ଦୁଇଟି ମିନି କବିତା
ମନୋଜ କୁମାର ଦାସ
***ଦୀପ ****
ଦୀପଟିଏ
ମାଟି କାଦୁରେ ସୃଷ୍ଟି
ଜଳୁଥାଏ ଖୁସିରେ
ନଥାଏ ମାନ ଅଭିମାନ
ଚିରନ୍ତନ ସତ୍ୟ ନ୍ୟାୟ ପଥରେ
ତମସାକୁ କରେ ଆଲୋକିତ
କ୍ଷୁଦ୍ର ଜୀଵନ ଧାରଣ ଭୂମିକାରେ
ଭକ୍ତ ଓ ଭଗବାନଙ୍କ ପାଇଁ ।
++ମହମବତୀ ++
ମହମବତୀଟିଏ
ଅନ୍ଧକାରରୁ ମୁକ୍ତିପାଇଁ
ଜଳୁଥାଏ ନିତିଦିନ
ତରଳିଯାଏ ବାସ୍ତବ ଅବସ୍ଥା
ନଥାଏ ଅଂହକାର ଭାବ
ଆୟୁଷ ସରିଆସେ ଧିରେ
ଜଳେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ।
#################
ମନୋଜ କୁମାର ଦାସ
807 total views, 1 views today
I am so grateful for your article.Really looking forward to read more. Really Great.
Im thankful for the blog post.Really looking forward to read more. Will read on…
I am so grateful for your article post.Thanks Again. Much obliged.
Im thankful for the blog post. Will read on…
I loved your blog post.Thanks Again.
I really liked your blog.Much thanks again.
Thanks so much for the post. Awesome.
This is one awesome blog. Will read on…
Thanks for sharing such a fastidious thought, paragraph is nice, thats whyi have read it fully