March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Mar
2023
6

ଫଗୁଣ – ମିନତି ଦାଶ

ଫଗୁଣ   ଫଗୁଣ ଫେଇଛି ପ୍ରୀତି ର ପସରା ବସନ୍ତ ର ପ୍ରତ୍ୟୁଷ ରେ, ମଳୟ ବଳୟେ ଅମିୟ ପ୍ରବାହ ସୃଷ୍ଟି ଆଉ ସମଷ୍ଟିରେ. ଲାଲୀମା ମଞ୍ଜୁଳ ଲାବଣ୍ୟ ଲାଳିତ୍ୟ ଶିମୁଳି ର ପରିପାଖ, ଲୋଭା ବନ ତୋଟା ସୁଦୃଶ୍ୟ ବିପଠା ପଳାଶ ଅଙ୍ଗେ ପାବକ. ରମଣୀୟ କାନ୍ତି ନବ ପଲ୍ଲଵନେ ବିମୁଗ୍ଧା ବିଭୋରା ଧରା, ମେଘାମ୍ବରୀ ପାଟେ

Loading

Jan
2023
18

ମନ ଅଗଣା — ମିନତି ଦାଶ

ମନ ଅଗଣା..  ————— ମନ ଅଗଣା ଟି ମୋର, ସୀମାହୀନ ଶେଷହୀନ ବିତାନଠୁ ବିସ୍ତୃତ ପରିଧି, ତୁମେ ଯେବେ ଛୁଇଁ ଯାଅ ଆକାଶେ ଆଦର ନେଇ ପଦଚି଼ହ୍ନ ଲଂଘଇ ପରିଧି. ଆଖିରୁ ଆକାଶ ଜାକ ଜକ ଜକ ତୁମ ମୁହଁ ତୁମ ବିନା ଅଦୃଶ୍ୟ ଊରବୀ, ଦୂରେ ଗଲେ ଝୁରି ହୁଏ ମଞ୍ଜ ଥରା ଶ୍ୱାସ ବହେ ମୁହୂର୍ତ୍ତେ

Loading

Jan
2023
13

ଆରାଧନା – ମିନତି ଦାଶ

ଆରାଧନା   ଆରାଧନା କିବା ପୂଜା ଅରଚନା ଉପାସନା ନୀରାଜନା, କୋରାନ ଆଜାନ ଗୁରୁବାଣୀ ତତ୍ତ୍ୱ ଗୁଞ୍ଜିତ ଭୂମି ରୁ ଭୁମା. ଓଁକାର ନିନାଦ ବେଦ ମନ୍ତ୍ର ଧ୍ୱନି ପ୍ରାର୍ଥନା ବନ୍ଦନା ସ୍ତୋତ୍ର, ହୋମ ଯଞ୍ଜ ବ୍ରତ ଧୂପ ଦୀପ ଦାନ ପରିଧାନ ଶୁଦ୍ଧ ବସ୍ତ୍ର. ପଞ୍ଚଭୂତେ ଗଢା ମାନବ ଶରୀର ପାଞ୍ଚଭୂତ ର ସଂସାର, କୀଟ ଠାରୁ

Loading

Jan
2023
10

ଆରାଧନା — ମିନତି ଦାଶ

ଆରାଧନା   ଆରାଧନା କିବା ପୂଜା ଅରଚନା ଉପାସନା ନୀରାଜନା, କୋରାନ ଆଜାନ ଗୁରୁବାଣୀ ତତ୍ତ୍ୱ ଗୁଞ୍ଜିତ ଭୂମି ରୁ ଭୁମା. ଓଁକାର ନିନାଦ ବେଦ ମନ୍ତ୍ର ଧ୍ୱନି ପ୍ରାର୍ଥନା ବନ୍ଦନା ସ୍ତୋତ୍ର, ହୋମ ଯଞ୍ଜ ବ୍ରତ ଧୂପ ଦୀପ ଦାନ ପରିଧାନ ଶୁଦ୍ଧ ବସ୍ତ୍ର. ପଞ୍ଚଭୂତେ ଗଢା ମାନବ ଶରୀର ପାଞ୍ଚଭୂତ ର ସଂସାର, କୀଟ ଠାରୁ

