April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2023
6

ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 

ସନ୍ଦେଶ ସଂଜୀବନୀ   ଜୀବନ ଯୁଦ୍ଧ ନିଜର ଜୀବନ ଯୁଦ୍ଧ ହିଁ ତ ନିଜେ ନିଶ୍ଚେ ଲଢିବାର ଶକ୍ତି ମନୁଷ୍ୟ ତଥାପି ଇଚ୍ଛାକୁ ମାରେନା ଇଚ୍ଛା ବି ଦିଏନା ଶାନ୍ତି । *ଇଚ୍ଛାର ପୂର୍ତ୍ତି* ଇଚ୍ଛାର ପୂରଣ ନହେଲେ ମନରେ ବଢଇ କ୍ରୋଧଟି ପରା ଇଚ୍ଛାର ପୂର୍ତ୍ତିରେ ଲୋଭ ଅତିଶୟ ଜୀବନ ଯାପନ ଧାରା। *ଜରୁରତ୍* ଜୀବନ ସଂଗ୍ରାମେ

Loading

Jan
2023
31

ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 

ଅମଳିନ ପଦଚିହ୍ନ   ପୂଣ୍ୟଭୂମି ଏ ଭାରତ ମାଟିର ତୁମେ ଯୋଗ୍ୟତମ ସୁତ ସତ୍ୟ ସ୍ୱାଭିମାନ ମହାମନ୍ତ୍ର ତୁମେ ଦେଖାଇଲ ମୁକ୍ତିପଥ…. ଦେଖାଇଲ ମୁକ୍ତିପଥ….। “ମୋତେ ରକ୍ତଦିଅ ସ୍ୱାଧୀନତା ଦେବି” ପ୍ରେରଣା କାହାଣୀ ତୁମ ଯେଷାକୁ ତେଷାର ବୀଜମନ୍ତ୍ର ଧ୍ୱନି ଆଚରିବା ଥିଲା ଧର୍ମ । କଣ୍ଟାକୁ କଣ୍ଟାରେ କାଢିବା ପାଇଁକି ଅଣ୍ଟା ଭିଡିଥିଲ ପଣେ କଉଶଳ କରି

Loading

Dec
2022
3

ଶହୀଦ ଲକ୍ଷ୍ମଣ ନାୟକ — ନୀହାରିକା ପଣ୍ଡା 

ଶହୀଦ ଲକ୍ଷ୍ମଣ ନାୟକ    ମର୍ତ୍ତ୍ୟରେ ଜନମି ମରିବ ମଣିଷ ଜୀବନ ବୃତ୍ତାନ୍ତ ସତ୍ୟ ତ୍ୟାଗ ତିତିକ୍ଷାରେ ଅମରତ୍ୱ ପ୍ରାପ୍ତି ଶହୀଦ ଜୀବନୀ ତତ୍ତ୍ୱ। କୋରାପୁଟ ଜିଲ୍ଲା ତେନ୍ତୁଳିଗୁମ୍ମାର ଅକ୍ଷୟ କୀରତି ସେହି ନଭେମ୍ବର ମାସ ବାଇଶି ତାରିଖେ ଜନ୍ମିଥିଲେ ମର୍ତ୍ତ୍ୟ ଭୂଇଁ। ମାଲକାନଗିରି ଗାନ୍ଧୀ ରୂପେ ସିଏ ବିଖ୍ୟାତ ଓ ପରିଚିତ ମାତୃଭୂମି ପାଇଁ ମମତା ଢାଳି

Loading

Nov
2022
21

ନମସ୍ୟ ନେହେରୁ ବୋଧ — ନୀହାରିକା ପଣ୍ଡା 

ନମସ୍ୟ ନେହେରୁ ବୋଧ    ସଲିଳେ ନୀଳିମା ମହୋଦଧି ଜଳେ ଆହା ନୀଳବର୍ଣ୍ଣ ତୁମେ ଶିଶୁମାନଙ୍କର କୁନି ଓଠେ ହସ ନୀଳଆଖି ସ୍ମୃତି ଚୁମେ । ଶିଶୁଆପଣାର ହୃଦୟ ସ୍ପନ୍ଦନ ପ୍ରଣବ ଗାୟତ୍ରୀ ମନ୍ତ୍ର ଶିଶୁଙ୍କ ସୃଜନ ଶକ୍ତିର ଚିନ୍ତନ ଜୀବନର ମୂଳମନ୍ତ୍ର । ଶିଶୁ ହସଖୁସି ନୀଳଆଖି ସ୍ୱପ୍ନ ପାହାନ୍ତି ସପନ ତୁମ ଆଉଥରେ ଚାଚା ଫେରିଆସି

