April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2023
7

କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ

କାମନାର ବିନାଶରେ ଦୁଃଖର ବିନାଶ   ସଂସାରରେ ମାୟା ବିସ୍ତାରିଛି କାୟା ସୁନ୍ଦର ଦିଶେ ସଭିଙ୍କୁ ପଡ଼ି ତା ପଛରେ ଜୀବନ କାଳରେ ଇଚ୍ଛାକରେ ପାଇବାକୁ। ଆଶାର ସେ ନଈ ବୈତରଣୀ ସେହି ପାରିହେବା କଷ୍ଟକର ପଶି ତା ଭିତରେ ପଡ଼ି ଭଉଁରୀରେ କରଇ ଖାଲି ଚିତ୍କାର। ଛଟପଟ ହୋଇ ଜୀବନ ତେଜଇ ହୋଇ ଅତ୍ୟନ୍ତ ବିକଳ ଉଦ୍ଧାରିବା

Loading

May
2023
17

ମା’ତୁମେ ମମତାର ସାଗର – ଭାସ୍କର ରାଉତ

   ମା’ତୁମେ ମମତାର ସାଗର     ମାଆ ଶବଦଟି ମଧୁର ସେ ଅତି ଅମୃତ ନୁହେ ସମାନ କେତେ ଦୁଃଖ ସହି ଜନମକୁ ଦେଇ କରେ ଲାଳନ ପାଳନ। ସନ୍ତାନର ପାଇଁ ଜୀବନକୁ ସେହି ବାଜିରେ ଲଗାଇ ଦେଇ ସାଜି ରଣଚଣ୍ଡି ମୋଡ଼ି ମୁଣ୍ଡ ଗଣ୍ଡି ସଂହାର କରଇ ସେହି। ବୁଝିପାରେ ଦୁଃଖ ସୁଖିଥିଲେ ମୁଖ ତା

Loading

May
2023
17

ସମୟ ବଡ଼ ବଳବାନ – ଭାସ୍କର ରାଉତ

ସମୟ ବଡ଼ ବଳବାନ   ମହାଭାରତରେ ପାଣ୍ଡବ ପକ୍ଷରେ ଆଦ୍ୟରୁ ଶ୍ରୀକୃଷ୍ଣ ରହି ବିଷ ଲଡ଼ୁ ଖାଇ ଭୀମ ନମରଇ ଜଉଘରୁ ବଞ୍ଚି ଯାଇ। ପଶାଖେଳେ ହାରି ସମ୍ପତ୍ତି ସେ ହାରି ହାରିଲେ ଦ୍ରୌପଦୀ ନାରୀ ସଭାସ୍ଥଳେ ନେଇ ଉଲଗ୍ନ କରନ୍ତି କଉରବ ପାପାଚାରୀ। କରିବାକୁ ରଣ ହୋଇଲେ ଉଚ୍ଛନ ସକଳ ପାଣ୍ଡୁ ନନ୍ଦନ ଏକା ସେ ଶ୍ରୀକୃଷ୍ଣ

Loading

Mar
2023
10

କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

କଥା ଦିଅ ସାଥି କେବେ ଛାଡ଼ିବନି ହାତ     ସମ୍ପର୍କ ଆମର କ୍ଷୀରର ନୀରର ଫୁଲରେ ସୁବାସ ପରି ଦେହସାଥେ ଛାଇ ଗୋପନରେ ଥାଇ କେହିତ ଦେଖି ନପାରି। ଆକାଶରେ ଚାନ୍ଦ ସରରେ କୁମୁଦ ସମ୍ପର୍କ ନିବିଡ଼ ତର ବେଳାଠୁଁ ସାଗର ନହୁଏ ଅନ୍ତର ସାଥି ଦୁହେଁ ଦୁହିଁଙ୍କର। ଦିନ ସାଥି ରାତି ନଛାଡ଼େ ତା କତି

