#ପ୍ରେମର_ଅଫେରା_ବାଟ- #ଚକଡା଼ଏ_ଜୀଵନାନୁଭୂତି
#ଲେଖିକା- #ସୁନିତା_ସୋନି_ବାରିକ*
#ପ୍ରକାଶକ -:#ପଶ୍ଚିମା*
ସମୀକ୍ଷକ- ମନୋଜ କୁମାର ପଣ୍ଡା
ଅଧୁନା ଓଡ଼ିଆ ସହିତ୍ୟାକାଶରେ ଯେଉଁ କେତେଜଣ ପ୍ରିୟ ସାହିତ୍ୟିକା ଚକ୍ଷୁ ର ମୁଦ୍ରିତା ଅବସ୍ଥାରେ ସ୍ମରଣ କୁ ଆସନ୍ତି ସେମାନଙ୍କ ମଧ୍ୟରୁ ସୁନିତା ସୋନି ବାରିକ ଆଦରର ସୋନି ଦିଦି ସ୍ୱତଃ ଭାସି ଆସନ୍ତି ମାନସ ପଟକୁ ବାରମ୍ବାର।
ଅନେକ ଗଳ୍ପ/କବିତା ସର୍ଜନାକର୍ମରେ ଅହରହ ସୃଜନ ମନସ୍କ ହେଉଥାଏ ତାଙ୍କ ମନ ଆଉ ହୃଦୟ। ତାଙ୍କର ସଦ୍ୟ ପ୍ରକାଶିତ ଅନନ୍ୟ କାବ୍ୟ କୋଣାର୍କ ‘ପ୍ରେମ ର ଅଫେରା ବାଟ’ ମୋର ହସ୍ତ ଗତ ହୋଇଥିଲା ଠିକ ‘ୟସ’ ଆସିବା ପୂର୍ବରୁ। ବାତ୍ୟା ପ୍ରଭାବ ରୁ ତିନିଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଲା ଆଉ ମୁଁ ପଢିବା କୁ ଲାଗିଲି ତାଙ୍କର ପୁସ୍ତକ କୁ। ଥରେ ନୁହେଁ ତିନିଥର ଏହି ବହିଟିକୁ ପଢିଥିଲେ ସୁଦ୍ଧା ସମୟ ର ଘୋର ଅଭାବ ଯୋଗୁଁ ସାନ ଭାଇ ବହି ସମ୍ପର୍କରେ କିଛି ମତାମତ ଦେଇ ପାରି ନଥିଲା ସେଥିପାଇଁ ପ୍ରଥମେ ତାଙ୍କ ଠାରୁ କ୍ଷମା ମାଗି ନେବାକୁ ଉଚିତ ମନେ କରୁଛି।
ତାଙ୍କର ଏହି ପୁସ୍ତକ ରେ ଥିବା ୫୦ ଗୋଟି କବିତା ଅତ୍ୟନ୍ତ ମନ ମୁଗ୍ଧକର। ଆଉ ପ୍ରତ୍ୟେକ ଟି ସୃଷ୍ଟି ସବୁ ଅସମ୍ଭବ କୁ ସମ୍ଭବ କରି ପାଠକ ଙ୍କ ହୃଦୟ ବଖରାରେ ଆବୋରି ବସେ ସ୍ୱତନ୍ତ୍ର ସ୍ଥାନ। ଆଜି ମୁଁ ତାଙ୍କ ପୁସ୍ତକ “ପ୍ରେମର ଅଫେରା ବାଟ” ସମ୍ପର୍କରେ କିଛି ଲେଖିବା ପାଇଁ ଯାଉଛି ଏକଥା ଭାବିଲା ବେଳକୁ ଛାତି ଦୁଇ ଇଞ୍ଚ ଅଧିକ ପ୍ରଶସ୍ଥ ଲାଗୁଛି। ମୁଁ ସତରେ କେତେ ବିଭୋର ହୋଇଛି ସେ କଥା କୁ ବଖାଣିବାକୁ ମୋ ପାଖରେ ଶବ୍ଦ ନାହିଁ।
ତାଙ୍କର ପୁସ୍ତକ ରେ ଦୁଇ ପ୍ରେମାତ୍ମା ଏକାଠି ଭେଟ ହୋଇଯାଇଛନ୍ତି ଆଉ ଆଖିରେ ଆଖି ମିଶାଇ ପରସ୍ପର କୁ ପଚାରୁଛନ୍ତି ଆଛା ଏ ପ୍ରେମର ସଂଜ୍ଞା କଣ , ଚାଲୁନ ଆମେ ଟିକିଏ ପ୍ରେମ କରିବା ନିରୋଳା ରେ । ଏକଥା ଶୁଣି ଅନ୍ୟଜଣେ ଟିକିଏ ଲାଜେଇ ଯାଇଛି ଆଉ କହୁଛି ଆମେ ପ୍ରେମ କରିବାକୁ କେଉଁଠି କୁ ଯିବା ଯେ। ୟା କଥା ନ ସରୁଣୁ ଅନ୍ୟ ଜଣେ ପୁଣି କହୁଛି ଚାଲୁନ ନଈ କୁଳ ଝାଉଁବଣ କୁ ଯିବା ନହେଲେ ହାତରେ ହାତ ଛନ୍ଦି ସମୁଦ୍ର ଆଡୁ ବୁଲି ଆସିବା।। ଧେତ୍ ଏସବୁ ପୁରୁଣା ହେଲାଣି ପା କିଛି ୟୁନିକ ଚିନ୍ତା କରୁନ ଯେଉଁଠାରେ ଅବିଶ୍ୱାସ ଆଉ ଛଳନା ର ବେକ ଚିପି କବର ଦିଆଯାଇଥିବ। ତାହେଲେ ଚାଲ ନା