March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Aug
2022
21

*ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ–ପବିତ୍ର ବେହେରା*

“”ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ”” ଚୀନ,ମିଶର,ସୁମେରିଆ ଓ ଭାରତରେ ସିନ୍ଧୁ ନଦୀ ଉପତ୍ୟକାର ସଭ୍ୟତା ପରି କେନ୍ଦୁଝର ବୈତରଣୀ ନଦୀ ଉପତ୍ୟକାରେ ଗଢି ଉଠିଥିଲା। ପଣ୍ଡିତମାନଙ୍କ ମତରେ ଆର୍ଯ୍ୟ ସଭ୍ୟତାର ବିକାଶ ପୂର୍ବରୁ ଦ୍ରାବିଡମାନେ ଆଜକୁ ପ୍ରାୟ ସହସ୍ର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ର ପ୍ରତିଷ୍ଠା କରିଥିଲେ। ସେହି ପରି ବୈତରଣୀ ନଦୀ ତଟରେ ବାସ କରୁଥିବା ଆଦିମ

Loading

Jul
2022
4

କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା

“”କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ’”” ପୁରୀ ର ଅନ୍ୟନାମ ହେଉଛି କମ୍ଭୁ -କଟକ ବା ଶଙ୍ଖକ୍ଷେତ୍ର । ଏହାର ଚତୁଦିଗଃ ହେଉଛନ୍ତି ଧର୍ମ,ଅର୍ଥ,କାମ,ମୋକ୍ଷ । ଏହି କମ୍ଭୁ-କଟକ ର ରାଜା ହେଉଛନ୍ତି ଜଗନ୍ନାଥ ସେ ପ୍ରଜା ବତ୍ସଳ ରାଜା ଭାବରେ ବ୍ରାହ୍ମଣ, ବୈଶ୍ଯ, କ୍ଷେତ୍ରୀୟ,ଶୁଦ୍ର ସମସ୍ତଙ୍କୁ ସମାନ ଭାବରେ ଧର୍ମ,ଅର୍ଥ,କାମ,ମୋକ୍ଷ ବାଣ୍ଟିବାରେ ସେ ସିଦ୍ଦହସ୍ତ ଅଟନ୍ତି। ଶାସ୍ତ୍ରରେ

Loading

May
2022
22

“କିଏ ତୁମେ ଅଭିସାରିକା”- ପବିତ୍ର ବେହେରା

:::କିଏ ତୁମେ ଅଭିସାରିକା::: ସ୍ଵପ୍ନର ନାୟିକା, ମନର ଯାଜ୍ଞିକା ଶୟନେ ସପନେ,ପ୍ରତି ଶବ୍ଦବ୍ରହ୍ମେ ମୋ ମନ ମନ୍ଦିର , ଅଗ୍ନିରୂପ ଶିଖା । କିଏ ତୁମେ ଅଭିସାରିକା ମଳୟ କୁ ମଧୁ ମାସ ଛୁଇଁଯିବା ପୂର୍ବରୁ ଓଠର କିଆରୀରେ ବୁଣି ଦେଲ ଅମାପ ପ୍ରୀତିର ସ୍ପର୍ଶ ବନ୍ୟା । କିଏ ତୁମେ ଅଭିସାରିକା ନାୟିକା ନୁହଁ କି ମୋ

Loading

May
2022
14

*ଶୃଙ୍ଗାର ରସ–ଏନ୍. ଶିବଶଙ୍କର ରେଡ଼ି*

ସଜଲ।। ଶୃଙ୍ଗାର ରସ କବି।। ଏନ୍. ଶିବଶଙ୍କର ରେଡ଼ି ଫେରି ଆସିବ କି ଅତୀତ ସମୟ ଲାଗୁଥିବ ରସମୟ ଶୃଙ୍ଗାର ପୀଠରେ ଭାବ ବିନିମୟ ଲାଗିବ ଆନନ୍ଦମୟ।୧। ଅବଗୁଣ୍ଠନକୁ ଟେକି ଦେଇ ପ୍ରିୟା ଚାହୁଁଥିବ ଖଞ୍ଜନେତେ ଝରୁଥିବ ହସ ତା ଶିରୀ ଲପନେ ପାଗଳ କରିବ ମୋତେ, କହୁଥିବ କର୍ଣ୍ଣେ କେତେ ରସକଥା ବିତିଯିବ ମୋ ସମୟ ଫେରି

Loading

May
2022
14

କବିତା-ଉତ୍କଳ କବି- ଶିବ ସେଠୀ

  ବୀରପ୍ରସବିନୀ ତଟିନୀ ମାଳିନୀ ଧନ୍ୟ ମୋ ଉତ୍କଳ ଭୂଇଁ ମହୋଦଧି କୂଳେ ନୀଳାଚଳ ଧାମେ ବସିଛି ଜଗତ ସାଇଁ । ଭଗ୍ନ କୋଣାରକ ଜୟଗାନ କରେ ଅତୀତର ମହାକୀର୍ତ୍ତି ତମାଳ ତାମ୍ବୁଳ ନାରିକେଳ ବନେ ସୁଶୋଭିତ ଦିଶେ ମହୀ । ଧନ୍ୟ ସେ ଚିଲିକା ଧନ୍ୟ ଚନ୍ଦ୍ରଭାଗା ଧନ୍ୟ ମୋ ଉତ୍କଳ ଭୂଇଁ ଚିର ସ୍ରୋତା ସେହି