Loading

Mar
2023
10

ବିଶ୍ବ ମହିଳା ଦିବସ – ଭାସ୍କର ରାଉତ

ବିଶ୍ବ ମହିଳା ଦିବସ   ପ୍ରାଚିର ପତ୍ରରେ କିଲାଭ ଏଥିରେ ସଭାସମିତିକୁ କରି ଭାଷଣ ବାଜିରେ ପେଟତ ନପୁରେ ମିଛେ ପକାଉଛ ହୁରି। ନାରୀଙ୍କୁ ସମ୍ମାନ ଦିଅନ୍ତି ଭାଷଣ ନାରୀଙ୍କୁ ଧର୍ଷଣକରି ଧରାପଡ଼ିଯିବ ତାହାଙ୍କ ସ୍ବଭାବ ଜଳାଇ ଦିଅନ୍ତି ମାରି। ନାରୀଙ୍କ ନାମରେ ଯୋଜନାକୁ କରେ ଲୁଣ୍ଠିତା ହୁଅଇ ନାରୀ ଧନ୍ୟ ୟାଙ୍କ ନୀତି ଫୁଲାଇଣ ଛାତି ମାରୁଥାନ୍ତି

Loading

Feb
2023
5

କେମିତି ଅଛ ମକର – ଭାସ୍କର ରାଉତ 

କେମିତି ଅଛ ମକର   ଆମ ବାଲ୍ୟକାଳେ ପାଠପଢ଼ା ବେଳେ ଗାଆଁର ଚାଟଶାଳୀରେ ମକର ଆସିଲା ଭୋଗବଣ୍ଟା ହେଲା ପ୍ରତ୍ୟେକଙ୍କ ଘରେ ଘରେ। ମନ୍ଦିର ବେଢ଼ାରେ ସେହି ପ୍ରସାଦରେ ଦୁହେଁ ହୋଇଲୁ ମକର ସେହି ଦିନଠାରୁ ସମ୍ପର୍କ ଆମର ହୋଇଲା ନିବିଡ଼ ତର। ଦୁହେଁ ପାଠପଢ଼ି କରିଲୁ ଚାକିରୀ ଗଲେ ସେହି ବିଦେଶରେ ମୁହିଁ ରହିଗଲି ଜନମ ଭୂଇଁରେ

Loading

Jan
2023
29

ଯେସାକୁ ତେସା – ଭାସ୍କର ରାଉତ

 ଯେସାକୁ ତେସା   କେତେ ଆପ୍ତ ବାକ୍ୟ ରହିଅଛି ଦେଖ କେଉଁ ଅନାଦି କାଳରୁ ସ୍ଥାନ କାଳପାତ୍ରେ କହନ୍ତି ସମସ୍ତେ ବାହାରି ଆସେ ମୁଖରୁ। ସଂସ୍କାରକ ଗଣ କରନ୍ତି ପ୍ରଦାନ ସମାଜ ସଂସ୍କାର ପାଇଁ ବୁଝି ତା ମର୍ମକୁ ମନେରଖି ତାକୁ ଜୀବନ ଗଢ଼ରେ ତୁହି। ପ୍ରତ୍ୟେକ କ୍ଷେତ୍ରରେ ବଢ଼ିବ ଆଗରେ ଏଥିରେ ସନ୍ଦେହ ନାହିଁ ଉପଯୋଗ ତା’ର

Loading

Jan
2023
21

ମୋ ଗାଆଁର ବିକାଶ ହୋଇଛି -ଭାସ୍କର ରାଉତ

ମୋ ଗାଆଁର ବିକାଶ ହୋଇଛି   ମୋ ଗାଆଁର ବିକାଶ ହୋଇଛି ମାଟି ରାସ୍ତାନାହିଁ କଙ୍କ୍ରିଟରେ ସେହି ଆବଡ଼ା ଖାବଡ଼ା ହୋଇଛି।। ଭାଗତ ଘର ଯାଇଛି କ୍ଳବ ଘରଟେ ହୋଇଛି ସେଇଠେ ଯୁବକଙ୍କ ଆଡ୍ଡା ଜମୁଛି।। ଚାଳଘର ସବୁ ହଜିଛି ସବୁ କୋଠାଘର ଦିଶୁଛି ସୁନ୍ଦର ଶାନ୍ତିଟା ତାହାର ହଜିଛି।। ହଳ ଲଙ୍ଗଳ ତା ହଜିଛି ଗାଆଁର ଦାଣ୍ଡରେ