ଆମେ ଗୋଟିଏ କପ ଚା କୁ ଅଧା ଅଧା ଫୁଙ୍କି ଫୁଙ୍କି ପିଇବା ଆଉ କଙ୍କି ଧରି ସମୟ କାଟିବା। ବୁଲୁବୁଲୁ ଆଖିରେ ପଡୁଥିବା ପଶୁ ପକ୍ଷୀଙ୍କ ସହ ସାଙ୍ଗ ହେବା ଆଉ ଥକି ପଡ଼ିଲେ ବରଗଛ ତଳେ ବସି ପରସ୍ପର ର ମୁହଁ ପୋଛା ପୋଛି ହେବା । ଅଦିନିଆ ବର୍ଷା ଟା ବର୍ଷିଗଲେ ଉଭୟେ ମିଶି ଭିଜିବା ଆଉ ଲୁଚି ଲୁଚି ପୁଣି ପ୍ରେମ କରିବା।
ଏହି ପରି ଦୁଇ ପ୍ରେମାତ୍ମା ପ୍ରେମ ରେ ମସଗୁଲ ହୋଇଯାଇଛନ୍ତି ଆଉ ଦୂର ଦିଗନ୍ତକୁ ଆଖିରେ ଢ଼ୋକ ଢ଼ୋକ ପିଇ ସାଲୁବାଲୁ ଅନ୍ଧାର ଭିତରେ ପ୍ରେମାଳାପ କରୁ କରୁ କେତେବେଳେ ଯେ ଯାଇ ପ୍ରେମର ରାସ୍ତାରେ ପାଦ ଥାପିଛନ୍ତି ସେକଥା ଜାଣିପାରି ନାହାନ୍ତି। ଓଃ ଇଏ କଣ ବିଚ୍ଛେଦ ଧସେଇ କି ପଶି ଆସିଲା ଆଉ ଜଣେ ପ୍ରତୀକ୍ଷା କରି ରହିଛି ଆର ଜଣକୁ ଆଉ କହି ଚାଲିଛି
ତୁ ଆଉ ଫେରିବୁନି ଜାଣେ
ତଥାପି ତୋ ଫେରିବା ବାଟକୁ
ଚାହିଁଚି ଆଉ ଚାହିଁ ରହିଥିବି
ଜୁଇରେ ଶୋଇବା ଯାଏଁ,
କିଏ ଜାଣେ
କେତେବେଳେ ଲେଉଟି ଆସିବୁ ତୁ
ଅବା ତୋ ଛାଇ…..! (ପ୍ରେମର ରାସ୍ତାରେ- ୦୧)
ତାପରେ ପ୍ରଥମ ପ୍ରେମାତ୍ମା ଦ୍ୱିତୀୟ ପ୍ରେମାତ୍ମା ର ସେହି ବାତ୍ସଲ୍ୟ ବୋଳା ମଧୁର ସ୍ମୃତିକୁ ମନେ ପକାଇ ଭାଳି ହେଉଛି ଆଉ କହୁଛି
ପ୍ରେମ ର ଅଙ୍କା ବଙ୍କା ରାସ୍ତାରେ
ମୁଁ ଝୁଣ୍ଟୁଥାଏ ଯେତେ ଥର
ତଳେ ପଡିବା ଆଗରୁ
ମୋ ହାତ ଧରି ଉଠେଇଆଣୁ
ଥରକୁ ଥର।।(ପ୍ରେମର ରାସ୍ତାରେ- ୦୨)
ଏତାଦୃଶ ପବିତ୍ର ସ୍ୱଚ୍ଛ ପ୍ରେମ ର ପ୍ରତୀକ୍ଷା କୁ ଦେଖି ଆକାଶର ପ୍ରିୟ ଜହ୍ନ ମନରେ ଦୟା ଆସିଯାଇଛି ଆଉ ଟିକିଏ ସ୍ନେହ ଅଜାଡି ଆକାଶରୁ ଫେରାର ହୋଇଯାଏ
ଆସିବାର କଥା ଦେଇ
ଆସନ୍ତିନି ପ୍ରିୟ
ଜହ୍ନ ମୋତେ ଦେଖି
ଦୟା ପରଶେ ଅବା ଅନୁରାଗ
ମୁଁ ବୁଝିବା ଆଗରୁ
ସେ ଆକାଶ ରୁ ଫେରାର।(ପ୍ରେମର ରାସ୍ତାରେ- ୦୩)
ତାପରେ ଜଣେ ଆଉ ଜଣଙ୍କ ବିରହରେ ବାହୁନି କହୁଛି ଯେତେ କଷ୍ଟ ହେଲେ ସୁଦ୍ଧା ଇଚ୍ଛା ଟିଏ ଉଙ୍କି ମାରୁଥାଏ କେଉଁଠି ନା କେଉଁଠି ପୁରା କରିବାକୁ ଅଧୁରା ପ୍ରେମ।।
ପ୍ରେମିକ ବିନା ପ୍ରେମିକା
ଜ୍ୟୋତ୍ସ୍ନା ବିନା ଆକାଶ
ପ୍ରିୟ ବିନା ପ୍ରିୟା
ଆଉ ତୁମ ବିନା ମୁଁ
ଆନ ବିନା ଆରେକ
ସଭିଏଁ ତ ଅସମ୍ପୂର୍ଣ୍ଣ।
ତଥାପି ଇଚ୍ଛା ଟିଏ
କେଉଁଠି ନା କେଉଁଠି
ଉଙ୍କି ମାରୁଥାଏ ପୁରା କରିବାକୁ
ଅଧୁରା ପ୍ରେମ। (ପ୍ରେମର ରାସ୍ତାରେ- ୦୩)
