୋ ଜୀବନ ଜୀବନଟା ମୋର ତୁଛ ହୋଇଗଲା ତୋର ପଥ ଚାହିଁ ଚାହିଁ ଶେଷ ସମୟରେ ଆଉ କି ଆସିବୁ ଅନାଇ ବସିବି ମୁହିଁ ? ଶୈଶବରେ କିଛି ଜାଣି ପାରିଲିନି ନାଚିଲି ଖେଳ କୁଦରେ ଟିକେ ବଡ଼ ହେଲି ପଢ଼ାପଢ଼ି କଲି ପ୍ରାର୍ଥନା କଲି ସ୍କୁଲରେ।। ମାଆ ପାଶେ ବସି ସନ୍ଧ୍ୟା ସମୟରେ ଠାକୁର ଘରେ
Read More
19 total views, 3 views today
ଶୀତ ଶୀତ ଆସେ ଧୀରେ ରୁପା ସବାରୀରେ କୁହୁଡି ଓଢଣୀ ଟାଣି, ପଦ୍ମବନ ଜାଳେ ସତେକି ଇର୍ଷା ରେ କାକର ମନ୍ତୁରା ପାଣି. 🐾🐍 ସୋରିଷ ଫୁଲର ସୁନେଲି ହସରେ ଶୋଭା ପରସୁଛି ଶୀତ,ନରମ ଖରାର କଅଁଳ ପରଶେ ମନ ଗାଇ ଉଠେ ଗୀତ.🐾🐍 ଜୋଛନା ବତୁରା ରାତିର ନମୁନା ଭୁରୁଭୁରୁ ହୋଇ ବାସେ, ଶିଶିରର ମାଳା
Read More
17 total views, 2 views today
ଖାସ ତୁମପାଇଁ ଏଇଟା ନିରାଟ ସତ ତୁମକୁ ଭଲ ପାଏ ବୋଲି ତ, ମୋର ପ୍ରତିଟି ସ୍ଥିତି ଅବସ୍ଥିତି ରେ ପ୍ରତିଟି ଅଭାବ, ସ୍ଵଭାଵ, ତୃପ୍ତି ରେ ସାଉଁଟି ଚାଲିଛି ତୁମରି ଅସ୍ତିତ୍ୱ.🌹 ତୁମକୁ ଭଲ ପାଏ ବୋଲିତ, ପ୍ରଥମ ଦେଖାରୁ ଏ ପର୍ଯ୍ୟନ୍ତ ସବୁ ସ୍ମୃତି, ଅନୁଭୂତି ରେ ସବୁ ଶୂନ୍ୟତାରେ ବା ନିଃସଙ୍ଗତାରେ ତୁମକୁ
Read More
20 total views, 1 views today
ନିବିଡ଼ତା କେତେ ଯେ ନିବିଡ଼ତା ଆଉ ଅତ୍ମୀୟତା କେତେ ଯେ ପୁଲକ ଭରେ ତୁମ ଭାବନାରେ ଶିହରଣ ଖେଳିଯାଏ ତନୁ ରେ ମନରେ.❣️ ନାହିଁ କିଛି ଅନୁଭୂତି ବର୍ଷା ଭିଜା ପ୍ରୀତି ଅବା ଜୋଛନା ଗାଧୁଆ ରାତି ଶୀତର ନିବିଡ଼ ଆଶ୍ଳେସରେ ଏକାକାର ହେଇଯିବାର ସ୍ମୃତି ତଥାପି ଉଲ୍ଲସିତ ପ୍ରାଣ ବିଦ୍ୟୁତ ପ୍ରବାହ ସାରା ଶିରା ପ୍ରଶିରାରେ.
