*YOU ARE THE KISMET–Manoj Kumar Panda*

*YOU ARE THE KISMET …..* All things are in order and present in my life Only you are absent You are never far away I know as you are in my heart Reach out your hands to my hand Let my heart
617 total views
*YOU ARE THE KISMET …..* All things are in order and present in my life Only you are absent You are never far away I know as you are in my heart Reach out your hands to my hand Let my heart
617 total views
ALLUSION_OF_SILENCE Manoj Kumar Panda In the world of echoes, only silence screams, In the shadows only the moon is clear. Who can ask heaven for roses When thorns only lacerate. Only a sleepless mad man imagines the sun at night. Maybe
95,296 total views, 1 views today
#The_Spectre_of_Secret_society “The mirage will be so great, so vast that it will escape their perception. Those who see it will be considered crazy. We will create separate fronts to prevent them from seeing the connection between us. We will behave as if
1,736 total views
*ALLUSION OF SILENCE* In the world of echoes, only silence screams, In the shadows only the moon is clear. Who can ask heaven for roses When thorns only lacerate. Only a sleepless mad man imagines the sun at night. Maybe the psyche
287 total views, 1 views today
* #The_First_Touch I’m playing with your hair on the night of our first touch, Through eyelashes, you urge me to kiss you! You smile at me softly, like the stars You want me as your love in a secret way. And when
