ହୃଦୟ ସ୍ୱରରେ କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ, ତୋଭିତରେ ଥାଇ ତତେ କହୁଥାନ୍ତି ଆସିଥାନ୍ତି ଅନୁଭବେ l କେଉଁଠି ରୁହନ୍ତି ମନ ଖୋଜୁଥାଏ ଖୋଜନ୍ତି ସାଧକ ଗଣ, ଭେଟ ହୁଏନାହିଁ ଏମିତି ଖୋଜିଲେ ସରିସରି ଯାଏଦିନ l ତପ ସାଧିଛନ୍ତି ଅନେକ ସାଧକ ବାଧକ ହୋଇଛି ମନ, ହୃଦୟ ତଟରେ ଭେଟି ପାରିଛନ୍ତି
Read More
“ଅନ୍ତର ବେଦନା” ହୁଅ ସଚେତନ, ଦୂରୁ ସାଵଧାନ ଦେଖି ସବୁ ହାବଭାବ, ସାରୁଟି ଭିତରେ, ମାରୁ ଘର କରେ ସବୁ ଶ୍ରମ ବୃଥା ହେବ ll(1) ଅତି ଆପଣାର, କରିଦେଲେ ପର କରି ସେତ ହତାଦର, ମନ ଦୁଃଖ ବଢ଼େ, ଅଭିମାନ ସଢ଼େ ହୋଇ କେତେ ହାଃ-ହାଃ କାର ll(2) ଅଖା ଧୋଉଥିବ, ଗୁଣ ଗାଉଥିବ ଭାଳି
Read More
ଶୀତ ଆସିଛି କୁଲକୁଲିଆ ଉତ୍ତରା ସହ ମଞ୍ଜ ଥରା ହେମାଳ.. ଗବାକ୍ଷ ଦରଜା ଫାଙ୍କରୁ ଧସେଇ ପଶେ, ହାଡ଼ ଗୁଡ଼ ପିଞ୍ଜରା ସହ ଦାନ୍ତ ପାଟିର ଠକଠକ ଶବ୍ଦ, ରାସ୍ତା କଡ଼ର ବିନା ଛାତ ର ଜୀବନ ଦେହ କୁ ଦେହ ଘଷି ଉଷ୍ମତା ଶୋଷେ. କୋତାରା ରେ ମୁହଁ ଦେହ ରୁ ଫାଳକ ଘୋଡେଇଲେ
Read More
ଗରିବ ଚାଷୀର ଦୁଃଖ ଆସ ଆସ ହେ ଜଟିଆ ନଟିଆ ଖଳାରେ ପିଟିବା ଧାନ , ଧାନ ପିଟିଦେଇ ମାଲିକ ପାଖରୁ ଗୁଞ୍ଜିବା କିଛିଟା ଧନ | ଟଙ୍କା କିଛି ହେଲେ ପାଖରେ ଆମର କିଣିବା ଡ୍ରେଏସ ପ୍ୟାଣ୍ଟ , ଘୁଟୁ ଘୁଟୁ କରି ମେଳାକୁ ବି ଯିବା ଦେଖେଇ ଟିକିଏ ଛାଣ୍ଟ | ଚଷମା ବୁଉଟ ପିନ୍ଧିଦେଇ
Read More
ମେଘ ଅରୁଣ କୁମାର ମହାପାତ୍ର ଫେରିଛି ଗ୍ରୀଷମ ଥମୁଛି ଗରମ ଶୁଭୁଚି ଆଦ୍ୟ ଝଙ୍କାର ଆକାଶେ ଦିଶଇ ମାଳ ମାଳ ମେଘ ଧରିତ୍ରୀ ଚାହୁଁଛି ନୀର। ଫାଟି ଯାଇ ଧରା ଖୋଲି ଦେଇ ମୁହଁ ସତେକି ଆବେଗଭରେ ଦେଇଛି ଛାତିରୁ ସବୁ ଜଳ ରାଶି ଆଜି ଆଶା ବର୍ଷା ଧାରେ। କାହିଁକି କେଜାଣି ମେଘ ଆସେ ନେଇ ଭୟଂକର
