March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Jan
2023
18

ଘରଚଟିଆର ଚିଠି — ମମତା ଶତପଥୀ

ଘରଚଟିଆର ଚିଠି   ନମସ୍ଯ ପ୍ରକୃତିପ୍ରେମୀ ସୁବ୍ରତ ବାବୁ ମୋର ଓ ମୋ ପରିବାରର କୃତଜ୍ଞତା ଗ୍ରହଣ କରିବେ। ସମସ୍ତେ ଜାଣନ୍ତି ମତେ ଲେଖାପଢା ଜଣା ନାହିଁ। ମୁଁ ଚିଠି ଲେଖିବା ହାସ୍ୟାସ୍ପଦ ନିଶ୍ଚୟ। ହଁ ତାହା ଠିକ୍ କଥା। କିନ୍ତୁ ଲେଖାପଢା ନଜାଣିଲେ ମଧ୍ୟ ମୁଁ ମୋ ମନର ଭାବକୁ ବ୍ୟକ୍ତ କରିପାରିବି। ହୃଦୟର ଭାଷା ଶୁଣାଇପାରିବି।ମୋ

Loading

Jan
2023
11

ଦିନେ ମକର ସଙ୍କ୍ରାନ୍ତିରେ — ମମତା ଶତପଥୀ

ଦିନେ ମକର ସଙ୍କ୍ରାନ୍ତିରେ     ଆସିଲା ଯେବେ ସେ ମକର। ହୋଇଲା ଦିନ ଯେ ଵକର।। ଉତ୍ତରାୟଣ ସୂର୍ଯ୍ୟ ହେଲେ। ଉତ୍ତାପ ବଢିଲା ସଧୀରେ।। ଉତ୍ତରାୟଣେ ସର୍ବ ଶୁଭ। ପୂର୍ବରୁ ଅଛି ଏହି ଭାବ।। ଏମିତି ଗୁଣୁ ଗୁଣୁ ଗୀତ ଗାଇ ମକର ସଂକ୍ରାନ୍ତି ଦିନ ବୋଉର ସମବୟସୀ ଜଣେ ମହିଳା ବୋଉକୁ କହିଲେ,” ତୋର ମନେ

Loading

Dec
2022
3

ଭୀତି ତୋର ଭାଷା ପ୍ରୀତିକି — ମମତା ଶତପଥୀ

ଭୀତି ତୋର ଭାଷା ପ୍ରୀତିକି (ପ୍ରିୟ ସହୀକୁ ଚିଠି)   ପ୍ରିୟ ସାଙ୍ଗ ମୋର ଶୁଭେଚ୍ଛା ଜଣାଏ ଘରେ ଜଣାଇବୁ ତୁହି। ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ ଜଣାଉଛି ଦୂରେ ରହି।। ମନକୁ ଗୋଟିଏ କଥା ବାଧିଲା ମୋ ଲେଖୁଛି ଆଜି ଚିଠିରେ। ଗ୍ରହଣ କରିବୁ ଅବା ନକରିବୁ ରଜା ତୁ ତୋ ମନ ପରେ।। ଏଇ କିଛିଦିନ

Loading

Oct
2022
2

ଯା ଦେବୀ ସର୍ବଭୂତେଷୁ — ମମତା ଶତପଥୀ

ଯା ଦେବୀ ସର୍ବଭୂତେଷୁ   ଏ ଖଣ୍ଡ ମଣ୍ଡଳରେ ପୂଜକ ଶ୍ୟାମଘନ ତ୍ରିପାଠୀଙ୍କୁ ନଜାଣେ କିଏ ?ବିବାହ, ବ୍ରତୋପନୟନ,ଶନିମେଳା,ଆଖଣ୍ଡଳମଣି ମେଳା ପରି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ତ୍ରିପାଠୀଙ୍କୁ ସମସ୍ତେ ଖୋଜନ୍ତି ନିଶ୍ଚୟ।କିନ୍ତୁ ହନୁମାନ ଯଜ୍ଞ, ଗ୍ରାମଦେବୀ ପୂଜା,ଦୁର୍ଗାପୂଜା,ଲକ୍ଷ୍ମୀ ପୂଜା, ଗଣେଶ ପୂଜା ପ୍ରଭୃତି ସାମୁହିକ ପୂଜାପୂଜିରେ ତ୍ରିପାଠୀ ନନାଙ୍କୁ ବିଶେଷ ଭାବରେ ଖୋଜନ୍ତି।ନୈଷ୍ଠିକ ବ୍ରାହ୍ମଣ ଭାବରେ ସେ ବେଶ୍ ପ୍ରସିଦ୍ଧ।ନିର୍ଭୁଲ

