November 30, 2022
11 11 11 AM
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023
Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023
ବଦନାମ ବାୟୁ–ମଧୁସ୍ମିତା ରାଉତ
ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି
ତୁମେ ଭାରି ମନେପଡ — କଳ୍ପନା ରାୟ
ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି 
ମାଆ ଗାୟତ୍ରୀ — ଜାନକୀ ମହାନ୍ତ
ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ
THE VOICE OF PEACE–ROULA POLLARD
SPRING GROWS INTO NEXT YEAR–Roula Pollard
Transience–Sushant Thapa
Another Day in the City–Debarati Sen
ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼
Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023
Silence Makes You So Beautiful–Nurul Hoque
Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023
ତୁମେ ଯେବେ ଆସ — ଅଭିପ୍ସା ଧଳ
ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
Latest Post
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023 Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023 ବଦନାମ ବାୟୁ–ମଧୁସ୍ମିତା ରାଉତ ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି ତୁମେ ଭାରି ମନେପଡ — କଳ୍ପନା ରାୟ ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି  ମାଆ ଗାୟତ୍ରୀ — ଜାନକୀ ମହାନ୍ତ ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ THE VOICE OF PEACE–ROULA POLLARD SPRING GROWS INTO NEXT YEAR–Roula Pollard Transience–Sushant Thapa Another Day in the City–Debarati Sen ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼ Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023 Silence Makes You So Beautiful–Nurul Hoque Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023 ତୁମେ ଯେବେ ଆସ — ଅଭିପ୍ସା ଧଳ ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
Nov
2022
30

ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି

ଜନ୍ମଦାତା   ଜନ୍ମଦାତା ଜନ୍ମଦାତ୍ରୀ ପାଇଁ ସିନା ସନ୍ତାନ ଦୁନିଆ ଦେଖେ ସେନେହ ମମତା ପରଶ ପାଇସେ ଜୀବନର ସ୍ବାଦ ଚାଖେ।।   ଜନ୍ମଦାତା ତାର ଅଳି ଅର୍ଦ୍ଦଳିକୁ ସବୁ ପୁରଣ କରନ୍ତି ସେଥିପାଇଁ ନିଜ ସୁଖ ଭୁଲି ଯାଇ କର୍ତ୍ତବ୍ୟେ ରତ ରହନ୍ତି।।   ହତ ଧରି ତାର ଚାଲିବା ଶିଖାନ୍ତି ସ୍ନେହ ଆଦରେ ପାଳନ୍ତି ନିଜପେଟେ

 12 total views,  12 views today

Nov
2022
30

ତୁମେ ଭାରି ମନେପଡ — କଳ୍ପନା ରାୟ

ତୁମେ ଭାରି ମନେପଡ     ତୁମେ ନ ଆସିଲେ ବି ମୋତେ ଦିଶିଯାଅ ଚହଲା ପାଣିରେ ସ୍ନେହ ଶ୍ରଦ୍ଧାର ବଳୟ ଭିତରେ କୃଷ୍ଣଚୂଡ଼ା ଗଛର ଚାନ୍ଦିନୀରେ ଦୁଃଖ ସୁଖର ଛକାପଞ୍ଝା ଖେଳରେ   ତୁମେ ନ ଥିଲେ ବି ଆସିଯାଅ ମୋ ଭାବନାର ଅଳନ୍ଧୁ ଭିତରକୁ ଜାଡୁଆ ଶୀତର ଅନାବନା ଜାଳେଣୀ ପାଖକୁ ସେଇ ଜହ୍ନମାମୁଁର ରୂପାଜହ୍ନ

 16 total views,  16 views today

Nov
2022
30

ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି 

ଭକ୍ତର ଭଗବାନ    ଭକତ ଭାବରେ ବନ୍ଧା ଭଗବାନ ସେତ ଭକତ ଜୀବନ ଭାବବିନୋଦିଆ ଭାବରେ ଭାବରେ ଦେଇଥାନ୍ତି ଦରଶନ।।   ଭକ୍ତ ସାଲବେଗ ରଥ ଦେଖିବାକୁ ପଥ ଚାଲି ଆସୁଥିଲେ ମୋହ ଯିବା ଯାଏ ରଥ ନଗଡିବ ପ୍ରଭୁଙ୍କୁ ଗୁହାରୀ କଲେ।।   ଭକତ ଗୁହାରୀ ଶୁଣି ମହାପ୍ରଭୁ ରଥ ଆଉ ନଗଡିଲା ସାଲବେଗ ଯେବେ ପହଞ୍ଚିଲେ

