April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2022
18

*ଶିଶୁ -ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  *

*ଶିଶୁ* ******* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା   *************** କ୍ଷୁଦ୍ର ବୀଜଟିଏ ବର୍ଦ୍ଧିତ ହୋଇଲେ ମହାଦ୍ରୁମ ରୂପ ନିଏ ଜଳ ,ବାୟୁ ସହ ସୂର୍ଯ୍ୟାଲୋକ ପାଇ କ୍ରମେ ଅଙ୍କୁରିତ ହୁଏ। ମାଟି ମାଆ ସ୍ପର୍ଶ ଢାଳଇ ପୀୟୂଷ ଚାରାରୁ ଦିନେ ସେ ବୃକ୍ଷ କୁନି ହାତ, କୁନି ଆଖି, କୁନି ମୁଣ୍ଡ ଅସୀମ ସପନ କକ୍ଷ। କୁନି କୁନି ସବୁ

Loading

Nov
2022
18

*ମୁଖା – ଜ୍ଯୋତ୍ସ୍ନା ରାଣୀ ଜେନା  *

( ମୁଖା ) !!!!!!!!!!!!! ବାସ୍ତବତା ଯେଉଁଠି ଖାଇଅଛି ଧ୍ବକା ସ୍ବାଭିମାନ ଯେଉଁଠି ଲୁଣ୍ଠିତା ନିଃସଂଗତା ଚାରିଆଡେ ଯେଉଁଠି ଶୁନ୍ ଶାନ୍ ନିଃସ୍ତବତା ଜୀବନର ମାନେ ଏଠି କିବା ? କେବଳ ସତ ମିଛ ଖେଳରେ ଜୀବନ ଖାଲି ଗୋଟେ ମୁଖା ! ସେ ଅନ୍ଧ କି ବଧିର ନୁହେଁ , ମାତ୍ର ନିର୍ବାକ୍ ମୂକ । ଶୁଣାଇଁ

Loading

Nov
2022
18

*ଆମେ ଶିଶୁ – ଅଳକା ରଥ*

            ଆମେ ଶିଶୁ  ******************           ଅଳକା ରଥ   **************** ଶିଶୁ ଆମେ   କଳିକା ଯେ ଏ ଜାତିର କାନନେ ଭରା ବାସ ଆମ ପାଖେ ସୁରଭିର ସୋପାନେ  I ଆମେ ଭରିବୁ ହସ ପସରା ଆମେ ହାରିବୁ ଦୁଃଖର ଧାରା ଆମେ ରଖିବୁ ମାଆର  

Loading

Nov
2022
18

*ଶିଶିର – ନଳିନୀ ପ୍ରଭା ମିଶ୍ର *

ଶିଶିର ******** ନଳିନୀ ପ୍ରଭା ମିଶ୍ର ********** କ ଅ୰ଳ ଖରାରେ ଚିକିମିକି କରି ଘାସର ଦେହରେ ମାଖି ସକାଳର ଶୋଭା ଦେଇଛି ସଜାଇ ପ୍ରକୃତି କୁ ମନ ଲାଖି। ଅଳସେଇ ତନୁ କାକର ଭିଜେଇ ଶିଶିର ସ୍ନାତା ଏ ମହୀ ଗେଣ୍ଡୁଫୁଲ ହାର ସଜାଇ ଗଳାରେ ଆବାହନୀ ଉଠେ ଗାଇ। ପହିଲି ଶୀତଟା ଯାଉଅଛି ଛୁଇଁ ନିଆରା

Loading

Nov
2022
18

*ଉଜୁଡା ବସନ୍ତ -ବନଲକ୍ଷ୍ମୀ ମହାନ୍ତି*

ଉଜୁଡା ବସନ୍ତ ********* ଉଜୁଡା ବସନ୍ତ ଉଜାଡି ଦେଇଛି କଦମ୍ବର କୁଞ୍ଜବନ ମଥୁରାକୁ ଗଲେ କ୍ରୁର ସାଥିରେ କଳାକାହ୍ନୁ ଯେଉଁ ଦିନ।।   କୁଞ୍ଜବନ ପତ୍ରଝଡି ପଡିଲାଣି ଶୁଭୁନି କୋଇଲି ସ୍ବନ ଲତାକୁଞ୍ଜ ସବୁ ଶ୍ରୀହୀନ ହୋଇଛି ଝୁରେ ରାଧାରାଣୀ ମନ।।   ଗୋପାଙ୍ଗନାମାନେ ବିରଷ ମନରେ ଭାଳନ୍ତି କହ୍ନାଇ କଥା କାହ୍ନୁ ବିନା ସବୁ ଉଜୁଡି ଯାଇଛି

Loading

Nov
2022
18

*ମାଆଗୋ ବିରଜା- ଶକ୍ତିଦା ବିଷୋୟୀ*

ମାଆଗୋ ବିରଜା ***********   ଶକ୍ତିଦା ବିଷୋୟୀ ************ ମାଆଗୋ ବିରଜା ଉଡଇ ତୋ ଧ୍ବଜା ବୈତରଣୀ ତିରେ ବାସ ଜଗତ ଜନନୀ ଘେନମୋ ଦଇନି ଦିଅ ମା କୃପା ଆଶିଷ ।।   ତୋର ରୂପ କାନ୍ତି ଭକ୍ତ ଜନ ଆସି ନେତ୍ର ପୁରାଇ ଦର୍ଶନ କେତେ ଯେ ଗୁହାରି ମନେ ସୁମରନ୍ତି କର କାମନା ପୂରଣ।।