Loading

Jan
2023
9

ଆରାଧନା – ମିନତି ଦାଶ

ଆରାଧନା   ଆରାଧନା କିବା ପୂଜା ଅରଚନା ଉପାସନା ନୀରାଜନା, କୋରାନ ଆଜାନ ଗୁରୁବାଣୀ ତତ୍ତ୍ୱ ଗୁଞ୍ଜିତ ଭୂମି ରୁ ଭୁମା. ଓଁକାର ନିନାଦ ବେଦ ମନ୍ତ୍ର ଧ୍ୱନି ପ୍ରାର୍ଥନା ବନ୍ଦନା ସ୍ତୋତ୍ର, ହୋମ ଯଞ୍ଜ ବ୍ରତ ଧୂପ ଦୀପ ଦାନ ପରିଧାନ ଶୁଦ୍ଧ ବସ୍ତ୍ର. ପଞ୍ଚଭୂତେ ଗଢା ମାନବ ଶରୀର ପାଞ୍ଚଭୂତ ର ସଂସାର, କୀଟ ଠାରୁ

Loading

Jan
2023
5

ଶୀତ ରାତି – ମିନତି

ଶୀତ ରାତି   ଉତ୍ତରା ଉତ୍ତରୀ ଉଡେଇ ଉଡେଇ ଶୀତ ରାତି ଆସେ କାକରେ ଭିଜେଇ ଅତି ଆୟୁଷ୍ମତି ଗରୀବଙ୍କ ଭୀତି କୋତରା ଫାଙ୍କ ରୁ ଧସି ପଶେ ନିତି.   ପାଣ୍ଡୁର ପୃଥିବୀ ଶର୍ବରୀ ପ୍ରଭାତେ ବିଭାତ ଉଙ୍କଇ କୁଝଟିକା ଫାଙ୍କେ କାକର ରେ ଭିଜି କଇଁ ସଜ ହସ ମନ ଚୋରୀ କରେ ହରଇ ଅଳସ.

Loading

Nov
2022
21

ନିଦ — ମିନତି ଦାଶ 

ନିଦ ନିଦକରେ ଆଖିବୁଜେ ବୋଲି …ନିଦ ସ୍ବପନରେ ମନ ଭିଜେ ବୋଲି….ଶୟନ ନିଦାରୁଣ ନୀୟତିର ଚକ୍ରବାତରେ ବି ସ୍ବତଃ ନୟନ ହୁଏ ନୀମିଳିତ….ତେଣୁ ନିଦ୍ରା. ସେ ପା ବହଳ ପଣର ତନ୍ଦ୍ରା. ଅସ୍ତରାଗ ସାଥେ ତନ୍ଦ୍ରାଳସ ରବି ମା କୋଳ ହୁଏ ଖୋଜି, ଅଭିମାନ ରଙ୍ଗେ.ଅନ୍ଧାର ପଣତେ ଲୁଚଇ ଊରବୀ ଛବି. ଜଡ ଠାରୁ ଜୀବ ଜୀବ ଠୁ

Loading

Oct
2022
15

ସୁନ୍ଦର ମନ — ମିନତି ଦାଶ

ସୁନ୍ଦର ମନ ……. ଏକ ସୁନ୍ଦର ମନ… ଅନ୍ୟ ର ସଦ୍ଗୁଣ ହିଁ ଲକ୍ଷ କରେ, ଓ ଅବିଗୁଣ କୁ ଅଣଦେଖା କରେ ସମୟ କ୍ରମେ ଅବିଗୁଣ… ସଦ୍ଗୁଣ ରେ ପରିବର୍ତ୍ତନ ପାଇଁ କରେ ସହାୟତା ପ୍ରଦାନ.   ମନ ର ପବିତ୍ରତା ରେ… ଅପବିତ୍ର ହୁଏ ପବିତ୍ର…. ଅନୁଭବ..ବି ପ୍ରୀତି କ୍ଷରା ନୈସର୍ଗିକ.   ନିଷ୍ଠା ଭକ୍ତି