Read More
17 total views, 1 views today
ହେ ଜୀବନ ହେ ଜୀବନ…., ଆଉ କେତେଦିନ !!! କୃଷ୍ଣଚୁଡ଼ାର ପ୍ରତିଟି ପାଖୁଡ଼ାରେ ସନମୋହନ ଗୋଲାପ, ହେନାର ଭୁରୁଭୁରୁ ବାସ୍ନାରେ ତଲ୍ଲୀନ, ସବୁଯେ ଅଳୀକ, ନବ ପଲ୍ଲବୀତ ପଲ୍ଲଵ ପରି କଅଁଳ ଛନଛନ 🌲 ହେ ଜୀବନ….. ଆଉ କେତେଦିନ !!! ଉନନାଭି ସୂତାରେ ଛନ୍ଦାଛନ୍ଦି ଅଡୁଆ ସପନ, କୁଳୁକୁଳୁ ଗୀତଗାଇ ଝରୁଥିବା ଶୈଳନନ୍ଦିନୀର ଅବୁଝା ଗୁଞ୍ଜନ,
Read More
22 total views, 2 views today
ମୁଁ ଭାବିଥିଲି ମୁଁ ଭାବିଥିଲି, ମୋ ଅଗଣାରେ ତୁମେ ଥରେ ପାଦ ପକାଇଲେ ତୁମ ପାଦତଳେ ଦଳି ହୋଇଯିବ ମୋର କିଛି ଦୁଃଖ ଓ ନିଃସଙ୍ଗତାରୁ ମେଞ୍ଚାଏ, ତାପରେ ମୁଁ ପରଶି ଦେଇଥାନ୍ତିମୋ ଆତ୍ମାକୁ ନିଃସଙ୍କୋଚରେ, ନିରଳସରେ ❣️ ମୁଁ ଭାବିଥିଲି, ତୁମେ ଥରେମୋ ଆଡେ ହାତ ବଢ଼ାଇଲେ, ତୁମ ପ୍ରେମମଗ୍ନ ଦିଗନ୍ତ ହୃଦୟ ଭରିଥାନ୍ତା ମୋ
Read More
16 total views, 1 views today
କଥା ଦିଅ ସାଥି କେବେ ଛାଡ଼ିବନି ହାତ ସମ୍ପର୍କ ଆମର କ୍ଷୀରର ନୀରର ଫୁଲରେ ସୁବାସ ପରି ଦେହସାଥେ ଛାଇ ଗୋପନରେ ଥାଇ କେହିତ ଦେଖି ନପାରି। ଆକାଶରେ ଚାନ୍ଦ ସରରେ କୁମୁଦ ସମ୍ପର୍କ ନିବିଡ଼ ତର ବେଳାଠୁଁ ସାଗର ନହୁଏ ଅନ୍ତର ସାଥି ଦୁହେଁ ଦୁହିଁଙ୍କର। ଦିନ ସାଥି ରାତି ନଛାଡ଼େ ତା କତି
Read More
33 total views, 1 views today
ଦୁହିତା କନ୍ୟାଟିଏ ସତେ ଦୁଇ କୁଳ ହିତେ କରି ଥାଏ ତା’ର ଜୀବନେ ବ୍ରତ, ଦୁଇ କୁଳେ ଲଢ଼ି ଆଗେ ଯାଏ ବଢ଼ି ଦୁହିତା ନାମରେ ହୁଅଇ ଖ୍ୟାତ। ଛୋଟ ବେଳେ ପିତା ମାତା ଅନୁସୃତା ଭାଇଭଗ୍ନୀ ସଖା ସୋଦର ମାନି, ସେନେହ ସରାଗ ଶ୍ରଦ୍ଧା ଅନୁରାଗ ସେବା ସମର୍ପଣ ଭାବନା ଘେନି, ଅମୃତ
Read More
31 total views, 1 views today
ହେ ଈଶ୍ବର ଏ ଧରା ଅଟେ କି ସୁନ୍ଦର ତାହାକୁ ରଚିଲେ ଈଶ୍ବର। ପାଦପେ ସବୁଜିମା ଚିର ଫୁଲରେ ରଂଗର ଭଣ୍ଡାର। ସୁଗନ୍ଧ ଦେଲ ନାନାଜାତି ବାସ ଛୁଟାନ୍ତି ଦିନରାତି। ପବନ ମନ୍ଦ ମନ୍ଦ ବହେ ସୁରୁଜ ଆଲୋକ ଦେଖାଏ। ଶୀତଳ କିରଣ ଚାନ୍ଦର ତାରା ଚମକେ ନଭ ପର। ନଦୀ ଯେ କୁଳୁକୁଳୁ ବହେ ଝରଣା
Read More
48 total views, 3 views today