ସବୁବେଳେ ପ୍ରେମ-ପ୍ରଣୟ ଆଉ ପ୍ରୀତିର ବ୍ୟାପକ ଅନ୍ତରୀକ୍ଷ ବହୁତ ନିଆରା ନିଆରା ଲାଗେ। ସତରେ ବଡ଼ ବିଚିତ୍ର ଏଇ ପ୍ରେମର ଶାଶ୍ୱତ ସଂଜ୍ଞା । ଏ ପ୍ରେମ ଏମିତି କା ଜିନିଷ ଯାହା ନିଜେ ହାରି ଅନ୍ୟକୁ ଜିତାଇ ମହାର୍ଘ୍ୟ ଅନୁଭବ ଆଉ ଅନୁଭୂତିରୁ ସାଉଁଟା ଯାଇପାରେ ଜୀଵନ ଜୀଇଁବାର ସଂଜ୍ଞା । ମାଟିର ଫଟା ଆଁ ରୁ ବ୍ୟାପକ ଆକାଶର ମଥାନ ପ୍ରତ୍ୟେକଟି ସୋପାନରେ ଏହାକୁ ଅନୁଭବ କରାଯାଇପାରେ । ପ୍ରେମର ଅଫେରା ବାଟରେ ଥରେ ପାଦ ପଡିଗଲେ ଆଉ ଫେରିବା ସହଜ ହୁଏନି । ପ୍ରେମ କରିବାଟା ଏତେବଡ ଅପରାଧ ନୁହେଁ, ହେଲେ ତାହା ଯଦି ଗ୍ରହଣୀୟ ନ ହୁଏ ପ୍ରେମ ପାଲଟିଯାଏ ଅସରାଏ ଲୁହ ଆଉ କଳାପାଣି ର ଛାତିଫଟା କୋହ ।
ଏମିତି ଏକ ମୌସୁମୀ ରେ
ଆମର ପ୍ରଥମ ଦେଖା ଚାହାଁ
ବନ୍ଧୁତା ରୁ ପ୍ରେମ
ଆଉ ପ୍ରେମ ରୁ ବିବାହ ପାଇଁ
ସ୍ବପ୍ନ ଦେଖିଥିଲୁ ଦୁହେଁ
ପୁଣି ଏକ ଅଦିନିଆ ମୌସୁମୀ ର
ଅନଧିକାର ହସ୍ତକ୍ଷେପ ରେ
ଭାସିଗଲା ସ୍ବପ୍ନ
ଚୁରମାର୍ ହୋଇଗଲା ଅଧାଗଢା ଘର,।
(ମୌସୁମୀ ର ନା ଦୁଃଖ)
ନିରବଚ୍ଛିନ୍ନ ନିରନ୍ତର ଭାବେ ଭଲ ପାଇବାକୁ ପ୍ରେମ କହନ୍ତି ଯାହା ତାଙ୍କ କବିତା ରୁ ବେଶ ଅନୁମେୟ । ଭଲ ପାଇବା ଭିତରେ ସନ୍ଦେହ,ଅବିଶ୍ବାସ,ମନାନ୍ତର ଓ ମତାନ୍ତର ରହେ, ରହିବା ସ୍ୱାଭାବିକ ଆଉ ପ୍ରତିଶୃତି ଦ୍ଵାରା ସବୁ ଭରସା ଆଉ ବିଶ୍ୱାସ କୁ ଆପଣାର କରି ଜିତିହୁଏ।
ଋତୁଚକ୍ର ରେ ଆଷାଢ଼ ଆସିଛି ଆଉ ଫୁଲେଇ ପ୍ରେମିକା ର ଆତ୍ମା ମନ ମାରି ବସିଛି ଆଉ ଗୁମାନ ରେ କହୁଛି
ଏବେ ପୁଣି ଆଷାଢ଼ ଫେରିଛି
ନୂଆ ରାଗିଣୀ କୁ ସାଙ୍ଗରେ ନେଇ
ହେଲେ ଏ ଆଷାଢ଼ ର ପହିଲି ବର୍ଷା ରେ
ଭିଜିବାକୁ
କେବେ ତମେ ନାହଁ,
କେବେ ମୁଁ ନାହିଁ।। (ପ୍ରତିଶ୍ରୁତି)
ତଥାପି ଶେଷ ପର୍ଯ୍ୟାୟରେ ପ୍ରେମର ଅଫେରା ପଥରେ ଗୋଡ଼ ଭାଙ୍ଗି ଆଣ୍ଠୋଇବା ହିଁ ସାର ହୁଏ । ପ୍ରେମର ସେହି ଜୁଆରିଆ ଖରସ୍ରୋତା ନଦୀରେ ଯିଏ ଉବୁଟୁବୁ ହେଇନି , ଯିଏ ପ୍ରତାରଣାର ବହ୍ନିରେ କଙ୍କି ହୋଇ ଜଳି ନାହିଁ ସେ କି ପ୍ରେମ ବା . ! ସାରା ଜୀବନ ପ୍ରତାରଣାରେ ସନ୍ତୁଳି ହେଲେ ବି ନିଜର ପ୍ରେମର ଦୀପାଳିକୁ କେବେ ନିର୍ବାପିତ ହେବାକୁ ଦେଇନାହିଁ । ବରଂ ପ୍ରତାରଣାକୁ ଭୁଲିଯିବା ପାଇଁ ଜୀବନକୁ ଏକ ଭିନ୍ନ ଧରଣର ପ୍ରଜ୍ଞା ରେ ଗଢି ତୋଳି ପ୍ରେମରେ ଅଧିକ ବାସ୍ନାୟିତ କରିବାକୁ ଶତଚେଷ୍ଟା କରିଛନ୍ତି । ପ୍ରେମିକକୁ ଅଭିଶାପ ନଦେଇ, ବରଂ ପଚାରି ବୁଝୁଛନ୍ତି ତାଙ୍କ ସ୍ବପ୍ନ ନାୟକ କୁ
ଥରୁଟିଏ ହେଉ ପଛେ ଏକାନ୍ତ ରେ ବସି
କେବେ ଲେଉଟାଇ ଦେଖ
ତୁମ ଇତିହାସ ର ଫର୍ଦ୍ଦ
ସେବେ କଣ ତୁମେ ଏମିତି ଥିଲ?