Read More
।। କୃଷ୍ଣ ବିନା ଅନ୍ୟ ଗତି ନାହିଁ।। କୃଷ୍ଣ ବିନା ଅନ୍ୟ ଗତି ନାହିଁ ଲୋ, ପ୍ରାଣ ସହୀ କୃଷ୍ଣ ବିନା ଅନ୍ୟ ଗତି ନାହିଁ ।0 କି ସୁନ୍ଦର ଦିଶେ କାହ୍ନା, ଅନା ଲୋ ସଜନୀ ଅନା, ଦ୍ବାପରେ ଆସିଲା ସେତ, ଅବତାର ନେଇ ଲୋ, ପ୍ରାଣସହୀ, କୃଷ୍ଣ ବିନା ଅନ୍ୟ ଗତି ନାହିଁ।1 ଵାଲ୍ୟ କାଳେ
Read More
ଅକୁହା ଦୁଃଖ ******************* ଘର ଓ ଘରଣୀ, ପତି ଓ ପତିନୀ ଗୋଟିଏ ମୁଦ୍ରାର ଦୁଇ, ଏକା ଘରଟିରେ , ନିବାସ ପାତର ନଖ ମାଂସ ସରି ହୋଇ ll ଦୁହିଁଙ୍କ ମନଟି, ହୋଇଲେ ଏକାଠି ବଢ଼େ ପ୍ରଗତିର ବାଟ, ହୁଅଇ ସମୃଦ୍ଧି, ସୁଖ ଭୋଗ ବୃଦ୍ଧି ଶାନ୍ତିଟି ହୁଅଇ ଭେଟ ll ପୁଅ, ଝିଅ, ସାଥେ, ଭାଇ
Read More
ରାସ୍ତା ଅନେକ ରାସ୍ତା ସାମ୍ନାରେ ଆଖି ପାଉନାହିଁ ଆକଳନ କରିବା କଷ୍ଟ ଲମ୍ବିଛି କେଉଁଠୁ କେଜାଣି ସୀମା, ପରିସୀମା କେତେ ରାସ୍ତା ହିଁ ଜାଣେ l ଅଥଚ ସେ ରାସ୍ତାର ସାଧାରଣ ନିରୋଳା ପଥିକଟିଏ କେତେ ଆଶା ବିଶ୍ୱାସ ଭରସା ପଡି ଉଠି ଚାଲୁଛି ପଥ ରାସ୍ତା ଅନୁଭବ କରିଛି କଷ୍ଟ l ତଥାପି କହି ପାରେନି ସେ
Read More
ଉତ୍କଳ ସନ୍ତାନ ବୀରପ୍ରସବିନୀ ତଟିନୀ ମାଳିନୀ ଧନ୍ୟ ମୋ ଉତ୍କଳ ଭୂଇଁ ମହୋଦଧି କୂଳେ ନୀଳାଚଳ ଧାମେ ବସିଛି ଜଗତ ସାଇଁ । ଭଗ୍ନ କୋଣାରକ ଜୟଗାନ କରେ ଅତୀତର ମହାକୀର୍ତ୍ତି ତମାଳ ତାମ୍ବୁଳ ନାରିକେଳ ବନେ ସୁଶୋଭିତ ଦିଶେ ମହୀ । ଧନ୍ୟ ସେ ଚିଲିକା ଧନ୍ୟ ଚନ୍ଦ୍ରଭାଗା ଧନ୍ୟ ମୋ ଉତ୍କଳ ଭୂଇଁ ଚିର ସ୍ରୋତା
Read More
ଏମିତି ସମୟ ମନୋଜ କୁମାର ଦାସ ସମୟର ଖେଳ ଅପେକ୍ଷା କରେ ନାହିଁ ତା ‘ ଜୀବନରେ ସେ ନିର୍ଭୁଲ, ନିର୍ଘଣ୍ଟ ପରିବର୍ତ୍ତନର ପଥରେ କ୍ୟାଲେଣ୍ଡରରେ ପଞ୍ଜିକାରେ ଭାଗ୍ୟ ରେଖାରେ l କଦାପି ଭାବନି ଛାଇ ଆଲୁଅର ଖେଳ ଏଇ ନିୟତିର ନିୟମ ସମୟ କାହାକୁ ଅପେକ୍ଷା କରେ ନାହିଁ ପଛକୁ ଫେରିନାହିଁ ଜୀବନେ l ସମୟ ବୁଝିଛି