Loading

Jan
2023
19

ଖୋଜିଲେ ମିଳୁନି ଟିକିଏ ସୁଖ – ଭାସ୍କର ରାଉତ

ଖୋଜିଲେ ମିଳୁନି ଟିକିଏ ସୁଖ   ସଂସାର ଜଞ୍ଜାଳ ଜୁଆର ପ୍ରବଳ ଉବୁଟୁବୁ ହୁଏ ତହିଁ କାତ ପାଉନାହିଁ କୂଳେ ଲାଗୁନାହିଁ ଜୀବନ ଡଙ୍ଗା ଥରଇ। ମନ ଆକାଶରେ କଳା ବାଦଲରେ ବତୀଘର ନଦିଶଇ ନାଆକୁ ଚଳାଇ କୂଳେ ନେବାପାଇଁ ସାହସ ମୋ ଅଣ୍ଟୁନାହିଁ। ସାଜି ନାଉରୀଆ ହେଉଛି ହାଲିଆ ନାଆକୁ ସଦା ଚଳାଇ ଅଶାନ୍ତ ସେ ଝଡ଼

Loading

Jan
2023
19

ସବୁକିଛି ଭୁଲ ହୋଇଗଲା – ଭାସ୍କର ରାଉତ                   

ସବୁକିଛି ଭୁଲ ହୋଇଗଲା ଜୀବନ ଗଣିତ କଷୁଥିଲି ନିତ୍ୟ ସଦା ହୋଇ ତତପର ଅଛିଣ୍ଡା ଗଣିତ ନୁହଇତ ସେତ ନଆସେ ଉତ୍ତର ତା’ର। ଚାରି ସୂତ୍ରଯାକ ପକାଉଛି ଦେଖ ସମାଧାନ ନୁହେ ସେହି ପ୍ରତିଦିନ ବସି ଚାଲୁଥାଏ କଷି ସମାଧାନ ହୁଏ ନାହିଁ। ସରଳ ସୂତ୍ରରେ ସମାଧାନ କରେ ଆସିଲା ତା’ର ଉତ୍ତର ଦତ୍ତ ଉତ୍ତରକୁ ମିଳାଏ ତାହାକୁ

Loading

Jan
2023
16

ଲୁହରେ ଲେଖୁଛି ଚିଠି -ଭାସ୍କର ରାଉତ 

ଲୁହରେ ଲେଖୁଛି ଚିଠି   ବହୁଦିନ ପରେ ଆଜି ମୋ ମନରେ ଭାବନାର ସୀମା ନାହିଁ କେଉଁ ଭାବନାକୁ ଲେଖିବି ତାହାକୁ ବୁଝିତ ପାରୁନି ମୁହିଁ। କି ଥିଲା ମୋ ଜାତି ଆଜି ସେ ସୁଷୁପ୍ତି ପୂର୍ବ ତେଜ ତା’ର ନାହିଁ ସାଜି ଗୋଡ଼ାଣିଆ ହେଲାଣି ହାଲିଆ ବୁଝି ନପାରୁଛି ସେହି। ବିଶ୍ବରେ ଯା ଖ୍ୟାତି ତାହାର ସଂସ୍କୃତି

Loading

Jan
2023
15

ତୁମେ ମୋ ଆଖିର ସତ ସପନ – ଭାସ୍କର ରାଉତ                    

ତୁମେ ମୋ ଆଖିର ସତ ସପନ   ଜୀବନ ଦାଣ୍ଡରେ ଚଲିବା ବେଳରେ ଦେଖିଛି କେତେ ସପନ ସେ ସବୁ ସପନ ନହୁଏ ପୁରଣ ବିଳାପ କରଇ ମନ। ଦିନର ସପନ କୁହୁଡ଼ି ସମାନ ରାତିରେ ଯାଏ ଉଭେଇ ରାତିର ସପନ ଝୁରୁଥାଏ ମନ କାଳେ ସତ ହେବ ସେହି। ସପନ ବଣିକ ସାଜିଛି ମୁଁ ଦେଖ ସପନ

