December 08, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପ୍ରେମର ଅକାତ ନଦୀ ଗଣ୍ଡରେ–ମନୋଜ କୁମାର ପଣ୍ଡା*

#ପ୍ରେମର ଅକାତ ନଦୀ ଗଣ୍ଡରେ

ମାନବ ର ଜରାୟୁରୁ ଜନ୍ମ ନେଇଥିବା
ଜୀଵନ ଟା ମୋର ହଜିବାକୁ ଚାହେଁ
ତୁମ କୋମଳ ବାହୁ ବେଷ୍ଟନୀ ରେ……..
କେବେ ବ୍ୟକ୍ତରେ ତ ପୁଣି ଅବ୍ୟକ୍ତ ରେ
ତୃପ୍ତି ଆଉ ଅତୃପ୍ତିର ଆତ୍ମ ସନ୍ଧିକ୍ଷଣେ
ମନ ଚାହେଁ ପାଇବାକୁ ତୁମ ଉଷୁମ ଛାତିର ପରଶ…..।.

ତୁମେ ପାହାନ୍ତି ରେ ଆସ ଫିଦିନ
ମାତ୍ର ପନ୍ଦର ମିନିଟ ପାଇଁ
ହେଲେ ମୁଁ ଶୋଇ ପାରେ ନାହିଁ ଶାନ୍ତି ରେ, କାଳେ
ସାଗରର ଦୁଷ୍ଟ ଢେଉ ଭଳି ଅତର୍କିତ ଆସିଯିବ
ଧକ୍କା ଦେଇ ପୁଣି ଫେରିଯିବ ଏକ ଇଞ୍ଚ
ଚମଡା ତଳେ ଲୁଚାଇ ରଖିଥିବା ଦଦରା ପିଞ୍ଜରାରୁ……।

ତୁମ ବିହୁନେ ମୋର ଆଶାର କେରାଣ୍ଡୀ ଗୁଡାକ
ଅକାଳରେ କରନ୍ତି ନଦୀ ପଠାରେ ଏଠି ଆତ୍ମହତ୍ୟା
ଭୁସ୍ଖଳନରେ ଚୁରମାର୍ ହୁଏ ସବୁ ସମ୍ପର୍କର ଲାଲ୍ ଇମାରତ୍
ଯନ୍ତ୍ରଣା ଜୁଇରେ ଛଟ ପଟ ଏବେ
ମୋର ସମସ୍ତ ଇଚ୍ଛା ଆକାଂକ୍ଷିତ ଅଭିଳାଷ,
ବାସ୍ତବ ଜୀବନର ପ୍ରତିଲିପି ଦୁଇ ଆଖିରୁ ଝରାଇ ଦିଏ
କେଇ ବୁନ୍ଦା ଜାତନାର ଲୁହ
ମନଟା କଇଁ କଇଁ କାନ୍ଦେ ପୁରୁଣା ସ୍ମୃତିର ନିର୍ଯ୍ୟାସରେ
ତୁମକୁ ନପାଇ……..

ପ୍ରେମ ର ଅକାତ କାଂଶବାଂଶ ନଦୀ ଗଣ୍ଡରେ,
ସମୟ ପଖଳା ସମାଜ ଆଖିରେ ମିଥ୍ୟା ପ୍ରଣୟରେ
ବୁଡି ମରୁଥିବା ବ୍ୟର୍ଥ ପ୍ରେମିକ ଟିଏ ମୁଁ- ଏକଥା ସତ
ହେଲେ କଣ ହେବ ମୋ ପାଖରେ ଅଛି
ଶକ୍ତ କମାରପିଟା ମନଟିଏ ଯିଏ ଶୁଣିପାରେ
ମାଟିର ଆଁ ଠାରୁ ଆକାଶ ମଥାନର
ଛାତି ସ୍ପନ୍ଦନ……

*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*

Loading

6 thoughts on “*ପ୍ରେମର ଅକାତ ନଦୀ ଗଣ୍ଡରେ–ମନୋଜ କୁମାର ପଣ୍ଡା*

  1. We stumbled over here coming from a different web address and thought I might as well
    check things out. I like what I see so i am just following you.

    Look forward to looking into your web page yet again.

Leave a Reply

Your email address will not be published. Required fields are marked *