April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2023
16

*ସମୀକ୍ଷାତ୍ମକ ଆଲେଖ୍ୟ- ରଶ୍ମିରେଖା ଦାସ*

‘କ’ ବିଭାଗ କବି ରବି ସିଂହଙ୍କର “ମଣିଷ” କବିତା !!! ଓଡ଼ିଆ ସାହିତ୍ୟରେ ଆଙ୍ଗ୍ରୀ-ୟଙ୍ଗମ୍ୟାନ ଭାବରେ ପରିଚିତ ଥିବା ରବିନ୍ଦ୍ର ନାଥ ସିଂହ ଓରଫ୍ ରବି ସିଂହ, ନିଜର ଲେଖନୀ ମାଧ୍ୟମରେ ସମାଜର ବାସ୍ତୁହରା, କ୍ଷୁଧାର୍ତ୍ତ, ବନ୍ଧନହରା ମାନଙ୍କର ଦୁଃଖ କ୍ଳେଶକୁ ଅତି ଚମତ୍କାର ଢଙ୍ଗରେ ପରଷି ଦେଇଛନ୍ତି ପାଠକମାନଙ୍କ ପାଖରେ । ସ୍ୱ ଅନୁଭୂତିଲବ୍ଧ କଠୋର ଅଭିଜ୍ଞତାର

Loading

Feb
2023
21

ବୋଉର ସୁଉକି ମାଳ – ରଶ୍ମିରେଖା ଦାସ

ବୋଉର ସୁଉକି ମାଳ   ହଠାତ୍ ଘର ଭିତରୁ ବାସନ ଧଡ୍ ଧଡ୍ ଶବ୍ଦ ହେଲା। ଗୋଲକ ବାବୁ ଭିତରକୁ ପଶି ଯାଇ ଦେଖନ୍ତି ବୋଉ ତାଙ୍କର କଚଡା ଖାଇ ପଡ଼ିଛି, ଆଉ ସୁମତୀ ଦେବୀ ମୁହଁ ବୁଲେଇ ଗାରୁ ଗାରୁ ହେଉଛନ୍ତି। ବୋଉକୁ ତଳୁ ଉଠାଇ ଭିତରକୁ ନେଇଗଲେ ଓ ବିଛଣାରେ ଶୁଆଇ ଦେଲେ। ଉପରକୁ ଚାହିଁ

Loading

Dec
2022
20

ବର୍ଷାଭିଜା ସନ୍ଧ୍ୟା–ରଶ୍ମିରେଖା ଦାସ

ବର୍ଷା ଭିଜା ସନ୍ଧ୍ୟା ବର୍ଷା ମୋତେ ଭଲଲାଗେ ସବୁଦିନ ପୁଣି ସବୁଥର ଲାଗେ ସତେଜ ଓ ନୂଆ କିନ୍ତୁ,ସେଦିନ ସେ ସଂଧ୍ୟା ରେ ହଠାତ୍‌ ମୋ ସହରରେ ଅଦିନ ବର୍ଷା ଏମିତି ବର୍ଷା କାହିଁ କେବେ ତ ଦେଖିନାହିଁ ସେ ବର୍ଷାରେ କିଏ ଭରିଦେଲା ଏତେ ତାତି କାହା ଦେହରେ କେମିତି ଲାଗିଲା ନିଆଁ କେଉଁ ଆତ୍ମାରୁ କୁହୁଳି

Loading

Dec
2022
19

ଗଜଲ୍ – ରଶ୍ମିରେଖା ଦାସ

🌼ଗଜଲ୍🌼   ଅନେକ ଦିନ ହେଲାଣି ନିଜକୁ ମୁଁ ଦେଖିନି ଇଚ୍ଛା ହୁଏ ମୋତେ ତୁମ ଆଖି ଦେଖିବାକୁ ॥   ଆଇନା ବି ମିଛ କୁହେ ମୋତେ ଥରେ ଥରେ ଇଚ୍ଛା ହୁଏ ମୋତେ ତୁମ କଥା ଶୁଣିବାକୁ ।।   ସବୁଥର ପରି ଗପଟି ସରିଲା ,ତଥାପି ମରିନି ଗଛ ଇଚ୍ଛା ହୁଏ ମୋତେ ଥରେ

Loading

Nov
2022
21

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ  ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି

