ସୂକ୍ତି ବୁନ୍ଦା – ଜ୍ୟୋତ୍ସ୍ନା ରାଣୀ ଦେବୀ
ସୂକ୍ତି ବୁନ୍ଦା ଛାଗଳ କି କେବେ ବାଘ ହୋଇପାରେ ଗେଣ୍ଡାଳିଆ ତାଣ୍ଟି ବଗ ଗଣ୍ଡୁଷେ ଜଳରେ ସଫରୀ ବୋଲାଏ ମିଳିଗଲା ମୋତେ ସ୍ଵର୍ଗ । ବେଙ୍ଗି ପିତଳ କି ସୁନା ହୋଇପାରେ ସୁନା ଶାଣ ଦେଇ ଦେହେ ମିଛରେ ମିଛରେ ବଡ ପଣ ବହି ଆପେ ଆପଣାକୁ ଦହେ । କାକ
ସୂକ୍ତି ବୁନ୍ଦା ଛାଗଳ କି କେବେ ବାଘ ହୋଇପାରେ ଗେଣ୍ଡାଳିଆ ତାଣ୍ଟି ବଗ ଗଣ୍ଡୁଷେ ଜଳରେ ସଫରୀ ବୋଲାଏ ମିଳିଗଲା ମୋତେ ସ୍ଵର୍ଗ । ବେଙ୍ଗି ପିତଳ କି ସୁନା ହୋଇପାରେ ସୁନା ଶାଣ ଦେଇ ଦେହେ ମିଛରେ ମିଛରେ ବଡ ପଣ ବହି ଆପେ ଆପଣାକୁ ଦହେ । କାକ
ସ୍ଵପ୍ନ ଆସେ ଲୋ ଝରି ସ୍ଵପ୍ନ ଆସେ ଲୋ ଝରି ଡେଣା ଲାଗେ ଲୋ ପରୀ ଉଡିବାକୁ ଦେଖିବାକୁ ଅନନ୍ତପୁରୀ । ଗଜୁରିବା ସ୍ଵପ୍ନ କେବେ ଅଧୁରା ହୁଏ ସୁନା ଡେଣା ଚୁନା ହୁଏ କୂଳ ନ ପାଏ ମନପକ୍ଷୀ ଘୁରି ଦେଖେ ଖାଲି ଭଉଁରୀ । ସ୍ଵପ୍ନ ….. ନାରୀ
ଟୁଉକୁ ମୂଷି ଟୁଉକୁ ମୂଷି ଲୋ ଟୁଉକୁ ମୂଷି ଆଜି କିଆଁ ତୁ ଲୋ ବସିଛୁ ରୁଷି । ଖାଉନାହୁଁ ଧାନ ଚାଉଳ ପେଷି ମନମାରି କିଆଁ ରହିଛୁ ବସି । ତୋ ମାଆ ଯାଇଛି ଗହୀର ବିଲ ବାଟରୁ ଆଣିବ ପାଚିଲା ବେଲ । ଆଣିଲେ ଖାଇବୁ ହୋଇବୁ ଖୁସି । ଟୁଉକୁ ମୂଷି
ସନ୍ତାନର ଖେଦୋକ୍ତି କହିବକ ମୋତେ କହିବକି ମାଆ ମୋର କାହିଁ ଗଲା ଚାଲି କେଉଁଠି ହଜିଲା କିଏ ଚୋରିକଲା ତା’ ଚନ୍ଦ୍ରବଦନ ହଂସ ଚାଲି । କହିବକି….. ଶୀତୁଆ ଶୀତୁଆ ସଂଜୁଆ ବେଳାରେ ଘୁମାଇଥିଲି ତା’ ପଣତ ଉଢାଳେ ଠେଲି ଦେଇଗଲା,ପେଲି ଦେଇଗଲା ଚଞ୍ଚଳ ଫେରିବ ,କଥା ଦେଇଥିଲା ଗୋଡ ଅବା ତା’ର ଟାଣି ନେଇଗଲା