Loading

Jan
2023
14

ଯେ ଯାଏ ନିଶ୍ବାସ ସେ ଯାଏ ବିଶ୍ୱାସ – ଭାସ୍କର ରାଉତ

ଯେ ଯାଏ ନିଶ୍ବାସ ସେ ଯାଏ ବିଶ୍ୱାସ   ଜୀବନକୁ କିବା ଭରସା କରିବା କେତେବେଳେ ଚାଲିଯିବ ସର୍ବେ ଚାହିଁଥିବେ ଜାଣି ନପାରିବେ କେହି ରୋକି ନପାରିବ ଆପଣା ଇଚ୍ଛାରେ ଖେଳଇ ଶରୀରେ ପ୍ରଣବାୟୁ ନାମ ବହି ଅରୂପଟି ସେହି ରୂପମଧ୍ୟେ ରହି ଜୀବଙ୍କୁ ଚଳାଉ ଥାଇ। ତା ବଳରେ ଜୀବ ବୋଲାଏଟି ଶିବ ନୋହିଲେ ହୋଇବ ଶବ

Loading

Jan
2023
11

ମହରଗ – ଭାସ୍କର ରାଉତ

   ମହରଗ   ବିଚିତ୍ର ସଂସାର ଥିଲା କି ସୁନ୍ଦର ସାମାଜିକ ରୀତି ନୀତି ସ୍ନେହ ଶ୍ରଦ୍ଧା ପ୍ରୀତି ସାଥେ ଶୁଖ ଶାନ୍ତି ଆବର ଭାତୃତ୍ବ ମୈତ୍ରୀ। ଏହି ସବୁ ଆଜି ଯାଇଅଛି ହଜି ସମାଜରେ ମିଳୁନାହିଁ ସ୍ବାର୍ଥର ବେପାରୀ ବୁଲି ଘିରିଘିରି କିଣି ନେଇଅଛି ସେହି। ଏ ଚିଜ ଅଭାବ ହୋଇଛି ଦୁର୍ଲଭ ଖୋଜୁଛି ସମାଜେ ରହି

Loading

Jan
2023
9

ହିସାବ ନିକାଶ – ଭାସ୍କର ରାଉତ

 ହିସାବ ନିକାଶ   ଦୁର୍ଲଭ ଜନମ ହେବ ଅକାରଣ ସମୟ ଦେଉଛୁ ସାରି କେତେ ଅରଜିଲୁ କେତେ ହରାଇଲୁ କହ ତୁ ସମୀକ୍ଷା କରି। କେତେ ତୋ ସୁ କର୍ମ କେତେ ତୋ କୁ କର୍ମ କହରେ ତାହା ବିଚାରି ଆଜିତ ବରଷ ହେଉଅଛି ଶେଷ ହିସାବ ଦେଏ ତୋ ସାରି। ଲାଭ କ୍ଷତି କେତେ କରିଲୁ ଜଗତେ

Loading

Jan
2023
9

ହାରିଲି କେତେ ଜିତିଲି କେତେ – ଭାସ୍କର ରାଉତ                      

ହାରିଲି କେତେ ଜିତିଲି କେତେ   ଖେଳାଳି ହୋଇ ଖେଳୁଛି ରହି ଖେଳାଉଥାଏ ଜଣେ ସବୁ ଖେଳକୁ ଖେଳାଏ ତାକୁ ନେଇ ବିଭିନ୍ନ ସ୍ଥାନେ। ଖେଳ ପଡ଼ିଆ ଲାଗେ ବଢ଼ିଆ ଖେଳଇ ତହିଁ ଯାଇ କେବେ ପଡ଼ଇ କେବେ ଉଠଇ ଆଗକୁ ଧାଉଁଥାଇ। ଆଣ୍ଠୁ ଛିଡ଼ଇ ଗଣ୍ଠି ଛିଡ଼ଇ ଥୋମଣି ଫାଟି ଯାଇ ତଥାପି ମୋତେ ନଛାଡ଼େ ସତେ

