April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଦୁଃଖ କେ ବୁଝୁଛି କହ– ମନୋଜ କୁମାର ପଣ୍ଡା*

*ଦୁଃଖ କେ ବୁଝୁଛି କହ*

(ସଜଲ-୦୧)

ମଣିଷ ପିଉଛି ମଣିଷ ରକତ,ମଶାଠାରୁ ହୀନ ଚଷା
ମଶା ନେଇପାରେ ଅନେକ ଜୀବନ,ଚାଷୀ ଭୋଗେ ନାନା ଦଶା। ।(୦)।

ଟଙ୍କାକୁ ମିଳୁଛି କେଜିଏ ଚାଉଳ,ୟାଠାରୁ ଆଉ କି ଶସ୍ତା
ଅଭାବ ରହିଲା କେଉଁଠି ଯେ ଆଉ,ଚାଷୀ ହେଉଛି ହୀନସ୍ତା
ନଦୀପାଣି ଏଠି ନେଇଯାଏ ଶିଳ୍ପ,ସରକାର ଲୋକହସା
ମଣିଷ ପିଉଛି ମଣିଷ ରକତ,ମଶାଠାରୁ ହୀନ ଚଷା ।(୦୧)।

ଛଳନାର ସତ ମିଛ ଅଭିନୟ,କୃଷକ କି ବୁଝିପାରେ
ଋଣ ପାଇଁ ବାଟବଣା ସେ ହୋଇଣ,ଅମୂଲ୍ୟ ଜୀବନ ହାରେ ।(୦୨)।

ମାରି ନେଇଥାନ୍ତି ମହାପାତ୍ରେ ଏଠି,ଦେଖି ହୁଏ ସେ ଜଳକା
ମାଗଣା ଖାଇବା କଥାଟା ପୁଣି ତା,ମନରେ ହୋଇଛି ଲେଖା
ମାଗଣାରେ ଖାଇ ଅଳସୁଆ ହୋଇ,ଭୁଲିଛି କୁଳ ବେଉସା
ମଶା ନେଇପାରେ ଅନେକ ଜୀବନ,ଚାଷୀ ଭୋଗେ ନାନା ଦଶା ।(୦୩)।

ସଭିଏଁ କାନ୍ଦନ୍ତି କୁମ୍ଭୀର କାନ୍ଦଣା,ଆଖିରୁ ନବୁହେ ଲୁହ
କେନ୍ଦ୍ରଠାରୁ ରାଜ୍ୟ ଦୋଷ ଲଦାଲଦି,ଦୁଃଖକେ ବୁଝୁଛି କହ ।(୦୪)।

ମନୋଜ କୁମାର ପଣ୍ଡା
ମୁଖ୍ୟ ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

2 thoughts on “*ଦୁଃଖ କେ ବୁଝୁଛି କହ– ମନୋଜ କୁମାର ପଣ୍ଡା*

  1. Very good working day! This is certainly style of off matter but I want some advice from a longtime blog. Could it be not easy to set up your individual weblog? I’m not quite techincal but I can determine issues out really speedy. I’m contemplating organising my own but I’m undecided the place to get started on. Do you might have any Concepts or strategies? Many thanks

  2. Greetings! I understand this is sort of off matter but I had been questioning should you realized the place I could Find a captcha plugin for my remark kind? I’m using the identical blog site platform as yours and I’m possessing issues acquiring a person? Many thanks quite a bit!

Leave a Reply

Your email address will not be published. Required fields are marked *