Loading

Nov
2022
12

ଅଭିନନ୍ଦନୀୟ ଗୀତି — ନୀହାରିକା ପଣ୍ଡା 

ଅଭିନନ୍ଦନୀୟ ଗୀତି   ମହାନଦୀ ତୀରେ ମାଧବ ନାମରେ ବିଶ୍ବାବସୁ ପ୍ରିୟ ତୁମେ ମହୋଦଧି ତଟେ ମହାବାହୁ ସତେ ପୁଣ୍ୟ ନୀଳାଚଳ ଧାମେ। କଣ୍ଟିଲୋରେ ତୁମ ଆଦ୍ଯ ଆସ୍ଥାନ ଯେ ଶିରୀକ୍ଷେତ୍ର ଲୀଳାଭୂମି କେତେ ସାଧୁସନ୍ଥ ଭକ୍ତି ଭାବଧାରା ଆତ୍ମା ଯାଏ ଝୁମି ଝୁମି। କନ୍ଦର କମ୍ପିତ ବ୍ରହ୍ମ ବିଦ୍ୟମାନ ନୀଳାଚଳେ ପରଂବ୍ରହ୍ମ କଳ୍ପାନ୍ତର ତୁମ କୀର୍ତ୍ତିରାଜି ସିନା

Loading

Nov
2022
8

ବିଶ୍ବଜୀବନ ହେ — ନୀହାରିକା ପଣ୍ଡା 

ବିଶ୍ବଜୀବନ ହେ   ବିଶ୍ବଜୀବନ ହେ ବିଶ୍ବବନ୍ଧୁ ପରାତୁମେ….. ବିଶ୍ବଜୀବନ ହେ ବିଶ୍ବବନ୍ଧୁ ପରାତୁମେ …. କରୁଣା ସାଗର କୀର୍ତ୍ତି କାରିଗର ସଦା ମୁଁ ଚରଣେ ନମେ। (ଘୋଷା) ପ୍ରଣବ ପ୍ରଣତି ଆହେ ବିଶ୍ବପତି ଯାହା ହୃଦେ ସାଇତିଛ ଫୁଲରେ ସୁରଭି ପ୍ରାଣରେ ପ୍ରାଚୁର୍ଯ୍ୟ ନିଜ ହାତେ ଖଞ୍ଜିଅଛ ତୁମର ସର୍ଜନା ପ୍ରଭୁ ଏକା ସିନା ନିମିତ୍ତ ମାତ୍ର

Loading

Sep
2022
8

ଆଶାର ଅଗଣା — ନୀହାରିକା ପଣ୍ଡା 

ଆଶାର ଅଗଣା   ନୀହାରିକା ପଣ୍ଡା    ଆଶା ଆତ୍ମା ଇସାରାର ଅସୁମାରୀ କେତେବେଳେ ନିଦାଘର ଖରା ବେଳେବେଳେ ଗଛ ତଳ ଛାଇ, ଏକ ବା ଅନେକ ଶାନ୍ତି ଆଉ ଅଶାନ୍ତିର ସମ୍ଭାବନା ବହି ।   ଆଶା ଏକ ଚିରସ୍ରୋତା ନଈ, ସେ ନଈର ନୀର ଧାର ପାଖେ ନୀଳ ଆର ପାଖେ ବନ୍ଧ ଭାଙ୍ଗେ କୂଳ

Loading

Sep
2022
6

ମନେ ପଡେ — ନୀହାରିକା ପଣ୍ଡା 

ମନେ ପଡେ   ଖୋଜୁଛି ଏ ଆଖି ଝୁରୁଛି ଏ ମନ ମିଠା ମିଠା ସୁଖ ସ୍ମୃତି ଯା’ ପାଣି ପବନ ପରଶରେ ପ୍ରାଣ ମୁଖରିତ ମତିଗତି। ଅଜାଡି ଦେଇଛି ଅନେକ ଆଦର ବଞ୍ଚିବାକୁ ଜୀବନରେ ଭୁଲି ହୁଏ ନାହିଁ ଅଭୁଲା ସ୍ମୃତି ତା’ ମନେପଡେ ନିରୋଳାରେ। ବୋହୂଚୋରି ଖେଳ ସାଙ୍ଗ ସାଥୀ ମେଳ ଖୋଜୁଛି ଏ ମନ

