ତୁ
ତୁ
ବିଶ୍ୱାସରେ
ବିଶ୍ୱସ୍ତରେ
ଅତ୍ମୀୟତାରେ
ସମର୍କର ସମୀକରଣରେ l
ତୁ
ସୁଖରେ
ଦୁଃଖରେ
ନିଶ୍ୱାସରେ
ଅତୀତ ବର୍ତ୍ତମାନଭବିଷ୍ୟତରେ l
ତୁ
ବିନ୍ଦୁ
ନଦୀ
ସାଗର
ସମସ୍ତ ଜୀବନର ଉତ୍ସ l
ତୁ
ବିସିକେଶନ
ଅଲିଅଳି
ମଥାରଖେ ପାଦତଳେ
ତୁ ପରା ମାଆ l
ମନୋଜ କୁମାର ଦାସ
ଆଳିଜଙ୍ଗା,
କେନ୍ଦ୍ରାପଡ଼ା
51 total views, 1 views today