ଜୀବନ – ସୁଜାତା ରାଉତ
ଜୀବନ ଖରା,ଛାଇଖେଳ ଖେଳେ ଏ ଜୀବନ କେତେ ସ୍ମୃତି ଅନୁଭୂତି , ଆଲୋକ ଅନ୍ଧାର ଉଭୟ ଥାଆନ୍ତି ଦିନପୁଣି ଆଉରାତି l ଜୀବନ ଆରମ୍ଭେ ପବିତ୍ର ପ୍ରଭାତ ସୁନେଲି ଭାବନା ଭରେ, କ୍ରମେ କ୍ରମେ ବଢ଼େ କର୍ମ ଜଞ୍ଜାଳ ପାପପୁଣ୍ୟ ନଈଧାରେ l ବୟସ ବଢୁଛି ଦିନ ବି ସରୁଛି ଜଳୁଛି ଜୀବନ ଦୀପ, ସମୟ ସୁଅରେ
ଜୀବନ ଖରା,ଛାଇଖେଳ ଖେଳେ ଏ ଜୀବନ କେତେ ସ୍ମୃତି ଅନୁଭୂତି , ଆଲୋକ ଅନ୍ଧାର ଉଭୟ ଥାଆନ୍ତି ଦିନପୁଣି ଆଉରାତି l ଜୀବନ ଆରମ୍ଭେ ପବିତ୍ର ପ୍ରଭାତ ସୁନେଲି ଭାବନା ଭରେ, କ୍ରମେ କ୍ରମେ ବଢ଼େ କର୍ମ ଜଞ୍ଜାଳ ପାପପୁଣ୍ୟ ନଈଧାରେ l ବୟସ ବଢୁଛି ଦିନ ବି ସରୁଛି ଜଳୁଛି ଜୀବନ ଦୀପ, ସମୟ ସୁଅରେ
ଧର୍ମରାଜ ନିତି,ପ୍ରତି ଆସଉଇଁ ପୂର୍ବଦିଗେ ଧରମ ପାଳନ କରି, ପୃଥିବୀ ଲୋକକୁ ଆଲୋକିତ କରି ଦିନଶେଷେ ଯାଅଫେରି l ପୁରାଣରେ ତୁମେ ରବି ନାରାୟଣ ଧର୍ମରାଜ ଦିବାକର, ବିଜ୍ଞାନ କହୁଛି ତୁମକୁ ନକ୍ଷତ୍ର ଆକାଶରେ ତୁମ ଘର l ଯିଏଯେଉଁ ଭାବେ ତୁମକୁ ଭାବିଛି ତୁମର କି ଯାଏ ଆସେ ତୁମ କର୍ତ୍ତବ୍ୟରେ ତୁମେ ଧାବମାନ ବନ୍ଧାତୁମେ
ବିଶ୍ୱ ବିଜୟୀ ବିବେକାନନ୍ଦ ବିବେକରୁ ଯିଏ ପାଆନ୍ତି ଆନନ୍ଦ ଜୀବନେ ସାଧନା କରି , ଭାରତବର୍ଷର ଅଧୁରା ସ୍ବପ୍ନକୁ ପୂର୍ଣ୍ଣତାରେ ଦେଲେ ଭରି l ପ୍ରତିଭା ପାଖରେ ବାଧକ ସାଜିନି ଦରିଦ୍ରତା କେତେବେଳେ , ସାଧନାରେ ବ୍ରତୀ ପାଏ ଉର୍ଦ୍ଧଗତି ମୁକ୍ତି ଲଭେ ସେତେବେଳେ l ଜୀବନର ଲକ୍ଷ୍ୟ ମୋକ୍ଷପ୍ରାପ୍ତି ସିନା ବ୍ରହ୍ମକୁ ଦର୍ଶନ ପାଏ ,