ନା ଚାକ ଚକ୍ୟତା ର ଆଳରେ
ଏବେ ବଦଳି ଯାଇଛ….। (ସ୍ବପ୍ନ ନାୟକ)
ପ୍ରେମିକା ରୁ ପତ୍ନୀ ହୋଇଥିବା ଜୀଵନ ସାଥିର ଏତାଦୃଶ ବିଳାପ ଶୁଣି ପ୍ରେମିକ ର ମଜବୁତ ହୃଦୟ କାନ୍ଦି ଉଠିଛି ରାତିର ଦ୍ୱିତୀୟ ପ୍ରହରରେ ଭୋକିଲା ପେଟରେ
ମଜବୁତ ହୃଦୟ ଟେ କାନ୍ଦୁଥିଲା
ରାତିର ଦ୍ୱିତୀୟ ପ୍ରହରରେ
ପାଖ ଛିଣ୍ଡାକନ୍ଥାରେ ଗଭୀର ନିଦରେ
ସ୍ତ୍ରୀ, ପୁଅ, ଝିଅ
କାଲି ରାତିର ଭୋକିଲା ପେଟରେ,।।
ଅମାନିଆ ହୋଇ ପ୍ରେମର ଅଫେରା ପଦରେ ପାଦ ଥାପି ସେହି ଅସହାୟ ପ୍ରେମିକ ର ପ୍ରେମିକା କୁ କେତେ ଲୋକ କେତେ କଥା କହି ଗଞ୍ଜଣା ଦେଇଛନ୍ତି ଏହାକୁ ସହି ନପାରି ପ୍ରେମିକ ଟି ଭିତରେ ଭିତରେ ଭାଙ୍ଗି ପଡୁଥାଏ ବାରମ୍ବାର।।
କଣ କରି ପାରିବ ସେ
ଏବେ ମୂଲକୁ ମିଳେ ମାତ୍ର ଦୁଇଶହ
ସେଥିରେ ପୁଣି ଶହ ଶହ କରଜ
ଅଧା ରାସ୍ତାରୁ ଛଡାଇ ନିଏ
ଦିନ ଜାକର ଆହାର ..
ଯେଉଁ ବଡ଼ପଣରେ
ପ୍ରେମ ର ହାତ ଧରି ଗୋଡ଼ କାଢ଼ିଥିଲା ଘରୁ
ସେବେଠୁ ଏକ ନୀରବ ଆମନ୍ତ୍ରଣ ମରଣର।
କେଜାଣି କେହିଜଣେ କହୁଥିଲା ତାତ୍ସଲ୍ୟ ରେ
ତୋ କର୍ମଫଳ ଇଏ
ଆଉ ଜଣେ ଛିଗୁଲେଇ ଆଖି ଠାରୁଥିଲା
ତା ନ ପୋଷି ପାରିବାର ଅସମର୍ଥତା ରେ,
ସେ ଭାଙ୍ଗୁଥିଲା ଭିତରେ ଭିତରେ
ଛଡେଇ ଆଣିବାକୁ ଚାହୁଁଥିଲା
ପୁତ୍ର ପଣର ଅଧିକାରରେ
ତା ଭାଗ୍ୟ ଭବିଷ୍ୟତ କୁ
ମଜବୁତ ହୃଦୟ ତରଳୁଥିଲା
ଅନ୍ଧାରର ଅନ୍ଧ ଗଳିରେ
ପ୍ରେମର ତାରୁଣ୍ୟତାରେ
ଅଗ୍ନି ପରୀକ୍ଷା ଦେଉଥିଲା
ଜୀଵନ କଷଟି ପଥରରେ। (ଏକ ନିରବ କାନ୍ଦଣା)
ଏତେ ଦୁଃଖ କଷ୍ଟ ରେ ଅଭାବୀ ଜୀଵନ କାଟୁଥିଲେ ସୁଦ୍ଧା ସେମାନଙ୍କ ଚଳ ଚଞ୍ଚଳ ଆଖି ହଳକ ଖୋଜି ବୁଲୁଛନ୍ତି ଏକ ଆଶ୍ୱସ୍ତି ର ସ୍ଥାନ
ପଚାରନା ମୋତେ
ଏ ଘଡିସନ୍ଧି ମୁହୂର୍ତ୍ତରେ
କେମିତି କଟୁଛି
ସବୁ ଦିନ ଅବା ରାତି ,
ଚଳ ଚଞ୍ଚଳ ଆଖି ହଳକ
ଏବେ ନିରାବତାର ଆସ୍ତରଣ ତଳେ
ଖୋଜିବୁଲୁଛି ଏକ ଆଶ୍ୱସ୍ତି ର ସ୍ଥାନ
ଯେଉଁଠି ସେ ବୁଣିପାରିବ
ତା ସ୍ବପ୍ନର ମହକ,
ହେଲେ ହଜିଛି ଠିକଣା
ପଥ ହୁଡି ବାଟ ବଣା ଏବେ
ନିରୀହ ପଥିକ। (ଆଞ୍ଜୁଳାଏ ସ୍ବପ୍ନ)
ଶେଷରେ ଚୁପଚାପ ଛିଣ୍ଡା କନ୍ଥା ତଳେ ପାରା ପରି ଲୁଚି ଲୁଚି ଗୁମୁରି କାନ୍ଦୁଥିବା ପ୍ରେମିକ ଟି କହୁଛି
