January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଅଣସର- ବିଶ୍ବେଶ୍ବର ମାଝୀ*

-:ଅଣସର:-

 

ବିଶ୍ବେଶ୍ବର ମାଝୀ

***************************************
ଜରରେ କଂପୁଛି ଜଗା ଆମ ପାଣି ବାଜି ସ୍ନାନ ପୂର୍ଣିମାରେ
ସବୁଠୁ ବିଶ୍ଵାସୀ ଯେଉଁ ବିଶ୍ଵାବସୁ ଜଗିଛି ଅଣସରରେ।
ଦଇତା ପତିଏ ପଥି ପାଞ୍ଚଣରେ କରନ୍ତି ସେବା ଗୁପତେ
ମନ୍ତ୍ର ତନ୍ତ୍ର ନୁହେଁ ଆତ୍ମିୟତା ଲୋଡା ଜଗା ଶିଖାଏ ମରତେ।

ରତ୍ନ ସିଂହାସନେ ପଟି ଦିଅଁ ଶୋହେ ଭକତ ଦର୍ଶନ ପାଇଁ
ଅଲାୟାର ନାଥ ବ୍ରହ୍ମଗିରି ବିଜେ ଦରଶନ ଦେବା ପାଇଁ।
ଅଣସରଘରେ ପ୍ରବେଶ ନିଷେଧ ନଦେଖି ସେ ଜଗନ୍ନାଥ
ଖିରି ଭୋଗ ପାଇଁ ଭକତ ଆତୁର ଧାଉଁଛି ଅଲାର ନାଥ।

ମଠରୁ ଆସିବ ଫୁଲରି ତେଲଟି ବରଷକ ତଳୁ ପୋତା
ବାଜିଲେ ଦେହରେ ଜର ଛାଡିଯିବ ଭକତ ଭିଡିବ ଛତା।
ଅମାବାସ୍ୟା ଦିନ ଭକତ କରିବ ନବଯୌବନ ଦର୍ଶନ
ଦୁତୀୟା ତିଥିରେ ଧାଡି ପହଣ୍ଡିରେ ରଥେ ଆଣିବେ ଭିଡିଣ।

ଛୁଇଁବାକୁ କେତେ ଗହଳି ଲାଗିବ ଟାହିଆ ଦେବେ ଛିଣ୍ଡାଇ
ଆଗକୁ ଟାଣିବେ ପଛକୁ ଭିଡିବେ ରେଶମ ରଜ୍ଜୁ ଲଗାଇ।
ମହାଭୈରବ ସେ ପୁଣି ମହାବିଷ୍ନୁ ମର୍ତ୍ୟ ବୈକୁଣ୍ଠ ନିବାସୀ
ତନ୍ତ୍ରମନ୍ତ୍ର ଠାରୁ ସ୍ନେହରଜ୍ଜୁ ବଡ ଏହି ଲୀଳା ପରକାଶି।

ବିଶ୍ବେଶ୍ବର ମାଝୀ

 235 total views,  1 views today

One thought on “*ଅଣସର- ବିଶ୍ବେଶ୍ବର ମାଝୀ*

Leave a Reply

Your email address will not be published. Required fields are marked *