546 total views
ଝୁମ୍ପୁଡିଆ ଭାଗ୍ୟର ଆତ୍ମସମୀକ୍ଷା ତୁମ ପ୍ରୀତିର ଅଶାନ୍ତ କ୍ଷୁଧା ଚାଟିନେଲା ନିମିଷେ ମୋର ପଞ୍ଜରା ତଳୁ ସବୁ ଦୁଃଖ ଆଖିକୁ ଦେଇ ବହଳ ବହଳ ନିଦ ତୁମକୁ ସ୍ୱପ୍ନରେ ଦେଖିବା ପାଇଁ…….. ଲେଖେ ବାଧ୍ୟହୋଇ ଫାଜିଲ ପ୍ରେମର ଦରପୋଡା ଭାଷା ନିଶ୍ୱାସ ରେ ଯେବେ ବହିଆସେ ତୁମ ପ୍ରେମର ଦକ୍ଷିଣା ପବନ ପଞ୍ଜରା ତଳ ହାଡ଼ ମଧ୍ୟରୁ…….. ମୋର
939 total views
#ବୟସ_ହଜିଯିବା_ପରେ କାଲି ଭେଟିଥିଲି ତାକୁ ସ୍ବପ୍ନର ଗହଣା ପିନ୍ଧି ସେ ଆସିଥିଲା ଦେବାକୁ ଟିକିଏ ଜହ୍ନର ସରାଗ…….। ଯନ୍ତ୍ରଣା ରେ କିଲବିଲ ହେଉଥିବା ଆତ୍ମା ତୋଳିବାକୁ ଚେଷ୍ଟା କଲା ନିରବ ଓଁକାର ଇସ୍ପାତ ମନ ଧାରୁଆ ଛୁରୀରେ……. ମୁଖଦେଖି ତାର ଗବାକ୍ଷ ମାର୍ଗରୁ ଭାବିବସେ ଏ କି ଚନ୍ଦ୍ର ମଣ୍ଡଳ ଅବା ମୁକୁର ବିମ୍ବଟିଏ ବିଚଳିତ ମନ ମୋର
856 total views, 1 views today
ବାତ୍ସଲ୍ୟ ମୟୀ ମା ମୋର (ମନୋନେଟ ଶୈଳୀ) ଆସିଥିଲି ମୁଁ ଅଜାଣତେ ଏହି ପୃଥିବୀକୁ ହାତେ ଲମ୍ବା ଦେହରେ ଉଜ୍ଜ୍ୱଳ କରି ଘରକୁ ତା’କୁ ପ୍ରସୂତି ବେଦନା ର ଉପହାର ଦେଇ ଜନ୍ମିଥିଲି ସଂସାରରେ କିଛି ସୁକର୍ମ ପାଇଁ ଡେରାସର-ମନ୍ଦିର-ମସଜିଦ-ଗୁରୁଦ୍ୱାର-ଗୀର୍ଜା ସବୁଠାରେ କରିଛି ସେ ମୋ ପାଇଁ ପୂଜା।। ବିନିଦ୍ର ରଜନୀ କାଟିଛି ସେ ଏନ୍ତୁଡ଼ି ଘରେ ଅଳି
531 total views
*ବସୁନ୍ଧରା( ମନୋନେଟ ଶୈଳୀ)* ଅଟ ତୁମେ ଆଦ୍ୟା, ଯୋଗାସୀନା ଯୋଗମାୟା କୃଷି ଆଉ କର୍ଷଣ ର ଧେନୁ କମନୀୟା ଗ୍ରୀକ ସଭ୍ୟତାରେ ଉର୍ଜା ପିଣ୍ଡ ଦିମେତାର ବେବିଲୋନ ର ବନ୍ଦନୀୟା ମେଜ ମଦର ତୁମେତ ପଞ୍ଜାବ କୃଷକର ସୁନାଝିଅ ସୃଜନ ର ସ୍ବପ୍ନ ନେଇ ରଜସ୍ଵଳା ହୁଅ।। ବ୍ରିଟେନ ର ତୁମେ ପୂଜ୍ୟା ଜନ୍ମଦାତ୍ରୀ ‘ଦନ୍’ ଜର୍ମାନର ଭୂମିମାତା
171 total views