ସକାଳର ଅର୍ଘ୍ୟ ହେ ବିଶ୍ଵପିତା ଘେନ ନିବେଦନ ହୃଦୟରୁ ଆଜି କହେ, ମଣିଷଟେ କରି ପଠେଇଲ ମତେ ମୁଁ କିନ୍ତୁ ମଣିଷ ନୁହେଁ l ମୋ’ରି ମାଧ୍ୟମେ ବିଶ୍ୱର ମଙ୍ଗଳ ହେଉବୋଲି ତୁମେ ଚାହଁ, ପାଶୋରୀ ଦେଇଛି ତୁମରି ଇଛାକୁ ଆଚ୍ଛନ୍ନ କରିଛି ମୋହ l ପଞ୍ଚଭୂତେ ଗଢ଼ା ଶରୀର ଟି ମୋର ପଞ୍ଚଭୂତେ ହେବ ଲୀନ,
ନିଶା ନିଶା ତ ନିଶା ଅନେକ ନିଶା କିଛିଭଲ କିଛିମନ୍ଦ, ଭଲନିଶା ପାଇଁ ସମାଜେ ମଙ୍ଗଳ ମନ୍ଦ ସୃଷ୍ଟିକରେ ଦ୍ଵନ୍ଦ l ପଢିବା ନିଶା ଜ୍ଞାନର ଆଶା ଦେଖାଏ ନୂଆବାଟ, ଖାଇବା ନିଶା କୁମାର୍ଗେ ନିଏ ଫୁଲଏ ପରା ପେଟ l ଦେଖିବା ନିଶା ଭଲ ଦେଖିଲେ କିଛି ସମସ୍ୟା ନାହିଁ, ମନ୍ଦ ଦେଖିଲେ ଜୀବନ ବ୍ୟର୍ଥ
ହୃଦୟ ସ୍ୱରରେ କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ, ତୋଭିତରେ ଥାଇ ତତେ କହୁଥାନ୍ତି ଆସିଥାନ୍ତି ଅନୁଭବେ l କେଉଁଠି ରୁହନ୍ତି ମନ ଖୋଜୁଥାଏ ଖୋଜନ୍ତି ସାଧକ ଗଣ, ଭେଟ ହୁଏନାହିଁ ଏମିତି ଖୋଜିଲେ ସରିସରି ଯାଏଦିନ l ତପ ସାଧିଛନ୍ତି ଅନେକ ସାଧକ ବାଧକ ହୋଇଛି ମନ, ହୃଦୟ ତଟରେ ଭେଟି ପାରିଛନ୍ତି
ସକାଳର ଅର୍ଘ୍ୟ ହେ ବିଶ୍ଵପିତା ଘେନ ନିବେଦନ ହୃଦୟରୁ ଆଜି କହେ, ମଣିଷଟେ କରି ପଠେଇଲ ମତେ ମୁଁ କିନ୍ତୁ ମଣିଷ ନୁହେଁ l ମୋ’ରି ମାଧ୍ୟମେ ବିଶ୍ୱର ମଙ୍ଗଳ ହେଉବୋଲି ତୁମେ ଚାହଁ, ପାଶୋରୀ ଦେଇଛି ତୁମରି ଇଛାକୁ ଆଚ୍ଛନ୍ନ କରିଛି ମୋହ l ପଞ୍ଚଭୂତେ ଗଢ଼ା ଶରୀର ଟି ମୋର ପଞ୍ଚଭୂତେ ହେବ ଲୀନ, ସଜେଇ
ନିଶା ନିଶା ତ ନିଶା ଅନେକ ନିଶା କିଛିଭଲ କିଛିମନ୍ଦ, ଭଲନିଶା ପାଇଁ ସମାଜେ ମଙ୍ଗଳ ମନ୍ଦ ସୃଷ୍ଟିକରେ ଦ୍ଵନ୍ଦ l ପଢିବା ନିଶା ଜ୍ଞାନର ଆଶା ଦେଖାଏ ନୂଆବାଟ, ଖାଇବା ନିଶା କୁମାର୍ଗେ ନିଏ ଫୁଲଏ ପରା ପେଟ l ଦେଖିବା ନିଶା ଭଲ ଦେଖିଲେ କିଛି ସମସ୍ୟା ନାହିଁ, ମନ୍ଦ ଦେଖିଲେ ଜୀବନ ବ୍ୟର୍ଥ ପ୍ରତି