 14 total views,  14 views today

Nov
2022
30

ମାଆ ଗାୟତ୍ରୀ — ଜାନକୀ ମହାନ୍ତ

ମାଆ ଗାୟତ୍ରୀ   “ଓଁ ଭୂର୍ଭୁଵଃ ସ୍ୱ ତତ୍ସବିତୁର୍ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍” ।   (ଗାୟ +ତ୍ରୀ)”ଗାୟ” ଶବ୍ଦ ଅର୍ଥ ବେଦମନ୍ତ୍ର ଗାନକର, “ତ୍ରୀ”ର ଅର୍ଥ “ତ୍ରୀଦେବୀ”ମା ଲକ୍ଷ୍ମୀ କାଳୀ ସରସ୍ଵତୀ ସମାହାର।।   ଆଦିବ୍ରହ୍ମ ଆଉ ଆଦିମାତା ଙ୍କର ଔରସରୁ ହେଲେ ଜାତ, ବ୍ରହ୍ମା ବିଷ୍ଣୁ ଆଉ ଦେବ ମହେଶ୍ୱର

 48 total views,  48 views today

Nov
2022
28

ତୁମେ ଯେବେ ଆସ — ଅଭିପ୍ସା ଧଳ

  ତୁମେ ଯେବେ ଆସ   ତୁମେ ଯେବେ ଆସ ନୀରବତା ଭାଙ୍ଗି ପୂର୍ଣ୍ଣମିର ଚନ୍ଦ୍ର ହୋଇ ନିରବ ଶରୀରେ ବିନା ପବନରେ କମ୍ପନ ଖେଳି ଉଠଇ.   ତୁମେ ଯେବେ ଆସ ପାହାନ୍ତି ସପନେ ରାଜକୁମର ମୋ ହୋଇ ମିଛ ହେଉ ପଛେ ସଜେଇ ହୁଏ ମୁଁ ରାଜରାଣୀ ବେଶୀ ହୋଇ.   ତୁମେ ଯେବେ ଆସ

 18 total views,  2 views today

Nov
2022
28

ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ

ପ୍ରେମ_କରିବି_ନା_ପୂଜା     ଚୁଲବୁଲି ଏଇ ମନ ବଗିଚାରେ ତୁମେ ବୁଣିଥିଲ ଦିନେ ପ୍ରେମର ଅସରନ୍ତି ମଞ୍ଜି ତୁମ ପ୍ରେମର ଛିଟାରେ ସେ ଅଲିଭା ସ୍ପର୍ଶରେ ଶିହରି ଯାଇଥିଲା ଏ ଗୁମସୁମ ମନ !   ସବୁ ମୁହୂର୍ତ୍ତରେ ସାଥିରେ ରହି ସାଜୁଥିଲ ପ୍ରେରଣା ଦେଉଥିଲ ମୋତେ ପ୍ରେମଭରା ପୁଳାଏ ଆଶ୍ୱାସନା, ମୋ ସବୁ ଅଭିମାନ-ଅଝଟକୁ କେମିତି ମଥା

 27 total views,  4 views today

Nov
2022
28

ନୀରବତାର ପାହାଡ଼ — ପୂଜାରାଣୀ ନାୟକ

ନୀରବତାର ପାହାଡ଼   ନିଃସଙ୍ଗତାର ନିଶବ୍ଦ ଯନ୍ତ୍ରଣାରେ ଜର୍ଜରିତ ଏ ତନୁମନ ଚିହିଁକି ଉଠିଛି ଏବେ ପାଇକି ପୁନଃ ଜୀବନ୍ନ୍ୟାସର ଚିହ୍ନ…   ଆକଣ୍ଠ ପିଇଯାଇଥିଲା ଯେ ଦିନେ ଭାବି ଅତ୍ୟାଚାରକୁ ଅମୃତ ଅତୀତର ଶୋଷଣ କଷଣ ଯେତକ ସ୍ମୃତି ଚିତ୍ରପଟ୍ଟେ ଅଙ୍କିତ…   ସବୁଜିମା ଲିଭି ଜୀବନାରଣ୍ୟରେ ତିଷ୍ଠିଥିଲା ପର୍ଣ୍ଣମୋଚୀର ଭୂଇଁ ଶୀତଳ ସମୀର ସାଥେ ବାରିଦ