Loading

Oct
2022
15

ପ୍ରାରବ୍ଧ — ମିନତି ଦାଶ

ପ୍ରାରବ୍ଧ…   ସକଳ କର୍ମ ର ଅନୁରୂପ ଫଳ ଅଟେ ସଂସାର ସଂହିତା, ସତ୍କର୍ମ ସାରଣୀ ସମାଜେ ଆଦୃତ ଦୁଷ୍କର୍ମ ପ୍ରାରବ୍ଧ ଦାତା.   କର୍ମ ଠାରୁ ଗୁରୁ ନାହିଁ କେ ସଂସାରେ ହୋନ୍ତୁ ଧାତା, କର୍ତ୍ତା, ହର୍ତ୍ତା, କର୍ମ ଅନୁସାରେ ସେ ବି ତ ଭୋଗନ୍ତି ସଭିଙ୍କ ଜ୍ଞାତ ଏ ବାର୍ତ୍ତା.   ଆରବ୍ଧ ସଂକଳ୍ପେ ସତ୍ୟ

Loading

Oct
2022
11

ଅଭାଗିନୀ — ମିନତି ଦାଶ

ଅଭାଗିନୀ   ଖାଲି ଆଖ୍ୟାଣ ବଖାଣ ରେ ଧୃତି, ଧାତ୍ରୀ ଧରିତ୍ରୀ… ସୃଷ୍ଟି ର ମାର୍ଗ, ସ୍ଥିତି ର ଆଲମ୍ବ ସୁରକ୍ଷା ର ପ୍ରବନ୍ଧ!   ବାକ୍ୟ ରୁ ସରଜି ସ୍ୱୟଂ ବରିଲେ ବିଧାତା… ବ୍ରହ୍ମା ଙ୍କ ବାମା! ସୃଷ୍ଟି ର ସୌନ୍ଦର୍ଯ୍ୟ, ଵର୍ଣ୍ଣବିଭା ରୂପଚର୍ଯ୍ୟା ର ନକ୍ସା ଯାହାର ମହିମା.. ବିଜ୍ଞ ପ୍ରଜ୍ଞ ବୋଲି…. ଅବା ରାଗ

Loading

Oct
2022
2

ଆସ୍ଥା — ମିନତି ଦାଶ

ଆସ୍ଥା — ଅବୋଧ ମଣିଷ ଦେଖିନି ଈଶ୍ୱର ଶୁଣିନି ଭାଷା ବି କେବେ, ଅମାପ ଶରଧା ଆସ୍ଥା ତା’ଠୁ ବେଶୀ ଛବି ତା ଆଙ୍କିଛି ହୃଦେ. ଅଛି କି ନ ଅଛି କହି କେ ପାରେନି ସ୍ପର୍ଶ ଅନୁଭବେ ତାର, ଅମଡା ବାଟରେ ପାଦ ଯଦି ଥାପେ ଶଙ୍କା ଜାଗଇ ମନର. ଶଙ୍ଖ ରେ ଶଙ୍ଖୁଳେ ଆରତ ଜଣାଏ

Loading

Sep
2022
25

ପାର୍ବଣେ ବନଦୁର୍ଗା — ମିନତି ଦାଶ

ପାର୍ବଣେ ବନଦୁର୍ଗା …………………   ଶରଦ ଶୋଭା ସମ୍ଭାର ,ଉପମା କି ଅବା ତାର ଆଦିଗନ୍ତ ସୁଷମା ମଣ୍ଡିତ, କାଶ ଆଲଟ ଚାମର ଦୋଳି ଦୃଶ୍ୟେ ମନୋହର ,ଝରିତ ଶେଫାଳୀ ସୁରଭିତ. ନୀଳାଭ ଅମ୍ବର ଶୋଭା ଯୋଛନା ବି ମନ ଲୋଭା ଲୋହିତ ପଲ୍ଲବ ବାରୁଣୀ ରେ, ଛୁରିଅନା ମହ ମହ ଶାକମ୍ୱରେ ଧରା ଦେହ କୁମୁଦ ଶୋଭଇ

Loading

Jun
2022
20

ବନାନୀ-ମିନତି ଦାଶ

ବନାନୀ ବନାନୀ ବାହୁନୁଛି…. ବଦଳି ଚାଲିଛି ତା ରୂପ ରଙ୍ଗ ଚିତ୍ର ଆଉ ଚରିତ୍ର। ନୁହଁ ସେ ଏବେ ଅଗନା ଅଗନି ଅରଣ୍ୟ, ଯେଉଁଠି ଗଛ ସବୁ ସାଥୀ ହୋଇ ମୁଣ୍ଡେଇ ଥାନ୍ତି ଆକାଶ, ବୃକ୍ଷ ଲତା ଅନେକ ଅନାମି ଫୁଲ ନିଘଞ୍ଚ ସବୁଜିମା, ନା ନା ଜାତି ପଶୁ ପକ୍ଷୀ ମାଙ୍କଡ ଡେଉଁ ଥାଏ ଏ ଗଛ