ଜୀବନ ପ୍ରଭାତେ ସମସ୍ତେ ଆସନ୍ତି ସମସ୍ତେ ଯାଆନ୍ତି ଖେଳିଏଠି ପୁଣି କେତେଖେଳ କ୍ରୀଡା ମଇଦାନ ଏ ଜୀବନ କ୍ଷେତ୍ର ଜୟ ପରାଜୟ ମେଳ l ଅଭିନୟ ମଞ୍ଚେ ରାତିଟିଏ ପାଇଁ କିଏରାଜା କିଏପ୍ରଜା, କିଏ ଭିଲିୟାନ କିଏ ନୀରବରେ ପାଉଥାଏ ପୁଣିସଜା l କିଏମାରେ ଏଠି ମିଥ୍ୟା ବାହାସ୍ଫୋଟ କିଏ ରହିଥାଏ ତୁନି, ପାରିବାର ପଣ କିଏସେ ଦେଖାଏ
ଜୟ ମାଆ ମହାଲକ୍ଷ୍ମୀ ଜଗତ ପାଳିନୀ ବିଷ୍ଣୁ ପାଟରାଣୀ ଦୟାମୟୀ ମହାଲକ୍ଷ୍ମୀ, ମଣିଷର କର୍ମ ମଣିଷର ଧର୍ମ ଜୀବନରେ ଏକା ସାକ୍ଷୀ l ତୁମ ପୂଜାର୍ଚ୍ଚନା ସହଜ ସରଳ ନୀତି ନୈତିକତା ଥିଲେ, କର୍ମରେ ସନ୍ତୁଷ୍ଟ ହେଉ ମା ଜନନୀ ରୋଷକରୁ ଦୋଷକଲେ l ଅଚଳା ଅଚାଳ ସମ୍ପତ୍ତି ଯା ପାଖେ ସିଏନୁହଁ କେବେ ଧନୀ, ସେହି ମଣିଷର
ଦିବ୍ୟ ଚେତନା ଜୀବନ ସନ୍ଧ୍ୟାରେ ଜାଳି ଦୀପାବଳି ପୁଣ୍ୟକର୍ମ ଉଭାହୁଏ, ଚେତନାରେ ଥାଇ କର୍ମକଲେ ଜୀବ ମୁକ୍ତିପଥେ ପାଦଦିଏ l ବିବେକ ଛାଟରେ ଭାଙ୍ଗେ ମୋହନିଦ୍ରା ସତ୍ୟ ଓ ଅସତ୍ୟ ଜାଣି, ବିଭୂପାଦେ ଧ୍ୟାନ ରଖିଥାଏ ଯେବେ ଭୋଗଭାବ ଛାଡିପୁଣି l ଦୀପ୍ତିମନ୍ତ ସେହି ଉଜ୍ଜ୍ୱଳ ଆଲୋକ ଜ୍ଞାନର ସକାଳ ନେଇ, ଆସିବ ହିଁ ଦିନେ ପ୍ରତିଟି ଜୀବନେ
ବୁଦ୍ଧ ପୂର୍ଣ୍ଣିମା କପିଳବାସ୍ତୁ ର ରାଜ ପରିବାରେ ଜନ୍ମ ନେଇଥିଲ ଦିନେ ଅନାଗ୍ରହ ଥିଲା ପାର୍ଥିବ ସୁଖରେ ଦୁଃଖ ଥିଲା ଭରିମନେ l ସତ୍ୟ ସନ୍ଧାନରେ ବୁଡି ରହୁଥିଲା ତୁମର ମନ ଓ ପ୍ରାଣ ପିତା ଭାବିଥିଲେ ବିଭା କରିଦେଲେ ହୋଇଯିବ ସମାଧାନ l ଜନମ ଯାହାର ସତ୍ୟକୁ ଖୋଜିବା ମାନବ କଲ୍ୟାଣ ପାଇଁ, ମାନବ ଜାତିର