ଶିଶୁ ତୁ ଆଜି ଶିଶୁ ଜ୍ୟୋତ୍ସ୍ନା ରାଣୀ ଦେବୀ ଚନ୍ଦ୍ରଉଦିଆ ମୁହଁଟା ତୋର ଫିକିଫିକି ତୁ ହସୁ, କଅଁଳ କୁନି କୁସୁମଟିଏ ମହମହ ତୁ ବାସୁ । ଶିଶୁ ତୁ ଆଜି ଶିଶୁ, କେଡେ ମଧୁର କେଡେ ସୁନ୍ଦର ଢଳଢଳ ତୁ ଦିଶୁ । ଶିଶୁ ତୁ…….. ନାହିଁ ତୋ ମନେ ଛନ୍ଦ କପଟ
ବଧୂ ଜ୍ୟୋତ୍ସ୍ନା ରାଣୀ ଦେବୀ ବଧୂଟିଏ ମୁଁ ଯେ ଝରାଇ ଚାଲିବି ଅନ୍ତରୁ ସଦା ମୋ ମଧୁ, ପ୍ରେମ ବାଟିକାରେ ପ୍ରୀତି ନିର୍ଝରିଣୀ ବୁହାଇ ରଚିବି ସିନ୍ଧୁ । ମୁଁ ସତୀ ସାବିତ୍ରୀ ସୀତା ଅନସୂୟା ଯାଜ୍ଞସେନୀ ସିନ୍ଧୁସୂତା, ଯଜ୍ଞ ବେଦୀରେ ଆହୂତ କଳସେ ପତିତପାବନୀ ମାତା । ଅନାହୂତ ହେଲେ କରିବିନି
ଆମେ ଦୁହେଁ ଆମେ ଦୁହେଁ ବସିଥିବା ଗପିଗପି ତାରାଫୁଲ ଆରପାଖେ ଛପିଛପି ଅୟୁତ ଯୁଗର ଲକ୍ଷେ ଭାବନାକୁ ଆମ ହାତେ ଆମେ ଲେଖିଲେଖି । ଆମେ….. ଆମେ ଦୁହେଁ କଥା ହେବା ଚୁପିଚୁପି ଚାଲୁଥିବା ବାଟ ପାଦ ଟିପିଟିପି ଜନମ ଜନମ କଥା ସବୁ ଆମ କାଳେ କିଏ ଦେବ ଶୁଣି ଛପି ।
ପଳାତକ ପଳାତକ ସାଜିଥିଲା ସେଦିନ ସେ ଲହୁରେ ଗାଧୋଇ ଲୁହକୁ ଗହଣା କରି ହୃଦୟକୁ ଚିରି, ଦେବାକୁ ନ ଥିଲେ କେହିତ ବଧେଇ । ମାତୃତ୍ଵ ତା’ ହେଉଥିଲା ଖାଲି ଛାଟିପିଟି ଜଳୁଥିଲା କୁହୁଳିବା କୋହ ନଷ୍ଟଭ୍ରଷ୍ଟ କରିଦେଇ ତାର ପରିପାଟୀ । ପଣତକୁ ପୁଚ୍ଛୁଥିଲା ସନ୍ତୁଳି ସନ୍ତୁଳି କାହିଁକି ହୋଇଲୁ ଛୋଟ, ଧୂଳି
ଯୋଗଜନ୍ମା ସେବା ମମତାର ତ୍ୟାଗତିତିକ୍ଷାର ଉତ୍କଳ ମଉଡ଼ମଣି ଦୀନବନ୍ଧୁ ଆହେ ଅବିନାଶୀ ଆତ୍ମା ସେନେହ ପରଶମଣି । ବିଶାଳ ଓଡ଼ିଆ କୁଳସମ୍ଭୂତ ହେ ଯୋଗଜନ୍ମା ଗୋପବନ୍ଧୁ ବିଶ୍ୱପ୍ରାଣେ ଚିତ୍ତ ମଗନ ଯାହାର ଜ୍ଞାନ ଗୌରବର ସିନ୍ଧୁ । କୋଟି କୋଟି ପ୍ରାଣ ଭାଲଚନ୍ଦ୍ରମା ହେ ଉତ୍କଳ ତମସା ନାଶି ଯୁଗ ଯୋଗଜନ୍ମା ଶାଶ୍ୱତ