ଆଜିବି ହୃଦୟ ର ନିଭୃତ କୋଣ ରେ
ତୁମର ସ୍ମୃତି ସବୁ ଆବୋରି ବସିଛି
ନା ସେ ମୋତେ ଛାଡ଼ି ଯାଉଛି
ନା ମୁଁ ତାକୁ ମୋ ଠୁ ଯିବାକୁ ଦେଇଛି
ପ୍ରତାରଣା କି ଛଳନାର ଦାଗ ସୁଦ୍ଧା
ତୁମକୁ ସ୍ପର୍ଶ ନ କରୁ ବୋଲି
ଆଜି ଦୁନିଆ ଦାଣ୍ଡରେ ଜଣେ
ପ୍ରତାରକ ବୋଲି କେତେ ଯେ
ଥୁ ଥୁ କେତେ ଧିକ୍କାର ନ ଶୁଣିଛି,
ଥରୁଟିଏ ହେଲେ
ତୁମ ଅନ୍ତଃମନ କଣ ବାଧା ଦେଇନି
ପ୍ରେମ ତ ଦୁହେଁ କରିଥିଲେ
ହେଲେ ମୋ ଭାଗରେ ସବୁ
ପ୍ରତାରଣା ଢାଳି ଦେଇ
ତୁମେ ସାଜିଗଲ ନିରୋଳା ପ୍ରେମିକା
ସେଥିକି ମୋର ଦୁଃଖ ନାହିଁ
ସବୁ ପ୍ରେମ ଯେ ଏକ ନିର୍ଦ୍ଦିଷ୍ଟ
ପରିଚୟ ବହନ କରିବ
ତାର କିଛି ମାନେ ନାହିଁ,
ମୁଁ ଏଇଥିରେ ହିଁ ଖୁସି ହୋଇ
ବାକି ଜୀଵନ ଜିଇଁ ଯିବି
ପ୍ରତାରକ ର ମୁଖା ପିନ୍ଧି
ସବୁ ଅପବାଦ ର
ବୋଝକୁ ମୁଣ୍ଡ ରେ ମୁଣ୍ଡେଇ ଚାଲିବି
କେବଳ ତୁମ ପାଇଁ….. (ଏମିତି ବି ପ୍ରେମ)
ପୁଣି ପ୍ରେମିକ ଜଣକ ମିଠା ଭାଷାରେ ପ୍ରେମିକା କୁ କହୁଛି
ଆଗ ଭଳି ତୋର ସେ ଭଲ ପାଇବା
କାହିଁ କେଉଁ କାଳୁ ଉଭାନ
କେବଳ ଏତିକି କହୁଛୁ ମୋ ଠାରୁ ଦୂରେଇ ରୁହ
ହେଲେ କାହିଁକି !
ତୋର ଏ ନୀରବତା
ଭିତରେ ଭିତରେ ଅଣନିଶ୍ୱାସୀ
କରି ଚାଲିଛି ମୋତେ
ମୁଁ ଖୋଜି ଚାଲିଛି ତୋ
ପରିବର୍ତ୍ତନ ପଛର କାହାଣୀ,
ଯେ ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର
ପ୍ରାପ୍ତ ନ ହୋଇଛି
ସେ ଯାଏ ଜାରି ରହିବ ଏ ଅନ୍ୱେଷଣ
ହଁ ମନେ ରଖ ଏକା ତୁ ହୃଦୟ ଦେଇ
ଭଲ ପାଇବା ଶିଖିନୁ
ଏଥର ଦେଖ ମୋ ଭଲପାଇବା ର
ସବୁ ସୀମା ଲଙ୍ଘିଯିବି,
ପ୍ରେମ ର ଅଗ୍ନି ପରୀକ୍ଷା ରେ
ଦାଉ ଦାଉ ଜଳୁଥିବା
ଲେଲିହାନ ଶିଖା ଭିତରୁ
ପ୍ରେମ ରୂପକ ଉଜ୍ଜ୍ୱଳ ଚିକ୍ ମିକ୍ ହୀରା
ପୁଣି ଲେଉଟିବ ଉତ୍ତୀର୍ଣ୍ଣ ହୋଇ……! (ରୂପାନ୍ତରିତ)
ଶେଷରେ ପ୍ରେମିକା ଜଣକ ଅଭିମାନ ଛଳରେ ପ୍ରେମିକ କୁ ପଚାରିଛି
ତୁମେ କୁହ
ମୁଁ କାଳେ ଫୁଲେଇ
କେବେ ପୁଣି ମନୋଇ
ବେଳେ ବେଳେ ଅବୁଝା ଶ୍ରାବଣୀ
ପୁଣି କେବେ କୂଳ ଲଙ୍ଘି ଲହରୀ
କୁହ ତ
ଏତେ ସବୁ ବଦଗୁଣ ସତ୍ତ୍ୱେ
ତୁମେ ଦାବିକର
ଜୀବନଠୁ ଅଧିକ ପ୍ରେମ କର ବୋଲି
ସତରେ ଏମିତି ଝିଅକୁ
କଣ କରି ହୁଏ ପ୍ରେମ !