Loading

Sep
2022
29

ଅଲିଖିତ ଚୁକ୍ତିନାମା — ମମତା ଶତପଥୀ

ଅଲିଖିତ ଚୁକ୍ତିନାମା   କୋହରେ ଲୁହରେ ବତୁରୁଥିଲା ଅନିନ୍ଦିତା।ବିଚରା ତକିଆଟା ତା’ର ଲୁହ,ସିଙ୍ଗାଣୀରେ ଜୁଡୁବୁଡୁ।ବାପା, ବୋଉ ସାରା ପରିବାରର ଇଛା ବିରୁଦ୍ଧରେ ଯାଇ ସେ ପ୍ରେମବିଦାହ କରିଥିଲା। ବିବାହ !!ନା ବିବାହ କହିବା ଭୁଲ୍ ହେବ।ସେ କୋର୍ଟରେ ସାକ୍ଷୀ ପ୍ରମାଣ ସହିତ ରେଜେଷ୍ଟ୍ରି ମ୍ୟାରେଜ୍ କରିଥିଲା।ବେଦୀରେ ବସି ପବିତ୍ର ହୋମଅଗ୍ନିକୁ ସାକ୍ଷୀ ରଖି ପ୍ରିୟ ପରିଜନଙ୍କ ମେଳରେ ଆନନ୍ଦ

Loading

Sep
2022
25

ହସେ ଆମ ବଗିଚା — ମମତା ଶତପଥୀ

ହସେ ଆମ ବଗିଚା      (ଶିଶୁ କବିତା) (ରାଗ –ଶଙ୍କରାଭରଣ)   ଛୋଟ ଏକ ବଗିଚା ଆମ ଘର ଆଗରେ ନାନାଦି ଫୁଲଗଛେ ସଦା ହସୁଥାଏରେ ମିଠା ବାସ ଛୁଟୁଥାଏ ପରଜାପତି ଫୁଲରୁ ମହୁ ଲୁଟୁଥାଏ।(୧)   ପ୍ରଜାପତି ଧରିବାକୁ ଧାଏଁ ମୁଁ ଖୁସିରେ ଚଗଲା ସେ ପ୍ରଜାପତି ଉଡେ ଦୂରେଦୂରେ କି ସୁନ୍ଦର ପର ତା’ର

Loading

Sep
2022
10

ପ୍ରିୟ ସହୀର ଚିଠି — ମମତା ଶତପଥୀ

ପ୍ରିୟ ସହୀର ଚିଠି   ଅଚାନକ ଅନ୍ତରଙ୍ଗ ସଖୀଠାରୁ ଚିଠିଟିଏ ମୁଁ ପାଇଲି, ପାଉ ପାଉ ଆମୂଳଚୁଳ ପଢିବା ଆରମ୍ଭ ମୁହିଁ କରିଲି ।   ପ୍ରିୟ ସହୀ ମୋର ସେନେହ ଘେନିବୁ ପିଲାଙ୍କୁ ତୋହର ଦେବୁ, ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ ତୁହି ଆଗ ଜଣାଇବୁ ।   ମୋ ଛାତିର ବ୍ୟଥା ଏ ଚିଠି ମାଧ୍ୟମେ