Loading

Jun
2022
18

ପରିବେଶ — ମିନତି ଦାଶ

ପରିବେଶ   ଜୀବନ ବଳୟର ପରିଧି ପରିପାଖ ଅତ୍ର ତତ୍ର ସର୍ବତ୍ର…. ମହଲ ପରେ ମହଲ, ଅଟ୍ଟାଳିକା ପରେ ଅଟ୍ଟାଳିକା… ନାମ ଯା’ର .. କାରଖାନା, ଘରୋଇ ଶିକ୍ଷାନୁଷ୍ଠାନ , ଜିମ୍ ସ୍ପା ପାର୍ଲର ଅବା ଶପିଂ ମଲ୍।   ଗାଁ ଠୁ ସହର.. ସହର ଠୁ ଗାଁ କାଁ ଭାଁ ଗଛ ବୃଛ… ସବୁଜିମାର ଶୂନ୍ୟତା, ଖାଇ

Loading

May
2022
30

ନାରୀ ନୁହେଁ ସେ — ମିନତି ଦାଶ

ନାରୀ ନୁହେଁ ସେ   ନାରୀ ନୁହଁଇ ସେ ନାୟିକା ଟିଏ, ନିଜ ସପନ କୁ ଛାତି ତଳେ ଜାକି ଆନ ର ସପନ ସଜାଡୁ ଥାଏ। ବାଲିଘର ତୋଳି କଣ୍ଢେଇ ବାହା ରୁ ସଂସାର ଜୀବନ ଚଳଣି ଶିଖେ, ଫୁଲ ପରି ବଢ଼ି ଅୟସ ର ରାଣୀ କଠୋର ପଥରେ ପାଦ ତା ରଖେ। ସେ ଯେ

Loading

May
2022
22

ଯଶୋଧାରା — ମିନତି ଦାଶ

ଯଶୋଧାରା ମିନତି ଦାଶ   ଅଗଣାରେ ବିରାଜେ ସନ୍ୟାସ! ଅନାସକ୍ତ ର ବୁକୁଚିରା ଦୀର୍ଘଶ୍ବାସ— ଷଡ ଋତୁ ସାଜିପାରେ ଏକ ଋତୁ—- ସାରା ବର୍ଷ ନୀରୂତା ବସନ୍ତ: ଅସରା ଅସରା ବଉଳର ଲୁବ୍ଧ ସୁରଭିରେ ଅନୁଭବ ଅନୁଭୂତି ଆକାଂକ୍ଷା ଅପେକ୍ଷା କରିବନି ରୋମାଞ୍ଚିତ ତାକୁ, ପ୍ରିୟ ର ଅଫେରା ମୁଖ ହରିଅଛି ସବୁ ସୁଖ ଜୀବନ ବି ସାଜିଛି

Loading

May
2022
14

*ମା–ମିନତି ଦାଶ*

ମା ….. ସେ ଏକ ନୀରୁତା ସମର୍ପଣ— ସ୍ନେହ ,ଭରସା ଆଉ ବିଶ୍ବାସର ଆଭିଜାତ୍ୟରେ ସମୃଦ୍ଧ ଜୀବନ୍ତ ମୂର୍ତ୍ତୀଟିଏ—– ଲୋଡେ ନାହିଁ ପୂଜା ଅର୍ଚ୍ଚନା ଅରାଏ ଭଲପାଇବାରେ ଅଜାଡି ଦିଏ,ନିଗାଡି ଦିଏ ନିଜକୁ ସମ୍ପର୍କର ବର୍ଣ୍ଣବୋଧରେ ଆଦିରୁ ଅନ୍ତଯାଏ ଯେଉଁ ଶବ୍ଦ ଗୁଞ୍ଜରିତ— ସେ–ମା—- ମିଠା ମିଠା ଯନ୍ତ୍ରଣାରେ ସାତ ତାଳ ପଙ୍କତଳୁ ଉତୁରିଥିବା ସମ୍ପର୍କର ଚେର— ପରିବର୍ତ୍ତନର

Loading