ଲେଖିକାଙ୍କ କଲମରେ -“ମିଛ ପ୍ରେମ ସବୁବେଳେ ଚମ୍ପିୟାନ ହେଉଥିବା ବେଳେ, ସଚ୍ଚା ପ୍ରେମ ସର୍ବଦା ବ୍ୟସ୍ତ ବାୟା ସଂଘର୍ଷ ଆଉ ଛଡାଝଂଜା ଦାବାନଳ ରେ ସିଝି ସିଝି ଶେଷ ହୋଇଯାଏ ଆଉ ଏ ପ୍ରେମ ଅମରତ୍ୱ ଲାଭ କରେ । ଏହା ହିଁ ମୁଖ୍ୟ ଦୃଷ୍ଟି ଭଙ୍ଗୀ ତାଙ୍କ କାବ୍ୟ ସଂକଳନ ର ।
ପୁସ୍ତକ ସମ୍ପର୍କରେ କଣ କିପରି ଲେଖାଯାଏ ଆଉ କେମିତି ସମୀକ୍ଷା କରାଯାଏ ଜାଣିନି । ଏଇଟି ମୋର ପଞ୍ଚମ ପୁସ୍ତକ ସମୀକ୍ଷା , ଯଦି କିଛି ଭୁଲ ଥାଏ ମୋତେ ଜଣାଇବେ ମୁଁ ପରବର୍ତ୍ତୀ ମୁହୂର୍ତ୍ତରେ ପୁସ୍ତକ ସମୀକ୍ଷା କଲେ ସେସବୁ ବିଷୟ ପ୍ରତି ଧ୍ୟାନ ଦେବି।
ପାଠକୀୟ ମତାମତ
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*
6,446 total views, 1 views today
Oh my goodness! Amazing posting dude! Thank you, Having said that I am getting problems with the RSS. I don’t know why I’m able to’t sign up for it. Is there any person else acquiring equivalent RSS problems? Anybody who is aware the answer will you kindly respond? Thanks!! oreiep.se/map4.php tabletter mot ledv?¤rk
I absolutely love your site.. Very nice colors & theme. Did you develop this site yourself? Please reply back as I’m attempting to create my own blog and would like to find out where you got this from or just what the theme is named. Thanks!
Hi, I do believe this is a great website. I stumbledupon it 😉 I may return once again since i have book marked it. Money and freedom is the best way to change, may you be rich and continue to guide other people.
Way cool! Some very valid points! I appreciate you writing this article plus the rest of the website is extremely good.
Greetings! Very useful advice within this article! It is the little changes that make the most significant changes. Many thanks for sharing!
I like it when people get together and share thoughts. Great blog, keep it up!
After looking into a number of the blog articles on your website, I truly appreciate your technique of writing a blog. I book marked it to my bookmark website list and will be checking back soon. Please visit my website as well and let me know your opinion.
I love reading a post that can make men and women think. Also, thank you for permitting me to comment!
Everything is very open with a really clear description of the issues. It was really informative. Your site is useful. Thank you for sharing!
I love it when individuals come together and share views. Great website, keep it up!
I seriously love your blog.. Very nice colors & theme. Did you create this site yourself? Please reply back as I’m trying to create my own blog and would like to learn where you got this from or exactly what the theme is named. Appreciate it!
I have to thank you for the efforts you have put in writing this site. I’m hoping to see the same high-grade content by you later on as well. In fact, your creative writing abilities has inspired me to get my very own website now 😉
I blog quite often and I seriously appreciate your information. Your article has truly peaked my interest. I will take a note of your website and keep checking for new information about once per week. I subscribed to your Feed as well.
Hello there! This post couldn’t be written much better! Reading through this article reminds me of my previous roommate! He constantly kept talking about this. I am going to forward this information to him. Pretty sure he will have a great read. Thanks for sharing!
The next time I read a blog, I hope that it won’t fail me as much as this one. After all, Yes, it was my choice to read through, but I genuinely thought you would have something helpful to say. All I hear is a bunch of complaining about something you could fix if you weren’t too busy looking for attention.
Everything is very open with a very clear clarification of the issues. It was truly informative. Your site is useful. Many thanks for sharing!
Very good information. Lucky me I discovered your site by chance (stumbleupon). I’ve book-marked it for later!