Loading

May
2022
13

ଅନୁଭବୀ ଅନ୍ତର ଅନୁବାଦରେ — ନୀହାରିକା ପଣ୍ଡା 

ଅନୁଭବୀ ଅନ୍ତର ଅନୁବାଦରେ ନୀହାରିକା ପଣ୍ଡା    ହେ ବିଶ୍ୱପିତା ଧନ୍ୟ ତୁମ ବିବିଧତା! ମୁଁ ତୁମକୁ ବିଶ୍ବାସ କରେ ପ୍ରଭାତର ପ୍ରଭାବତୀ ପ୍ରଫୁଲ୍ଲତାରେ ପୀୟୂଷବର୍ଷିଣୀ ମେଘମାଳା ଛମ୍ ଛମ୍ ପଦପାତରେ ବର୍ଣ୍ଣବୋଧର ବର୍ଣ୍ଣନାରେ ବିଶ୍ୱାବସୁର ଅଖଣ୍ଡ ବିଶ୍ବାସର ଭାବାବେଗରେ।   ହେ ଶ୍ରେଷ୍ଠ କଳା, କୀର୍ତ୍ତି କମନୀୟ କଳାକାର! ଅନୁଭବୀ ଅନ୍ତର ଅନୁବାଦର ପ୍ରଣତିରେ ଜୀବନର ଅମାବାସ୍ୟା

Loading

Apr
2022
27

ଅନୁଭବରେ ଦିବ୍ୟସତ୍ତା — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ଅନୁଭବରେ ଦିବ୍ୟସତ୍ତା   ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା    ହେ ମହୀମଣ୍ଡଳ ଜଗତର ବନ୍ଦ୍ୟ ଭକ୍ତି ମୁକ୍ତି ପ୍ରୀତି ଖଣି ସଂସାର ସାଗର ତାରଣ ତତ୍ପର ସୃଷ୍ଟି ସ୍ଥିତି ଚୂଡାମଣି। ଉଦୟ ଅସ୍ତରେ ଦିବସ ରଜନୀ ଭାବୁକ ସୃଜକ ତୁମେ ପ୍ରେମ ସୁଧାଢାଳି ବାଢେ ଶ୍ରଦ୍ଧାଞ୍ଜଳି ଅନ୍ତର ଆତ୍ମସ୍ଥ ନମେ। ନିୟମେ ଗମନ୍ତି ନୀଳାକାଶେ ଜ୍ୟୋତି ଆହା ତବ

Loading

Apr
2022
26

ଭାବନାର ଅନ୍ତରାଳେ — ନୀହାରିକା ପଣ୍ଡା 

ଭାବନାର ଅନ୍ତରାଳେ   ନୀହାରିକା ପଣ୍ଡା    ଖୁବ୍ ସୁନ୍ଦର ….ଖୁବ୍ ସୁନ୍ଦର …. ନୀଳ ଜଳରାଶିର ନୀଳ ନୀରବତା .. . … ପାଦଥାପୁ ଥାପୁ କିଛି ପଥ ଅତିକ୍ରମି ଯାଏ ଜୀବନର ଅଙ୍କାବଙ୍କା ବିଥିର ବେଳା ବିଜନତା। ସମୟ ନଥାଏ ନିଜକୁ ଟିକିଏ ପରଖିନେବାକୁ ସମୟ ସ୍ରୋତର ସାରଣୀରେ ବୁଢିଆଣୀ ଜାଲ ପରି ଛନ୍ଦାଛନ୍ଦି ବୁଣିହୋଇଯାଉଥିବା

Loading

Apr
2022
21

*ସୁପ୍ତପ୍ରତିଭା — ନୀହାରିକା ପଣ୍ଡା*

*ସୁପ୍ତପ୍ରତିଭା*   ବିଧିର ବିଧାନ ବଡ ବିଚିତ୍ର।ବିଚିତ୍ର ସେ ସ୍ରଷ୍ଟା ,ବୈଚିତ୍ର୍ୟମୟ ତାଙ୍କର ହସ୍ତର ପ୍ରତିଟି ଚିତ୍ରିତ ସୁନ୍ଦର ସୃଷ୍ଟି ।ଶିଶୁଠାରୁ ଆରମ୍ଭ କରି ଶିଳାରେ, ଶୈବାଳରେ, ଶିଳ୍ପରେ ,ସନ୍ଧାନରେ,ସନ୍ଦେଶରେ ,ଶିକ୍ଷାରେ,ଦୀକ୍ଷାରେ ସବୁଠି ଭରିରହିଛି ସୁପ୍ତ ପ୍ରତିଭା।ଯାହାର ଆଉ ଗୋଟିଏ ପରିଭାଷା ହେଉଛି ଅନ୍ତର୍ନିହିତ ଅସୀମ ସମ୍ଭାବନା । ସୂକ୍ଷ୍ମଦୃଷ୍ଟିରେ ନିରୀକ୍ଷଣ କଲେ କିଏ ନାଚରେ ତ,କିଏ ଗୀତରେ,କିଏ