ଦୀପଦଣ୍ଡୀ ଜ୍ୟୋତ୍ସ୍ନା ରାଣୀ ଦେବୀ ଦୀପଦଣ୍ଡୀ ସିନା ମାପିପାରେ କେତେ ତଡ଼ାଗର ଗଭୀରତା, ମାପିପାରେ ନାହିଁ ତାହାର ତନୁରେ ଭରା କେତେ ଆବିଳତା । ରାତ୍ରିରେ ରାତ୍ରିରେ ତମସାର ତୀରେ ଚାନ୍ଦିନୀର ଚଉହଦୀ, ମାପିପାରେ ନାହିଁ ଚାତକିନୀ ସମ ଚାହିଁ ରହି ଯେ କୌମୁଦୀ । ବିଫଳ ପଥିକ କଳିପାରେ ସିନା ପଥ
ଲେଖୁଛି ଚିଟାଉ ଜ୍ୟୋତ୍ସ୍ନା ରାଣୀ ଦେବୀ ଜୋଛନା ହଜିଛି କାଦମ୍ଵିନୀ କୋଳେ ଝିପଝିପି ଏଇ ବରଷାରେ, ମଲାଜହ୍ନ ଝୁରେ ଘନ ଅନ୍ଧକାରେ ଫିକାଫିକା ତା’ର ଅଭିସାରେ । ଅମାନିଆ ମନ ଆନମନା ଆଜି ପ୍ରିୟା କାହିଁ ତୁମେ କେତେଦୂରେ, ସପନ ପିୟାସୀ ମନଟା ମୋହର ଝୁରିଝୁରି ଖାଲି ଦିନ ସାରେ । ଭିଜାଭିଜା ମନ
କୋଣାର୍କ ପ୍ରତି ଜ୍ୟୋତ୍ସ୍ନା ରାଣୀ ଦେବୀ କୋଣାରକ ତୁମେ ମଗ୍ନ କେଉଁଠି କଥା କୁହ କଥା କୁହ, ଭଗ୍ନ ଶିଳାର ଚାରୁ ଚିତ୍ରପଟ୍ଟେ ଲୁଚାଇଛ କାହିଁ ମୁହଁ । ଧନ୍ୟ ସେ ଶିଳ୍ପୀ ଧନ୍ୟ ତା’ କଳା ଶୃଙ୍ଗାରେ ସଜାଇ ଗାତ୍ର, ଖୋଦିଥିଲା ଯହିଁ ଲକ୍ଷେ ଅଭିସାର ମିଳନର ମଧୁଚିତ୍ର । ତା’
ଇନ୍ଦ୍ରଧନୁ ଜ୍ୟୋତ୍ସ୍ନା ରାଣୀ ଦେବୀ ସପ୍ତ ରଙ୍ଗର ଉତ୍ତାଳ ଲହରୀ ଖେଳାଇଲ ନିଜ ଅଙ୍ଗେ, ତଡିତ୍ ନୀରଦ ଅପସରି ଗଲେ ଉଭା ହେଲ ବେଗେବେଗେ । ଅପୂର୍ବ ଭଙ୍ଗିମା ଠାଣି, ଦୃଷ୍ଟି ପଥରେ ସୃଷ୍ଟି ରଥରେ ସରଜିଲା କିଏ ଆଣି ।। ଚିତ୍ରକରର ନିପୁଣ ହସ୍ତ ତୋଳିଲା ଅପୂର୍ବ ଛବି, ମେଘର ଉଛୁଳା ଯୌବନ
ଇକିଲି ମିକିଲି ଚିକିଲି ଚିଆଁ ଇକିଲି ମିକିଲି ଚିକିଲି ଚିଆଁ, ଚିଁ ଚିଁ କରି ମାରଇ ଡିଆଁ । ଟିପି ଟିପି ଟିପି ଟେଁଟେଇ ବଣି, ପାଦ ଚିପିଚିପି ପିଅଇ ପାଣି । ସୁଁ ସୁଁ ସୁଁ ଆସଇ ସାପ, ଫଣଫଣ ହୋଇ ଗରଜେ ତମ୍ପ । ମିଆଁଉ ମିଆଁଉ ପୁଷି ମାଉସୀ, ଲୁଚିଲୁଚି ମାଛ