Loading

Nov
2022
15

*ତ୍ୟାଗ -ବନଲକ୍ଷ୍ମୀ ମହାନ୍ତି*

ତ୍ୟାଗ ******* ପିତା ମାତା ନିଜ ସନ୍ତାନ ପାଇଁକି ନିଜ ସୁଖ ତ୍ୟାଗ କରି ସନ୍ତାନକୁ ସବୁ ସୁଖ ଦେଇଥାନ୍ତି ନିଜେ ଲହୁ ଲୁହ ବରି।।   ତ୍ୟାଗ ତାଙ୍କ ସବୁ ପାଣି ଫାଟିଯାଏ ବୃଦ୍ଧାବସ୍ଥା ଯେବେ ଆସେ ଗୃହ ତ୍ୟାଗ କରି ରହିବାକୁ ପଡେ ଶେଷରେ ଜରାନିବାସେ।।   ସାମ୍ପ୍ରତିକ ସମାଜରେ ବୂଝନ୍ତିନି ତ୍ୟାଗର ମୂଲ୍ୟ ଯେ

Loading

Nov
2022
15

*ସକାଳ ଜଣାଣ – କଳ୍ପନା ରାୟ*

ସକାଳ ଜଣାଣ ***********     କଳ୍ପନା ରାୟ  ********** ମନ ମୋର ଆଉ ଲାଗୁନି କେଉଁଠି ନେଇଯା ମୋତେ ତୁ ଶିରିମନ୍ଦିର ବାଇଶି ପାହାଚେ କରିଵି ମୁଁ ସ୍ତୁତି ଭାବିବିନି ଆଉ ଘର ପରିବାର   ତୋର ମନ୍ଦିରରେ ରଖିଛୁ ସଭିଙ୍କୁ ଆମ ଘରେ କାହିଁ ଲଗାଉ କଳି ଭଲ ଲାଗେ ହାତଯୋଡି ଡାକିବାକୁ ଭାବରେ ତୁ

Loading

Nov
2022
15

*ମଣିକ୍ଷେତ୍ର- ଡଃ ପ୍ରିୟମ୍ବଦା ସାମଲ*

*ମଣିକ୍ଷେତ୍ର* ***********    ଡଃ ପ୍ରିୟମ୍ବଦା ସାମଲ ***************** ପୁଣ୍ୟ ଭୂମି ଅଟେ ମୋ ଉତ୍କଳ ମାଆ ନଅ ଗୋଟି ପୁଣ୍ୟ କ୍ଷେତ୍ର ଦେବ ଭୂମି ଏହି ପୁଣ୍ୟ ଭୂମି ଏହି ତୁଳନା କେହି ନାହିଁତ। ପୁରୀ ଶଙ୍ଖ କ୍ଷେତ୍ର ପ୍ରଭୁ ଜଗନ୍ନାଥ ଜଗତର ସେତ ନାଥ ଭୁବନେଶ୍ୱର ତ ଅଟେ ଚକ୍ରକ୍ଷେତ୍ର ମନ୍ଦିର ମାଳିନୀ ଖ୍ୟାତ। ଗଦକ୍ଷେତ୍ର

Loading

Nov
2022
15

*ପ୍ରତିକ୍ଷା – ପ୍ରଞାମୟୀ ଶ୍ରୀମତୀ ମମତା ଶତପଥୀ*

🖌️🖌️🖌️ପ୍ରତୀକ୍ଷା🖌️🖌️🖌️ 🖌️🖌️🖌️🖌️🖌️🖌️🖌️🖌️ ଜାଣେ ମୁଁ ଜାଣେ ପ୍ରତିଶ୍ରୁତି ତୁମ ପାଣିର ଗାର ନେତାଙ୍କର ଫମ୍ପା ଆଓ୍ଵାଜ୍ ମଥାନର ଧୂଆଁ ତଥାପି——– କେଜାଣି କାହିଁକି ଅକଳନ ବିଶ୍ବାସରେ ପୂର୍ଣ୍ଣ ହୂଏ ଠିକ୍ ସେହି ମୁହୂର୍ତ୍ତରେ ଯେତେବେଳେ ପ୍ରଜାପତିଟିଏ ଫୁଲ ପାଖେ ଅଳି କରେ ତୁମେ ମୋ ଆଖିର ଠକ୍ ଠକ୍ ଝରନ୍ତା ଲୁହକୁ ଢକ୍ ଢକ୍ ପିଇ ଯାଅ ରାଣୀ

Loading

Nov
2022
5

*World festival , welcome poets- Ayaskant Mohapatra*

World Festival,welcome poets ……… …… ………………………….. Welcome poets,balloons,fancy dresses And food items all are ready,even Tea or coffee in morning and soft or Hard drink everything are ready. Ice cream, chocolate are also available. In book festival this is very important. Photo

Loading