April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2023
7

*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**

*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ* ———————————————- https://youtu.be/24XLz6vUPpk?si=1ImMOZXHZR9g3pKU ଓଡ଼ିଆ ଗଳ୍ପ ସାହିତ୍ୟର ଆଦିପର୍ବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ସ୍ମରଣୀୟ ପ୍ରତିଭା । ଗାଳ୍ପିକ ୧୮୮୮ ମସିହା ଡିସେମ୍ବର ୯ ତାରିଖ ମାର୍ଗଶୀର ମାସର ଗୁରୁବାର ଲକ୍ଷ୍ମୀଙ୍କ ପୂଜା ଅବସରରେ ଜନ୍ମ ଲାଭ କରିଥିବାରୁ ମାତା ପିତା ଆଦରରେ ନାମ

Loading

Aug
2023
16

*ସମୀକ୍ଷାତ୍ମକ ଆଲେଖ୍ୟ- ଶିବ ସେଠୀ*

କବିତା – ବନ୍ଦୀର ଆତ୍ମକଥା କବି – ଉତ୍କଳମଣି ଗୋପବନ୍ଧୁ ଦାସ ସମୀକ୍ଷା – ଶିବ ସେଠୀ ସୋପାନ – ‘ କ ‘ ପୁଣ୍ୟଶ୍ଳୋକ ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ନଅ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ଦୈତାରି ଦାସ ଓ

Loading

Feb
2023
20

ବିଜୟ – ଶିବ ସେଠୀ

ବିଜୟ     ସେଦିନ ସନ୍ଧ୍ୟାରେ ପ୍ରଥମ ଥର କରି ଦେଖା ହୋଇଥିଲା ରାମବାବୁଙ୍କ ସହିତ ଦିଗପହଣ୍ଡି ବଡ଼ ବଜାରର ଛାତି ଉପରେ। ସେ କାହାକୁ ଗୋଟେ ତାଗିଦ୍ କରୁଥିବାର ସ୍ୱର ଭାସି ଆସୁଥିଲା ମୋ କନାର ଦରଜା ପାଖକୁ। ଲାଗୁଥିଲା ଯେପରି ଏ କଣ୍ଠ ସ୍ୱର ସହିତ ମୁଁ ଖୁବ୍ ପୂର୍ବରୁ ପରିଚିତ। ମନ ଭିତରେ ସୃଷ୍ଟି

Loading

Jan
2023
15

ଜାଗ୍ରତ ପାଇକ ବୀର-ଶିବ ସେଠୀ

ଜାଗ୍ରତ ପାଇକ ବୀର ————————– ଲୁପ୍ତ ଗୌରବ ମୁକ୍ତ କରରେ ରକ୍ତ ପଛକେ ଝରୁ ଶକ୍ତ ହୃଦୟେ ଗୁପ୍ତ ବୀରତ୍ଵ ଶକ୍ତି ସନ୍ଧାନ କରୁ । ଶତାବ୍ଦୀ ତୃଷ୍ଣା ମେଣ୍ଟୁ ଆଜିରେ ବକ୍ଷେ ଜଳାଇ ନିଆଁ ତିକ୍ତ ବଚନ ଶ୍ମଶାନ ଘାଟେ ହେଉ ପାଉଁଶ ଧୂଆଁ । ବିନ୍ଦୁ ଏ ଅଶ୍ରୁ ସୁନ୍ଧୁଏ ସାଜି ପ୍ରଳୟ ଡ଼ାକି ନେଉ

Loading

Jan
2023
5

ଉତ୍କଳ ସନ୍ତାନ-ଶିବ ସେଠୀ

ଉତ୍କଳ ସନ୍ତାନ ବୀରପ୍ରସବିନୀ ତଟିନୀ ମାଳିନୀ ଧନ୍ୟ ମୋ ଉତ୍କଳ ଭୂଇଁ ମହୋଦଧି କୂଳେ ନୀଳାଚଳ ଧାମେ ବସିଛି ଜଗତ ସାଇଁ । ଭଗ୍ନ କୋଣାରକ ଜୟଗାନ କରେ ଅତୀତର ମହାକୀର୍ତ୍ତି ତମାଳ ତାମ୍ବୁଳ ନାରିକେଳ ବନେ ସୁଶୋଭିତ ଦିଶେ ମହୀ । ଧନ୍ୟ ସେ ଚିଲିକା ଧନ୍ୟ ଚନ୍ଦ୍ରଭାଗା ଧନ୍ୟ ମୋ ଉତ୍କଳ ଭୂଇଁ ଚିର ସ୍ରୋତା

Loading

Dec
2022
31

ବେଶ୍ୟା–ଶିବ ସେଠୀ

ବେଶ୍ୟା ———————– ବହଳିଆ ଅନ୍ଧକାର ରାତ୍ରିର ଶୀତଳ ଜ୍ୟୋତ୍ସ୍ନାରେ ବୈଶାଖର ପ୍ରଚଣ୍ଡ ତାତିକୁ ମୋ ଦେହର ପ୍ରତିଟି ଅଙ୍ଗରେ ବୋଳିଦେଇ ତୁମେ ସାଜ ବିଶୁଦ୍ଧ ସୁବର୍ଣ୍ଣ ଆଉ ମୁଁ ସାଜେ ରଙ୍ଗଶାଳାରେ କୋଟି ଆତ୍ମା ତୃପ୍ତି ପାଇଁ ସଜଡ଼ା ଯାଇଥିବା ମୂର୍ତ୍ତି । ସଞ୍ଜ ନଇଁ ଗଲା ପରେ ଧିରେ ଧିରେ ଆଲୋକିତ ହୁଏ ମୋ ସଦନ କାମୁକ

Loading

Dec
2022
5

Lets talk with a  young and energetic writer Siba Sethi hails from Ganjam , district of Odisha for SLF Literary Youth Icon Award contest-. 2023

  Lets talk with a  young and energetic writer Siba Sethi hails from Ganjam , district of Odisha for SLF Literary Youth Icon Award contest-. 2023 ନାମ – ଶିବ ସେଠୀ ପିତାଙ୍କ ନାମ – ବାଳକୃଷ୍ଣ ସେଠୀ ମାତାଙ୍କ ନାମ – ମଞ୍ଜୁଳା ସେଠୀ ଜନ୍ମ ତାରିଖ

Loading

Nov
2022
21

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ  ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି

Loading