କ ବିଭାଗ -: ଅଜେୟ ସାମନ୍ତ :- “ ରାଜା ସିନା ପୂଜାପାଏ ଆପଣାଦେଶରେ , କବି ପୂଜା ପାଉଥାଏ ଦେଶ ବିଦେଶରେ |” ଧାର୍ମିକ,ତାତ୍ତ୍ଵିକ ତଥା କାବ୍ୟଶାସ୍ତ୍ରଦର୍ଶୀ ଭାବେ ଅମ୍ଲାନ କୃତିତ୍ୱ ହାସଲ କରିଥିବା ଶାସ୍ତ୍ରଜ୍ଞ,ପଣ୍ଡିତ ତଥା ରସିକ କବି ହେଉଛନ୍ତି “ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ”| ବିଭିନ୍ନ ଦାର୍ଶନିକଙ୍କ ଭିନ୍ନ ମତରୁ ଅନୁମାନ
Read More
-: ମୁଁ ଅପେକ୍ଷିତ ପ୍ରେମିକ :- ~~~~~~~~~~~~~~~~~~ ଅପେକ୍ଷା ଓ ଉପେକ୍ଷାର ମହାମିଳନ ବୋଧେ , ଏହି ସମୟ ପାଖରେ ହୁଏ ପରିବର୍ତ୍ତନ, ବଢିଯାଏ ବୟସ, କମିଯାଏ ଆୟୁଷ ତଥାପି ! ଭାଙ୍ଗେନି ଏ ମନ, କହୁଥାଏ ଅପେକ୍ଷା କରିବାକୁ ସାରାଜୀବନ ଆଶାଥାଏ,ତମେ ନିଶ୍ଚୟ ଆସିବ…….. ପ୍ରିୟତମା,ତମେ ନିଶ୍ଚୟ ଆସିବ…..| ତମ ବାହୁବନ୍ଧନରେ ମତେ ଆଲିଙ୍ଗନ କରିବ ବତୁରା
Read More
ଗରିବ ଚାଷୀର ଦୁଃଖ ଆସ ଆସ ହେ ଜଟିଆ ନଟିଆ ଖଳାରେ ପିଟିବା ଧାନ , ଧାନ ପିଟିଦେଇ ମାଲିକ ପାଖରୁ ଗୁଞ୍ଜିବା କିଛିଟା ଧନ | ଟଙ୍କା କିଛି ହେଲେ ପାଖରେ ଆମର କିଣିବା ଡ୍ରେଏସ ପ୍ୟାଣ୍ଟ , ଘୁଟୁ ଘୁଟୁ କରି ମେଳାକୁ ବି ଯିବା ଦେଖେଇ ଟିକିଏ ଛାଣ୍ଟ | ଚଷମା ବୁଉଟ ପିନ୍ଧିଦେଇ
Read More
ମୋ ଜାତି ଓଡ଼ିଆ ******************** ସୁପ୍ତ ସିଂହ କ୍ଷଣେ ଜାଗ୍ରତ ହୁଅଇ ମୋ ଓଡ଼ିଆ ଗର୍ବକୁ ଦେଖି ଓଡ଼ିଆ ଜାତିର ଗୁଣ ବଖାଣିବାକୁ ଇତିହାସ ଅଛି ସାକ୍ଷୀ ଦେଖିଛି ବିଦେଶୀ କୁତି କେମିତି ଠେଙ୍ଗାରେ ବିନା ବନ୍ଧୁକରେ ପିଟିଛି ଓଡ଼ିଆ ଜାତି | ଅଭୁଲା ଅତୀତ କାଳେ କବଳିତ ଏବେବି ଦିଶୁଛି ଆଜି ବୀରତ୍ୱର ଗାଥା ଏବେବି ବଞ୍ଚିଛି
Read More