ମାତୃ ଦିବସ ସୁଜାତା ରାଉତ ସାରା ଦୁନିଆରେ ସବୁଠୁ ନିଜର ତୁଳନା ତାହାର ନାହିଁ, ନିଜ ଜୀବନକୁ ଜଳାଞ୍ଜଳି ଦିଏ କେବଳ ସନ୍ତାନ ପାଇଁ । ସବୁ ଦୁଃଖସହି ଖୁସିବାଣ୍ଟେ ଯିଏ ମାଆ ପରା ତାର ନାଁ, ମମତାରେ ଭରା ହୃଦୟଟି ତାର କେତେ ଯେ କୋମଳ ଆହା । ମାଆପରି ନାହିଁ କେହି
ଉତ୍କଳ ଗୌରବ ଓଡ଼ିଆ ଜାତିର ଚିର ସ୍ମରଣୀୟ ଓଡ଼ିଆ ଭାଷାର ପ୍ରାଣେ, ମୃତ ସଂଜୀବନୀ ବୁହାଇ ଦେଇଛ କହି ଓଡ଼ିଆର କାନେ l ଜାତିର ଅସ୍ମିତା ଭାଷା ବୈଭବର ଫୁଟାଇ ଶୋଭା ଓ ଶିରୀ, ରଖିଗଲ ଟେକ ଉତ୍କଳ ଗୌରବ ଏ ଜାତି ହେଉଛି ଝୁରି l ଉତ୍କଳ ମାଟିର ଯୋଗ୍ୟତାମ ସୁତ ତୁମେତ ଓଡ଼ିଆଟିଏ, ତୁମପରି କିଏ
🙏🏻ଶ୍ରୀରାମ ନବମୀ🙏🏻 ✍🏻✍🏻✍🏻✍🏻✍🏻✍🏻 ସୂର୍ଯ୍ୟବଂଶୀ ରାଜା ଦଶରଥ କୋଳେ ଜନମିଲ ପୁତ୍ର ରୂପେ, ଭକ୍ତ ହନୁମାନ ଯୁଗ ଯୁଗ ଧରି ତୁମରି ନାମକୁ ଜପେ l ଧରାକୁ ଉଶ୍ୱାସ କରିବାକୁ ପ୍ରଭୁ ଜନମି ମାନବ କୂଳେ, ପୁତ୍ରରୂପେ ପ୍ରଜା ପାଳିଲ ପ୍ରଭୁହେ ଯଶରଖି ମହୀତଳେ l ଜଗତ ଜନନୀ ସୀତା ଠାକୁରାଣୀ ଜନକ ରାଜାଙ୍କ କନ୍ୟା, ଶିବଧନୁ ଭାଙ୍ଗି
“ସତ୍ୟ ପାଇଁ ପଦେ “ 🙏🏻🙏🏻🙏🏻🙏🏻🙏🏻🙏🏻 ସତ୍ୟରୁ ଆନନ୍ଦ ଜନମେ ପ୍ରାଣରେ ସତ୍ୟପରା ମୁକ୍ତିପଥ, ମିଥ୍ୟାରୁ ବିଷାଦ ସୃଷ୍ଟିହୁଏ ମନେ ବନ୍ଧନର ମହାଭୃତ୍ୟ l ସତ୍ୟରୁ ଆସଇ ଦିବ୍ୟ ଚିନ୍ତାଧାରା ମୋହ,ମାୟାଲାଗେ ତୁଚ୍ଛ, ଚିହ୍ନିପାରେ ନିଜେ ନିଜକୁ ଜୀବନେ ସବୁଲାଗେ ମିଛ ମିଛ l ସତ୍ୟ ଚିରନ୍ତନ ଚିନ୍ମୟ ପବିତ୍ର ନାହିଁତାର ଅବକ୍ଷୟ,, ଲିଭିଯାଏ ଯିଏ କ୍ଷୟଯାର ସ୍ଥିତି