Loading

Nov
2022
19

ପ୍ରେମକବିତା — ରଶ୍ମିରେଖା ଦାସ

ପ୍ରେମକବିତା    ଗୋଟିଏ ପ୍ରେମ କବିତା ଲେଖିବା ଆଉ ଟିକେ ପ୍ରେମକୁ ଭୋଗିବା ପୁଣି ଥରେ ପ୍ରେମରେ ପଡ଼ିବା ଗୋଟାପଣେ ପ୍ରେମକୁ ଅନ୍ତସ୍ଥ କରିଦେବା ନିଜ ନିଜ ଭିତରେ ନୀରବରେ ଆ ପୁଣି ଥରେ ପ୍ରେମ କରିବା ।।   ତୋର ମନେଅଛି ସେଇ ଗପ ଯାହାକୁ ମୁଁ ତୋତେ ଶୁଣାଇଥିଲେ ସନ୍ତର୍ପଣରେ ସେ ଚିତ୍ରଲେଖା ର ଇତି

Loading

Nov
2022
17

Lets talk with young poetess Rashmirekha Das, hails from Silver city Cuttack, district of Odisha for SLF Literary Youth Icon Award contest-. 2023

  Lets talk with young poetess Rashmirekha Das, hails from Silver city Cuttack, district of Odisha for SLF Literary Youth Icon Award contest-. 2023 ନାମ – ରଶ୍ମିରେଖା ଦାସ ପିତାଙ୍କ ନାମ– ମନୋଜ କୁମାର ଦାସ ମାତାଙ୍କ ନାମ- ତାରାମଣି ଦାସ ଜନ୍ମ ତାରିଖ – ୧୩ ନଭେମ୍ବର୨୦୦୦

Loading

Sep
2022
13

ଶାନ୍ତି – ବିଶ୍ଵର ସ୍ପନ୍ଦନ — ରଶ୍ମିରେଖା ଦାସ

ଶାନ୍ତି – ବିଶ୍ଵର ସ୍ପନ୍ଦନ   ଏକ ଅସ୍ପଷ୍ଟ ମୃଦୁ ଗୁଞ୍ଜରଣରେ ସ୍ତବ୍ଧ ବିଶ୍ଵ ଶାନ୍ତି ଦାସ ନିରୁଦ୍ଦିଷ୍ଟ ହେବାର ଖବରରେ ସାଥୀରେ କିଛି ନେଇ ନାହିଁ, ଯାଇଛି ଏକା ସୁଖ ସୌହାର୍ଦ୍ଦ୍ୟକୁ ଫୁଙ୍ଗୁଳା ଛାଡ଼ିଯାଇଛି ବାଲ୍କୋନିରେ ଘର ଦୁଆର ଫାଁ ମେଲା ସୁଖର ଶେଷ ଟୁକୁଡ଼ାକୁ ଗୋଟାଇ ନେଲା ରମେଶ ମାଝୀ ଗୋଟାଏ କଂସା ହାଣ୍ଡିଆ ସହିତ

Loading

Aug
2022
25

*ପ୍ରଶ୍ନବାଚୀ–ରଶ୍ମିରେଖା ଦାସ*

ପ୍ରଶ୍ନବାଚୀ ଦୁଃଖଠୁ ନେଇଛି ମୁଁ ତ ଅମାପ ରଣ ସୁଖ ପାନ୍ଥଶାଳେ କାହିଁ ରାତି ଚାହିଁବି?? ଜାଣିଛି ଘର ମୋ କାଚରେ ତୋଳା ପଥର ସହରକୁ କାହିଁ ଭଲପାଇବି ?? ଦୁଃଖର ସଙ୍ଗୀତେ ମୁଁ ଶ୍ରେଷ୍ଠ ନର୍ତ୍ତକୀ ସୁଖର ଆସରେ କାହିଁ ଘୁଙ୍ଗୁର ବାନ୍ଧିବି ?? ଲୁଣିଆ ଶୋକରେ ମୋ ଭିଜା ଓଢଣୀ ଆଖିର ଲୁହ ମୁଁ ଆଉ

Loading

Jul
2022
12

ଶେଷଥର–ରଶ୍ମିରେଖା ଦାସ

🌼!!ଶେଷଥର!!🌼 (ଗୀତି କବିତା) ଶେଷଥର ପାଇଁ ଫେରି ଚାହଁ ପ୍ରିୟ ! ବାଟ ସରିବା ଆଗରୁ ଥରେ ଆଖିର ଲୁହରେ ମୋ କବରୀ ଭିଜୁଛି ତୋଳି ଧର ନିଜ ଆଞ୍ଜୁଳାରେ ॥O॥ ଭୁଲିଯାଅ ବୋଲି କହିଦେଲେ ସତେ ମୁଁ ତୁମକୁ କି ଭୁଲି ପାରେ ଯତନେ ରଖିଛି ସ୍ମୃତିକୁ ସାଇତି ତୁମ ପ୍ରେମକୁ ମୋ ହୃଦୟରେ ॥୧॥ ମନ

Loading