Loading

Nov
2022
15

ଶିଶୁ ଦିବସ — ଭାସ୍କର ରାଉତ

ଶିଶୁ ଦିବସ   ଭାସ୍କର ରାଉତ   ଶିଶୁଟି ଅଟଇ ଆମ ଭବିଷ୍ୟତ ସମସ୍ତେ କହୁଅଛନ୍ତି, କ୍ଷୁଧା ଅନାହାରେ ଅପପୌଷ୍ଟିକରେ ଅକାଳେ ଝଡ଼ି ପଡ଼ନ୍ତି ।   କେତେ ନବଜାତ ହୁଅନ୍ତି ଅନାଥ ବୁଦା ରାସ୍ତା କଡ଼େ ପଡ଼ି, କୁଆଁରୀ ମାତୃତ୍ବ କରାଏ ବିବ୍ରତ ଯାଏ ସେ ତାହାକୁ ଛାଡ଼ି ।   ଗର୍ଭପାତ ପାଇଁ ଅନୁମତି ଦେଇ

Loading

Nov
2022
12

କଲମ — ଭାସ୍କର ରାଉତ

  କଲମ                           କଲମଟା ମୋର ଚିର ସହଚର ଚାରିପାଖେ ତାର ଧାର ତା ସାଥିରେ କେହି ଲଢ଼ିବାକୁ ନାହିଁ ଅପୂର୍ବ ଶକ୍ତି ତାହାର। ଶାନ୍ତି ମୈତ୍ରୀ ପ୍ରୀତି ରଖିଛି ସାଇତି ବିପ୍ଳବର ବହ୍ନି ଶିଖା ଢ଼ଗ ଢ଼ମାଳିଠୁ ବ୍ୟଙ୍ଗ ବିଦୃପକୁ

Loading

Oct
2022
12

ଦେଖ ଏ ବର୍ଷାକୁ — ଭାସ୍କର ରାଉତ

ଦେଖ ଏ ବର୍ଷାକୁ   ଦେଖ ଏ ବର୍ଷାକୁ ତେଜି ସରମକୁ ନାଚୁଛି ସେ ଥେଇଥେଇ ବାରାଙ୍ଗନା ପରି କଟାକ୍ଷକୁ କରି ଜଗତ ଥରାଇ ଦେଇ। ବାଦଲର କୋଳେ ଲୁଚକାଳି ଖେଳେ ସୁନ୍ଦର ରାଗିଣୀ ଗାଇ ଜନ ମାନସକୁ ଥରାଇ ତାହାକୁ ଅସ୍ତବ୍ୟସ୍ତ କରେ ରହି। କଅଁଳା ଗାଈର ସ୍ବଭାବ ପ୍ରକାର ମାଡ଼ି ଆସୁଅଛି ଧାଇଁ ଭୟରେ କାତର

Loading

Sep
2022
10

ଭିଜିବି କାହିଁକି ତୋ ପ୍ରେମରେ — ଭାସ୍କର ରାଉତ

  ଭିଜିବି କାହିଁକି ତୋ ପ୍ରେମରେ   ଭିଜି ତୋ ପ୍ରେମରେ ମୀରା ଝୁରିମରେ ତେଜିଲା ଘର ସଂସାର ବିଷ ପାନକଲା ଜୀବନ ନଗଲା ହେଉଛି ସେହି ଅଧିର। ତୋ ପ୍ରେମରେ ମଜ୍ଜି ରାଧାରାଣୀ ହଜି କଳଙ୍କ କଲା ସିନ୍ଦୂର ପତି ଚନ୍ଦ୍ରଶେଣା କରୁଥାଏ ମନା ଧାଏଁ ସେ କୁଞ୍ଜ ବନର। ତା ନାମରେ ପରା ବାଜଇ ନାଗରା

Loading