April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
31

ତୁ –  ମନୋଜ କୁମାର ଦାସ

ତୁ   ତୁ ବିଶ୍ୱାସରେ ବିଶ୍ୱସ୍ତରେ ଅତ୍ମୀୟତାରେ ସମର୍କର ସମୀକରଣରେ l ତୁ ସୁଖରେ ଦୁଃଖରେ ନିଶ୍ୱାସରେ ଅତୀତ ବର୍ତ୍ତମାନଭବିଷ୍ୟତରେ l ତୁ ବିନ୍ଦୁ ନଦୀ ସାଗର ସମସ୍ତ ଜୀବନର ଉତ୍ସ l ତୁ ବିସିକେଶନ ଅଲିଅଳି ମଥାରଖେ ପାଦତଳେ ତୁ ପରା ମାଆ l   ମନୋଜ କୁମାର ଦାସ ଆଳିଜଙ୍ଗା, କେନ୍ଦ୍ରାପଡ଼ା

Loading

Jan
2023
19

ଦୋଷ ଦିଅ ନାହିଁ – ମନୋଜ କୁମାର ଦାସ

ଦୋଷ ଦିଅ ନାହିଁ   ହେ ସମୟ କେମିତି ବିତୁଛି ଏ ମଣିଷ ଜୀଵନ, କେବେ ପଚାରି ବୁଝିଛୁ ଭଲ ମନ୍ଦ ଖବର ତୁ କୁଆଡେ ଏମିତି ବ୍ୟସ୍ତ ଅପେକ୍ଷା କରୁନାହୁଁ ଜୀବନେ ପଛକୁ ଫେରି ବୁଝିବାକୁ l ଈଶ୍ୱର ଗଢ଼ିଛନ୍ତି କେମିତି ଅନ୍ୟ ମାନଙ୍କ ଠାରୁ ଭିନ୍ନ ଜାତକରେ ନାହିଁ ପଛକୁ ବଢ଼ିବାରେ ଧର୍ମ କର୍ମ ଆଗକୁ

Loading

Jan
2023
8

ମୋ ଗାଁ – ମନୋଜ କୁମାର ଦାସ

ମୋ ଗାଁ   ମୋ ଗାଁ ଛୋଟ ତାର ସୀମା ପିଲାଦିନୁ ଦେଖିଛି ରୂପ, ଯୌବନ, ମାଦକତା ରଙ୍ଗ ବେରଙ୍ଗ ରେ ଦେହ ନକ୍ସାରେ ଛବିଟି ପ୍ରତୟ ଯାହା ଦେହେ ବହୁଛି ଗୋବରୀ ନଦୀର ଜଳ l ମୋ ଗାଁ ଭାରି ସୁନ୍ଦର ଲାଗେ ପାଖେ ପାଖେ ଲାଗିଛି ବିସ୍ତିର୍ଣ୍ଣ ଚାଷ ଜମିର ପସରା ସୁଜଳା ସଫଳା ମାଟିରୁ

Loading

Jan
2023
7

ପ୍ରତାରଣା-ମନୋଜ କୁମାର ଦାସ

ପ୍ରତାରଣା ସୌଜନ୍ୟତା ଭିନ୍ନ ଦୃଷ୍ଟିକୋଣ ସ୍ୱାର୍ଥ ବିରୋଧୀ ମତ ସମ୍ପର୍କ ଦୁନିଆକୁ ଟାଣିନିଏ ମାନବ ସମାଜର ବ୍ୟକ୍ତିତ୍ୱ l ଆତ୍ମବିଶ୍ୱାସ ବଢ଼ିଯାଏ ମଜବୁତ ହୁଏ ସମର୍କର ମହାନତା ଏକ ସୂତ୍ରୀରେ l ସମୟ ଏମିତି ଆସେ ପର ବୁଦ୍ଧି ପ୍ରଳୟରେ ସ୍ୱାର୍ଥବାଦୀ ମଣିଷ ଅନ୍ଧକାର ଭିତରେ ହଜି ଭୁଲିଯାଏ ସମ୍ପର୍କର ମହତ୍ୱ ବନ୍ଧୁତ୍ୱର ପରାକାଷ୍ଠା ସବୁ ଖାଲି ପ୍ରତାରଣାର