Read More
ବାପୁ ତୁମେ ଫେରି ଆସ ——————– ବାପୁ ତୁମେ ଫେରି ଆସ ତୁମରି ଦେଶକୁ ଝୁରୁଛି ପରା ଏ ମନ ଅହିଂସା ନୀତିକୁ।। ତୁମ ସପ୍ନ ରାମରାଜ୍ୟ କୁଆଡେ ହଜିଛି ଦୁରାଚାର ଭଷ୍ଟାଚାର କାୟା ବିସ୍ତାରିଛି।। ଅନ୍ୟାୟ ଅନୀତି ପୁଣି କେତେ କୂଟନୀତି ଆମରି ହୃଦୟେ ପରା ଘର କରୁଅଛି।। ଫେରିଆସ ବାପୁ
Read More
ହେ ମୃତ୍ୟୁ ଜୀବନର ଶେଷେ କିଏ ଆସୁ କି ନଆସୁ ତୁମେ ତ ନିଶ୍ଚିତ ଆସିବ ଶବଟେ ଚାଲିଗଲା ସଭିଏଁ କହୁଥିବେ ତୁମେ ମୁରୁକି ହସୁଥିବ।। ସଂସାରରେ ସବୁ ମିଛ ମୋହମାୟା ତୁମେ ହିଁ ଚିରନ୍ତନ ସତ୍ୟ ଆଶା ଫୁଲ ସବୁ ମଉଳିବା ଆଗରୁ ତୁମେ ଆସିଯାଅ ନିତ୍ୟ।। କେବେ ସାଦର ସମ୍ମୋହନ ତୁମେ
Read More
ହସି ହସି ବେଦମ୍ —————– ହସି ହସି ବେଦମ ମୁଁ ଆଜି ଲୁଚା ଲୁହ ତଳେ ଖେଳେ ଦୁଃଖ ର ବାଜି ହସ ଆସିଛି ମୋ ଅତିଥି ସାଜି ଲୁହ ର ଆଗରେ ହସ ରହିବାକୁ ହୋଇଛି ରାଜି ମିଛଟାରେ ରହିବ ଅଭିନୟ ସାଜି ହସି ହସି ବେଦମ ମୁଁ ଆଜି .. ହସି ହସି ବେଦମ ମୁଁ
Read More
ଭକ୍ତି ରସ (ଛନ୍ଦ:-ଚୋଖି) (ଶବ୍ଦ ଅଳଙ୍କାର ସହ ଅର୍ଥ ଅଳଙ୍କାର ପ୍ରୟୋଗ) କର ପାତି ମାଗେ ପ୍ରଭୁ କର ଦୂର ଦୁଃଖ ସବୁ କାହିଁକି ବିଷାଦ କର ମୁଁ କିବା ଜାଣେ? କେତେ ସହିବି ଏ ଦୁଃଖ କେତେ ଲୁହ ସବୁ ଦେଖ କରୁଛି
Read More
ଅଧା ରହିଗଲା ରାଧା କାହାଣୀ ମୁଁ ନୁହେଁ ଦ୍ବାପର ଯୁଗର କୃଷ୍ଣ ପ୍ରେମରେ ପାଗଳ ହୋଇଥିବା ରାଧା ହେଲେ ରାଧା ପରି ମୋ କାହାଣୀ ବି ଅଧା ରହିଗଲା .. ବାସ୍ ଅପେକ୍ଷା ରେ ଅପେକ୍ଷା ରେ … ହେଲେ କୃଷ୍ଣ ଆଉ ଫେରିଲେନି…… ଦିନେ ମୁଁ ଆଉ ମୋ ସାଙ୍ଗ ମାନେ ମିଶି କଲେଜ
Read More