Loading

May
2022
14

“”ଆସୁରିକ ଶକ୍ତି”” ପବିତ୍ର ବେହେରା

ହେ ମୋର ଆସୁରିକ ଶକ୍ତିର ସମର୍ଥକ କାହିଁକି ଆଜି ଝରା ଶେଫାଳୀର ମନ ଅଗଣାରେ ଦାଉ,ଦାଉ ଜାଳି ଦେଉଛ ମୋ ଭାଷାକୋଷର ପ୍ରସ୍ପୁଟିତ ପୁଷ୍ପ ଶବ୍ଦକୁ। ଏହି ଦେଖ କିଛି ଦିନ ହେଲା ସରିଛି ଝାମୁ ଯାତ୍ରା ମନରୁ ଏ ପର୍ଯ୍ୟନ୍ତ ଲିଭିନି ଯନ୍ତ୍ରଣା ର ଉଷ୍ମତା ପୁଣିଥରେ ହୃଦୟ ଗାଲିଚା ତଳେ କୁହୁଲି, କୁହୁଲି ଜଳିବା ଆରମ୍ଭ

Loading

Apr
2022
2

*ଅବ୍ଜମିଳନ–ପବିତ୍ର ବେହେରା*

“” ଅବ୍ଜମିଳନ“” ରାତି ପରା ସତ ଚେଷ୍ଟା କରି ପରସ୍ତ ପରସ୍ତ କରି ଘୋଡେ଼ଇ ଘାଡ଼େଇ ଲୁଚେଇ ପାରିନି ଜମା ଜହ୍ନକୁ , ଠିକ୍ ଯେମିତି ତୁମ କଳା ଶାଢ଼ୀ ତଳୁ ଜହ୍ନ ଠାରୁ ବେଶୀ ଦାଉ ଦାଉ ତୁମ ରୂପ ଜଳୁଛି ଶାଢ଼ୀ ଭେଦି ମୋ ଆଖିର ରେଟିନା ଚୁମୁଛି ମୁଁ ଦେଖୁଛି ତୁମ ଠାରୁ ଆହୁରି

Loading

Mar
2022
12

*ସାହିତ୍ୟ ଜଗତରେ ନାରୀ ର ସ୍ଥାନ – ପବିତ୍ର ବେହେରା*

ସାହିତ୍ୟ ଜଗତରେ ନାରୀ ର ସ୍ଥାନ ପବିତ୍ର ବେହେରା   ବିସୃଷ୍ଟୋ ସୃଷ୍ଟି ରୂପା ତ୍ଵଂ ସ୍ଥିତି ରୂପା ବିଚ୍ ପାଳନେ, ତଥା ସଂହୃତି ରୂପାନ୍ତେ ଜଗତୋତସ୍ୟ ଜଗନ୍ମୟୀ । ହେ ଜଗନ୍ମୟୀ ନାରୀ ! ତୁମେ ଜଗତର ସୃଷ୍ଟି ଉଦ୍ଧେଶ୍ୟରେ ରଜଗୁଣ ସଂପନ୍ନା ସୃଷ୍ଟିରୂପା, ପାଳନ ଉଦ୍ଦେଶ୍ୟରେ ସତ୍ତଗୁଣା ସଂପନ୍ନା ସ୍ଥିତିରୂପା ଏବଂ କଳ୍ପାନ୍ତ କାଳରେ ତମୋଗୁଣ

Loading

Mar
2022
7

*ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ–ପବିତ୍ର ବେହେରା(ବାହାଲପୁର)*

  “”ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ“” କାଳିଦାସ କମନୀୟ କବିତ୍ଵର ରମଣୀୟ ଭଙ୍ଗୀରେ କହିଛନ୍ତି- “””ହରିର୍ଯଥୈକଃ ପୁରୁଷୋତ୍ତମଃ ସ୍ମୃତଃ ମହେଶ୍ଵର ସ୍ତ୍ର୍ୟମ୍ଭକ ଏବ ନାପରଃ ତଥା ବିଦୁର୍ମାଂ ମୁନୟଃ ଶତକ୍ରତୁଂ ଦ୍ବିତୀୟଗାମୀ ନହି ଶବ୍ଦ ଏଷ ନଃ।”” “ହରି” ଶବ୍ଦର ଅନେକ ଅର୍ଥ ଅଛି । କିନ୍ତୁ ‘ହରି’ ଶବ୍ଦ ଶୁଣିବା ମାତ୍ରେ ମନକୁ କେବଳ ଭଗବାନ

Loading