August 15, 2022
11 11 11 AM
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ*
*ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର*
*Live for You–Monalisa Parida*
*ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ*
*ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧)
ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର
ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ
ମାଟି ର ମଣିଷ — ସୁଜାତା ପତି
ମାଟି ର ମଣିଷ — ଭାରତୀ ପଣ୍ଡା
ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ
ମାଟି ର ମଣିଷ — ଅଭିପ୍ସା ଧଳ
ମାଟିର ମଣିଷ — ଚିନ୍ମୟୀ ମହାପାତ୍ର 
ମାଟିର ମଣିଷ — ଅର୍ଚ୍ଚନା ନାୟକ
ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର
ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା
ମାଟି ମଟାଳର ମଣିଷ — ରମେଶ କୁମାର ସାହୁ
ମାଟି ମଟାଳର ମଣିଷ — ଭ୍ରମର ବାଗ
ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର
ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ
ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ
Latest Post
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ* *ବିଶ୍ୱ ଦେଖ ମଧୁମୟ ରେ ଜୀବନ–ଗଙ୍ଗାଧର ମେହେର* *Live for You–Monalisa Parida* *ଚାଉଳ-ବିକଳ୍ପ ବିଶ୍ଵ,ଡକ୍ଟର ଭଗବାନ ପ୍ରକାଶ* *ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧) ଅନେକ ଦିନ ଉପାସ ରହିଛି–ପଣ୍ଡିତ ଗୋଦାବରୀଶ ମିଶ୍ର ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ ମାଟି ର ମଣିଷ — ସୁଜାତା ପତି ମାଟି ର ମଣିଷ — ଭାରତୀ ପଣ୍ଡା ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ ମାଟି ର ମଣିଷ — ଅଭିପ୍ସା ଧଳ ମାଟିର ମଣିଷ — ଚିନ୍ମୟୀ ମହାପାତ୍ର  ମାଟିର ମଣିଷ — ଅର୍ଚ୍ଚନା ନାୟକ ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା ମାଟି ମଟାଳର ମଣିଷ — ରମେଶ କୁମାର ସାହୁ ମାଟି ମଟାଳର ମଣିଷ — ଭ୍ରମର ବାଗ ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ

*ଦୁଃଖ କେ ବୁଝୁଛି କହ– ମନୋଜ କୁମାର ପଣ୍ଡା*

*ଦୁଃଖ କେ ବୁଝୁଛି କହ*

(ସଜଲ-୦୧)

ମଣିଷ ପିଉଛି ମଣିଷ ରକତ,ମଶାଠାରୁ ହୀନ ଚଷା
ମଶା ନେଇପାରେ ଅନେକ ଜୀବନ,ଚାଷୀ ଭୋଗେ ନାନା ଦଶା। ।(୦)।

ଟଙ୍କାକୁ ମିଳୁଛି କେଜିଏ ଚାଉଳ,ୟାଠାରୁ ଆଉ କି ଶସ୍ତା
ଅଭାବ ରହିଲା କେଉଁଠି ଯେ ଆଉ,ଚାଷୀ ହେଉଛି ହୀନସ୍ତା
ନଦୀପାଣି ଏଠି ନେଇଯାଏ ଶିଳ୍ପ,ସରକାର ଲୋକହସା
ମଣିଷ ପିଉଛି ମଣିଷ ରକତ,ମଶାଠାରୁ ହୀନ ଚଷା ।(୦୧)।

ଛଳନାର ସତ ମିଛ ଅଭିନୟ,କୃଷକ କି ବୁଝିପାରେ
ଋଣ ପାଇଁ ବାଟବଣା ସେ ହୋଇଣ,ଅମୂଲ୍ୟ ଜୀବନ ହାରେ ।(୦୨)।

ମାରି ନେଇଥାନ୍ତି ମହାପାତ୍ରେ ଏଠି,ଦେଖି ହୁଏ ସେ ଜଳକା
ମାଗଣା ଖାଇବା କଥାଟା ପୁଣି ତା,ମନରେ ହୋଇଛି ଲେଖା
ମାଗଣାରେ ଖାଇ ଅଳସୁଆ ହୋଇ,ଭୁଲିଛି କୁଳ ବେଉସା
ମଶା ନେଇପାରେ ଅନେକ ଜୀବନ,ଚାଷୀ ଭୋଗେ ନାନା ଦଶା ।(୦୩)।

ସଭିଏଁ କାନ୍ଦନ୍ତି କୁମ୍ଭୀର କାନ୍ଦଣା,ଆଖିରୁ ନବୁହେ ଲୁହ
କେନ୍ଦ୍ରଠାରୁ ରାଜ୍ୟ ଦୋଷ ଲଦାଲଦି,ଦୁଃଖକେ ବୁଝୁଛି କହ ।(୦୪)।

ମନୋଜ କୁମାର ପଣ୍ଡା
ମୁଖ୍ୟ ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

 157 total views,  1 views today

2 thoughts on “*ଦୁଃଖ କେ ବୁଝୁଛି କହ– ମନୋଜ କୁମାର ପଣ୍ଡା*

  1. Greetings! I understand this is sort of off matter but I had been questioning should you realized the place I could Find a captcha plugin for my remark kind? I’m using the identical blog site platform as yours and I’m possessing issues acquiring a person? Many thanks quite a bit!

  2. Very good working day! This is certainly style of off matter but I want some advice from a longtime blog. Could it be not easy to set up your individual weblog? I’m not quite techincal but I can determine issues out really speedy. I’m contemplating organising my own but I’m undecided the place to get started on. Do you might have any Concepts or strategies? Many thanks

Leave a Reply

Your email address will not be published.

× 9 = forty five