*ପ୍ରାଣଦାତା ବାପା ମୋହର* (ମନୋନେଟ ଶୈଳୀ) ତୁମର ଘନଘୋର ଗର୍ଜନ-ତର୍ଜନ ରେ ପ୍ରୀତି ପ୍ରତ୍ୟୟ ଓ ଆଶିଷର ବାରି ଝରେ ଅସହ୍ୟ ଝାଞ୍ଜିବହେ ତୁମ ନିରବତାରେ ହରା ଭରା ପାରିବାରିକ ଚୌହଦୀରେ ତୁମ ଲାଗି ହୃଦୟ ମୋ ପରିବ୍ୟାପ୍ତ ହୁଏ ମଣିଷ ପଣିଆ ମସ୍ତି ଜାଗେ ମୋ ହୃଦୟେ ।। ଶିଖାଇଛ ମୋତେ ଏକା ଚାଲିବାର କଥା ମୋ
196 total views
*ନୟନାଶ୍ରୁ (ଇଥିଓପିଆନ ଗମ୍ମୋ ସନେଟ)* ଯେବେ ଯେବେ ଝୁରେ ତାକୁ ମୋ ହୃଦୟ! ତରଳିତ ହୁଏ ମୋ ନୟନ ଦ୍ୱୟ ସ୍ୱପ୍ନେ ଦେଖେ ତାକୁ ପାହାନ୍ତି ପ୍ରହରେ ।। ନମ୍ର ହୋଇଣ କଥା ଯେ କହୁଥିଲା ଅଧାବାଟେ ଛାଡି କେଉଁଠି ରହିଲା ଦୀର୍ଘ ବିରହ ହେତୁ ଜୀର୍ଣ୍ଣ ଶରୀରା ।। ରାତିରେ ଯେବେ ମୁହିଁ ଛିଙ୍କ ପ୍ରକାଶେ ସତେ
224 total views
*ଦୁଃଖ ଆସିଆନା ( ଇଥିଓପିଆନ ହାଣେକା ଶୈଳୀ)* ଅଛି ଜାଣ ଗୋଟେ ପ୍ରଶସ୍ତ ହୃଦୟ ମୋର ଦିଅ ମୋତେ ତୁମେ ସଂସାରର ଦୁଃଖ ନାନା ସାଦରେ ଘେନିବି କେବେ କରିବିନି ମନା ।। ସହିସହି ହୋଇଅଛି ମୁଁ ତୁଠ ପଥର ସ୍ବପ୍ନ ଦେଖିବାକୁ ଆଖିକୁ କରିଛି ମନା ଯେଣୁ ସ୍ୱପ୍ନ ଆଣେ ରାଶିରାଶିକା ଛଳନା।। ମୁଁ ଦୁଃଖ ସୌଦାଗର
191 total views
*ହେମଗୋରୀ* *(#ଇଥିଓପିଆନ_କାମ୍ବା_ଶୈଳୀ)* ମନ ବେଦୀରେ ବାଜଇ ତେଲିଙ୍ଗି ବାଇଦ ଝିଙ୍କାରୀ ପାର୍ଟିରୁ ଶୁଭେ ଅର୍କେଷ୍ଟ୍ରା ର ଶବ୍ଦ ଏବେଳେ ସ୍ବପ୍ନ ଦେଖେ ଦୁଇ ଡୋଳାରେ ମୋର।। ଆନମନା ଆଗନ୍ତୁକର ପ୍ରଥମ ସ୍ପର୍ଶ ଉଦବେଳିତ ମନେ ଆଣେ ପ୍ରୀତିର ହସ ନିରୀମାଖୀ ତାରା ଜପେ ପ୍ରଣବ ଓଁକାର।। ଦେଖଇ ସପନେ କଜ୍ଜଳଦୀପ୍ତନେତ୍ରାକୁ ଲଜ୍ଜାବଶରେ ଧରି ପଲଙ୍କେ ମୁଚୁଳାକୁ ଆହେ ସଖି!
184 total views
*ଅନ୍ତିମ ପ୍ରାର୍ଥନା* *(ହାଇକୁ-)* ଏଇ ଅନ୍ତିମ ପ୍ରାଥନା ମୋ ସରିଲେ ଯିବି ସ୍ମଶାନ।……..(୧) ଅଭିମନ୍ତ୍ରିତ ଲାଗି ଘଟ ମୋ ଖୋଜେ ସୁ-ପଞ୍ଚଶସ୍ୟ।—— (୨) ଚୁଆ ଚନ୍ଦନ ଖୋଜୁଛି ଗଙ୍ଗାଜଳ ମିଳେନା ଏଠି।——-(୩) ଯେତେ କଳଙ୍କ ସାଥି ମୋର ପଥରେ ସମୟ ଶେଷ।…….(୪) ଶୁଭୁନି ସ୍ପଷ୍ଟ ଭାଗବତ ପୁରାଣ ଅଟେ ମୁ ଜଡ଼।…….(୫) ସ୍ମଶାନ ଭୂମି ମୋ ଅନ୍ତିମ ପ୍ରାର୍ଥନା
190 total views