 17 total views,  4 views today

Nov
2022
28

ଫୁଲେଇ ଫଗୁଣ — ପଦ୍ମାବତୀ ସ୍ବାଇଁ

ଫୁଲେଇ ଫଗୁଣ   ମନ ଭିଜେ ଆଜି ପିରତୀ ବର୍ଷାରେ ଆଖି ତ ଶୁଖିଲା ହ୍ରଦ। ପ୍ରେମ ଉପବନେ ପ୍ରୀତିର ଲଗନେ ଆଖି ଦେଖେ କେତେ ସପ୍ନ। ଫୁଲେଇ ଫଗୁଣ ରାଣ ଯେ ଦେଇଛି ପ୍ରେମ ରେ ଭିଜିବା ପାଇଁ। ପ୍ରିତୀ ଫୁଲହାର ଶ୍ରାବଣ ଆଣିଛି ମୁଁ ତୁମକୁ ରହିଛି ଚାହିଁ, ମୁଁ  ତୁମକୁ ରହିଛି ଚାହିଁ।।  

 17 total views,  1 views today

Nov
2022
28

ମୋ ମା ‘ମାଟିର ଉତ୍ସବ — ଚିନ୍ମୟୀ ମହାପାତ୍ର 

ମୋ ମା ‘ମାଟିର ଉତ୍ସବ      ଖୁସିରେ ପାଳୁଛି ମୋ ଭାରତ ବର୍ଷ ପଞ୍ଚସ୍ତରିତମ ସ୍ଵନକ୍ଷତ୍ର, ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ ହେବ ମୋ ଦେଶର ଅମୃତ ମହୋତ୍ସବ ll   ଘରେ ଘରେ ଉଡୁଛି ତ୍ରିରଙ୍ଗା ଝଣ୍ଡା ଦେଶେ ଦେଶେ ପୂର୍ଣ୍ଣ ଜାତୀୟତା, ମହକେ ସହର, ବାସେ ଗାଁ ଗଣ୍ଡା ସବୁଠାରେ ଦେଖ ପବିତ୍ରତା ll  

 39 total views,  4 views today

Nov
2022
28

ଶାନ୍ତି : ବିଶ୍ୱର ସ୍ପନ୍ଦନ — ଚିନ୍ମୟୀ ମହାପାତ୍ର

ଶାନ୍ତି : ବିଶ୍ୱର ସ୍ପନ୍ଦନ    ସତ୍ୟ, ଶାନ୍ତି, ମୈତ୍ରୀ, ଅହିଂସା ମନ୍ତ୍ରରେ.. ଉଦବୁଦ୍ଧ ମୋର ଭାରତ ବର୍ଷ, ମହାତ୍ମା ନାମରେ ଗାନ୍ଧୀ ଦେଇଗଲେ ଶାନ୍ତିର ପବିତ୍ର ବାର୍ତ୍ତା ଉତ୍କର୍ଷ l “ଶାନ୍ତି ” ଦୂରକରେ ମନର ବିଷାଦ, ଶାନ୍ତିଲାଗି ଦେଶ ଆମ ବିଶ୍ୱବନ୍ଦିତ, ଶାନ୍ତିର କପୋତ ପ୍ରଚାର ବାର୍ତ୍ତାରେ ସନ୍ଦେଶ ଆଣେ, ବିତରେ ଦେଶରେ l  

 40 total views,  5 views today

Nov
2022
21

ଜହ୍ନ ହେ  — ପୂଜାରାଣୀ ନାୟକ

ଜହ୍ନ ହେ    ଜହ୍ନ ହେ… ତୁମ ରୂପରେ ବିମୋହିତ କ୍ଷଣେ କରିଦେବେକି, ନିଷ୍ଠୁର ବର୍ତ୍ତମାନକୁ ଭୁଲିଯାଆନ୍ତି ଦୁଃଖ ମୋ ହୁଅନ୍ତା ଦୂର ||   ଜହ୍ନ ହେ… ତୁମ ଜୋଛନାରେ ଚମକପ୍ରଦ କ୍ଷଣେ କରିଦେବେକି, ଜୀବନର ଘୋର କାଳିମା ଲିଭାନ୍ତି ଦେଖି ଆଲୋକ ତୁମର ||   ଜହ୍ନ ହେ… ତୁମ ଶୀତଳତାରେ ମନ ମୁଗ୍ଧ କ୍ଷଣେ