Howdy, I do think your web site could possibly be having internet browser compatibility issues. Whenever I look at your website in Safari, it looks fine however, if opening in IE, it has some overlapping issues. I just wanted to give you a quick heads up! Apart from that, excellent blog!
Pretty! This has been an incredibly wonderful post. Thanks for providing these details.
This site was… how do I say it? Relevant!! Finally I have found something that helped me. Appreciate it!
I was able to find good information from your content.
Way cool! Some very valid points! I appreciate you writing this write-up plus the rest of the website is very good.
Great article. I will be going through a few of these issues as well..
The very next time I read a blog, Hopefully it does not disappoint me just as much as this one. After all, I know it was my choice to read, but I genuinely believed you would probably have something interesting to talk about. All I hear is a bunch of whining about something that you can fix if you weren’t too busy searching for attention.
Excellent article. I will be facing many of these issues as well..
Way cool! Some extremely valid points! I appreciate you penning this article plus the rest of the site is really good.
Hi, I do think this is an excellent site. I stumbledupon it 😉 I may come back yet again since i have book marked it. Money and freedom is the best way to change, may you be rich and continue to guide other people.
After I initially left a comment I appear to have clicked the -Notify me when new comments are added- checkbox and from now on every time a comment is added I get four emails with the exact same comment. Perhaps there is a means you can remove me from that service? Cheers!
Everything is very open with a very clear explanation of the challenges. It was really informative. Your site is very useful. Thank you for sharing!
Right here is the right site for everyone who hopes to find out about this topic. You know a whole lot its almost hard to argue with you (not that I really would want to…HaHa). You certainly put a new spin on a topic that’s been discussed for many years. Wonderful stuff, just wonderful!
I want to to thank you for this great read!! I absolutely loved every bit of it. I have got you book marked to check out new things you post…
Oh my goodness! Incredible article dude! Thank you so much, However I am going through issues with your RSS. I don’t know the reason why I can’t subscribe to it. Is there anyone else having similar RSS issues? Anyone that knows the answer can you kindly respond? Thanks!!
An interesting discussion is definitely worth comment. I think that you ought to write more about this issue, it might not be a taboo matter but usually folks don’t talk about these subjects. To the next! Cheers!!
An impressive share! I’ve just forwarded this onto a colleague who was doing a little research on this. And he in fact ordered me lunch due to the fact that I discovered it for him… lol. So let me reword this…. Thanks for the meal!! But yeah, thanx for spending some time to talk about this topic here on your web page.
The very next time I read a blog, Hopefully it does not disappoint me as much as this particular one. After all, I know it was my choice to read through, but I truly thought you’d have something helpful to say. All I hear is a bunch of whining about something that you can fix if you were not too busy searching for attention.
Great post. I’m dealing with a few of these issues as well..
I blog often and I really thank you for your information. Your article has truly peaked my interest. I’m going to bookmark your blog and keep checking for new details about once a week. I subscribed to your Feed too.
I seriously love your site.. Pleasant colors & theme. Did you develop this website yourself? Please reply back as I’m attempting to create my very own website and would like to learn where you got this from or what the theme is called. Appreciate it!
It’s nearly impossible to find knowledgeable people for this topic, however, you seem like you know what you’re talking about! Thanks
Your style is unique compared to other people I’ve read stuff from. Many thanks for posting when you have the opportunity, Guess I will just book mark this page.
Hello there! This post couldn’t be written much better! Looking through this article reminds me of my previous roommate! He continually kept preaching about this. I will forward this information to him. Pretty sure he’s going to have a very good read. I appreciate you for sharing!
Howdy! I simply want to offer you a huge thumbs up for the great info you have right here on this post. I will be coming back to your web site for more soon.
I truly love your site.. Great colors & theme. Did you make this web site yourself? Please reply back as I’m planning to create my very own blog and want to learn where you got this from or what the theme is named. Thanks!
Greetings! Very useful advice in this particular post! It’s the little changes that make the most significant changes. Many thanks for sharing!
I blog quite often and I seriously appreciate your information. This article has truly peaked my interest. I’m going to take a note of your site and keep checking for new details about once a week. I opted in for your Feed as well.
Excellent write-up. I absolutely love this site. Thanks!
That is a really good tip particularly to those fresh to the blogosphere. Simple but very accurate info… Thank you for sharing this one. A must read post!
Very good post. I will be facing some of these issues as well..
Right here is the perfect webpage for anyone who would like to understand this topic. You realize so much its almost tough to argue with you (not that I personally would want to…HaHa). You definitely put a new spin on a topic that has been discussed for years. Wonderful stuff, just wonderful!
Greetings! Very useful advice within this post! It’s the little changes that will make the most important changes. Thanks for sharing!
Can I simply say what a relief to discover a person that really understands what they’re talking about on the web. You certainly realize how to bring a problem to light and make it important. A lot more people really need to check this out and understand this side of the story. It’s surprising you’re not more popular because you most certainly possess the gift.
Pretty! This has been an extremely wonderful post. Many thanks for supplying these details.
Great post. I am going through some of these issues as well..
This site was… how do you say it? Relevant!! Finally I have found something that helped me. Appreciate it!
Way cool! Some very valid points! I appreciate you penning this post and also the rest of the website is really good.
Good post. I am dealing with some of these issues as well..
There is certainly a great deal to know about this topic. I love all of the points you’ve made.