Loading

May
2022
11

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ*

🖌️🖌️*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ* 🖌️🖌️ 🖌️🖌️🖌️🖌️🖌️🖌️ ♾️♾️♾️♾️♾️♾️♾️ ଜେଜେମା ଶ୍ରଦ୍ଧାରେ ନାତୁଣୀର ମୁଣ୍ଡ ଆଉଁସି ଦେଇ କହେ “ଏଡିକି ଟିକି ମୁଣ୍ଡରେ ତୋର ଏତେ କଥା ଖେଳୁଛି ! ନିରିମାଖିଟି ତୁ।ବଡ ହୋଇ ଦେଶ ଦୁନିଆରେ ନାଁ କର।ଠାକୁରଙ୍କ କଥା କହିଲୁ ଯେ ଠାକୁର ସିନା ଆମକୁ ଜୀବନ ଦାନ ଦିଅନ୍ତି କିନ୍ତୁ

Loading

May
2022
1

ବନ୍ଧୁ — ମମତା ଶତପଥୀ

          ବନ୍ଧୁ   ବନ୍ଧୁ ହେ ମୋର ଏ କି କଲ ? ଧୋକା ଦେଇ ହୃଦେ ଦୁଃଖ ଦେଲ ହେଲେ ସଂସାରସାଗର ଲଙ୍ଘନେ ନୁଆବଳ ମତେ ଦେଇଦେଲ ବନ୍ଧୁ ହେ —-   ଅନ୍ତରଙ୍ଗ ବନ୍ଧୁ ଭାବିଥିଲି ମନକଥା ଖୋଲି କହୁଥିଲି ଆଶ୍ବାସଭରା କଥା ପଦେ ଶୁଣି କେତେ ଖୁସି ମୁହିଁ

Loading

Apr
2022
20

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ପଞ୍ଚମ ଭାଗ)–ମମତା ଶତପଥୀ*

🖌️🖌️ରେଣୁ ଅପା🖌️🖌️ (ପଞ୍ଚମ ଭାଗ) ଜେଜେମା, ବାପା, ପୃଥିବୀ ଓ ରଜ ପର୍ବ ରେଣୁକୁ ମାଟିମନସ୍କ କରିଦେଲେ।ରଜ ପାଗର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଥାଏ।ଖରା ନଥାଏ କି ବର୍ଷା ନଥାଏ। ମେଘ ମାଟିକୁ ଛୁଇଁବା ନିଶାରେ ଆବେଗରେ ଉତ୍ ଫୁଲ୍ଲିତ ଆନନ୍ଦ ଅଧୀର ହେଲାବେଳକୁ ମାଟି ମଧ୍ୟ ସଲ୍ଲଜ କଣେଇ ଚାହାଣୀରେ ନୀରବ ସମ୍ମତି ଜଣାଇଦିଏ। ମେଘ ଓ

Loading

Apr
2022
18

*ସନ୍ତାନ ପ୍ରତି–ମମତା ଶତପଥୀ*

➖ସନ୍ତାନ ପ୍ରତି➖ 🖌️🖌️🖌️🖌️🖌️ ଟିକି ଟିକି ତୋର ଦୁଷ୍ଟାମି ଦେଖିଲେ ଲାଗେ ମତେ ଭାରି ଖୁସି। ମିଛେ ମିଛେ ମୁହିଁ ରାଗୁଥାଏ ସିନା ମନେ ମନେ ଦିଏ ହସି।। ତୋ ରାଗଋଷା ମାନ ଅଭିମାନ ମତେ ଭାରି ଭଲ ଲାଗେ। ତୋ ଜଞ୍ଜାଳେ ସଦା ହେଉଥିବି ଘାରି ବିଭୁଙ୍କୁ ଆଶିଷ ମାଗେ।। ତୁ ପାଶେ ନଥିଲେ ସାରା ସଂସାରଟା

Loading

Apr
2022
11

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଚତୁର୍ଥ ଭାଗ)–ମମତା ଶତପଥୀ*

➖ରେଣୁ ଅପା➖ (ଚତୁର୍ଥ ଭାଗ) 🖌️🖌️🖌️🖌️🖌️ ବିଛଣାରେ ଉଠି ବସି କଇଁ କଇଁ କାନ୍ଦୁଥିଲା ରେଣୁ।ରେଣୁକୁ ଗଣ୍ଠିଧନ କରିଥିବା ଜେଜେମା, ରେଣୁର କାନ୍ଦ ଶୁଣୂ ଶୁଣୁ ଧଡପଡ ହୋଇ ଉଠିବସିଲା। ନିଜ ଚମ ଧୁଡୁଧୁଡୁ ଟାଉଁସିଆ ହାତରେ ରେଣୁ ଲୁହ ପୋଛି ଦେଇ ପଚାରିଲା,”କ’ଣ ହେଲା ମୋ ରାଣୀ ? ବୋଉକୁ ସପନରେ ଦେଖିଲୁ କି ?” ତା