Loading

Jan
2023
5

ରାସ୍ତା-ମନୋଜ କୁମାର ଦାସ

ରାସ୍ତା ଅନେକ ରାସ୍ତା ସାମ୍ନାରେ ଆଖି ପାଉନାହିଁ ଆକଳନ କରିବା କଷ୍ଟ ଲମ୍ବିଛି କେଉଁଠୁ କେଜାଣି ସୀମା, ପରିସୀମା କେତେ ରାସ୍ତା ହିଁ ଜାଣେ l ଅଥଚ ସେ ରାସ୍ତାର ସାଧାରଣ ନିରୋଳା ପଥିକଟିଏ କେତେ ଆଶା ବିଶ୍ୱାସ ଭରସା ପଡି ଉଠି ଚାଲୁଛି ପଥ ରାସ୍ତା ଅନୁଭବ କରିଛି କଷ୍ଟ l ତଥାପି କହି ପାରେନି ସେ

Loading

May
2022
21

ଏମିତି ଜୀଵନ — ମନୋଜ କୁମାର ଦାସ

ଏମିତି ଜୀଵନ ମନୋଜ କୁମାର ଦାସ   ଜନ୍ମରୁ ମୃତ୍ୟୁ ଜୀଵନ ଚଲାପଥରେ କେତେ ଖାଲ ଢିପ ଝଡ ଝଞ୍ଜା ଦେଖା ଦିଏ ସେ ଯନ୍ତ୍ରଣା କଷ୍ଟକୁ ପିଠିରେ ପକାଇ ଆଗକୁ ଆଶା ନେଇ ବଢେ l ଏମିତି ଜୀଵନ ବଞ୍ଚୁଥାଏ ଜୀଵନ ଭିତରେ କେବେ ପ୍ରଶଂସାତ କେବେ ଅପନିନ୍ଦା ମୁଣ୍ଡେର ପଥ ଚାଲିବାକୁ ହୁଏ, ଛାତିକୁ ପଥର

Loading

May
2022
13

ନାରୀ — ମନୋଜ କୁମାର ଦାସ

ନାରୀ ମନୋଜ କୁମାର ଦାସ   ପରିବର୍ତ୍ତନଶୀଳ ଦୁନିଆ ଦିନ ଥିଲା ଝିଅ ଜନ୍ମହେଲେ ଘରେ ଖୁସିର ଲହରୀ ଖେଳେ ।   ସେହି ଝିଅ ଛୋଟରୁ ବଡ଼ ହୁଏ ଶାଶୁ ଘର ଯିବା ଜୀଵନର ଲକ୍ଷ୍ୟ ନାରୀ ଭୂମିକାରେ ହୁଏ ଅବତୀର୍ଣ୍ଣ ।   ସେ ଏମିତି ସାଜିଥାଏ ଜୀବନେ ଦୁନିଆ ଆଖିରେ ମା ‘, ଭଗିନୀ,

Loading

Apr
2022
27

ସାହିତ୍ୟ ମୋ ଜୀଵନ ସାଥୀ — ମନୋଜ କୁମାର ଦାସ

ସାହିତ୍ୟ ମୋ ଜୀଵନ ସାଥୀ ମନୋଜ କୁମାର ଦାସ ଅଡୁଆ ଲାଗିପାରେ କଥାଟା ଯାହା କହୁଛି ସତ କହୁଛି କବି ନୁହେଁ କି ଲେଖକ ନୁହେଁ ସାହିତ୍ୟ ପ୍ରେମୀ ମଣିଷଟିଏ ପେସାରେ ସମ୍ପୂର୍ଣ୍ଣ ବେକାର l   ଭଲ ପାଏ ମୋ ଭାଷାକୁ ମା ‘ମାଟି ପାଣି ପବନକୁ ମଣିଷ ଜନ୍ମ ସାର୍ଥକ ଜୀଵନ ସମାଜ ପାଇଁ କିଛିଟା

Loading

Apr
2022
5

*ମୁଁ ଓଡ଼ିଆ – ମନୋଜ କୁମାର ଦାସ*

      *ମୁଁ ଓଡ଼ିଆ* ମନୋଜ କୁମାର ଦାସ *************** ଉତ୍କଳ କେବେ ପଚାରିଛୁ ଭଲ ପାଏ କେତେ ଆଜିର ଦିନରେ ନୁହେଁ ୮୭ ବସନ୍ତର ଗତିରେ ଓଡ଼ିଆ ହୋଇ ଗର୍ବ କରେ l   ଓଡ଼ିଆ ଭାଷା ସଂସ୍କୃତି ପରମ୍ପରା ଉଣେଇଶ ଛତିଶ ମସିହା ଏକ ତାରିଖ ଆମ ପାଇଁ ସ୍ମରଣୀୟ ସ୍ୱାଧୀନ ଆଣିଲା ଓଡିଶା

