March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Jan
2023
11

ହୃଦୟ ସ୍ୱରରେ — ସୁଜାତା ରାଉତ

ହୃଦୟ ସ୍ୱରରେ   କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ, ତୋଭିତରେ ଥାଇ ତତେ କହୁଥାନ୍ତି ଆସିଥାନ୍ତି ଅନୁଭବେ l କେଉଁଠି ରୁହନ୍ତି ମନ ଖୋଜୁଥାଏ ଖୋଜନ୍ତି ସାଧକ ଗଣ, ଭେଟ ହୁଏନାହିଁ ଏମିତି ଖୋଜିଲେ ସରିସରି ଯାଏଦିନ l ତପ ସାଧିଛନ୍ତି ଅନେକ ସାଧକ ବାଧକ ହୋଇଛି ମନ, ହୃଦୟ ତଟରେ ଭେଟି ପାରିଛନ୍ତି

Loading

Jan
2023
10

ଅନ୍ତର ବେଦନା — ଜୟ କୁମାର ମିଶ୍ର

“ଅନ୍ତର ବେଦନା”   ହୁଅ ସଚେତନ, ଦୂରୁ ସାଵଧାନ ଦେଖି ସବୁ ହାବଭାବ, ସାରୁଟି ଭିତରେ, ମାରୁ ଘର କରେ ସବୁ ଶ୍ରମ ବୃଥା ହେବ ll(1) ଅତି ଆପଣାର, କରିଦେଲେ ପର କରି ସେତ ହତାଦର, ମନ ଦୁଃଖ ବଢ଼େ, ଅଭିମାନ ସଢ଼େ ହୋଇ କେତେ ହାଃ-ହାଃ କାର ll(2) ଅଖା ଧୋଉଥିବ, ଗୁଣ ଗାଉଥିବ ଭାଳି

Loading

Jan
2023
8

ଶୀତ ଆସିଛି — ମିନତି

ଶୀତ ଆସିଛି   କୁଲକୁଲିଆ ଉତ୍ତରା ସହ ମଞ୍ଜ ଥରା ହେମାଳ.. ଗବାକ୍ଷ ଦରଜା ଫାଙ୍କରୁ ଧସେଇ ପଶେ, ହାଡ଼ ଗୁଡ଼ ପିଞ୍ଜରା ସହ ଦାନ୍ତ ପାଟିର ଠକଠକ ଶବ୍ଦ, ରାସ୍ତା କଡ଼ର ବିନା ଛାତ ର ଜୀବନ ଦେହ କୁ ଦେହ ଘଷି ଉଷ୍ମତା ଶୋଷେ.   କୋତାରା ରେ ମୁହଁ ଦେହ ରୁ ଫାଳକ ଘୋଡେଇଲେ

Loading

Jan
2023
7

ଗରିବ ଚାଷୀର ଦୁଃଖ-ଅଙ୍କିତ କୁମାର ସ୍ୱାଇଁ

ଗରିବ ଚାଷୀର ଦୁଃଖ ଆସ ଆସ ହେ ଜଟିଆ ନଟିଆ ଖଳାରେ ପିଟିବା ଧାନ , ଧାନ ପିଟିଦେଇ ମାଲିକ ପାଖରୁ ଗୁଞ୍ଜିବା କିଛିଟା ଧନ | ଟଙ୍କା କିଛି ହେଲେ ପାଖରେ ଆମର କିଣିବା ଡ୍ରେଏସ ପ୍ୟାଣ୍ଟ , ଘୁଟୁ ଘୁଟୁ କରି ମେଳାକୁ ବି ଯିବା ଦେଖେଇ ଟିକିଏ ଛାଣ୍ଟ | ଚଷମା ବୁଉଟ ପିନ୍ଧିଦେଇ

Loading

Jan
2023
6

ମେଘ- ଅରୁଣ କୁମାର ମହାପାତ୍ର

ମେଘ ଅରୁଣ କୁମାର ମହାପାତ୍ର ଫେରିଛି ଗ୍ରୀଷମ ଥମୁଛି ଗରମ ଶୁଭୁଚି ଆଦ୍ୟ ଝଙ୍କାର ଆକାଶେ ଦିଶଇ ମାଳ ମାଳ ମେଘ ଧରିତ୍ରୀ ଚାହୁଁଛି ନୀର। ଫାଟି ଯାଇ ଧରା ଖୋଲି ଦେଇ ମୁହଁ ସତେକି ଆବେଗଭରେ ଦେଇଛି ଛାତିରୁ ସବୁ ଜଳ ରାଶି ଆଜି ଆଶା ବର୍ଷା ଧାରେ। କାହିଁକି କେଜାଣି ମେଘ ଆସେ ନେଇ ଭୟଂକର