ବିଶ୍ବ ମହିଳା ଦିବସ ପ୍ରାଚିର ପତ୍ରରେ କିଲାଭ ଏଥିରେ ସଭାସମିତିକୁ କରି ଭାଷଣ ବାଜିରେ ପେଟତ ନପୁରେ ମିଛେ ପକାଉଛ ହୁରି। ନାରୀଙ୍କୁ ସମ୍ମାନ ଦିଅନ୍ତି ଭାଷଣ ନାରୀଙ୍କୁ ଧର୍ଷଣକରି ଧରାପଡ଼ିଯିବ ତାହାଙ୍କ ସ୍ବଭାବ ଜଳାଇ ଦିଅନ୍ତି ମାରି। ନାରୀଙ୍କ ନାମରେ ଯୋଜନାକୁ କରେ ଲୁଣ୍ଠିତା ହୁଅଇ ନାରୀ ଧନ୍ୟ ୟାଙ୍କ ନୀତି ଫୁଲାଇଣ ଛାତି ମାରୁଥାନ୍ତି
Read More
31 total views, 2 views today
ଆସ ପାଳିବା ମହିଳା ଦିବସ ସେନେହ ସାଗର ପ୍ରୀତିର ମନ୍ଦିର ନାରୀ ତୁ ଜଗତ ଜିତା ତୋ ପାଇଁ ଦୁନିଆ ସଂସାର ସର୍ଜନା ଦୁଇ କୁଳକୁ ତୁ ହିତା। ମାଆ ମମତାରେ ଭଗିନୀ ସ୍ନେହରେ ପତ୍ନୀର ତ୍ଯାଗ ପ୍ରୀତିରେ କନ୍ଯା କଥାରେ ପ୍ରେମିକା ପ୍ରେମରେ ଉଭା କରୁଣା ରୂପରେ। ଚଂଚଳା ଚପଳା ତୁହି ଲଜ୍ଜ୍ଯାଶୀଳା ତୁହି ଜଗତ
Read More
52 total views, 2 views today
ମରୀଚିକା ସକାଳ ତାଜା ପବନର ଶୀତଳ ଧକ୍କା ଫୁ ଫୁ ଶବ୍ଦରେ ତତଲା ଚାହାର ଆସର ପୁଣି ଆରମ୍ଭ ନୁଆ ଜଂଜାଳର ସରୁ ତାଲିକା ବେଳେ ବେଳେ ଘଟିତ ନାଟକର ଅବେଳ ଆକାର….. ଜିତିବାର ମାଦକତା ରେ ଜୀବନର ସୂତ୍ରପାତ କେବେ ପେଟର ଦାଉ ପୁଣି ବିଳାସର ସୌକ ସତରେ ପୁଣି କେବେ ସବୁ ମାୟାରେ
Read More
45 total views, 1 views today
ଆଖିଏ ସପନ ଆଖିରେ ଆଖିଏ ସପନ ଦେଇଛ ଛୁଇଁ ଯାଏ ସେ ଗଗନ ଅସରନ୍ତି ଝିଲିମିଲି ତାରା ପରି ଝଲକାଇ ଦିଏ ମନ। ତୁମରି ସୃଷ୍ଟିର ପଟାନ୍ତର ନାହିଁ ଶୋଭାରେ ସେ ଭରପୁର ସଜଫୁଟା ଫୁଲ ସୁବାସିତ ବାସ୍ନା ସପନେ କରେ ବିଭୋର। ମଞ୍ଜିଟିଏ ଯେବେ ଚାରାଟିଏ ହୋଇ ଧିରେ ବଢ଼ି ବୃକ୍ଷ ହୁଏ ଫୁଲ ଫଳେ
Read More
59 total views, 2 views today
କବିତା କବିର କଳ୍ପନା ମନର ଭାବନା ଅନ୍ତ ସଲୀଳାର ଧାରା ସୁକୁମାର ଭାବ ମନର ଉଦବେଗ ପ୍ରାଣ ମନ୍ଦାକିନୀ ପରା। ପ୍ରୀତିମୟ ଭାବ ଗୀତିମୟ ସ୍ବର ଚେତନାର ଚୌହଦୀରେ ଉଦବେଳିତ ପ୍ରବାହିତ ଗୀତିକା ଭାବନାର ପ୍ରାଚୁର୍ଯ୍ୟରେ। କଳ କଲ୍ଲୋଳିନୀ ହେ ମଧୁଭାଷିନୀ ଶାଶ୍ବତ ପ୍ରେମର ଗାଥା କଳ୍ପନାର ଇନ୍ଦ୍ରଜାଲେ ଛନ୍ଦାୟିତ କବିର ମନର ବ୍ଯଥା। ମାଧୁର୍ଯ୍ୟ ମହକେ
Read More