Loading

Apr
2022
11

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ (ତୃତୀୟ ଭାଗ)–ମମତା ଶତପଥୀ*

➖ରେଣୁ ଅପା➖ ଧାରାବାହିକ ଉପନ୍ୟାସ ➖(ତୃତୀୟ ଭାଗ) 🖌️🖌️🖌️🖌️🖌️🖌️🖌️ ପୂର୍ବରୁ ପଢିଥିଲେ (ରେଣୁ ସିନା ଭିତରକୁ ଗଲା,ମନଟା ତା’ର ରହି ଯାଇଥିଲା ଘର ବାହାରେ।–ସାରା ସ୍ବର୍ଗ ରାଜ୍ୟ ତା ହାତମୁଠାରେ ଥିବା ଭଳି ଜଣାପଡୁଥିଲା।) ପୃଥିବୀର ଅନିର୍ବଚନୀୟ ଶୋଭାରେ ବିମୋହିତା ହେଉଥିଲା ରେଣୁ।ପକ୍ଷୀରାଜ ତା ମନ ଜାଣି କେତେବେଳେ ସାଗରର ଉତ୍ତାଳ ଫେନିଳ ଲହରୀ ମାଳାକୁ ଛୁଇଁ ଛୁଇଁ

Loading

Apr
2022
11

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ (ଦ୍ୱିତୀୟ ଭାଗ)–ମମତା ଶତପଥୀ*

➖ରେଣୁ ଅପା➖ ଧାରାବାହିକ ଉପନ୍ୟାସ ➖ (ଦ୍ୱିତୀୟ ଭାଗ)➖ 🖌️🖌️🖌️🖌️🖌️🖌️ ପୂର୍ବରୁ ପଢିଥିଲେ (ଏତିକି ବେଳେ ଆମ୍ବ ଗଛ ଗହଳିରେ କୋଉଠି ଥିଲା ସେ ଦୁଷ୍ଟ କୋଇଲିଟା”କୁ–ଉ —କୁଉ –ଉ–ଉ” ଡାକିଦେଲା।ଓଃ– ରେଣୁ ନିଜକୁ ସମ୍ଭାଳି ପାରୁନଥିଲା। ଜେଜେମାର ପାଟି ଶୁଭିଲା —“ମୋ ରାଣୀ ମା ଆଜିର ପାଠପଢା ସରିଲା,ତ” ଚମକି ପଡି ରେଣୁ କବାଟ ଛାଡି ଭିତରକୁ

Loading

Apr
2022
2

*ରେଣୁ ଅପା(ପ୍ରଥମ ଭାଗ)–ମମତା ଶତପଥୀ*

➖➖ରେଣୁଅପା➖➖ (ପ୍ରଥମ ଭାଗ) (ଧାରାବାହିକ ଉପନ୍ୟାସ) 🖌️🖌️🖌️🖌️🖌️🖌️ ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର

Loading

Jan
2022
11

*କ୍ଷମତା – ମମତା ଶତପଥୀ*

➖➖କ୍ଷମତା➖➖ ମମତା ଶତପଥୀ 🖌️🖌️🖌️🖌️🖌️🖌️ କ୍ଷମତା ନିଶାରେ ମଦମତ୍ତେ ଯେହୁ ଧରାକୁ କରଇ ସରା ଜ୍ଞାନ ପାପ ଓ ପୁଣ୍ୟର ବିଚାର ନକରେ ହୋଇଥାଏ ମତିଚ୍ଛନ୍ନ ତା ପାପର ଘଡା ପୂର୍ଣ୍ଣ ହେବା ଯାଏ ତୁଛା ପାପ କରିଯାଏ ପାପପଙ୍କରେ ବୁଡିଯାଇ ସେହି ବିଭୁ ସତ୍ତା ଭୁଲିଯାଏ କ୍ଷମତାର ଅଳିନ୍ଦରେ ବିଚରଣେ ମୋହଗ୍ରସ୍ତ ହୋଇଥାଏ ଲୋଭରୁ ପାପ ପାପରୁ

