ଓଡିଆର ଅସ୍ମିତା ବିଶ୍ବେଶ୍ବର ମାଝୀ ଉଡ୍ର ଶବ୍ଦରୁ ଓଡ଼ିଆ ଉତ୍ପନ୍ନ। କଳାରେ ଉତ୍କର୍ଷତା ହେତୁ ଏହାର ସାହିତ୍ୟିକ ନାମ ଉତ୍କଳ। ପୁରୀ, କୋଣାର୍କ, ରାଜାରାଣୀ ଆଦି ମନ୍ଦିର, ଭଞ୍ଜ, ଅଭିମନ୍ୟୁଙ୍କ କାବ୍ୟ, ସମ୍ବଲପୁରୀ ବାନ୍ଧ କାମ, କାନ୍ଥର ଝୋଟି ଚିତା, ଓଡିଶୀ ନୃତ୍ୟ ଆଦି ଏହି ନାମକୁ ସାର୍ଥକ କରନ୍ତି । କଳିଙ୍ଗ ଐତିହାସିକ ନାମ, ଦୁର୍ଦ୍ଧର୍ଷ
Read More
ବୋଉ ପାଇଁ କିଛି ବ୍ୟଥା ବୋଉ ଲୋ ବୋଉ ଦଶ ମାସ ଗର୍ଭ କିପରି ସହୁ ! ପେଟରେ ନାତକୁ ଅମୃତ ମଣି ତୁ ସବୁ ଘରକାମ ଚଳେଇ ନେଉ। ବୋଉ ଲୋ ବୋଉ କେଉଁ ଉପାଦାନେ ତୁ ଗଢା ଆଉ ! ତୋ ପିନ୍ଧା ଲୁଗାରେ ସୁସୁ କରିଦେଲେ ଆରପଟ କାନି ବଦଳି
Read More
ମୂଲଚାଲ ବିଶ୍ବେଶ୍ବର ମାଝୀ -ବାବୁରେ ପଇଡ ଗୋଟା କେତେ ? -ଗୋଟା ଚିରିଶ ଟଙ୍କା ଆଜ୍ଞା। ପୁଣି ଗ୍ରାହକଙ୍କର ଚଢା ପ୍ରଶ୍ନ, “ପଚିଶ ଟଙ୍କାରେ ଗୋଟାଏ ଦେ।” ପଇଡ ବାଲାଟି ନମ୍ର ଭାବରେ କହିଲା, “ଏଭଳି ଟାଣ ଖରାରେ ଛିଡା ହୋଇ ବେପାର କରୁଛୁ ପେଟ ପାଇଁ ସାର୍। ତିରିଶରୁ କମ୍ ହେବ ନାହିଁ।
Read More
-:ଅଣସର:- ବିଶ୍ବେଶ୍ବର ମାଝୀ *************************************** ଜରରେ କଂପୁଛି ଜଗା ଆମ ପାଣି ବାଜି ସ୍ନାନ ପୂର୍ଣିମାରେ ସବୁଠୁ ବିଶ୍ଵାସୀ ଯେଉଁ ବିଶ୍ଵାବସୁ ଜଗିଛି ଅଣସରରେ। ଦଇତା ପତିଏ ପଥି ପାଞ୍ଚଣରେ କରନ୍ତି ସେବା ଗୁପତେ ମନ୍ତ୍ର ତନ୍ତ୍ର ନୁହେଁ ଆତ୍ମିୟତା ଲୋଡା ଜଗା ଶିଖାଏ ମରତେ। ରତ୍ନ ସିଂହାସନେ ପଟି ଦିଅଁ ଶୋହେ ଭକତ ଦର୍ଶନ ପାଇଁ
Read More