 27 total views,  2 views today

Nov
2022
21

ଦୁଃଖ ଯୋଡ଼ାହେଉ ଆଧାର କାଗଜେ — ଜିତେନ୍ଦ୍ର ଗିରି

ଦୁଃଖ ଯୋଡ଼ାହେଉ ଆଧାର କାଗଜେ   ସର୍ବଜନସୁଖେ ଆଧାର ଯୋଜନା ଭାରି ଦାମୀ କାଗଜଟେ ସରକାରୀ ଧନ ଘର ପାଇଖାନା ସବୁ ମିଳେ ତା କବାଟେ।   ନିୟମ ତାହାର ବହୁତ ସୁନ୍ଦର ଜନତାଙ୍କ ହିତ ପାଇଁ ଥରେ ପାଇଥିଲେ ଆଉ ପାଇବନି ସେ ଯେଉଁ ଚିଜ ହେଉ ଭାଇ।   ଅସହାୟ ଶିଶୁ ଅଳିଆ ଗୋଟାଏ ପେଟ

 48 total views,  4 views today

Nov
2022
21

କେହି ଜଣେ ଥିଲେ — ସୁମିତ୍ରା ନାୟକ

କେହି ଜଣେ ଥିଲେ   କେହି ଜଣେ ଥିଲେ …… ଘୋର ଅନ୍ଧାକାର ଛାଇରେ ଅମାବାସ୍ୟା ଅମା ଆନ୍ଧାରେ ,, ଭିଜା ମାଟି ଭିଜା ବାସ୍ନାରେ ଅଲୋଡ଼ା ଅତୀତ ତୃଷ୍ଣାରେ …।।   କେହି ଜଣେ ଥିଲେ …. ନିଦାଘର ଉଷ୍ମ କାନ୍ଧରେ ଭାବନା ଶିକୁଳି ଛାନ୍ଦରେ ,, ହୃଦୟ କୋହର ନାଦରେ ପ୍ରତି ଭାବନାର ଫର୍ଦ୍ଦରେ …।

 42 total views,  4 views today

Nov
2022
21

ଛଳନା — ସରୋଜିନୀ ସୂତାର

ଛଳନା   ଅଧା ବାଟରେ ଯଦି ହାତ ଛାଡ଼ିବାର ଥିଲା ହାତ ଧରୁଥିଲ କାହିଁକି….?? ମୁଁ ସମସ୍ତଙ୍କ ପରି ନୁହେଁ କହି ସମସ୍ତଙ୍କ ପରି ବଦଳି ଗଲ କେମିତି..??     ମରୁଭୂମି ରେ ବୃକ୍ଷ ଟିଏ ହେବାର ସ୍ବପ୍ନ ଦେଖେଇ ସେ ବୃକ୍ଷ କୁ ନିଜ ହାତ ରେ ହାଣି ଦେଲ କେମିତି?? ତୁମ ମନ ଭିତରେ

 62 total views,  1 views today

Nov
2022
21

ତୁମେ — ରାକେଶ ରତନ

ତୁମେ     ପ୍ରଶାନ୍ତ ମାନସୀ ଉଜ୍ଜ୍ବଳ ବଦନୀ ଶୁକ୍ଳ ସୁଦ୍ଧ ପୂତ ବେଶ କୃଷ୍ଣ କେଶ ପୃଷ୍ଠେ ରକ୍ତ ବର୍ଣ୍ଣ ଓଷ୍ଠେ ସଦା ମୁକ୍ତାଝରା ହସ   କୋମଳ ଭାଷିନୀ କର୍ମ ବିଳାସିନୀ ଅନିନ୍ଦ୍ୟ ସୁନ୍ଦରୀ ଜଣେ କଲମ ପ୍ରେମୀ ଟା ଦିବ୍ୟ କବିପଣେ ସୁରମ୍ୟ ଶବଦେ ଭଣେ   ଅନୁରାଗ ଦାୟୀ ପ୍ରଣୟ ପ୍ରଦାୟୀ କଳ୍ପନା