Loading

Oct
2021
27

*ଯଜ୍ଞଜା-ମମତା ଶତପଥୀ*

➖ଯଜ୍ଞଜା➖ ମମତା ଶତପଥୀ 🖌️🖌️🖌️🖌️🖌️🖌️ ଯଜ୍ଞଜା ଯାଜ୍ଞସେନୀ ଯଜ୍ଞାଗ୍ନି ସମ୍ଭୂତା ଦ୍ରୁପଦ ରାଜନନ୍ଦିନୀ ପାଣ୍ଡବ ଈପ୍ ସିତା ପରମା ସୁନ୍ଦରୀ ଧୃଷ୍ଟଦ୍ୟୁମ୍ନଙ୍କ ଭଗିନୀ   କୁନ୍ତିଙ୍କ କଥାରେ ପାଞ୍ଚ ପତି ବରିଲେ ପଞ୍ଚଭ୍ରାତାଙ୍କ ଜାୟା ଏକତା ସୂତ୍ରେ ବାନ୍ଧିଲେ ପାଣ୍ଡବଙ୍କୁ ଶୁଦ୍ଧ ଥିଲା ହୃଦ କାୟା   ଅନ୍ଧ ଧୃତରାଷ୍ଟ୍ର ପୁତ୍ର ପ୍ରେମେ ଅନ୍ଧ କୌରବେ ବିପଥଗାମୀ ଦୁର୍ଯ୍ୟୋଧନ

Loading

Oct
2021
23

*ବାବାଜୀ-ମମତା ଶତପଥୀ*

*(ସତ୍ୟ ଘଟଣା ଉପରେ ଆଧାରିତ)* 🖌️🖌️ବାବାଜୀ🖌️🖌️ ମମତା ଶତପଥୀ 🖌️🖌️🖌️🖌️🖌️🖌️ ଶ୍ୟାମଘନ ମିଶ୍ର ସଉଦା ତାଲିକା, ବ୍ୟାଗ୍ ଓ ଟଙ୍କା ନେଇ ଘରୁ ବାହାରି,ତ ଯାଆନ୍ତି, କିନ୍ତୁ ଫେରନ୍ତି ଅଳ୍ପ କିଛି ସଉଦା ସହିତ।ଯାହାକି ନିହାତି ଆବଶ୍ୟକ ଥାଏ।ଅନ୍ୟ ସଉଦା ବିଷୟରେ ପଚାରିଲେ କହନ୍ତି,”ଦୋକାନ ବଜାର କ’ଣ ଦୂରରେ ? ଦିନେ ଦୁଇ ଦିନ ଭିତରେ ନେଇ ଆସିବିନି

Loading

Jun
2021
21

*ଅନ୍ଧ ଦେଶେ ଗଲି ଦର୍ପଣ ବିକି – ମମତା ଶତପଥୀ*

ଅନ୍ଧ ଦେଶେ ଗଲି ଦର୍ପଣ ବିକି 🖌️🖌️🖌️🖌️🖌️🖌️🖌️🖌️ ଗଳ୍ପ ଓ କବିତା ଆମେ କାନ୍ଦୁ କଇଁ କଇଁ ଆମ ସୃଷ୍ଟିକର୍ତ୍ତାଙ୍କ ଦୁଃଖ ପାରୁନାହୁଁ ସହି ଆମେ ମାନସସନ୍ତାନ ଆମକୁ ଶତଧିକ ରଖି ପାରୁନାହୁଁ ଆମ ସ୍ରଷ୍ଟାଙ୍କର ଟେକ ନିଶିଥରେ ଉଜାଗରେ ରଚନା କରନ୍ତି ପତ୍ରିକାରେ ପ୍ରକାଶନେ ଯାତନା ସହନ୍ତି ଯାତନା ଫେଡନ୍ତେ କାହାଣୀପେଡି ହେବ କହିବ କାଆଗେ ଦୁଃଖ

Loading