Loading

Apr
2022
20

*ଗୋଟିଏ ଛୋଟିଆ ପ୍ରଶ୍ନ? — ନୀହାରିକା ପଣ୍ଡା*

*ଗୋଟିଏ ଛୋଟିଆ ପ୍ରଶ୍ନ?*           ପୁଅ ପଚାରିଲା ମାଆଙ୍କୁ ତାହାର ଗୋଟିଏ ଛୋଟିଆ ପ୍ରଶ୍ନ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜଣା ଅଛି ଜନ୍ମ ଦିନ। ବଡ ରହିଅଛି ସାନ ରହିଅଛି ଅଛନ୍ତି ଜାତି ଦେବତା ମୋ କୁନି ମନରେ କାହିଁ ଉଙ୍କିମାରେ ଆନ ଏକ ପ୍ରଶ୍ନ କଥା। କାହିଁକି ଜନନୀ ଚିହ୍ନ ବର୍ଣ୍ଣ ନାହିଁ

Loading

Apr
2022
19

*ତୁମେ ଗଢିଛ ଏ ସୁନାର ସଂସାର–ନୀହାରିକା ପଣ୍ଡା*

*ତୁମେ ଗଢିଛ ଏ ସୁନାର ସଂସାର* ତୁମେ ଗଢିଛ ଏ ସୁନାର ସଂସାର ସୌନ୍ଦର୍ଯ୍ୟ ସୁରଭି ଦେଇ ପ୍ରଜାପତି ଦେହେ ମାଖିଅଛ ରଙ୍ଗ ତାହା ସେ କି ଜାଣିଥାଇ? ନୀଳ ଆକାଶରେ ନୀଳିମା ଭରିଛ ଚିକିମିକି ତାରା ସହ ଧରା ଗାଲିଚାର ଶେଯ ପାରିଅଛ ବିଶ୍ରାମ ପାଇଁ କି ଦେହ। ନୀଳ ସାଗରର ନୀଳିମା ବକ୍ଷରେ ସଲିଳ ଭାଙ୍ଗଇ

Loading

Apr
2022
19

*ଫେରନ୍ତା କି ଶୈଶବ– ନୀହାରିକା ପଣ୍ଡା*

*ଫେରନ୍ତା କି ଶୈଶବ* ବେଳେ ବେଳେ ମନେହୁଏ ସାତ ସମୁଦ୍ର ତେର ନଇ ଡେଇଁ ଶୈଶବର କମନୀୟ ଚପଳାମି ନମନୀୟ ମୂର୍ତ୍ତିର ପ୍ରଲୁବ୍ଧ ପିଲାଳିଆମି ଏଠି ସେଠି ସବୁଠି ଖୋଜି ବୁଲୁଥାନ୍ତି…. ହେଲେ ଶୈଶବର ସବୁ ବାଲ୍ୟ ଚପଳାମି ଆଜି ମୋଠୁ ଅପହଞ୍ଚ ଇଲାକାରେ ସେ ଆଉ କେବେ ବି ଫେରିବନି। ପ୍ରଶ୍ନବାଚୀ ମୋର ତ ତାହା ସହ

Loading

Apr
2022
18

*ପିତାମାତା– ନୀହାରିକା ପଣ୍ଡା *

*ପିତାମାତା* ପିତାମାତା ଆମ ପ୍ରକୃତ ଦେବତା କିଏ ହେବ ତାଙ୍କ ସରି? ଜଗତ ମଧ୍ୟରେ ଜାଗୃତି ଜିଗୀଷା କାର୍ଯ୍ୟ ସଂପାଦନ କରି। ଅତି ଯତନରେ ଅନ୍ତରଙ୍ଗ ଭାବେ ଛୋଟରୁ କରନ୍ତି ବଡ ଶିକ୍ଷା ଦୀକ୍ଷା ଦେଇ ଆଲୋକ ଦେଖାନ୍ତି ସହିଣ ଅଝଟ ଝଡ। ନିଜ ଭଲମନ୍ଦ ପଛକୁ ପକାଇ ପୁଅ ଝିଏ ପ୍ରୀତିଦାନ ଅଭାବ ଲୁଚାଇ ଯୋଗାଡି ଦିଅନ୍ତି

