ଜୀବନ ଗୁଡ଼ି – ମିନତି
ଜୀବନ ଗୁଡ଼ି ମୋ ଜୀବନ ଗୁଡ଼ି ଦଇବ ଦଉଡି ବାନ୍ଧି ଧରିଛି ନଟେଇ, ତା ଇଚ୍ଛା ରେ ଉଡେ ବାତେ ଦୋଳି ଖେଳେ ଇଥରେ ଡେଣା ମେଲାଇ. ତୁନି ଆକାଶ ରେ ଉଡ଼ି ଉଡ଼ି ଖୋଜେ ଜହ୍ନ ର ଶୀତଳତା, ମନ ଜାଣି ତାର ବଉଦ କୁଢାଏ ବର୍ଷା ଟୋପା କେଇ ମୁଠା. ଶୁଷ୍କ ଅନ୍ତ ସ୍ୱର ଭିଜା

ପରିହାସ ଆଚରଣ ନ କାରାତ୍ମକ ଯେ କରେ ସ୍ଵଭାବେ ଉନ୍ମତ୍ତ, ବୟସ ଧନ ଅଭିମାନେ ଅନ୍ୟ କୁ ହୀନ ସେ ପ୍ରମାଣେ. ହେଊ ସରଳ ନିଷ୍କପଟ ସାଧୁ ସୁଜନ ଇଷ୍ଟ ଶିଷ୍ଟ ସଭିଙ୍କ ହୃଦେ ଆଙ୍କେ ଗାର ପ୍ରତିଫଳ ଭିନ୍ନ ପ୍ରକାର. ନାଚାର କେହି ଢାଳେ ଲୁହ ଅନ୍ତରୁ ଉଦ୍ଗାରଇ କୋହ. କା ମନ ସୃଜେ ପ୍ରତିହିଂସା
ଶୀତ ଆସିଛି କୁଲକୁଲିଆ ଉତ୍ତରା ସହ ମଞ୍ଜ ଥରା ହେମାଳ.. ଗବାକ୍ଷ ଦରଜା ଫାଙ୍କରୁ ଧସେଇ ପଶେ, ହାଡ଼ ଗୁଡ଼ ପିଞ୍ଜରା ସହ ଦାନ୍ତ ପାଟିର ଠକଠକ ଶବ୍ଦ, ରାସ୍ତା କଡ଼ର ବିନା ଛାତ ର ଜୀବନ ଦେହ କୁ ଦେହ ଘଷି ଉଷ୍ମତା ଶୋଷେ. କୋତାରା ରେ ମୁହଁ ଦେହ ରୁ ଫାଳକ ଘୋଡେଇଲେ
ବସନ୍ତ ରାସ ଫୁଲ ଫଗୁଣ ରେ ବସନ୍ତ ଆସେ, ନବ ପଲ୍ଲବନେ ପ୍ରକୃତି ହସେ, ମୁକୁଳିତ ନିପ ବନ ତୋଟା ରେ ପିକ ଗାଉଥାଏ ପତ୍ର ଗହଳେ ଯେ ଶାଳ ଭଞ୍ଜିକା ଶୀତଳ ଯେ, ମଧୁବନ୍ତୀ ଗାଏ ମଧୁର ମଳୟ ବୁଣେ ପ୍ରିତୀ ର ଫୁଆର. ପଳାଶ ବିଳାସେ ନଈ ପଠାରେ ଦୋଳି ଖେଳୁଥାଏ ଡାଳ