Loading

Jan
2023
5

କୃଷ୍ଣ ବିନା ଅନ୍ୟ ଗତି ନାହିଁ- ଅଶୋକ କୁମାର ପତି

।। କୃଷ୍ଣ ବିନା ଅନ୍ୟ ଗତି ନାହିଁ।। କୃଷ୍ଣ ବିନା ଅନ୍ୟ ଗତି ନାହିଁ ଲୋ, ପ୍ରାଣ ସହୀ କୃଷ୍ଣ ବିନା ଅନ୍ୟ ଗତି ନାହିଁ ।0 କି ସୁନ୍ଦର ଦିଶେ କାହ୍ନା, ଅନା ଲୋ ସଜନୀ ଅନା, ଦ୍ବାପରେ ଆସିଲା ସେତ, ଅବତାର ନେଇ ଲୋ, ପ୍ରାଣସହୀ, କୃଷ୍ଣ ବିନା ଅନ୍ୟ ଗତି ନାହିଁ।1 ଵାଲ୍ୟ କାଳେ

Loading

Jan
2023
5

ଅକୁହା ଦୁଃଖ-ଜୟ କୁମାର ମିଶ୍ର

ଅକୁହା ଦୁଃଖ ******************* ଘର ଓ ଘରଣୀ, ପତି ଓ ପତିନୀ ଗୋଟିଏ ମୁଦ୍ରାର ଦୁଇ, ଏକା ଘରଟିରେ , ନିବାସ ପାତର ନଖ ମାଂସ ସରି ହୋଇ ll ଦୁହିଁଙ୍କ ମନଟି, ହୋଇଲେ ଏକାଠି ବଢ଼େ ପ୍ରଗତିର ବାଟ, ହୁଅଇ ସମୃଦ୍ଧି, ସୁଖ ଭୋଗ ବୃଦ୍ଧି ଶାନ୍ତିଟି ହୁଅଇ ଭେଟ ll ପୁଅ, ଝିଅ, ସାଥେ, ଭାଇ

Loading

Jan
2023
5

ରାସ୍ତା-ମନୋଜ କୁମାର ଦାସ

ରାସ୍ତା ଅନେକ ରାସ୍ତା ସାମ୍ନାରେ ଆଖି ପାଉନାହିଁ ଆକଳନ କରିବା କଷ୍ଟ ଲମ୍ବିଛି କେଉଁଠୁ କେଜାଣି ସୀମା, ପରିସୀମା କେତେ ରାସ୍ତା ହିଁ ଜାଣେ l ଅଥଚ ସେ ରାସ୍ତାର ସାଧାରଣ ନିରୋଳା ପଥିକଟିଏ କେତେ ଆଶା ବିଶ୍ୱାସ ଭରସା ପଡି ଉଠି ଚାଲୁଛି ପଥ ରାସ୍ତା ଅନୁଭବ କରିଛି କଷ୍ଟ l ତଥାପି କହି ପାରେନି ସେ

Loading

Jan
2023
5

ଉତ୍କଳ ସନ୍ତାନ-ଶିବ ସେଠୀ

ଉତ୍କଳ ସନ୍ତାନ ବୀରପ୍ରସବିନୀ ତଟିନୀ ମାଳିନୀ ଧନ୍ୟ ମୋ ଉତ୍କଳ ଭୂଇଁ ମହୋଦଧି କୂଳେ ନୀଳାଚଳ ଧାମେ ବସିଛି ଜଗତ ସାଇଁ । ଭଗ୍ନ କୋଣାରକ ଜୟଗାନ କରେ ଅତୀତର ମହାକୀର୍ତ୍ତି ତମାଳ ତାମ୍ବୁଳ ନାରିକେଳ ବନେ ସୁଶୋଭିତ ଦିଶେ ମହୀ । ଧନ୍ୟ ସେ ଚିଲିକା ଧନ୍ୟ ଚନ୍ଦ୍ରଭାଗା ଧନ୍ୟ ମୋ ଉତ୍କଳ ଭୂଇଁ ଚିର ସ୍ରୋତା

Loading

Jan
2023
5

ଏମିତି ସମୟ-ମନୋଜ କୁମାର ଦାସ

ଏମିତି ସମୟ ମନୋଜ କୁମାର ଦାସ ସମୟର ଖେଳ ଅପେକ୍ଷା କରେ ନାହିଁ ତା ‘ ଜୀବନରେ ସେ ନିର୍ଭୁଲ, ନିର୍ଘଣ୍ଟ ପରିବର୍ତ୍ତନର ପଥରେ କ୍ୟାଲେଣ୍ଡରରେ ପଞ୍ଜିକାରେ ଭାଗ୍ୟ ରେଖାରେ l କଦାପି ଭାବନି ଛାଇ ଆଲୁଅର ଖେଳ ଏଇ ନିୟତିର ନିୟମ ସମୟ କାହାକୁ ଅପେକ୍ଷା କରେ ନାହିଁ ପଛକୁ ଫେରିନାହିଁ ଜୀବନେ l ସମୟ ବୁଝିଛି