Oh my goodness! Awesome article dude! Thank you, However I am going through issues with your RSS. I don’t understand why I am unable to subscribe to it. Is there anybody else having similar RSS problems? Anyone who knows the answer will you kindly respond? Thanx!!
Hello there! I could have sworn I’ve visited this web site before but after going through some of the articles I realized it’s new to me. Nonetheless, I’m certainly happy I found it and I’ll be book-marking it and checking back regularly!
There is definately a lot to know about this subject. I love all the points you’ve made.
You are so cool! I do not believe I’ve truly read anything like that before. So great to find another person with some genuine thoughts on this subject matter. Seriously.. thanks for starting this up. This website is one thing that’s needed on the internet, someone with some originality!
There’s certainly a lot to find out about this subject. I love all the points you have made.
I really love your blog.. Pleasant colors & theme. Did you create this web site yourself? Please reply back as I’m trying to create my very own site and would love to learn where you got this from or just what the theme is called. Kudos!
This is the right web site for everyone who hopes to find out about this topic. You know so much its almost hard to argue with you (not that I actually will need to…HaHa). You certainly put a fresh spin on a topic that has been discussed for decades. Wonderful stuff, just great!
Very good info. Lucky me I recently found your website by accident (stumbleupon). I have book marked it for later!
You are so awesome! I do not think I’ve read through something like that before. So good to discover another person with unique thoughts on this topic. Really.. many thanks for starting this up. This website is one thing that’s needed on the internet, someone with some originality!
Good web site you have here.. It’s difficult to find high quality writing like yours nowadays. I truly appreciate individuals like you! Take care!!
An intriguing discussion is worth comment. I do think that you need to write more on this subject, it might not be a taboo matter but usually folks don’t speak about such issues. To the next! Best wishes!!
Your style is so unique compared to other folks I’ve read stuff from. Many thanks for posting when you have the opportunity, Guess I will just book mark this blog.
Aw, this was an incredibly nice post. Taking a few minutes and actual effort to create a top notch article… but what can I say… I put things off a lot and never manage to get nearly anything done.
Everything is very open with a clear clarification of the issues. It was definitely informative. Your site is very helpful. Many thanks for sharing!
Very good blog post. I certainly appreciate this site. Stick with it!
I’d like to thank you for the efforts you’ve put in writing this site. I really hope to view the same high-grade blog posts from you in the future as well. In fact, your creative writing abilities has motivated me to get my own, personal blog now 😉
Way cool! Some extremely valid points! I appreciate you penning this post and the rest of the website is very good.
I’m extremely pleased to find this page. I wanted to thank you for your time due to this fantastic read!! I definitely liked every little bit of it and i also have you book-marked to look at new stuff in your web site.
Hello there! I simply wish to give you a huge thumbs up for the great info you’ve got right here on this post. I will be coming back to your web site for more soon.
I like reading an article that can make men and women think. Also, thank you for allowing me to comment!
I enjoy looking through an article that will make men and women think. Also, thanks for allowing me to comment!
Having read this I believed it was really informative. I appreciate you taking the time and effort to put this content together. I once again find myself personally spending a significant amount of time both reading and commenting. But so what, it was still worth it!
You’ve made some good points there. I looked on the web for more information about the issue and found most people will go along with your views on this website.
Way cool! Some very valid points! I appreciate you writing this article and the rest of the site is very good.
Hi, I do think this is an excellent website. I stumbledupon it 😉 I may return yet again since i have book marked it. Money and freedom is the greatest way to change, may you be rich and continue to help others.
Greetings! Very helpful advice in this particular post! It’s the little changes that produce the greatest changes. Thanks for sharing!
Excellent article. I absolutely love this site. Keep writing!
bookmarked!!, I like your site!
Hi, I do believe this is a great site. I stumbledupon it 😉 I’m going to return yet again since I book marked it. Money and freedom is the greatest way to change, may you be rich and continue to guide others.
Thank you for your post.Really looking forward to read more. Really Great.
I really like and appreciate your blog.Really thank you! Really Cool.
Can I simply just say what a relief to discover a person that actually knows what they’re talking about online. You certainly know how to bring an issue to light and make it important. More people must read this and understand this side of your story. I was surprised that you aren’t more popular since you most certainly possess the gift.
Really enjoyed this article post. Really Great.
After looking at a few of the blog posts on your web page, I honestly like your technique of blogging. I saved it to my bookmark website list and will be checking back in the near future. Please check out my website as well and tell me what you think.
I really enjoy the article post.Really thank you! Keep writing.
I truly appreciate this blog post. Really Great.
Enjoyed every bit of your post.Much thanks again. Fantastic.
I am so grateful for your post.Much thanks again. Will read on…
Really appreciate you sharing this article.Really thank you! Great.
Im obliged for the blog article.Really thank you! Will read on…
———??????????????????———-. . ******* New Style Of Music On My Channel *******. . _____***ENJOY* MY* MUSIC***_____. . ——–??????????????????———- WELCOME
Thanks a lot for the post. Much obliged.
I value the article.Really looking forward to read more. Really Great.
Fantastic article post.Thanks Again. Much obliged.
A big thank you for your post.Really looking forward to read more. Great.
Really enjoyed this blog post.Much thanks again. Much obliged.
Thank you for your blog article. Cool.
Thank you ever so for you article. Much obliged.
Thanks for the post.Much thanks again. Want more.
It’s going to be ending of mine day, however before ending I am reading this great paragraph to improve my knowledge.