ହାଇକୁ ତୋଟା ସେପଟୁ ଡାକୁଥିଲା କୋଇଲି ମିଠା ସ୍ୱରରେ।। (ହାଇକୁ-୦୧) ଗୋଲାପ ଠାରୁ ପ୍ରେମର ପରିଭାଷା ଶିଖିଲି ଆଜି।। (ହାଇକୁ-୦୨) ଆଖିରେ ଲୁହ ଛାତିରେ କୋହ ନେଇ ଖୋଜେ ତୁମକୁ ।। (ହାଇକୁ-୦୩) କେଡେ ନିର୍ଦ୍ଦୟ ଯାଇଛ ଯେ ଯାଇଛ ଫେରୁନ ଜମା ।।। (ହାଇକୁ-୦୪) ସତ କହୁଛି ତୁମ କୋଳଟି ଲାଗେ ମମତା ଭରା ।।। (ହାଇକୁ-
192 total views
*ଲେଖକ* ପ୍ରକୃତିର ଉପାସକ ମାନବ ସେବକ ଭଲମନ୍ଦ କଥା ଯିଏ କରଇ ପରଖ।। ସମାଜ ସଂସ୍କାର କରେ ଜାତିପ୍ରାଣ ଗଢ଼େ ଉପଦେଶ ଛଳେ ଅନ୍ଧ ବିଶ୍ୱାସ କୁ ତଡେ।। ଦୁଃଖ ଦୂର କରି ମନୋ ବଳ କୁ ବଢାଏ ଭାଙ୍ଗି ନପଡ଼ି ଧଇର୍ଯ୍ୟ ଧରିବାକୁ କହେ।। ଅବାଟରେ ଗଲେ ବାଟ ଦିଅଇ ଦେଖାଇ ଭଲପାଇ ଆପଣାର କର ବୋଲି
188 total views
*ଘାସଫୁଲ* ଇନ୍ଦ୍ର ପୁରେ ସେ ନୁହଁଇ କାନ୍ତ ପାରିଜାତ ନୁହେଁ ସେ ପୁଣି ମର୍ତ୍ତ୍ୟର କାସାର ଶ୍ରୀବାସ। ଦେହେ ତା ନାହିଁ ବଣର ମଲ୍ଲୀଫୁଲ ବାସ ପ୍ରଜାପତି ମାନମୋହେ ତାର ଖିଲି ହସ। ଗୋଲାପ ପରି ମଞ୍ଜୁଳ ତା ରୂପ ନୁହଁଇ ତଥାପି ତା ଆକର୍ଷଣେ ଭ୍ରମର ଆସଇ। ପଳାଶ ପରିକା ତନୁ ବଡ଼ ନୁହେଁ ତା’ର ଫୁଟିଥାଏ
159 total views
ସକାଳ ହେଲା ପ୍ରତିଛବି ପ୍ରିୟାର ମନେ ଭାସି ଉଠିଲା ।। ଭ୍ରାମ୍ୟଭାସ ରେ କରିଲି ଯୋଗାଯୋଗ ସେ ଦେଲାନି ଉତ୍ତର ।। (ଜାପାନୀ ସେଡୁକା ଶୈଳୀ) @ମନୋଜ 176 total views
176 total views
*ବନ୍ଦ ହେଲେ ନିଶ୍ୱାସ (ହାଇକୁ -୨୫)* ମନ ଉଚ୍ଚାଟେ କଦମ୍ବ ଫୁଲଫୁଟେ ଦେହେ ଉଲ୍ଲାସେ ।୦୧। ଏହି ନିଶ୍ୱାସ ଯେଦିନ ବନ୍ଦ ହେବ ସରିବ ଖେଳ ।୦୨। ଦେହ କୁଞ୍ଜରେ ବେଣୁ ସ୍ଵନ ଶୁଭୁଛି କ୍ଷୀଣ ସ୍ୱରରେ ।୦୩। ନୂଆ ବିଶ୍ୱାସ ରାହା ପାଏ ନିଶ୍ୱାସ କିନାରା ମିଳେ।୦୪। ଜୀବ ଜୀବନ ପଶେ ମାଟିର ଆଁ ରେ ନିର୍ବି
172 total views
*ତିନୋଟି ଟାଙ୍ଗା* (ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ) ଆତ୍ମା ଆମ ଘୁରୁଛି କେଉଁ ଆଦି କାଳରୁ ସୂକ୍ଷ୍ମରେ ଓ ସ୍ଥୁଳ ରେ ତୁମ ଚତୁଃପାଶ୍ୱର୍ରେ ।। (ଟାଙ୍ଗା-୦୧) ଖେଳ ଚାଲିଛି ଏଠି ଶୂନ୍ୟେ ଲଗାଇ ହୁଳ ଯୁକ୍ତ ଓ ବିଯୁକ୍ତ ର ତୁମ୍ଭର ମାୟାଜାଲେ ।।( ଟାଙ୍ଗା-୦୨) ତୁମକୁ ପୂଜୁ ଆମେ ଭକ୍ତିରେ ଦେଖାଦିଅ ସୁଖରେ ଓ ଦୁଃଖରେ ନାଶ
155 total views