Jan
2023
17
ପରିଚୟ–ଜ୍ୟୋତି ରଞ୍ଜନ ଜେନା
ପରିଚୟ ଆଜି ସମୂଦ୍ର କୂଳରେ ଧାଉଁଥିଲି, ଖୋଜିବୁଲୁଥିଲି ମୋତେ ଆଉ ମୋ ପରିଚୟକୁ, ଅନେକ ଖୋଜିଲି ତନ୍ନ ତନ୍ନ କରି, ଟିକିନିଖି କରି ପରଖି ଚାଲିଲି ପରସ୍ତ ପରସ୍ତ ଢେଉକୁ, ସମୟର ମାୟାଜାଲରେ ଥରେ ଥରେ ଛନ୍ଦି ହୋଇଯାଉଥିଲା ହୃଦୟ, ହଁ ଖୁବ୍ ମନେ ପଡ଼ୁଥିଲା କିଛି ଅଭୁଲା ଅତୀତ, ଯାହା ଆଜିବି ପାଉଁଶ ହୋଇ ଉଡ଼ିବୁଲୁଛି ହୃଦୟ