Loading

Apr
2022
13

*ପାନ୍ଥଶାଳାର ପଥିକ–ନୀହାରିକା ପଣ୍ଡା*

*ପାନ୍ଥଶାଳାର ପଥିକ* ଜନ୍ମଭୂମି ଆମ ପାନ୍ଥଶାଳାଟିଏ ଆମେ ଜଣେ ଜଣେ ପଥିକ ବାଟ ଚାଲୁଚାଲୁ ଝୁଣ୍ଟିବା ହିଁ ସାର ଉଠାଣି ଗଡାଣି ଅନେକ। ପାନ୍ଥଶାଳା ମଧ୍ୟେ ପଶାପାଲି କ୍ରୀଡା ଜିତିବା ହାରିବା ସ୍ୱୀକୃତି ଯେତେ ଯାହା ହେଲେ ନିରନ୍ତର ଏଠି କରିଥାଏ ନିଶ୍ଚେ ପ୍ରଗତି। ଆଶା ନିରାଶାର ମିଶାଣ ଫେଡାଣ ଜୀବନ ଯାତ୍ରାର ଅଗଣା ଜନ୍ମଭୂମି ବକ୍ଷେ ବାଛ

Loading

Apr
2022
9

*ଖୋଲା ଆକାଶର ଖୁସି– ନୀହାରିକା ପଣ୍ଡା*

*ଖୋଲା ଆକାଶର ଖୁସି* ନୀହାରିକା ପଣ୍ଡା ପ୍ରୀତି ଜୋଛନାରେ ବିଭୋର ସେ ଜହ୍ନ ପୂର୍ଣ୍ଣିମାରେ ହସିହସି ଅନ୍ଧକାର ରାତି ଜୀବନ ଅରାତି ଜହ୍ନର ଜୀବନୀ ଖୁସି। କଳଙ୍କକୁ କୋଳେ ଧାରଣ କରି ସେ ଶଶାଙ୍କ ସୁଖ ପସରା ସୁଶୀତଳ ଜ୍ୟୋତି ଜୀବନ ଆସରା ଏଇ ସସାଗରା ଧରା। ଉଜ୍ଜ୍ୱଳ ଆକାଶ ଆଲୋକବର୍ତ୍ତିକା କୁଆଁର ପୁନେଇ ଜହ୍ନ କୁଆଁରୀ ମନର

Loading

Apr
2022
5

*ବନ୍ଦେ ଉତ୍କଳ ଜନନୀ-ନୀହାରିକା ପଣ୍ଡା*

*ବନ୍ଦେ ଉତ୍କଳ ଜନନୀ* ************* ନୀହାରିକା ପଣ୍ଡା  ************ ଦୁଇ ଆଖି ଖୋଲି ଯାହା ଦିଏ ଚାହିଁ ସବୁ ମୋ ଉତ୍କଳ ଦାନ ଉତ୍କଳୀୟ ପ୍ରାଣେ ଭଲପାଏ ମୁହିଁ ମୁଁ ତ ଉତ୍କଳ ସନ୍ତାନ । ଯା’ପାଣି ପବନେ ଗଢା ଏ ଶରୀର ଖାଦ୍ୟ, ବସ୍ତ୍ର ,ଭାଷା ପ୍ରିୟ ସେହି ପରା ଆମ ବୀରପ୍ରସବିନୀ ପୃଥିବୀ ପୃଷ୍ଠରେ ଶ୍ରେୟ

Loading

Feb
2022
23

*ତୁମେ ମୋର ବନ୍ଧୁ ତୁମେ ମୋର ସଖା–ନୀହାରିକା ପଣ୍ଡା*

*ତୁମେ ମୋର ବନ୍ଧୁ ତୁମେ ମୋର ସଖା*            ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ଅଖିଳ ସଂସାର ଅନୁଭବ ଆଶା ସଂଜୀବନୀ ମନ ପ୍ରାଣ ନିୟତି ନିଷ୍ପତ୍ତି ସୃଷ୍ଟି ପରାକ୍ରମ ନରଧର୍ମ ପରାୟଣ । ଅଳସୁଆ ମନ ମସ୍ତିଷ୍କ ଧାରଣା ତୁମେ ହିଁ ତ କର୍ମଶାଳା ସୈତାନମନର ଲୀଳାଖେଳା ଅଂଶ ଆଚମ୍ବିତ ବିଧି ବେଳା।

Loading