Loading

Dec
2021
9

*ପ୍ରୀତି ଫୁଲ ଟିଏ – ମନୋଜ କୁମାର ଦାସ*

ପ୍ରୀତି ଫୁଲଟିଏ      ମନୋଜ କୁମାର ଦାସ *****†****†****†**** ତୁମେ ଯାହା ଭାବୁଛ ବିଲକୁଲ ସେଇଆ ନୁହେଁ କେବଳ ପ୍ରୀତି ଫୁଲଟିଏ l   ମୁଁ ନୁହେଁ ସୁବାସିତ ଫୁଲ ଚମ୍ପା, କେତକୀ, ରଜନୀଗନ୍ଧା କାହିଁକି କେଜାଣି ପଡିଛି ପ୍ରେମ ବନ୍ଧନରେ ବନ୍ଧା l   ମୁଁ ନୁହେଁ ସୁନ୍ଦରୀ ରମଣୀ ମେନେକା, ରମ୍ଭା, ଉର୍ବଶୀ କାହିଁକି

Loading

Dec
2021
2

*ମରିଚିକା – ମନୋଜ କୁମାର ଦାସ*

                  ♣ମରୀଚିକା♣             ♣ ମନୋଜ କୁମାର ଦାସ♣ ସ୍ବପ୍ନରେ ଭାବିଥିଲି ଯାହା ପ୍ରତିଫଳନ ହେବ ସାମ୍ନାରେ ଶୀତୁଆ ପାଗରେ ଧାଇଁ ଧାଇଁ ଅପେକ୍ଷାର ଅନ୍ତ ଘଟିଲା ନାହିଁ l କଥା ଦେଇଥିଲ ଭେଟ ପାଇଁ ଆସିବ ଆସିବ ବୋଲି

Loading

Nov
2021
21

*ମରିଯାଉଥିବା ଆଶା – ମନୋଜ କୁମାର ଦାସ*

ମରିଯାଉଥିବା ଆଶା ମନୋଜ କୁମାର ଦାସ ******************* ଆଶା ଭରସାର ଦୋଛକିରେ ଜୀବନର ଭାଗ୍ୟ ବାଟବଣା ମନ ତଳ କୋହ ବିସ୍ପୋରିତ ହୃଦୟର ଆବେଗ ମରିଯାଏ ନୟନରୁ ଲୁହ ବୁହେ ଧାରଧାର ସପନରେ ନିଦ ଭାଙ୍ଗିଯାଉଥାଏ l ଦୀନଦରିଦ୍ରର ଅକୁହା କାହାଣୀ ବୁଝିବାକୁ କିଏ ଅଛି ଏ ସଂସାରେ ହୃଦୟ ଖୋଜେ ସ୍ନେହର ପରଶ ବିଚିତ୍ର ଦୁନିଆରେ ତା’

Loading

Nov
2021
20

*ଏମିତିକା ମଣିଷ – ମନୋଜ କୁମାର ଦାସ*

ଏମିତିକା ମଣିଷଟେ •••••••••♪••••••••••••                   ମନୋଜ କୁମାର ଦାସ                     ••••••••••♠••••••••• ଜୀବନର ମାନେ ବୁଝିଲନି ବୁଢିଆଣୀ ଜାଲରେ ପଡିବା ବସ୍ତୁବାଦୀ ମଣିଷଟେ ସାଜି ଅବାଟରେ ଗତି କରିବାଟା ସଫଳତାର ମୂଲ୍ୟ ଜଣାତ l

Loading

Nov
2021
7

*ଭଙ୍ଗା ହୃଦୟର ଆତ୍ମଲିପି – ମନୋଜ କୁମାର ଦାସ*

ଭଙ୍ଗା ହୃଦୟର ଆତ୍ମଲିପି ମନୋଜ କୁମାର ଦାସ ****************** ରକ୍ତ ମାଂସ ହାଡ଼ରେ ଗଢ଼ା ଏ ମଣିଷ ଜୀବନର ପିଣ୍ଡ ଧରାପୃଷ୍ଟକୁ ଆସିଥାଏ ଏକା ମାଆ ମାଟି କୋଳ ମଣ୍ଡନରେ l ଦୁନିଆ ହାଟରେ ପାଦ ଥାପି ଚାଲିବାକୁ ହୁଏ ଅମଡ଼ା ପଥ ଜୀବନର ଲକ୍ଷ୍ୟ ଥାଏ ଅନେକ ସମୟର ସ୍ଥିତି କରେ ଛଳନା l କେମିତି ବୁଝିବ