ପ୍ରାଣର ପ୍ରାର୍ଥନା 🙏🏻🙏🏻🙏🏻🙏🏻🙏🏻🙏🏻 ଆସିଥିଲି ଯିବି ଦିନେ ଅତିଥି ମୁଁ ପରା ଥିଲା,ଥିବ ଚିରକାଳ ଏସୁନ୍ଦର ଧରା। ଯେତେଯାହା ଅରଜିଲି କିଛିନେବି ନାହିଁ ତେବେକିଆଁ ଏତେଲୋଭ କରେ କାହିଁପାଇଁ ? ଅମୃତ ଜୀବନ ଇଏ କରେ ବିଷମୟ ଆସକ୍ତି ଓ କାମନା ମନେଭରେଭୟ। କେହିନୁହଁ ମୋରଏଠି ମୁଁନୁହେଁ କାହାର ମୋହଗ୍ରସ୍ତ ହୋଇକହେ
“ନର ରାକ୍ଷସ” ସୁଜାତା ରାଉତ ************************ ଅତି ଲୋଭକରି ରାବଣ ମରିଛି କଂସ ମରିଥିଲା ଦିନେ ଅତି ଅନ୍ୟାୟରୁ ରାଜା ଦୁର୍ଯୋଧନ ନାଶ ହୋଇଥିଲା ଦିନେ । କ୍ଷମତା ବଳରେ ପାପକୁ ଲୁଚେଇ ହୁଏନାହିଁ କେତେବେଳେ ଅତି ଅଧର୍ମକୁ ଧରମ ସହେନି ସ୍ଥାନନାହିଁ ମହୀତଳେ । ଆଇନ୍ଆଗରେ ସମସ୍ତେ ସମାନ ସିଏତ ପଡ଼ିଛି ଶୋଇ ଟଙ୍କା ଓ କ୍ଷମତା
ଜୀବନ 💥💥💥💥💥💥 – ସୁଜାତା ରାଉତ ଅଧାଖରା ପୁଣି ଅଧାଛାଇ କେବେଦୁଃଖ କେବେସୁଖ କେବେହସ କେବେ ଲୁହରଶ୍ରାବଣ କେବେରୋଗ କେବେଭୋକ । ଏଇତଜୀବନ ମାପି ହୁଏନାହିଁ ଗଭୀରତା ତାରକେବେ ମାୟାମରୀଚିକା ଧାଉଁଥାଏ ଆଗେ ଧରା ଦିଏନାହିଁ ଲବେ । କେବେଧନ ପାଇଁ କେବେ ଯଶପାଇଁ ଭୋଗ ଓ ଲାଳସା ପାଇଁ ଅବାଟେ ଜୀବନ ଧାଉଁଥାଏ ନିତି
ବିଶ୍ଵ ବିଜୟୀ ଯୁବସମାଜର ପଥପ୍ରଦର୍ଶକ ତ୍ୟାଗୀ ଓ ସନ୍ନ୍ୟାସୀ ,ଋଷି ବିଶ୍ଵ ଜୀବନକୁ ପ୍ରଭାବିତ କଲା ତୁମରି ଜୀବନୀ ବେଶୀ । ପ୍ରାଚ୍ୟ,ପାଶ୍ଚାତ୍ୟର ମଧ୍ୟରେ ପାର୍ଥକ୍ୟ ତୁମେତ ପାରିନା ଦେଖି ଆମ ସଂସ୍କୃତିର ଧାରା ଆମପାଇଁ ଇତିହାସ ଯାଏ ଲେଖି । ବ୍ରହ୍ମଚର୍ଯ୍ୟ ପାଳି ସାଧନା ମାର୍ଗରେ ଆଧ୍ୟାତ୍ମିକ ଜ୍ଞାନଲଭି କାଳଜୟୀ ହେଲ ମୃତ୍ୟୁକୁ ଜିଣିଲ ତୁମେ ଭାରତର