Loading

Nov
2022
14

ବାପୁ ତୁମେ ଫେରି ଆସ — ମମତା ସାଉ

ବାପୁ ତୁମେ ଫେରି ଆସ ——————–   ବାପୁ ତୁମେ ଫେରି ଆସ ତୁମରି ଦେଶକୁ ଝୁରୁଛି ପରା ଏ ମନ ଅହିଂସା ନୀତିକୁ।।   ତୁମ ସପ୍ନ ରାମରାଜ୍ୟ କୁଆଡେ ହଜିଛି ଦୁରାଚାର ଭଷ୍ଟାଚାର କାୟା ବିସ୍ତାରିଛି।।   ଅନ୍ୟାୟ ଅନୀତି ପୁଣି କେତେ କୂଟନୀତି ଆମରି ହୃଦୟେ ପରା ଘର କରୁଅଛି।।   ଫେରିଆସ ବାପୁ

Loading

Nov
2022
14

ହେ ମୃତ୍ୟୁ — ପୂଜାରାଣୀ ନାୟକ

ହେ ମୃତ୍ୟୁ   ଜୀବନର ଶେଷେ କିଏ ଆସୁ କି ନଆସୁ ତୁମେ ତ ନିଶ୍ଚିତ ଆସିବ ଶବଟେ ଚାଲିଗଲା ସଭିଏଁ କହୁଥିବେ ତୁମେ ମୁରୁକି ହସୁଥିବ।।   ସଂସାରରେ ସବୁ ମିଛ ମୋହମାୟା ତୁମେ ହିଁ ଚିରନ୍ତନ ସତ୍ୟ ଆଶା ଫୁଲ ସବୁ ମଉଳିବା ଆଗରୁ ତୁମେ ଆସିଯାଅ ନିତ୍ୟ।।   କେବେ ସାଦର ସମ୍ମୋହନ ତୁମେ

Loading

Nov
2022
9

ହସି ହସି ବେଦମ୍  — ସବିତା ପଟ୍ଟନାୟକ 

ହସି ହସି ବେଦମ୍  —————– ହସି ହସି ବେଦମ ମୁଁ ଆଜି ଲୁଚା ଲୁହ ତଳେ  ଖେଳେ ଦୁଃଖ ର ବାଜି ହସ ଆସିଛି ମୋ ଅତିଥି ସାଜି ଲୁହ ର ଆଗରେ ହସ ରହିବାକୁ ହୋଇଛି ରାଜି ମିଛଟାରେ ରହିବ ଅଭିନୟ ସାଜି ହସି ହସି ବେଦମ ମୁଁ ଆଜି ..  ହସି ହସି ବେଦମ ମୁଁ

Loading

Nov
2022
5

ଭକ୍ତି ରସ — ପ୍ରୀତିରଞ୍ଜନ ନାୟକ

ଭକ୍ତି ରସ (ଛନ୍ଦ:-ଚୋଖି)                    (ଶବ୍ଦ ଅଳଙ୍କାର ସହ ଅର୍ଥ ଅଳଙ୍କାର ପ୍ରୟୋଗ)   କର ପାତି ମାଗେ ପ୍ରଭୁ କର ଦୂର ଦୁଃଖ ସବୁ କାହିଁକି ବିଷାଦ କର ମୁଁ କିବା ଜାଣେ? କେତେ ସହିବି ଏ ଦୁଃଖ କେତେ ଲୁହ ସବୁ ଦେଖ କରୁଛି

Loading

Nov
2022
4

ଅଧା ରହିଗଲା ରାଧା କାହାଣୀ — ମନ୍ମୟୀ ମହାପାତ୍ର 

ଅଧା ରହିଗଲା ରାଧା କାହାଣୀ      ମୁଁ ନୁହେଁ ଦ୍ବାପର ଯୁଗର କୃଷ୍ଣ ପ୍ରେମରେ ପାଗଳ ହୋଇଥିବା ରାଧା ହେଲେ ରାଧା ପରି ମୋ କାହାଣୀ ବି ଅଧା ରହିଗଲା .. ବାସ୍ ଅପେକ୍ଷା ରେ ଅପେକ୍ଷା ରେ … ହେଲେ କୃଷ୍ଣ ଆଉ ଫେରିଲେନି…… ଦିନେ ମୁଁ ଆଉ ମୋ ସାଙ୍ଗ ମାନେ ମିଶି କଲେଜ

Loading