 58 total views,  1 views today

Nov
2022
21

ମହାନ୍ ଜନନାୟକ ବିର୍ସା ମୁଣ୍ଡା — ଡ. ପ୍ରିୟମ୍ବଦା ସାମଲ

ମହାନ୍ ଜନନାୟକ ବିର୍ସା ମୁଣ୍ଡା   ପରାଧୀନ ଭାରତ ଇଂରେଜ କବଳିତ ଅତ୍ଯାଚାର ଶୋଷଣ ଦେଉଥିଲେ କଷଣ। ଅଠରଶହ ପଚସ୍ତରୀ ନଭେମ୍ବର ପନ୍ଦର ଝାଡଖଣ୍ଡ ରାଂଚିରେ ଜନ୍ମ ବୁଧବାରରେ। ହେ ମହାନ ଜନନାୟକ ସହୀଦ ବିର୍ସାମୁଣ୍ଡା ସ୍ବାଧୀନତା ସଂଗ୍ରାମୀ ଆଦିବାସୀ ମୁଣ୍ଡା ସମାଜର ନେତା ତୁମେ ବିପ୍ଳବୀ ବ୍ରିଟିଶ୍ ବିରୁଦ୍ଧରେ ସ୍ବର ଉତ୍ତୋଳନକାରୀ ଜନ ନାୟକ କ୍ରାନ୍ତିକାରୀ ଜନ

 39 total views,  3 views today

Nov
2022
21

ନିଦ — ମିନତି ଦାଶ 

ନିଦ ନିଦକରେ ଆଖିବୁଜେ ବୋଲି …ନିଦ ସ୍ବପନରେ ମନ ଭିଜେ ବୋଲି….ଶୟନ ନିଦାରୁଣ ନୀୟତିର ଚକ୍ରବାତରେ ବି ସ୍ବତଃ ନୟନ ହୁଏ ନୀମିଳିତ….ତେଣୁ ନିଦ୍ରା. ସେ ପା ବହଳ ପଣର ତନ୍ଦ୍ରା. ଅସ୍ତରାଗ ସାଥେ ତନ୍ଦ୍ରାଳସ ରବି ମା କୋଳ ହୁଏ ଖୋଜି, ଅଭିମାନ ରଙ୍ଗେ.ଅନ୍ଧାର ପଣତେ ଲୁଚଇ ଊରବୀ ଛବି. ଜଡ ଠାରୁ ଜୀବ ଜୀବ ଠୁ

 20 total views

Nov
2022
21

ପ୍ରାଚୁର୍ଯ୍ୟର ଋତୁ — ନଳିନୀ ପ୍ରଭା ମିଶ୍ର

ପ୍ରାଚୁର୍ଯ୍ୟର ଋତୁ   ଶିଶିର ମୁକୁତା ଖଞ୍ଜି ଦୂର୍ବାଦଳ ଦେହେ ପତିତ ରବି କିରଣ ମନ ମୋହି ନିଏ ସେ ଯେ ଶୀତ ରାଣୀ ଥିରି ଥିରି ପାଦ ଥାପି ମରତେ ଆସିଲାଣି। ଦିବସର କ୍ଷୀଣ ଆୟୁ ରାତ୍ରି ଯାମ ବଢେ ରଜନୀରେ ଆକାଶରୁ ହିମ ଟୋପା ପଡେ ଜାଡ ଶୀତର କଷ୍ଟରେ ଅତିଷ୍ଠ ହୁଅନ୍ତି ସର୍ବେ ପଶୁ

 18 total views

Nov
2022
21

ନମସ୍ୟ ନେହେରୁ ବୋଧ — ନୀହାରିକା ପଣ୍ଡା 

ନମସ୍ୟ ନେହେରୁ ବୋଧ    ସଲିଳେ ନୀଳିମା ମହୋଦଧି ଜଳେ ଆହା ନୀଳବର୍ଣ୍ଣ ତୁମେ ଶିଶୁମାନଙ୍କର କୁନି ଓଠେ ହସ ନୀଳଆଖି ସ୍ମୃତି ଚୁମେ । ଶିଶୁଆପଣାର ହୃଦୟ ସ୍ପନ୍ଦନ ପ୍ରଣବ ଗାୟତ୍ରୀ ମନ୍ତ୍ର ଶିଶୁଙ୍କ ସୃଜନ ଶକ୍ତିର ଚିନ୍ତନ ଜୀବନର ମୂଳମନ୍ତ୍ର । ଶିଶୁ ହସଖୁସି ନୀଳଆଖି ସ୍ୱପ୍ନ ପାହାନ୍ତି ସପନ ତୁମ ଆଉଥରେ ଚାଚା ଫେରିଆସି

 24 total views,  2 views today