53 total views, 2 views today
ସନ୍ଦେଶ ସଂଜୀବନୀ ଜୀବନ ଯୁଦ୍ଧ ନିଜର ଜୀବନ ଯୁଦ୍ଧ ହିଁ ତ ନିଜେ ନିଶ୍ଚେ ଲଢିବାର ଶକ୍ତି ମନୁଷ୍ୟ ତଥାପି ଇଚ୍ଛାକୁ ମାରେନା ଇଚ୍ଛା ବି ଦିଏନା ଶାନ୍ତି । *ଇଚ୍ଛାର ପୂର୍ତ୍ତି* ଇଚ୍ଛାର ପୂରଣ ନହେଲେ ମନରେ ବଢଇ କ୍ରୋଧଟି ପରା ଇଚ୍ଛାର ପୂର୍ତ୍ତିରେ ଲୋଭ ଅତିଶୟ ଜୀବନ ଯାପନ ଧାରା। *ଜରୁରତ୍* ଜୀବନ ସଂଗ୍ରାମେ
Read More
43 total views, 1 views today
ଫଗୁଣ ଫଗୁଣ ଫେଇଛି ପ୍ରୀତି ର ପସରା ବସନ୍ତ ର ପ୍ରତ୍ୟୁଷ ରେ, ମଳୟ ବଳୟେ ଅମିୟ ପ୍ରବାହ ସୃଷ୍ଟି ଆଉ ସମଷ୍ଟିରେ. ଲାଲୀମା ମଞ୍ଜୁଳ ଲାବଣ୍ୟ ଲାଳିତ୍ୟ ଶିମୁଳି ର ପରିପାଖ, ଲୋଭା ବନ ତୋଟା ସୁଦୃଶ୍ୟ ବିପଠା ପଳାଶ ଅଙ୍ଗେ ପାବକ. ରମଣୀୟ କାନ୍ତି ନବ ପଲ୍ଲଵନେ ବିମୁଗ୍ଧା ବିଭୋରା ଧରା, ମେଘାମ୍ବରୀ ପାଟେ
Read More
41 total views, 1 views today
ଚିଠିଟିଏ ଶୁଭ ସକାଳରେ ଶୁଭ ସକାଳରେ ଲେଖୁଛି ଏ ପତ୍ର ଶୁଣିମା ହେଉ ସାଆନ୍ତେ ଚାହୁଁଚି ଯୁଆଡେ ଜଞ୍ଜାଳ ସର୍ବତ୍ର ତୁମେ ରକ୍ଷାକର୍ତ୍ତା ଏଥେ ହେଇ ପାରିଵିନି ଦାସିଆ ବାଉରୀ ହେବିନି ବି ଜ୍ଞାନୀ ଅର୍ଜୁନ ଭାବୁଛି ତୁମକୁ ସକାଳରେ ଖାଲି ଦିଅ ସଂସାରର ଜ୍ଞାନ ଜ୍ଞାନ କୌଶଳର ତୁମଠୁ କୁଶଳୀ ଆଉ କିଏ
Read More
32 total views
ରହସ୍ୟ କୋଠାରୀ ସୂର୍ଯ୍ୟୋଦୟ ର ସୁନେଲି କିରଣ ଛପର ଘର କୁ ଛୁଇଁ ଯେବେ ପ୍ରତିବିମ୍ବିତ ହୁଏ ଆଲୋକ ର ରଶ୍ମି , ସେବେ ସେବେ ସକାଳ ର ପହିଲି ଦୃଶ୍ୟ ଉଇଁ ଆସେ ସମସ୍ତ ଙ୍କ ଆଖି ସାମ୍ନା କୁ l ଏ କିପରି ଅଲୌକିକ ଶକ୍ତି ଭଳି ମନେ ହେଲେ ମଧ୍ୟ ବିଶ୍ଵାସ ହୁଏ
Read More
50 total views
ଦେବଦୂତ ବାବୁଲା ବର୍ଷାରେ ଭିଜି ଭିଜି ଚଣା ପାଇଁ ଅଳି କରୁଥିବା ଭୋକିଲା,ଲଙ୍ଗଳା ପାଞ୍ଚ ଛଅ ବର୍ଷର ଶିଶୁ ବାବୁଲା,ଯେମିତି ବାସ୍ତବ ଦୁନିଆକୁ ବାହାରିଆସିଛି। ବର୍ଷାରେ ଭିଜି ସ୍କୁଟର ପାଖକୁ ଆସିବା ବେଳେ ପୋଟ୍ରେଟ୍ ପାଣିରେ ପଡ଼ିଯାଇଛି । ସଙ୍ଗେ ସଙ୍ଗେ ଲୋକମାନେ ଘେରିଗଲେ ବାବୁଲାକୁ, ଆଉ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲେ “କିଏ ତୁ
Read More
50 total views