ଶୀର୍ଷକ – ନାରୀ ତୁହି ବନ୍ଦନୀୟା ନାରୀ ତୁହି ଅଟୁ ଜନନୀ, ଭଗିନୀ ଜାୟା ଓ କନ୍ୟା ସ୍ୱରୂପା ତୋର ଅବଦାନ ଅଟଇ ମହାନ ବର୍ଣ୍ଣିବାକୁ ନାହିଁ ଭାଷା. ଜନ୍ମ ଦେଇ ସୃଷ୍ଟି କାରିଣୀ ଜନନୀ ତ୍ୟାଗ ତୋ ଅମୁଲ ମୁଲ ଭଗ୍ନୀ ରୂପେ ସ୍ନେହ ଶ୍ରଦ୍ଧା ଦେଇଥାଉ କିଏ ହେବ ତୋର ତୁଲ. ଜାୟା
Read More
। ସାଧବ ବୋହୁ। ନାଲି ପାଟ୍ଟ ପିନ୍ଧି,କିଏସେ ଯାଏ ଲୋ ଡାକିଲେ କଥା ନ କହେ, ରେଶମୀ ଶାଢ଼ୀରେ,କି ସୁନ୍ଦର ଦିଶେ ସାଧବ ବୋହୁ ଟି ସିଏ।1 କେଉଁ ସାଧଵର, ବୋହୁ ହୋଇଥିଲା କା ପାଶେ ଖବର ନାହିଁ, ଲାଲ୍ ଟୁକୁ ଟୁକୁ, ଚେହେରା ଟି ତାର ଜନ ମନ ନିଏ ମୋହି।2 ତା
Read More
ସତ୍ୟବାନ ମୋତେ ଥରେ ନୁହଁ ବହୁବାର ଜନ୍ମ ନେବାକୁ ପଡିଛି ମର୍ତ୍ତ୍ୟରେ ମୃତ୍ୟୁଲୋକରେ ଦେବତା ହେବା ସହଜ ମଣିଷ ହୋଇ ଜନ୍ମଲାଭ କରିବା ଅନେକ ତପସ୍ୟା କରିବାକୁ ପଡେ ଦେବତାମାନେ ନର ରୂପରେ ଜନ୍ମଲାଭ କରିବାକୁ ମନ ବଳାନ୍ତି ମର୍ତ୍ତ୍ୟ ସୁଖ ସ୍ବର୍ଗ ସୁଖ ଠାରୁ ଅନନ୍ୟ ସ୍ବାଦ ଥାଏ ଜୀବନରେ ଭୋଗ ବିଳାସର ଲୀଳାକ୍ଷେତ୍ର
Read More
ସ୍ଵାର୍ଥପର ! ——– ଜାଣ ତୁମେ ଭାରି ସ୍ଵାର୍ଥପର ! ମୋ କଥା ଥରେ ମାତ୍ର ନା ଭାବି ପ୍ରତି ମୁହୂର୍ତ୍ତରେ ମୋତେ ବିବସ କରି ବସ ମୋ ଚେତନାର ପ୍ରତିଟି ଅଳିନ୍ଦରେ ତୁମେ ଏକଛତ୍ରବାଦୀ ଶାସନ କରିପାର ତୁମେ ତୁମେ ହୋଇ ମୋତେ ମୋ ଠାରୁ କେମିତି ଯେ ଅଲଗା କରିପାର, ଥରେ ମାତ୍ର ନ
Read More
#ଆଉପାଦେ_ଆଗକୁ ବେଳେବେଳେ ଆମ ମାନଙ୍କ ଜୀବନରାସ୍ତା ଖୁବ୍ ଅଙ୍କାବଙ୍କା ଏବଂ ଅନେକ କଣ୍ଟାଯୁକ୍ତ ଦିଗ ଆଡ଼କୁ ଅଗ୍ରସର ହେଉଥାଏ । ଉଭୟ ମନ ଏବଂ ପାଦ ର ଅନିଚ୍ଛା ସତ୍ତ୍ୱେ ଆଗେଇଯିବାକୁ ହୁଏ ସେଇ ଦିଗ ଆଡ଼କୁ କାରଣ ସେତେବେଳେ ଆମେମାନେ ପରିସ୍ଥିତି ର ଦାସ ହେଇଯାଇଥାଉ । ଭାରି ଥକ୍କା ଥକ୍କା ଲାଗେ ସେଇ ସମୟ
Read More