Loading

Nov
2021
4

*ଦୁଇଟି ମିନି କବିତା – ମନୋଜ କୁମାର ଦାସ*

ଦୁଇଟି ମିନି କବିତା ମନୋଜ କୁମାର ଦାସ ***ଦୀପ **** ଦୀପଟିଏ ମାଟି କାଦୁରେ ସୃଷ୍ଟି ଜଳୁଥାଏ ଖୁସିରେ ନଥାଏ ମାନ ଅଭିମାନ ଚିରନ୍ତନ ସତ୍ୟ ନ୍ୟାୟ ପଥରେ ତମସାକୁ କରେ ଆଲୋକିତ କ୍ଷୁଦ୍ର ଜୀଵନ ଧାରଣ ଭୂମିକାରେ ଭକ୍ତ ଓ ଭଗବାନଙ୍କ ପାଇଁ । ++ମହମବତୀ ++ ମହମବତୀଟିଏ ଅନ୍ଧକାରରୁ ମୁକ୍ତିପାଇଁ ଜଳୁଥାଏ ନିତିଦିନ ତରଳିଯାଏ ବାସ୍ତବ

Loading

Oct
2021
28

*ଏଇତ ଜୀବନ – ମନୋଜ କୁମାର ଦାସ*

ଏଇତ ଜୀବନ  ମନୋଜ କୁମାର ଦାସ ************************** ଅଣନିଶ୍ୱାସୀ ଜୀଵନ ଚଲାପଥରେ ପଡିଉଠି ବହୁ କଷ୍ଟରେ ଲକ୍ଷ୍ୟ ନେଇ ଚାଲୁଛି କେହି ନାହିଁ ସାଥିରେ l ନିଜ ଆଖିର ଲୁହକୁ ପିଉଛି ପ୍ରତିଟି ମୁହୂର୍ତ୍ତେ କାହାକୁ କହିବି ଦୁଃଖ ସ୍ୱାର୍ଥପର ଦୁନିଆକୁ ଦୋଷ ଦେଇ କି ଲାଭ l ଆସୁ ପଛେ ଯେତେ ଝଡ଼ ଝଞ୍ଜା ନାନାଦି ଯନ୍ତ୍ରଣା

Loading

Jul
2021
31

*ନାରୀ ହିଁ ନାରୀ -ମନୋଜ କୁମାର ଦାସ*

ନାରୀ ହିଁ ନାରୀ ମନୋଜ କୁମାର ଦାସ ନାରୀ ନାରୀ ବୋଲିତ କଣ ଭାଙ୍ଗି ପଡୁଛ ଆଖିରୁ ଝରାଇ ଲୁହ ସବୁକିଛି ସହିବାର ଜଗତ ସୃଷ୍ଟି ପାଇଁ ଅତୁଳନୀୟ ଅବଦାନ ।   ପ୍ରତିଟି ମୁହୂର୍ତ୍ତେ ସାମ୍ନାକରୁ ଦୁଃଖ ଆଉ ଯନ୍ତ୍ରଣା ଏ ଦୁନିଆ କିଛି ବୁଝେନା ସମ୍ମାନ ବଦଳେ ଅପମାନ ନାରୀ ଜାତି ବୋଲିତ ଗର୍ବରେ ଫୁଲାଏ

Loading

Jul
2021
4

*ବାଟ – ମନୋଜ କୁମାର ଦାସ*

☄️ବାଟ☄️ ମନୋଜ କୁମାର ଦାସ   *************************   ଚାଲୁଛି ଚାଲୁଥିବି ଜୀବନର ବାଟ ବହୁଦୂର ଅମଡ଼ା ବାଟର ପଥିକଟିଏ ଖାଲଢିପ କଣ୍ଟକିତ ନଚାଲି ପାରିଲେ ଜୀବନରେ ଧୋକା ଜଳ ଜଳ ଦିଶେ l   ବାଟ ଚାଲିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ଈଶ୍ୱର ଦେଇଛନ୍ତି ଗୋଡ ଶକ୍ତି ଆଉ ସାମ୍ୟର୍ଥ ଆଶା ବିଶ୍ୱାସ ପାରି ହୋଇଯିବି

Loading

Nov
2020
20

ପରିଚୟ — ମନୋଜ କୁମାର ଦାସ

ପରିଚୟ      ମନୋଜ କୁମାର ଦାସ ବାରମ୍ବାର ପଚାରୁଛ ପରିଚୟ କୁହନ୍ତୁନା ମନରେ ରଖନା କିନ୍ତୁ କହି ଦିଅ ମନ ଖୋଲି । କହିଲେ କହିବ କହୁଛି ନ କହିଲେ କଣ ଛାଡ଼ ପାଉଛି ଯାହା କହିବି ସତ କହିବି ସତ ଛଡ଼ା ମିଛ କହିବି ନାହିଁ । ମୋ କଥାରେ ଏକମତ ହୁଅନ୍ତୁ ବା ନ

Loading