March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Feb
2023
23

ବିଶ୍ୱାସ ରେ ଗଢା ସଂସାର – ମମତା ସାଉ

ବିଶ୍ୱାସ ରେ ଗଢା ସଂସାର     ଛୋଟିଆ ଗାଁ ଟିଏ ନା ତାର ରଣପୁର ସେଇ ଗାଁ ରେ ଥିଲେ ଜଣେ ଚାଷୀ ନାମ ତାଙ୍କର ଶଙ୍କର। ଗାଁ ରେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଥିଲା ଶଙ୍କର ନିଜର ସମ୍ପତି କହିଲେ ସେଇ ଛୋଟିଆ ଘର ବାଡ଼ି ଖଣ୍ଡିକ। ପରିବାରରେ ତିନି ପ୍ରାଣୀ ପତ୍ନୀ

Loading

Jan
2023
9

ସମୟ ଓ ନିଃଶ୍ୱାସ-ମମତା ସାଉ

ସମୟ ଓ ନିଃଶ୍ୱାସ ************ ଜୀବନ ର ଏଇ ବିକାଳ ବେଳା ରେ ବିତି ବିତି ଯାଏ ଦିନ ସମଚକ୍ରରେ ସବୁ ଗଡି ଯାଏ ରହିଯାଏ ଖାଲି ଚିହ୍ନ ନିଶ୍ୱାସ ଚାଲଇ ସମୟ ତାଳରେ ରହି ରହି ପ୍ରତି କ୍ଷଣ ଆସିଯିବ କେବେ ଅନ୍ଧକାର ରାତି ଜୀବନର ଶେଷ ବେଳ। ମନ ସିନ୍ଦୁକରେ ଅଜଣା ଆତଙ୍କ… ହୃଦୟ ରେ

Loading

Dec
2022
27

ରମଣୀୟ ରେମୁଣା–ମମତା ସାଉ

ରମଣୀୟ ରେମୁଣା ——+++—- ରମଣୀୟ ଏଇ ରେମୁଣା ର ଧାମ ଗୁପ୍ତ ବୃନ୍ଦାବନ ନାମେ ଖ୍ୟାତ ନଦୀ ନାଳ ତାର ସବୁଜିମା ଭରା ମନ କରି ଦିଏ ଶାନ୍ତ।। ଏଇଠି ଅଛନ୍ତି ପ୍ରଭୁ ଗୋପୀନାଥ, ଗୋବିନ୍ଦ, ମଦନମୋହନ ସାରା ପୃଥିବୀ ରେ କ୍ଷୀର ଚୋର ନାମ କରିଛନ୍ତି ସେ ବହନ।। ଏଇଠି ବହୁଛି ପବିତ୍ର ସେ ନଦୀ ସପ୍ତସରା

Loading

Nov
2022
21

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ  ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି

Loading

Nov
2022
19

ହଜିଗଲା ସେଇ ଦିନ — ମମତା ସାଉ

ହଜିଗଲା ସେଇ ଦିନ     ବିକାଳ ବେଳାର ଏଇ ନିରଳା ମୁହୃତ ଆଖି ଆଗେ ଭାସି ଯାଏ କେତେ ଯେ ଅତୀତ।।   ଛୋଟ ବେଳେ ମାଆ କୋଳେ କେତେ ଯେ ଅଝଟ ସ୍କୁଲ୍ ରୁ ଫେରିଲେ କେତେ ଖେଳକୁଦ ।।   କଲେଜ ବେଳ ର ସେଇ ଗୁପଚୁପ ଠେଲା.. ବେଡ୍ ଚପ୍, ବାରମଜା ଦହିବରା

Loading

Nov
2022
17

Lets talk with young budding poetess Mamata Sau, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

Lets talk with young budding poetess Mamata Sau, hails from Byasabhumi Balasore district of Odisha for SLF Literary Youth Icon Award contest-. 2023 ନାମ – ମମତା ସାଉ ପିତାଙ୍କ ନାମ– ଲକ୍ଷ୍ମଣ ସାଉ ମାତାଙ୍କ ନାମ- ଲକ୍ଷ୍ମୀମଣି ସାଉ ଜନ୍ମ ତାରିଖ-୧୦ ଅକ୍ଟୋବର ୧୯୯୭ ଘର ଠିକଣା– ହାତିଆଗଣ୍ଡ,ରେମୁଣା ଜିଲ୍ଲା-ବାଲେଶ୍ୱର ଶିକ୍ଷାଗତ

Loading

Nov
2022
14

ବାପୁ ତୁମେ ଫେରି ଆସ — ମମତା ସାଉ

ବାପୁ ତୁମେ ଫେରି ଆସ ——————–   ବାପୁ ତୁମେ ଫେରି ଆସ ତୁମରି ଦେଶକୁ ଝୁରୁଛି ପରା ଏ ମନ ଅହିଂସା ନୀତିକୁ।।   ତୁମ ସପ୍ନ ରାମରାଜ୍ୟ କୁଆଡେ ହଜିଛି ଦୁରାଚାର ଭଷ୍ଟାଚାର କାୟା ବିସ୍ତାରିଛି।।   ଅନ୍ୟାୟ ଅନୀତି ପୁଣି କେତେ କୂଟନୀତି ଆମରି ହୃଦୟେ ପରା ଘର କରୁଅଛି।।   ଫେରିଆସ ବାପୁ

Loading

Nov
2022
14

ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ — ମମତା ସାଉ

ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ   ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ ମାଆ ଲୋ ଦଶଭୂଜା ସଭିଙ୍କ ଜୀବନେ ତୁ ପରା ଆଧାର ତୁହି ଲୋ ଶକ୍ତିସମ୍ଭୂତା।।   ଦୁଷ୍ଟ ବିନାଶିଲୁ ଅସୁର ନାଶିଲୁ ସାଜିଲୁ ଦୁର୍ଗତି ନାଶିନୀ ମହିଷାକୁ ମାରି ବୋଲାଉ ମା ଲୋ ତୁହି ମହିଷାମର୍ଦିନି ।।   କୃପା ପ୍ରଦାଇନି ତୁ ଦୁଃଖ ହାରିଣୀ

Loading

Nov
2022
14

ନାରୀ ତୁହି ବନ୍ଦନୀୟା — ମମତା ସାଉ

ନାରୀ ତୁହି ବନ୍ଦନୀୟା     ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତା ର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ।।     ମାତୃ ରୂପେ ସନ୍ତାନ ର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ବାମୀ ସାଥେ ଚାଲି ଥାଉ ପୁଣି।।   ଗର୍ଭ

Loading