Results of Suryodaya Sambhranta Saraswat Samman Contest-2022 ସତୀର୍ଥ ସାହିତ୍ୟିକ ବନ୍ଧୁଗଣ! ଚଳିତ ବର୍ଷ Suryodaya Sambhranta Saraswat Samman Contest-2022 ପାଇଁ ଆମେ ଯେଉଁ ୩୦ ଜଣ ପ୍ରାଜ୍ଞ ବିଜ୍ଞ ସାହିତ୍ୟିକ ବନ୍ଧୁ ମାନଙ୍କ ଠାରୁ ଲିଖିତ ସାକ୍ଷାତକାର ପାଇଥିଲୁ ସେମାନଙ୍କ ନାମ , ତାଙ୍କର ସାକ୍ଷାତକାର ସମ୍ବନ୍ଧୀୟ ଜରୁରୀ ସୂଚନା ସହିତ ଅନ୍ୟାନ୍ୟ ଏହି
ଲୁନା ଚାହିଁଥିଲା ବାଟକୁ ଅଜା ଯାଇଥିଲେ ହାଟକୁ ଲୁନା ଚାହିଁଥିଲା ବାଟକୁ ଅଜା ଆଣିଦେଲେ ପିଆଜି ପକୁଡି ଖାଇଦେଇ ଯିବ ମଠକୁ । ଆଈ ସାଥେସାଥେ ଆଗରେ ଚାଲୁଥିଲା ବଡ଼ ବାଗରେ ହାତକୁ ହଲାଇ ବାହା ଦୋହଲାଇ ତା’ ସହ ତାହାର ସାଙ୍ଗରେ । ହେଉଥିଲେ ଦୁହେଁ ଚଗଲା ଦେଖିଲେ ଯାଉଛି ପାଗଳା ଟେକା ଛାଡିଦେଲେ ,ଆଈ
*Lets talk with Jyotsna Rani Devi who hails from Ganjam , Odisha for Suryodaya_Sambhranta_Saraswat_Samman – 2022* ପ୍ରିୟ ସତୀର୍ଥ ସାହିତ୍ୟାତ୍ମନ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ
ଜୀବନଟା ଏମିତି ଜୀବନଟା ଏମିତି କେବେ ଖରା କେବେ ଛାଇ କେବେ ହଁ କେବେ ନାହିଁ ମହମହ ଅତରରେ ଢଳଢଳ ପତରରେ କେବେ ହସେ କେବେ କାନ୍ଦେ କେବେ ଲୁହ ବନ୍ଧଭାଙ୍ଗେ ପରାଣଟା କରତି । ଜୀବନଟା ଏମିତି । ଜୀବନଟା ଏମିତି କେବେ ଦିନ କେବେ ରାତି କେବେ ବର୍ଷା କେବେ ତାତି ଭିଜାଭିଜା
ସହିଷ୍ଣୁ ତ ସର୍ବସାର ଜ୍ୟୋତ୍ସ୍ନା ରାଣୀ ଦେବୀ କ୍ଷମାଶୀଳ ଅଟେ ମହତ ଜଗତେ ସହିଷ୍ଣୁ ତ ସର୍ବସାର କହିବା ଲୋକଟି ଆପେ ବଖାଣାଇ ନିଜ ବଡିମା ଅପାର । କ୍ଷମା ଉପୁଜାଏ ଅରିରେ ମମତା କରେ ମୈତ୍ରୀ ସଂସ୍ଥାପନ ଅପକାରୀ ତମ ନାଶ କରି କରେ ଧୀରଜ ସାହାସ ଦାନ । ଅଜ୍ଞାନ ପଟଳ ଘେରି ରହିଥାଏ ଦଣ୍ଡଧାରୀ